Sign in
Sign in
Recover your password.
A password will be e-mailed to you.
ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷରୁ ମାର୍ଚ୍ଚ ମାସ ପାଇଁ ମିଳିତ ଜନ ଅଭିଯୋଗ ଶୁଣାଣୀ ଶିବିର କାର୍ଯ୍ୟସୂଚୀ
ବାରିପଦା(ଦିଲ୍ଲୀପ ମହାନ୍ତି ) : ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷରୁ ଚଳିତ ମାର୍ଚ୍ଚ ମାସ ପାଇଁ ମିଳିତ ଜନ ଅଭିଯୋଗ ଶୁଣାଣୀ ଶିବିର କାର୍ଯ୍ୟକ୍ରମ ନିର୍ଦ୍ଧାରିତ ହୋଇଅଛି । ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ତତ୍ୱାବଧାନରେ ମିଳିତ ଜନ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ଯଥାକ୍ରମେ ୦୨.୦୩.୨୦୨୦…
ସେଞ୍ଚୁରିଅନ ବିଶ୍ବବିଦ୍ୟାଳୟର ବାର୍ଷିକ ଉତ୍ସବ ଗଜଜ୍ୟୋତି-୨୦୨୦ ର ପ୍ରଥମ ଦିବସ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସେଞ୍ଚୁରିଅନ୍ ବିଶ୍ବବିଦ୍ୟାଳୟର ବାର୍ଷିକ ଉତ୍ସବ ଗଜଜ୍ୟୋତି-୨୦୨୦ ତିନିଦିନିଆ ଉତ୍ସବ କାର୍ଯ୍ୟକ୍ରମ ରବିବାର ଦିନ ଉଦ୍ ଘାଟିତ ହୋଇଯାଇଛି । ଏହି ବାର୍ଷିକ ଉତ୍ସବ ଗଜଜ୍ୟୋତି-୨୦୨୦ରେ ବିଶ୍ୱବିଦ୍ୟାଳୟର ବିଭିନ୍ନ ବିଭାଗର ପ୍ରଦର୍ଶନୀ ପ୍ରଜ୍ଞାପନ ମେଢ…
ସ୍ତ୍ରୀଙ୍କ ଅଭିଯୋଗରେ ଜେଲ ଯାଇଥିଲେ, ସେଠି ଚାଲିଗଲା ଜୀବନ
ଚିକିତ୍ସାଧୀନ ଅବସ୍ଥାରେ ବିଚାରାଧିନ କଏଦୀଙ୍କ ମୃତ୍ୟୁ।
ବାରିପଦା(ଦିଲ୍ଲୀପ ମହାନ୍ତି)- ବାରିପଦା ସ୍ଥିତ ପିଆରଏମ୍ ମେଡିକାଲରେ ବାରିପଦା ମଣ୍ଡଳ କାରାଗାରର ଜଣେ ବିଚାରାଧିନ କଏଦୀଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଯାଇଛି। ମୃତକ ସୁରଜ ନାଥ (୪୫) ସମ୍ବଲପୁର ଜିଲ୍ଲାର ସିକମପୁର…
ଜେ କେ କାଗଜ କଳ ତରଫରୁ ସାମ୍ବାଦିକ ଓ ସେମାନଙ୍କ ପରିବାର ସଦସ୍ୟଙ୍କ ନିମନ୍ତେ ସ୍ୱାସ୍ଥ୍ୟ ଶିବିର
ରାୟଗଡ,(ସରୋଜ ସାହୁ ) : ରାୟଗଡ ସହର ସ୍ଥିତ ଜେ କେ କାଗଜ କଳର ପୁରୁଣା ଜଙ୍ଗଲ ବିଭାଗ କାର୍ଯ୍ୟାଳୟ ପରିସରରେ ଜେ କେ କାଗଜ କଳ ତରଫରୁ ଏକ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଅଛି । ବିଶାଖାପାଟଣା ସ୍ଥିତ କିମ୍ସ ଆଇକନ ହସପିଟାଲର ସହଯୋଗରେ କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧ ଏବଂ ସେମାନଙ୍କ…
ମଧୁବନ ସାହିତ୍ୟ ଓ ସଂସ୍କୃତି ସଂସଦର ବାର୍ଷିକୋତ୍ସବ
http://www.youtube.com/watch?v=5MtU-xz2U2g
ରେଢାଖୋଲ ଉପଖଣ୍ଡ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ : ଓଡିଆ ନୃତ୍ୟ ,ଓଡିଶୀ ସଂଗୀତ ,ବିଶ୍ୱଦରବାରରେ ବେଶ୍ ପରିଚିତ । ସାହିତ୍ୟ ମଣିଷକୁ ଦିଏ ନୂତନ ଚିନ୍ତାଧାର ତଥା ଦିଗ୍ଦର୍ଶନ । ଓଡିଆ ସାହିତ୍ୟ ଆଜି ଶାସ୍ତ୍ରୀୟ ମାନ୍ୟତା ପାଇଛି …
ବିଜୁ ଯୁବ ବାହିନୀ ପକ୍ଷରୁ ଗାଁ ଅଲମ୍ପିକ ଆୟୋଜିତ
ବାରିପଦା(ଦିଲ୍ଲୀପ ମହାନ୍ତି )- ବାରିପଦା ପୌରପରିଷଦର ୱାର୍ଡ ନମ୍ବର ୨୨ ରଘୁନାଥପୁରରେ ବିଜୁ ଯୁବ ବାହିନୀ କ୍ଲଷ୍ଟର-୧୩ ପକ୍ଷରୁ ଗାଁ ଅଲମ୍ପିକ କ୍ରୀଡା ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ଉକ୍ତ ପ୍ରତିଯୋଗୀତାର ବାଳିକା ବର୍ଗ ଜୁନିଅର ସ୍କିପିଙ୍ଗରେ ଦୀପା ହେମ୍ବ୍ରମ ପ୍ରଥମ, ମାକଡୀ କିସ୍କୁ…
ବବିଙ୍କ ତାଗିଦ : ବିଶୃଙ୍ଖଳା ବରଦାସ୍ତ କରାଯିବନି, ଏକ ମନ ହୋଇ ସମସ୍ତେ କାମ କର
ବିଜୁ ଭବନ ପରିସରରେ ବିଜୁ ଜୟନ୍ତୀ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକରେ ରୋକଠୋକ କହିଲେ ବବି
ଦଳରେ କର୍ମୀ ଓ ନେତା ସମସ୍ତେ ସମାନ, କେହି ସାନବଡ ନୁହନ୍ତି
ପ୍ରତି ମାସରେ ଆସି ଦଳୀୟ ସଂଗଠନର ଅଗ୍ରଗତି ସମୀକ୍ଷା କରିବି
ବାରିପଦା(ଦିଲ୍ଲୀପ ମହାନ୍ତି )- ବାରିପଦା ବିଜୁ ଭବନ…
ଗୋଟେ ଟ୍ରକରୁ ଏକାଥରେ ୧ ଲକ୍ଷ ୧୦ ହଜାର ୮ ଶହ ଟଙ୍କା ଜୋରିମାନା
୬ ମାସର ମହଲତ ପରେ ରାୟଗଡରେ ମୋଟର ଯାନ ଯାଂଚ
ରାୟଗଡ(ସରୋଜ କୁମାର ସାହୁ): ୬ ମାସର ମହଲତ ପରେ ଆଜି ମାର୍ଚ୍ଚ ପହିଲାରୁ ରାୟଗଡ ଠାରେ ନୂଆ ମୋଟର ଯାନ ଆଇନର କଡାକଡି ଯାଂଚ କରାଯାଇଥିବା ଦେଖିବାକୁ ମିଳିଛି । ଆଜି ୩୨୬ ନମ୍ବର ଜାତୀୟ ରାଜପଥ କଡରେ ଥିବା ଖଲିଗୁଡା ଗ୍ରାମ ଠାରେ ଆଂଚଳିକ ପରିବହନ…
ବରଗଡ଼ରେ ପ୍ରତିଷ୍ଠା ହେବ ବହୁ ପ୍ରତୀକ୍ଷିତ ପାଣିପାଗ କେନ୍ଦ୍ର
ଭୁବନେଶ୍ୱର : ବରଗଡ଼ରେ ପ୍ରତିଷ୍ଠା ହେବ ବହୁ ପ୍ରତୀକ୍ଷିତ ପାଣିପାଗ କେନ୍ଦ୍ର | ଏ ବିଷୟରେ ସାମାଜିକ କର୍ମୀ ଦିବସ କୁମାର ସାହୁଙ୍କ ଏକ ଟୁଇଟର ଉତ୍ତରରେ ଓଡ଼ିଶାର ସ୍ୱତନ୍ତ ରିଲିଫ କମିଶନର ପ୍ରଦୀପ ଜେନା ସୂଚନା ଦେଇଛନ୍ତି | ବରଗଡରେ ମାନୁଆଲ ମେଟେରୋଲୋଜିକାଲ ଅବଜରଭେଟରୀ ଖୁବ ଶୀଘ୍ର…
ଘରହିଁ ବିଦ୍ୟାଳୟ ଦ୍ବିତୀୟ ପର୍ଯ୍ୟାୟରେ ଅନୁଷ୍ଠିତ
ପଦ୍ମପୁର(ଶାସକ ପ୍ରଶାସକ): ପଦ୍ମପୁର ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ଶିଶୁ ବାଟିକା ବିଭାଗ ର ଘରହିଁ ବିଦ୍ୟାଳୟ ପ୍ରକଳ୍ପ ଦ୍ବିତୀୟ ପର୍ଯ୍ୟାୟ ମୁଖ୍ୟ ଅତିଥି ଭାବେ ପୂର୍ବ କ୍ଷେତ୍ର ସଭାପତି ବାଞ୍ଛାନିଧି ପଣ୍ଡା ଯୋଗଦେଇ ଦୀପ ପ୍ରଜ୍ବଳନ କରି ହିନ୍ଦୁ ଘର ସଂକଳ୍ପନା ଓ ବିଦ୍ଯା ଭାରତୀର ଲକ୍ଷ୍ୟ…