Sign in
Sign in
Recover your password.
A password will be e-mailed to you.
କମିସନରେଟ ଅଂଚଳରେ ପୁଣି ଲାଗୁ ହେଲା ରାତ୍ରିକାଳୀନ ଯାତାୟାତ ନିଷେଧାଜ୍ଞା
ଭୁବନେଶ୍ୱର(ଶାସକ ପ୍ରଶାସକ) କମିସନରେଟ ଅଂଚଳରେ ପୁଣି ଲାଗୁ ହେଲା ରାତ୍ରିକାଳୀନ ଯାତାୟାତ ନିଷେଧାଜ୍ଞା | ଆପାତତଃ ରାତ୍ରିକାଳୀନ କର୍ଫ୍ୟୁ ସଦୃଶ କଟକଣା | କେନ୍ଦ୍ର ସରକାର ଲକ ଡାଉନ ଅବଧି ବୃଦ୍ଧି କରିବା ସମୟରେ ଜାରି କରିଥିବା ସତ୍ତାବଳୀକୁ ଭିତ୍ତି କରି ରାତିରେ ଯାତାୟାତକୁ କମିଶନରେଟ…
କୋବିଡ଼-19 ବରଗଡ଼ ଜିଲ୍ଲା ପର୍ଯ୍ୟବେକ୍ଷକଙ୍କର ତୁଫାନି ଗସ୍ତ
http://www.youtube.com/watch?v=Q177DUOhTjg
ବରଗଡ(ଶାସକ ପ୍ରଶାସକ) :- ରାଜ୍ୟ ସରକାରଙ୍କର କୋବିଡ଼ 19 ବରଗଡ଼ ଜିଲ୍ଲା ପର୍ଯବେକ୍ଷକ ଶ୍ରୀ ବେଣୁଧର ବେହେରା ଜିଲ୍ଲାର ମାଣ୍ଡୋସିଲିରୁ ତାଙ୍କର ଗସ୍ତ କାର୍ଯକ୍ରମ ଆରମ୍ଭ କରିଥିଲେ । ରାଜ୍ୟକୁ ଫେରିବା ପାଇଁ ଚାହୁଁଥିବା ଲୋକ ମାନେ ଫେରିବା…
ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ଅମାନ୍ୟ : କେନ୍ଦୁପତ୍ର କର୍ମଚାରୀ ସଂଘର ଅସନ୍ତୋଷ
ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଲେ ସଂଘର ନେତା ପ୍ରଦୀପ ପୁରୋହିତ
ପଦ୍ମପୁର(ଶାସକ ପ୍ରଶାସକ ) : ଲକ ଡାଉନ ସମୟରେ କୌଣସି ଶିଳ୍ପ ସଂସ୍ଥାରେ କାହାକୁ ଜଣକୁ ମଧ୍ୟ ଛଟେଇ କରାଯିବ ନାହିଁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆହ୍ବାନ କରିଥିଲେ । ଓଡିଶା କେନ୍ଦୁପତ୍ର ସଂସ୍ଥାରେ…
କୋଭିଡ-୧୯ ନୋଡାଲ ଅଫିସର ସୁଶୀଲ ଲୋହାନୀଙ୍କ ପଦ୍ମପୁର ଗ୍ରସ୍ତ
ପଦ୍ମପୁର(ଶାସକ ପ୍ରଶାସକ ) : କୋବିଡ - ୧୯ ସଂକ୍ରାନ୍ତୀୟ ତଦାରଖ ପାଇଁ ବରଗଡ଼ ଜିଲ୍ଲା ନିମନ୍ତେ ସରକାରଙ୍କ ତରଫରୁ ନିଯୁକ୍ତି ପ୍ରାପ୍ତ ନୋଡାଲ ଅଫିସର ସୁନୀଲ କୁମାର ଲୋହାନି ଆଜି ପଦ୍ମପୁର ଗ୍ରସ୍ତରେ ଆସି ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଏବଂ ରାଜବୋଡାସମ୍ବର ବ୍ଲକ ଅନ୍ତର୍ଗତ ବିଭିନ୍ନ…
ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ୫୩ ଜଣଙ୍କ ସ୍ୱାବ ରିପୋର୍ଟ ନେଗେଟିଭ : ଜିଲ୍ଲାପାଳ
http://www.youtube.com/watch?v=JaEaJz24P4g
ବଲାଙ୍ଗୀର/ ନିରୋଜ ମିଶ୍ର : ବଲାଙ୍ଗୀର ଜିଲା ଲିଖିରିଆ ଗାଁର ୨ ଯୁବକ କରୋନା ପଜିଟିଭ ଜଣାପଡିବା ପରେ ପ୍ରଶାସନ ଓ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଉଭୟଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କ ତାଲିକା ପ୍ରସ୍ତୁତ କରାଯାଇଥିଲା । ସଂସ୍ପର୍ଶରେ…
ଅସହାୟ ଲୋକଙ୍କୁ ସହାୟତାର ହାତ ବଢ଼ାଇଲା ଆରଏମଏନଏସଆଇ
ରାଜଧାନୀର ବସ୍ତି ଅଂଚଳରେ ବାଣ୍ଟିଲା ଅତ୍ୟାବଶ୍ୟକ ସାମଗ୍ରୀ କିଟ
ଭୁବନେଶ୍ୱର (ଶାସକ ପ୍ରଶାସକ) :ସମଗ୍ର ବିଶ୍ୱ କରୋନା କବଳରେ ଛଟପଟ ହେଉଥିବା ବେଳେ ଭାରତରେ ମଧ୍ୟ ଦୀର୍ଘ ୪୦ ଦିନ ହେବ କୋବିଦ ୧୯ ମହାମାରୀ ତାର କାୟା ବିସ୍ତାର କରିଛି | କୋବିଦ-୧୯ ମୁକାବିଲା କରିବା ପାଇଁ ତଥା ଏହାର…
ସଜ ହେଇ ଆସିଥିଲେ ଦୋକାନ ଖୋଲିଲେ ଟାଙ୍କିବେ ବୋଲି : ହେଲେ ଦୋକାନ ଆଗରୁ ନିରାଶ ହୋଇଗଲେ
ପାଟଣାଗଡ/ ବିମଳ କୁମାର ବାଗ : କେତେ ଆଶା କରିଥିଲେ ତଂଟି ଟିକେ ଓଦା ହେବ ବୋଲି | ଆଶା କରି ଆସିଥିଲେ ଦୋକାନକୁ | ହେଲେ ଚୁନରେ ଗୋଲେଇ ଚିହ୍ନ ଗୁଡାକ ଗ୍ରାହକ ମାନଙ୍କ ପାଇଁ ଅପେକ୍ଷା କରିଥଲେ ମଧ୍ୟ ଦୋକାନ ଖୋଲି ନଥିଲା |ନିରାଶ ହୋଇ ଫେରିଥିଲେ ଦୋକାନ ପାଖରୁ |
ଏଇ ଫଟୋଟି ହେଉଛି ବଲାଙ୍ଗୀର…
ତାଲାବନ୍ଦ ବଢାଇଲା ଶ୍ରମିକଙ୍କ ଦୁଃଖ
ପାଟଣାଗଡ/ବିମଳ କୁମାର ବାଗ : କରୋନା ମୁକାବିଲା କରିବା ପାଇଁ ତୃତୀୟ ପର୍ଯ୍ୟାୟରେ ସାରା ଦେଶ ଲକ୍ଡାଉନ୍ ରହିଛି। ଏହି ସମୟରେ ଜରୁରୀକାଳୀନ ସେବା ଯାଗାଉଥିବା ସଂସ୍ଥାକୁ ଛାଡ଼ି ଦେଲେ ଅନ୍ୟ ସମସ୍ତ ସଂସ୍ଥା ବନ୍ଦ ରହିଛି। ଏହାର ପ୍ରଭାବ ଏବେ ଅନ୍ୟ ରାଜ୍ୟରେ ରହି କାମ କରୁଥିବା ଶ୍ରମିକଙ୍କ ଉପରେ…
ରେଢାଖୋଲ ଓ ନାକ୍ଟିଦେଉଳ ବ୍ଲକକୁ ଫେରିଲେ ସୁରତରେ ଫସିଥିବା ୨୧ ଜଣ ଶ୍ରମିକ
ରେଢାଖୋଲ(ଯଶୋବନ୍ତ ନାରାୟଣ ସାହୁ) : ସମ୍ବଲପୁର ଜିଲ୍ଲା ରେଢାଖୋଲ ଓ ନାକଟିଦେଉଳ ବ୍ଲକ୍ କୁ ସୁରତରେ ଫସିଥିବା ୨୧ ଜଣ ଶ୍ରମିକ ନିଜ ଜନ୍ମମାଟିକୁ ଫେରିଆସିଥିବା ଖବର ଜଣାପଡିଛି । ସରକାରୀ ସୂତ୍ରରୁ ପ୍ରକାଶ ଯେ , ବ୍ଲକର ୨୧ ଜଣ ଶ୍ରମିକ ଗୁଜୁରାଟର ସୁରତରେ ଶ୍ରମିକ ଭାବରେ କାମ କରୁଥିଲେ ।…
କୋଭିଡ ପର୍ଯ୍ୟବେକ୍ଷକ ଲୋହାନୀଙ୍କ ପାଟଣାଗଡ ଗ୍ରସ୍ତ
ପାଟଣାଗଡ/ବିମଳ କୁମାର ବାଗ: କୋଭିଡ-୧୯ ବଲାଙ୍ଗୀର ଜିଲ୍ଲା ପର୍ଯ୍ୟବେକ୍ଷକ ସୁଶୀଲ କୁମାର ଲୋହାନୀ ପାଟଣାଗଡ ଗ୍ରସ୍ତ କରିଥିଲେ। ପାଟଣାଗଡ ବ୍ଳକ ଅନ୍ତର୍ଗତ ସୁନାମୁଦି ପଞ୍ଚାୟତ,ଉଲବା ପଞ୍ଚାୟତରେ ନିର୍ମିତ ଅସ୍ଥାୟୀ ସ୍ବାସ୍ଥ୍ୟ ଶିବିର ପରିଦର୍ଶନ କରିଥିବା ସହ ବିଭିନ୍ନ ସରକାରୀ ଯୋଜନା…