Sign in
Sign in
Recover your password.
A password will be e-mailed to you.
ଚାଲି ଚାଲି ହାଇଦ୍ରାବାଦରୁ ମାଲଦା
http://www.youtube.com/watch?v=9qDyAUauFEM
ସମ୍ବଲପୁରରୁ ରମାକାନ୍ତ ବିଶ୍ବାଳ: ପ୍ରଚଣ୍ଡ ରୌଦ୍ରତାପରେ ଚାଲିଚାଲି ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦରୁ ପଶ୍ଚିମବଙ୍ଗର ମାଲଦା l ଏଭଳି ଘଟଣା ଆଜି ଦେଖିବାକୁ ମିଳିଛି ସମ୍ବଲପୁର ସହର ଉପକଣ୍ଠ ଜାତୀୟ ରାଜପଥ ଧନକଉଡାରେ l …
ଅଣ-କୋଭିଡ୍ ରୋଗୀମାନଙ୍କ ଚିକିତ୍ସାକୁ ମଧ୍ୟ ପ୍ରାଧାନ୍ୟ ଦିଆଯାଉ: ପ୍ରଦୀପ୍ତ ନାଏକ
ମୁଖ୍ୟମନ୍ତ୍ରୀଙ୍କୁ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକଙ୍କ ପତ୍ର
ଡାକ୍ତରଖାନା କର୍ତୃପକ୍ଷ ଅଣ-କୋଭିଡ୍ ରୋଗୀଙ୍କୁ ପ୍ରଥମେ କୋଭିଡ୍ ହସପିଟାଲ ଯାଇ କୋଭିଡ୍ ପରୀକ୍ଷା କରିବାକୁ ବାଧ୍ୟ କରୁଥିବାର ବହୁ ଅଭିଯୋଗ
ହୃଦରୋଗୀ, ଦୁର୍ଘଟଣା ଜନିତ ଆଘାତପ୍ରାପ୍ତ ରୋଗୀ, ସାଧାରଣ ଜ୍ୱର ଥିବା…
ଲୁଟର ଶିକାର ହୋଇ ଅଧାବାଟରେ ଯନ୍ତ୍ରଣା ଭୋଗୁଛନ୍ତି ପ୍ରବାସୀ ଓଡ଼ିଆ
http://www.youtube.com/watch?v=VRPta6N2dCk
ତାମିଲନାଡୁରେ ଫସିଛନ୍ତି 48 ଓଡ଼ିଆ ଶ୍ରମିକ
ଘରକୁ ଫେରିବାକୁ 5 ହଜାର ଦେଇ କିଣିଥିଲେ ସାଇକେଲ
ଅଧା ବାଟରେ ଳୁଟିଲେ ଦୁର୍ବୁତ୍ତ, ଘରକୁ ନଫେରିଲେ ଆତ୍ମହତ୍ୟା ଚେତାବନୀ
ବୋୖଦ୍ଧ(ସିମୁନ୍ ନାଏକ) : ତାମିଲନାଡୁ କ୍ରିଷ୍ଣାଗିରି ଜିଲ୍ଲା ରେ…
ଡ଼ଇଁଚା କ୍ୱାରେଣ୍ଟାଇନ ସେଣ୍ଟରକୁ ସାନିଟାଇଜ୍ କଲେ ସରପଞ୍ଚ, ସାମ୍ବାଦିକ ଓ ସ୍ୱେଚ୍ଛାସେବୀ
ରେଢାଖୋଲ ଉପଖଣ୍ଡ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ : ସମ୍ବଲପୁର ଜିଲ୍ଲା ରେଢାଖୋଲ ଉପଖଣ୍ଡ ଡଇଁଚା ପଞ୍ଚାୟତର ବାପୁଜୀ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଥିବା କ୍ୱାରେଣ୍ଟାଇନ ସେଣ୍ଟରକୁ ଆଜି ବିଷୋଧନ କରାଯାଇଛି । ଏହି ସେଣ୍ଟରରେ ୧୭ ଜଣ ପ୍ରବାସୀ ଓଡିଆ ରହୁଥିବା ବେଳେ କ୍ୱାରେଣ୍ଟାଇନ…
ବୁଲେଟରେ ମହୁଲ ଗଛରେ ପିଟିହୋଇ ଜଣେମୃତ ଏବଂ ଜଣେ ଗୁରୁତର
ସୁନ୍ଦରଗଡ଼/ ହୋରାଚାନ୍ଦ ଦେଉରିଆ :-ଆଜି ଅପରାହ୍ନ ୩ ସମୟ ପାଖାପାଖି ଧୁରୁଆଡ଼ିହି ଥାନା ଅନ୍ତର୍ଗତ ଲହଣ୍ଡାବୋଡ଼ ଗ୍ରାମ ପଞ୍ଚାୟତର୍ ଘଣ୍ଟିବୋଡ଼ ଗ୍ରାମର ଗୋଟିଏ ବୁଲାଣିରେ ଭାରସାମ୍ୟ ହରାଇ ବୁଲେଟ ଆରୋହି ମହୁଳଗଛ ରେ ପିଟିହୋଇ ଥିଲେ | ପ୍ରାପ୍ତ ସୂଚନାରୁ ଯାହା ଜଣାପଡିଛି ସେମାନେ ସଦରବ୍ଲକ…
ସହରରେ ସଚେତନ କଲେ ଯୁବ ରେଡକ୍ରସ ଓ ଏନସିସି
ପାଟଣାଗଡ/ ସ୍ୱତନ୍ତ୍ର ପ୍ରତିନିଧି ବିମଳ କୁମାର ବାଗ: ଦିନକୁ ଦିନ କରୋନା ରୋଗ ମହାମାରି ରୂପ ନେବାକୁ ବସିଲାଣି । ସମଗ୍ର ବିଶ୍ୱରେ ବର୍ତମାନ ୧୩୫ରୁ ଉର୍ଦ୍ଧ ଦେଶରେ ଏହାର କବଳିତ କରିସାରିଲାଣି । ଭାରତରେ ଦିନକୁ ଦିନ ଆକ୍ରନ୍ତ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଜନସାଧାରଣଙ୍କ ମନରେ ଏହା କୋକୁଆ…
ପଞ୍ଚାୟତ ସ୍ତରରେ ଚାଳିଛି ଚାଉଳ ବଣ୍ଟନ: ସାମାଜିକ ଦୂରତାକୁ ଯାଉଛି ଚୁଲିକୁ
ସୁନ୍ଦରଗଡ଼/ ହୋରାଚାନ୍ଦ ଦେଉରିଆ :-ସମ୍ପୂର୍ଣ୍ଣ ବିଶ୍ୱ ଦରବାରରେ କରୋଣା ମହାମାରୀ ଭୁତାଣୁ ସଂକ୍ରମଣରୁ ବାଦ ପଡିନଥିବା ବେଳେ ଭାରତବର୍ଷ ମଧ୍ୟ ଏହି ଭୁତାଣୁ କବଳଲେ ଛନ୍ଦିହୋଇ ଯାଇଛି | ଏହି ସଂକ୍ରମଣ ଭୁତାଣୁକୁ ବାଦ ଦେବାପାଇଁ ଏବେସୁଧା କୌଣସି ଭେକ୍ସିନ ତିଆରି ହୋଇନଥିବା ଯୋଗୁଁ ସଂକ୍ରମଣ…
ସାମ୍ବାଦିକଙ୍କୁ ସଂଘବଦ୍ଧ ଆକ୍ରମଣ କଲେ ଅବକାରୀ ଏଏସଆଇଙ୍କ ସମେତ ଅନ୍ୟକର୍ମଚାରୀ
ଦାରିଙ୍ଗବାଡି ଥାନାରେ ଏତଲା ଗିରଫଦାବୀ କଲା କନ୍ଧମାଳ ସାମ୍ବାଦିକ ସଂଘ।
ଘୁ. ଉଦୟଗିରି : ରାଜ୍ୟରେ ଦିନକୁ ଦିନ ଗଣମାଧ୍ୟମ ପ୍ରତିନିଧିଙ୍କ ଉପରେ ଆକ୍ରମଣ ବଢ଼ିବାରେ ଲାଗିଛି I ପୁରୀରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ବନବିଭାଗ କର୍ମଚାରୀ ଆକ୍ରମଣ କରିଥିବା ଘଟଣା ନ ନୀଭୂଣୁ ଆଜି ପୁଣି କନ୍ଧମାଳ…
ଗାଁ ଦାଣ୍ଡରେ ଯୁବକଙ୍କୁ ଗୋଡାଇ ଗୋଡାଇ ଗୋଡାଇ ହତ୍ୟା
http://www.youtube.com/watch?v=5qhg_jfS4wM
ରେଢାଖୋଲ ଉପଖଣ୍ଡ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ : ରେଢାଖୋଲ ଉପଖଣ୍ଡ ନାକଟିଦେଉଳ ବ୍ଲକର ଶାଳବଣିଆଁ ରେ ଜନୈକ ଯୁବକକୁ ସଂଘବଦ୍ଧ ଭାବରେ ଗୋଡାଇ ଗୋଡାଇ ହତ୍ୟା କରାଯାଇଛି । ନାକଟିଦେଉଳ ଥାନା ଶାଳବଣିଆଁ ଗ୍ରାମରେ ଆଜି ଗ୍ରାମର ୪ ଜଣ…
ଚୁକ୍ତିଭିତ୍ତିକ ବିଦ୍ୟୁତ କର୍ମଚାରୀଙ୍କୁ ପ୍ରଶଂସା
ପାଟଣାଗଡ/ ସ୍ୱତନ୍ତ୍ର ପ୍ରତିନିଧି ବିମଳ କୁମାର ବାଗ:: ସମଗ୍ର ବିଶ୍ବରେ କରୋନା ସଂକ୍ରମଣ ବିରୋଧରେ ଚାଲିଥିବା ଲଢ଼େଇରେ ଡାକ୍ତର, ସ୍ବାସ୍ଥ୍ୟକର୍ମୀ, ପୁଲିସ, ବିଦ୍ୟୁତ ବିଭାଗ କର୍ମଚାରୀ, ସଫେଇ କର୍ମଚାରୀ, ସାମ୍ବାଦିକ, ଅଙ୍ଗନବାଡ଼ି କର୍ମୀ ଓ ଆଶା କର୍ମୀ ପ୍ରମୁଖ ଯୋଦ୍ଧା ସାଜିଛନ୍ତି।…