Sign in
Sign in
Recover your password.
A password will be e-mailed to you.
ଖୋର୍ଦ୍ଧା ଜିଲ୍ଲା ଅରେଞ୍ଜ, ଭୁବନେଶ୍ୱର କାହିଁକି ରେଡ ଜୋନ : ସ୍ପଷ୍ଟ କଲେ ଏସଆରସି ପ୍ରଦୀପ ଜେନା
ବସ ଚଳାଚଳ ନେଇ ପୂର୍ବ କଟକଣା ସଂଶୋଧିତ ଗ୍ରୀନ ଜୋନରେ ଚାଲିପାରିବ
ଗ୍ରୀନ ଟୁ ଗ୍ରୀନ ରୁଟରେ ଯେପରି କୌଣସି ରେଡ୍ କିମ୍ବା ଅରେଞ୍ଜ ଜିଲ୍ଲା ଆସୁନଥିବା ଅପରିହାର୍ଯ୍ୟ
ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲା ରହିଛି ଅରେଞ୍ଜ ଜୋନରେ | ହେଲେ ଭୁବନେଶ୍ୱର ରେଡ ଜୋନରେ କାହିଁକି ! ଏହାକୁ ନେଇ ଲୋକଙ୍କ…
କାହାର କୋଉ ଚିନ୍ତା, ଏମାନଙ୍କ ଜୁଆଖେଳ ଓ ମଦ ଚିନ୍ତା
ଜୁଆ ଆଡ୍ଡାରେ ପୁଲିସ ଚଢାଉ, ୧୦ ଗିରଫ : ୨୫୫ ଲିଟର ହାତରନ୍ଧା ମଦ, ୬୯୦୦ ଟଙ୍କା ଜବତ
ନୂଆପଡ଼ା (ଅମିତ ପୁରୋହିତ): ସଦର ଟାନୱଟ ଓ କେରମେଲି ମଧ୍ୟସ୍ଥ ଘାଟି ନିକଟ ଜଙ୍ଗଲ ଭିତରେ ଏକ ଜୁଆ ଆଡ୍ଡା ଉପରେ ପୁଲିସ ଚଢାଉ କରିଥିଲା । ସେଠାରେ ୨୫୫ ଲିଟର ହାତରନ୍ଧା ମଦ, ୬୯୦୦ ଟଙ୍କା, ୪ ବାଇକ, ୧୦ଟି…
ପାରଳାଖେମୁଣ୍ଡି ସ୍ଥିତ ମହାରାଜାଙ୍କ ବାଳିକା ଉଚ୍ଚ ବିଦ୍ୟାଳୟ ପକ୍ଷରୁ ସିଏମଆରଏଫକୁ ୬୯. ୦୦୦ ଟଙ୍କା ସହାୟତା
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡିସ୍ଥିତ ମହାରାଜାଙ୍କ ବାଳିକା ଉଚ୍ଚ ବିଦ୍ୟାଳୟ ପକ୍ଷରୁ କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ୬୯ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି।
ବିଦ୍ୟାଳୟର ସମସ୍ତ ୪୦ ଜଣ ଶିକ୍ଷକ , ଶିକ୍ଷୟିତ୍ରୀ ଓ …
ବିଦେଶରେ ଥିବା ଓଡିଆଙ୍କୁ ସିଧା ଭୁବନେଶ୍ୱର ଆଣିବାକୁ ବୈଦେଶିକ ମନ୍ତ୍ରୀଙ୍କୁ ଅନୁରୋଧ କଲେ ଧର୍ମେନ୍ଦ୍ର ପ୍ରଧାନ
• ବିଦେଶରେ ଥିବା ଭାରତୀୟଙ୍କୁ ସ୍ୱଦେଶ ଆଣିବା ନିଷ୍ପତି ସ୍ୱାଗତଯୋଗ୍ୟ
• ପ୍ରଧାନମନ୍ତ୍ରୀ, କେନ୍ଦ୍ର ଗୃହମନ୍ତ୍ରୀ ଏବଂ ବୈଦେଶିକ ମନ୍ତ୍ରୀଙ୍କୁ ଧନ୍ୟବାଦ
ନୂଆଦିଲ୍ଲୀ/ଭୁବନେଶ୍ୱର(ଶାସକ ପ୍ରଶାସକ) – ବିଦେଶରୁ ଭାରତୀୟଙ୍କୁ ସ୍ୱଦେଶ ଫେରାଇ ଆଣିବା ପାଇଁ ଭାରତ ସରକାର ନିଷ୍ପତି ନେଇଛନ୍ତି ।…
କୋଭିଡ-୧୯ : ନିର୍ବାଚନ ମଣ୍ଡଳୀୱାରୀ ଯୁବ ବିଜେଡି ଆଇଟି ସଂଯୋଜକଙ୍କ ଭିଡିଓ କନଫରେନସିଂରେ ସମୀକ୍ଷା ବୈଠକ
କାର୍ଯ୍ୟକ୍ରମକୁ ଅଧିକ ଲୋକାଭିମୁଖୀ କରିବାକୁ ପରାମର୍ଶ ଦେଲେ ଦଳର ଆଇଟି ଉଇଙ୍ଗ ମୁଖ୍ୟ ଅମର ପଟ୍ଟନାୟକ
ଯୁବ ବିଜେଡି ପକ୍ଷରୁ ରାଜ୍ୟବ୍ୟାପୀ ଚାଲିଥିବା ସହାୟତା ଓ ଜୀବନ ବିନ୍ଦୁ କାର୍ଯ୍ୟକ୍ରମକୁ ପ୍ରଶଂସା
ଭୁବନେଶ୍ୱର (ଶାସକ ପ୍ରଶାସକ): କୋଭିଡ-୧୯ ବିପତ୍ତି ପରିପ୍ରେକ୍ଷୀରେ…
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ଗର୍ବ ଓ ଗୌରବ : ପ୍ରଦୀପ ପୁରୋହିତ
ପଦ୍ମପୁର- କରୋନା ଭଳି ଏକ ମାରାତ୍ମକ ବ୍ୟାଧି କଳାବାଦଲ ଭଳି ମାଡିଆସିଛି ସେତେବେଳେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶକୁ ତଥା କୋଟି କୋଟି ଜନତା ଙ୍କୁ ଏଭଳି ବ୍ୟାଧି ରୁ ବଂଚିବା ସକାଶେ ସାରା ଦେଶକୁ ଲକଡାଉନ କରି ପୃଥିବୀ ରେ ଶ୍ରେଷ୍ଠ ପ୍ରଧାନ ମନ୍ତ୍ରୀ ହେବାର ସୌଭାଗ୍ୟ ହାସଲ…
୩ୟ ପର୍ଯ୍ୟାୟ ଲକ୍ ଡାଉନ୍ କୁ ନେଇ ଜିଲ୍ଲାପାଳ ଅନୁପମ ସାହା ଦେଲେ ବାର୍ତ୍ତା
http://www.youtube.com/watch?v=Rv7F-ZR6ffE
କ୍ବାରେଣ୍ଟାଇନ୍ ସେଣ୍ଟରରେ ତାଲା ମାରିଲେ ଗ୍ରାମବାସୀ
ରେଢାଖୋଲ ଉପଖଣ୍ଡ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ : ନାକଟିଦେଉଳ ବ୍ଲକ୍ ଗୋଗୁଆ ପଞ୍ଚାୟତରେ କିଛି ଲୋକ କ୍ବାରେଣ୍ଟାଇନ୍ ସେଣ୍ଟରରେ ତାଲା ମାରି ଦେଇଛନ୍ତି ।
ସୂଚନାଯୋଗ୍ୟ ଯେ, ସମ୍ବଲପୁର ଜିଲ୍ଲା ରେଢାଖୋଲ ଉପଖଣ୍ଡ ନାକଟିଦଦେଉଳ ବ୍ଲକ୍ ଗୋଗୁଆ ପଞ୍ଚାୟତ ର ଗୋଗୁଆ ହାଇସ୍କୁଲ ଠାରେ ଏହି…
ଓଡିଆ ଲୋକମାନେ ଅସୀମ ଧୈର୍ଯ୍ୟ ଓ ସାହାସର ସହ କରୋନାର ମୁକାବିଲା କରୁଛନ୍ତି – ଧର୍ମେନ୍ଦ୍ର ପ୍ରଧାନ
କଳିଙ୍ଗ ଯୁଦ୍ଧ, ନଅଙ୍କ ଦୁର୍ଭିକ୍ଷ, ସ୍ପାନିଶ ଫ୍ଲୁ, ବେଙ୍ଗଲ ଫେମିନି ଓ ଅନେକ ପ୍ରାକୃତିକ ଦୁର୍ବିପାକ ଓଡିଶାକୁ ଭାଙ୍ଗିପାରିନି
ଓଡିଆ ଲୋକମାନେ ସବୁ ପ୍ରତିକୂଳ ପରିସ୍ଥିତିରେ ଓଡିଶାକୁ ପୁଣି ପୁନଃନିର୍ମାଣ କରିଛନ୍ତି
ଲକ୍ଷ୍ମୀପୁର ଝିଅର ଗାଁ ବୁଲି ବ୍ୟାଙ୍କ୍ ସେବା, ପରିବା ଦୋକାନୀ…
କରଞ୍ଜକଟାରେ ରକ୍ତଦାନ ଶିବିର ଅନୁଷ୍ଠିତ
ହରଭଙ୍ଗା/ ପ୍ରତାପ ମେହେର :ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍ ଅନ୍ତର୍ଗତ କରଞ୍ଜକଟା ପଞ୍ଚାୟତ ରେ ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇଛି । ଜୀବନ ଜ୍ୟୋତି ଓ ଜୀବନ ବିନ୍ଦୁ ର ମିଳିତ ଆନୁକୁଲ୍ୟରେ ଅନୁଷ୍ଠିତ ହୋଇଛି । ବୌଦ୍ଧର ବିଧାୟକ ଶ୍ରୀ ପ୍ରଦୀପ କୁମାର ଅମାତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ…