ଧର୍ମଶାଳା ଛାତ୍ର ବିଜେଡି ପକ୍ଷରୁ ଶୁଖିଲା ଖାଦ୍ୟ ବଣ୍ଟନ 

ଧର୍ମଶାଳା (ଶାସକ ପ୍ରଶାସକ) କରୋନା ମହାମାରୀ ପାଇଁ ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ନିର୍ଦେଶ କ୍ରମେ ଯାଜପୁର ଜିଲ୍ଲାର ଧର୍ମଶାଳା ବ୍ଲକର ଅଭୟପୁର ପଞ୍ଚାୟତର ହରିଜନ ସାହି ଠାରେ ଛାତ୍ର ବିଜେଡି ତରଫରୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି | ଯୁବ ବିଜେଡି ରାଜ୍ୟ ସମ୍ପାଦକ ତଥା ଆଇଟି…

ଲକଡାଉନ ଅବଧି ମେ ୨୯ ପର୍ଯ୍ୟନ୍ତ ବଢ଼ାଇଲେ ତେଲେଙ୍ଗାନା ସରକାର 

ହାଇଦ୍ରାବାଦ : ତେଲେଙ୍ଗାନା ସରକାର ବଢ଼ାଇଲେ ଲକ ଡାଉନ ଅବଧି | ରାଜ୍ୟରେ କରୋନାର ସ୍ଥିତିକୁ ଦୃଷ୍ଟିରେ ରଖି ଲକ ଡାଉନକୁ  ବଢାଇବା ପାଇଁ ରାଜ୍ୟ ସରକାର ଗୁରୁତ୍ୱପୂର୍ଣ ନିଷ୍ପତ୍ତି ନେଇଛନ୍ତି | ଲକ ଡାଉନକୁ ମେ ୨୯ ପର୍ଯ୍ୟନ୍ତ ବୃଦ୍ଧି କରାଗଲା ବୋଲି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ…

ବିଜେଡି ନେତା ସୁବାସ ଚୌହାନ ଗରୁତର ଅସୁସ୍ଥ

ସମ୍ବଲପୁରରୁ ରମାକାନ୍ତ ବିଶ୍ବାଳ:  ବିଜେଡି ନେତା ସୁବାସ ଚୌହାନ  ଭୀଷଣ ଅସୁସ୍ଥ ହୋଇ ପଡିଛନ୍ତି। ଫଳରେ ତାଙ୍କୁ ରାଜଧାନୀରେ ଏକ ଘରୋଇ ହସପିଟାଲରେ ଭର୍ତ୍ତି କରାଯାଇଛି। ଗତ କିଛିଦିନ ଧରି ସେ ଅସୁସ୍ଥତା ଅନୁଭବ କରୁଥିବା ଜଣାପଡିଛି । ପୂର୍ବରୁ କିଛି ମାସ ତଳେ ସୁବାସ ଗୁରୁତର ଅସୁସ୍ଥ ହୋଇପଡି…

 ପ୍ରବାସୀ ଶ୍ରମିକଙ୍କ ପାଇଁ ଡ୍ରାଇଭର ସାଜିଲେ ମନ୍ତ୍ରୀ ସୁଶାନ୍ତ 

ବରଗଡ(ଶାସକ ପ୍ରଶାସକ)  :- କୋରୋନା ମହାମାରୀ ପାଇଁ ଲକଡାଉନ ତୃତୀୟ ପର୍ଯ୍ୟାୟରେ । ବାହାର ରାଜ୍ୟରେ ଥିବା ଓଡ଼ିଆ ଶ୍ରମିକମାନେ ଲକଡାଉନ ଫଳରେ କୋଣସି କାମଧନ୍ଦା ନପାଇ ଓ ମହାମାରୀ କରୋନା କବଳରୁ ନିଜକୁ ରକ୍ଷା କରିବା ପାଇଁ ସମସ୍ତେ ବର୍ତ୍ତମାନ ଯେକୌଣସି ଉପାୟରେ ରାଜ୍ୟକୁ ଫେରିବା ପାଇଁ…

ପ୍ରଧାନମନ୍ତ୍ରୀ କେୟାର ପାଣ୍ଠିକୁ ମାଣ୍ତୋସିଲ ଗ୍ରାମବାସୀଙ୍କ ସାମୁହିକ ଦାନ 

ପଦ୍ମପୁର (ଶାସକ ପ୍ରଶାସକ): ପଦ୍ମପୁର ଅଞ୍ଚଳର ବିଭିନ୍ନ ଗ୍ରାମ ମାନଙ୍କରେ ଲୋକେ ଉତ୍ସାହିତ ହୋଇ ପ୍ରଧାନମନ୍ତ୍ରୀ କେୟାର ପାଣ୍ଠିକୁ ସାମୁହିକ ଭାବେ ଦାନ ପ୍ରଦାନ କରୁଥିବାର ନିଜର ଦେଖିବାକୁ ମିଳିଛି  । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତି ସାଧାରଣଙ୍କୁ ଲୋକର ଏଭଳି ଆସ୍ଥା ଓ ବିଶ୍ବାସ…

ସମୀର ଦିବ୍ୟାଙ୍ଗ ପକ୍ଷରୁ କଠଉମାଲ ପଞ୍ଚାୟତରେ ଅସହାୟଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ ।

ପଦ୍ମପୁର/ଶାସକ ପ୍ରଶାସକ -କରୋନା ଓ ମଣିଷ ଲଢେଇରେ ଲକ ଡାଉନ ହିଁ ଏକମାତ୍ର ଉପାୟ । ଲକ ଡାଉନର ପ୍ରଭାବ ସିଧାସଳଖ ଗରିବ ଖଟିଖିଆ ମାନଙ୍କ ଉପରେ ପଡିଛି । ତାଳବନ୍ଦ ଯୋଗୁଁ ଦିନମଜୁରିଆ ତଥା ଖଟିଖିଆ ମାନଙ୍କ ତାଙ୍କର ଜୀବନ ଜୀବିକା ପ୍ରଭାବିତ ହୋଇଛି । ବିଭିନ୍ନ ଅନୁଷ୍ଠାନ ମାନେ ଅସହାୟ ତଥା ଗରିବ…

ମୁଖ୍ୟମନ୍ତ୍ରୀ ଙ୍କ ରିଲିଫ ପାଣ୍ଠିକୁ ସହାୟତା ପ୍ରଦାନ

ପଦ୍ମପୁର(ଶାସକ ଶାସକ) : ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ କରୋନା ମୁକାବିଲା ପାଇଁ ବିଭିନ୍ନ ସଂସ୍ଥା ତଥା ବ୍ୟକ୍ତି ବିଶେଷଙ୍କ ତରଫରୁ ଆର୍ଥିକ ସହାୟତା ପ୍ରଦାନ କରା ଯାଉଅଛି  । ଏହି କ୍ରମରେ ରେ ମଙ୍ଗଳବାର ଦିନ ପଦ୍ମପୁର ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକେଷ୍ଠ ରେ ମହୁଲପାଲି ଗ୍ରାମ…

ଢ଼ାବା ମାଲିକ କରୁଛନ୍ତି ସର୍ତ୍ତର ଖୋଲାଖୋଲି ଉଲଂଘନ   

  ସମ୍ବଲପୁରରୁ ରମାକାନ୍ତ ବିଶ୍ବାଳ : ଗ୍ରୀନ ଜୋନ ରହିଥିବା ସମ୍ବଲପୁର ଜିଲ୍ଲା  ଜାତୀୟ ଓ ରାଜ୍ୟ ରାଜପଥ କଡରେ କେତେକ ଢାବl  ଖୋଲିବା ପାଈଁ ସର୍ତ୍ତ ରଖି ଅନୁମତି ଅଛି | କିନ୍ତୁ ରେଢ଼ାଖୋଲରେ ଢ଼ାବା ମାଲିକ ମାନେ ଖୋଲାଖୋଲି ନିୟମର ଉଲଂଘନ କରୁଥିବା ଦେଖିବାକୁ ମିଳିଛି l ଆଜି  ରେଢ଼ାଖୋଲରୁ…

ଲକ୍‌ଡାଉନ୍ ବେଳେ ଗାଁରେ ଚାଲିଛି ତାସ୍ ଖେଳ

ରେଢ଼ାଖୋଲ ଉପଖଣ୍ଡ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ : ଲକ୍‌ଡାଉନ୍ ବେଳେ ଗାଁରେ ଚାଲିଛି ତାସ୍ ଖେଳ। ଲୋକେ ଗାଁ ଦାଣ୍ଡରେ ବସି ତାସ୍ ଖେଳୁଛନ୍ତି। ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବ୍ଲକ୍ ଅଞ୍ଚଳରେ ଏଭଳି ଦ୍ରୁଶ୍ୟ ଦେଖିବାକୁ ମିଳିଛି।  ଯେଉଁଠି ବେଖାତିର ଭାବେ ତାସ୍ ଖେଳୁଛନ୍ତି ଲୋକେ।…

ମୃତକ ସବିତା ସାହୁଙ୍କ ଶୁଦ୍ଧିକ୍ରିୟା ପାଇଁ ସାହାଯ୍ୟର ହାତ ବଢ଼େଇଲା ବିଜେପି

 http://www.youtube.com/watch?v=DCv7LXws8Ko  ସମ୍ବଲପୁରରୁ ରମାକାନ୍ତ ବିଶ୍ବାଳ : ଦୀର୍ଘ ଦିନ ରୋଗାଗ୍ରସ୍ତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ଗତ ୨ ତାରିଖ ରେ ମୃତ୍ୟୁବରଣ କରିଥିଲେ ସମ୍ବଲପୁର ସରଲାକାନି ଅଞ୍ଚଳର ଗାନ୍ଧୀକଲୋନୀ ର ସବିତା ସାହୁ । ଗରିବ ବିଧବା ମହିଳା ସବିତାଙ୍କ ମୃତ୍ୟୁ…