Sign in
Sign in
Recover your password.
A password will be e-mailed to you.
ପରିବର୍ତ୍ତିତ ୟୁଜିସି ଗାଇଡ଼ ଲାଇନ : ଉଚ୍ଚ ଶିକ୍ଷାମନ୍ତ୍ରୀ ନେଲେ କୁଳପତିମାନଙ୍କ ଗୁରୁତ୍ୱପୂର୍ଣ ବୈଠକ
ଭୁବନେଶ୍ୱର(ଶାସକ ପ୍ରଶାସକ) : ଲକ ଡାଉନ କଟକଣା ଯୋଗୁ ବ୍ୟାହତ ହୋଇଥିବା ଶିକ୍ଷା ବ୍ୟବସ୍ଥାକୁ ସ୍ୱାଭାବିକ କରିବା ପାଇଁ ବିଶ୍ୱ ବିଦ୍ୟାଳୟ ଅନୁଦାନ ଆୟୋଗ ଆସନ୍ତା ଶିକ୍ଷାବର୍ଷ ପାଇଁ ଶିକ୍ଷାଦାନ ଓ ପରୀକ୍ଷା କ୍ୟାଲେଣ୍ଡର ପ୍ରସ୍ତୁତ କରିଛନ୍ତି | ଏହି ପରିପ୍ରେକ୍ଷୀରେ ରାଜ୍ୟରେ ସମସ୍ତ ବିଶ୍ୱ…
ମୟୁରଭଂଜ ପ୍ରଶାସନର ପଦକ୍ଷେପ ପରେ କୋଟାରୁ ଘରକୁ ବାହୁଡ଼ିଲେ ଛାତ୍ରଛାତ୍ରୀ
ବସ ଚାଳକ ଓ କର୍ମଚାରୀ ସମେତ ସଙ୍ଗରୋଧ କେନ୍ଦ୍ରରେ ହେଲେ ଭର୍ତ୍ତି
ବାରିପଦା(ଦିଲ୍ଲୀପ ମହାନ୍ତି)- ରାଜସ୍ଥାନ ରାଜ୍ୟର କୋଟା ଜିଲ୍ଲାରେ ଫଶି ରହିଥିବା ମୟୂରଭଞ୍ଜ ଜିଲ୍ଲାର ୨୦ ଜଣ ଛାତ୍ରଛାତ୍ରୀମାନଙ୍କୁ ଆଣିବା ନିମନ୍ତେ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷରୁ ମେ ୧ରେ ଯାଇଥିବା ସ୍ୱତନ୍ତ୍ର ବସ…
ସୋଆର ୯୩ ରୁ ୯୮ ପ୍ରତିଶତ ଛାତ୍ରଛାତ୍ରୀ ଅନଲାଇନରେ ପଢ଼ୁଛନ୍ତି ପାଠ
ଭୁବନେଶ୍ୱର(ଶାସକ ପ୍ରଶାସକ) : ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି) ଅଧୀନସ୍ଥ ବିଭିନ୍ନ ଶିକ୍ଷାନୁଷ୍ଠାନରେ ୯୩ ରୁ ୯୮ ପ୍ରତିଶତ ଛାତ୍ରଛାତ୍ରୀ ଅନଲାଇନ ଶିକ୍ଷା ଗ୍ରହଣ କରୁଛନ୍ତି । କରୋନା ମହାମାରୀକୁ ନେଇ ସାରା ଦେଶ ଏବେ ଲକଡାଉନରେ ଥିବାବେଳେ ଛାତ୍ରଛାତ୍ରୀଙ୍କର ପାଠପଢ଼ା…
ନୟାଗଡ଼ ଜିଲ୍ଲା ଗସ୍ତରେ ଉନ୍ନୟନ କମିଶନର ଓ ୫-ଟି ସଚିବ
ନୟାଗଡ (ବିଶ୍ୱଜିତ ନାୟକ) : ଆଜି ନୟାଗଡ଼ ଜିଲ୍ଲା ଗସ୍ତରେ ଉନ୍ନୟନ କମିଶନର ସୁରେଶ ମହାପାତ୍ର ଓ ୫-ଟି ସଚିବ ଭି କେ ପାଣ୍ଡିଆନ | ଏଯାବତ ନୟାଗଡ ଜିଲ୍ଲାରେ କୌଣସି କୋଭିଡ ରୋଗୀ ଚିହ୍ନଟ ହୋଇନଥିବା ବେଳେ ବାହାର ରାଜ୍ୟରୁ ଶ୍ରମିକ ବା ପ୍ରବାସୀ ଓଡ଼ିଆ ମାନଙ୍କ ଆଗମନ ପରିପ୍ରେକ୍ଷୀରେ ଜିଲ୍ଲାରେ…
ଗଞ୍ଜାମରେ ଆଉଜଣେ ସୁରାଟ ଫେରନ୍ତା ପଜିଟିଭ : ମୋଟ ୧୭୭ ପଜିଟିଭରୁ ୬୦ ହେଲେଣି ସୁସ୍ଥ
ଦେଶରେ ୧୨୭୨୬ ଜଣ କୋଭିଡ ରୋଗୀ ଆରୋଗ୍ୟ, ମୋଟ ସଂକ୍ରମିତଙ୍କ ସଂଖ୍ୟା ୪୬ ୪୩୩
ଭୁବନେଶ୍ୱର : ଆଜି ବି ଜଣେ କରୋନା ପଜିଟିଭ ଗଂଜାମ ଜିଲ୍ଲାରେ ଚିହ୍ନଟ ହୋଇଛନ୍ତି | ତାଙ୍କ ବୟସ ୧୮ ବର୍ଷ ଓ ସେ ସୁରାଟ ଫେରନ୍ତା | ଏହାକୁ ମିଶାଇ ରାଜ୍ୟରେ ଏଯାବତ ୧୭୭ ଜଣ କରୋନା ପଜିଟିଭ ଚିହ୍ନଟ ହେଲେଣି |…
ଗଞ୍ଜାମ ସର୍ଭେଲାନସ ଓ କଣ୍ଟେନମେଣ୍ଟ ତଦାରଖ ପାଇଁ ଡେପୁଟେସନରେ ଗଲେ ଦୁଇ ବରିଷ୍ଠ ଅଧିକାରୀ
ଭୁବନେଶ୍ୱର : ଗଞ୍ଜାମରେ ଗତ ଦୁଇଦିନ ମଧ୍ୟରେ ୩ଜଣ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ରାଜ୍ୟ ସରକାର ଏହାକୁ ଗୁରୁତ୍ୱର ସହ ନେଇଛନ୍ତି । ତେଣୁ ଜିଲ୍ଲାରେ ଜାରି ରହିଥିବା କଣ୍ଟେନମେଣ୍ଟ ଓ ସର୍ଭେଲନ୍ସ କାର୍ଯ୍ୟକୁ ତଦାରଖ କରିବା ପାଇଁ ଦୁଇଜଣ ବରିଷ୍ଠ ଅଧିକାରୀଙ୍କୁ ଡେପୁଟେସନରେ ପଠାଯାଇଛି ।…
କୃଷକ ମୋର୍ଚା ଦ୍ୱାରା କରୋନା ଯୋଦ୍ଧାଙ୍କୁ ସମ୍ମାନ
ଓଡ଼ଗାଁ(ଶ୍ରୀକାନ୍ତ ମିଶ୍ର) : କରୋନା ମହାମାରୀରୁ ଜନସାଧାରଣଙ୍କୁ ସୁରକ୍ଷା ଦେବା ପାଇଁ କାର୍ଯ୍ୟରତ ପୋଲିସ କର୍ମଚାରୀ, ସ୍ୱାସ୍ଥ୍ୟକର୍ମି ଓ ପ୍ରଶାସନୀକ ଅଧିକାରୀ ମାନଙ୍କୁ ଉତ୍ସାହିତ କରିବା ଉଦେଶ୍ୟରେ ବିଭିନ୍ନ ଅନୁଷ୍ଠାନ ଆଗେଇ ଆସୁଥିବା ଦେଖିବାକୁ ମିଳିଛି । ଏହି ପରିପ୍ରେକ୍ଷିରେ ନୟାଗଡ଼…
ଲକଡାଉନ: ଚିନ୍ତା ଆଉ ଆଶଙ୍କାରେ ପିଆଜ ଚାଷୀ
କୋମନା (ଶାସକପ୍ରଶାସକ)- ସାରା ଦେଶରେ ମେ ୧୭ ଯାଏଁ ଲକଡାଉନ ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ଯାହାର ପ୍ରଭାବ ଚାଷୀକୂଳ ଉପରେ ପଡିଛି । ନୂଆପଡା ଜିଲା କୋମନା ବ୍ଲକ ର ପିଆଜ ଚାଷୀ ବର୍ତମାନ ଚିନ୍ତାରେ । ଗୋଟିଏ ପଟେ ବର୍ଷା ସାଙ୍ଗକୁ କୁଆପଥର ମାଡ ଚାଷକୁ କ୍ଷତି କରିଥିବା ବେଲେ ଏବେ ଲକଡାଉନ…
ରାଜ୍ୟରେ ଚିକିତ୍ସାଧୀନ କରୋନା ରୋଗୀଙ୍କ ମୃତ୍ୟୁ
ଭୁବନେଶ୍ୱର(ଶାସକ ପ୍ରଶାସକ) ଦୁଃଖ ଖବର | ରାଜ୍ୟରେ କରୋନା ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେବା ଅବସ୍ଥାରେ ରୋଗୀଙ୍କ ମୃତ୍ୟୁ ଘଟିଛି | ମୃତ ବ୍ୟକ୍ତି ଜଣକ ଭୁବନେଶ୍ୱର ମଧୁସୂଦନ ନଗରର | ତାଙ୍କ ବୟସ ୭୭ ବର୍ଷ | ସେ କୀମସ କୋଭିଡ ହସ୍ପିଟାଲରେ କରୋନା ପଜିଟିଭ ଭାବେ ଚିହ୍ନଟ ହୋଇ ଚିକିତ୍ସିତ…
ବାହାର ରାଜ୍ୟରୁ ମୟୂରଭଞ୍ଜକୁ ଘର ବାହୁଡ଼ା ଯୁବକ ଯୁବତୀମାନଙ୍କ ନିମନ୍ତେ ନୂତନ ଯୋଜନା କାର୍ଯ୍ୟକାରୀ ଦାବି
ବାରିପଦା(ଦିଲ୍ଲୀପ ମହାନ୍ତି )- କରୋନା ମୁକାବିଲା ନିମନ୍ତେ ଲକ୍ ଡ଼ାଉନ ପରେ ବାହାର ରାଜ୍ୟକୁ ଯାଇଥିବା ଲକ୍ଷ ଲକ୍ଷ ଯୁବକ ଯୁବତୀମାନଙ୍କର ଘର ବାହୁଡ଼ା ପଞ୍ଜିକରଣ ଓଡ଼ିଶା ବିକାଶର ଅସଲ ଚିତ୍ର ଉପରୁ ପରଦା ହଟାଇ ଦେଇଛି । ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲାକୁ ଫେରିବା ନିମନ୍ତେ ୩୦…