ନୟାଗଡ (ବିଶ୍ୱଜିତ ନାୟକ ) – ନୟାଗଡ ଜିଲ୍ଲାରେ ପ୍ରଥମ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି ।ଅତୀତରେ ନୟାଗଡ ସହର ସୁନା ବ୍ୟବସାୟୀଙ୍କ ଠାରେ କରୋନା ଚିହ୍ନଟ ହୋଇଥିବାବେଳେ ଏହି ବ୍ୟକ୍ତିଜଣକ ସୁନା ବ୍ୟବସାୟୀଙ୍କ ସଂସ୍ପର୍ଶରେ ଆସିଥିବା କୁହାଯାଉଛି ଏବଂ ବ୍ୟକ୍ତି ଜଣକଙ୍କ ଠାରେ କରୋନା ଚିହ୍ନଟ ହେବା ପରେ covid ହସ୍ପିଟାଲରେ ତାଙ୍କର ଚିକିତ୍ସା ଜାରିରହିଥିଲା ।ସୂଚନାଅନୁଯାଇ ଚିକିତ୍ସାଧିନ ଅବସ୍ଥାରେ ଏହି ବ୍ୟକ୍ତି ଜଣକଙ୍କର ମୃତ୍ୟୁ ଘଟିଛି ।ନୟାଗଡ଼ ଜିଲ୍ଲାରେ ଏହା ପ୍ରଥମ ହୋଇଥିବାରୁ ନୟାଗଡ଼ ସହରରେ ଭୟର ବାତାବରଣ ଖେଳିଯାଇଛି ।
Sign in
Sign in
Recover your password.
A password will be e-mailed to you.