Sign in
Sign in
Recover your password.
A password will be e-mailed to you.
କୋରୋନା ଭୁତାଣୁ ଚିହ୍ନଟ ପରେ ସତର୍କ ହେଲେ ଭାରତ ସରକାର
ପ୍ରଧାନମନ୍ତ୍ରୀ ନିଜେ ନେଲେ ସବିଶେଷ ସମୀକ୍ଷା, ସତର୍କ ରହିବା ପାଇଁ ଦେଲେ କିଛି ଟିପ୍ସ
ନୂଆଦିଲ୍ଲୀ (ଶାସକ ପ୍ରଶାସକ) : ଭାରତରେ ଦୁଇ କୋରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ ଏହା ସମଗ୍ର ଦେଶ ପାଇଁ ନିଶ୍ଚିତ ଭାବେ ସତର୍କ ଘଣ୍ଟି ପାଲଟିଛି | ଆଉ ଏହାକୁ ଗୁରୁତର ସହ ନେଇଛନ୍ତି ଦେଶର…
୨୪ କୁଣ୍ଡୀୟ ଗାୟତ୍ରୀ ମହାଯଜ୍ଞ ପାଇଁ କଳସ ଶୋଭାଯାତ୍ରା ।
ବ୍ରତୋପନୟନ ଓ ବିବାହ ନିଶୁଳ୍କ ଭାବରେ କରାଯିବ -ଗାୟତ୍ରୀ ପରିବାର ।
ବୀରମହାରାଜପୁର -( ଉପଖଣ୍ଡ ପ୍ରତିନିଧି ବିନୋଦ ପାଣ୍ଡେ ) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଜଗନ୍ନାଥ ମନ୍ଦିର ପରିସରରେ ହେବାକୁଥିବା ୨୪ କୁଣ୍ଡୀୟ ଗାୟତ୍ରୀ ମହାଯଜ୍ଞ ଓ ସଂସ୍କାର ମହୋତ୍ସବ ପାଇଁ କଳସ ଶୋଭାଯାତ୍ରା…
ଜିଲ୍ଲାସ୍ତରୀୟ ଆଶା ଓ ଗାଁ କଲ୍ୟାଣ ସମିତି ସମ୍ମିଳନୀ ।
ବୀରମହାରାଜପୁର - (ଉପଖଣ୍ଡ ପ୍ରତିନିଧି ବିନୋଦ ପାଣ୍ଡେ ) ସୁବର୍ଣ୍ଣପୁର ଜିଲ୍ଲାସ୍ତରୀୟ ଆଶା ଓ ଗାଁ କଲ୍ୟାଣ ସମିତି ସମ୍ମୀଳନୀ ସ୍ଥାନୀୟ ସଂସ୍କୃତି ଭବନରେ ଅନୁଷ୍ଠିତ ହୋଇଯାଇଛି । ଉପଜିଲ୍ଲାପାଳ ବଳରାମ ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସରକାରଙ୍କ ଯୋଜନା ତୃଣମୂଳସ୍ତରରେ ପହଞ୍ଚାଇବାରେ…
ଚମ୍ପାମାଳ ପଞ୍ଚଦୋଳ ଯାତ୍ରା ପାଇଁ ଭଷ୍ମାସୁର ବରଣ:ମୀନାବଜାର ସାଙ୍ଗକୁ ସଂସ୍କୃତି କାର୍ଯ୍ୟକ୍ରମ ।
ବୀରମହାରାଜପୁର - (ଉପଖଣ୍ଡ ପ୍ରତିନିଧି ବିନୋଦ ପାଣ୍ଡେ ) ବୀରମହାରାଜପୁର ବ୍ଲକ ଚମ୍ପାମାଳ ସ୍ଥିତ ପ୍ରସିଦ୍ଧ ଚମ୍ପେଶ୍ଵର ମନ୍ଦିରଠାରେ ଆସନ୍ତା ୫ ରୁ ୯ ତାରିଖ ପର୍ଯ୍ୟନ୍ତ ପ୍ରସିଦ୍ଧ ପଞ୍ଚଦୋଳ ଯାତ୍ରା ଅବସରରେ ଭଷ୍ମାସୁର ଦରବାର ମଧ୍ୟ ଆୟୋଜିତ ହୋଇଛି । ଏଥିରେ ଭଷ୍ମାସୁର ଭୂମିକାରେ ଅଭିନୟ…
“ଲୋକଙ୍କ ଇଛା, ମୋ ସରକାରର ପ୍ରାଥମିକତା”
ବଢୁଛି କଳେବର, ବ୍ୟାପକ ହେଉଛି "ମୋ ସରକାର"
||ମୋ ରାଜ୍ୟର ପ୍ରତି ନାଗରିକ ଯେମିତି ଗର୍ବରେ କହିବେ ବା ଅନୁଭବ କରିବେ "ବାସ୍ତବିକ ଏହା ମୋ ସରକାର", ଏ ଗୁରୁ ଦାୟିତ୍ୱ ଜଣେ ଜଣେ ପ୍ରଶାସକ ଭାବେ ଆପଣଙ୍କ ଉପରେ ନ୍ୟସ୍ତ ||
ଭୁବନେଶ୍ୱର : ସରକାର ହେଉଛି ଲୋକଙ୍କ ଇଛାର ପ୍ରତିଫଳନ | ଆଉ ଲୋକଙ୍କ…
ଟ୍ରାକ୍ଟର ଦୁର୍ଘଟଣାରେ ୪ଶ୍ରମିକ ଗୁରୁତର : ୩ଜଣଙ୍କ ଗୋଡ ଭାଙ୍ଗିଲା, ଜଣକ ହାତ କଟାହେଲା
ଧର୍ମଗଡ଼/ସୁଶାନ୍ତ ରାଉତ : ଟ୍ରାକ୍ଟର ଦୁର୍ଘଟଣାରେ ଅଟୋରେ ବସିଥିବା ୪ମହିଳା ଶ୍ରମିକଙ୍କ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି।ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ଧର୍ମଗଡ଼ ଥାନା ଅନ୍ତର୍ଗତ ବିକ୍ରମଗୁଡ଼ା ଠାରେ। ଧର୍ମଗଡ଼ ରୁ କାମସାରି ଅଟୋ ରେ ମହିଳା ଶ୍ରମିକ ମାନେ ଯାଉଥିବାବେଳେ ଅପର…
ମାତିଛନ୍ତି ଜମି ମାଫିଆ: ମାଲିକ ନଜାଣି ଜମି ବିକ୍ରି
ପ୍ରଶାସନ ଜାଣତରେ ହେଉଛି କି ନା, ନ୍ୟାୟ ପାଇଁ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ କ୍ଷତିଗ୍ରସ୍ତ
ବାରିପଦା(ଦିଲ୍ଲୀପ ମହାନ୍ତି )- ମୟୂରଭଞ୍ଜ ଜିଲ୍ଲାରେ ଆଇନ ଆଢ଼ୁଆଳରେ ରହି ଜମି ମାଫିଆ ସକ୍ରିୟ ହୋଇପଡ଼ିଛନ୍ତି । ପ୍ରକୃତ ଜମି ମାଲିକର ଅଗୋଚରରେ ତାଙ୍କର ଜମିକୁ ଚଞ୍ଚକତା କରାଯାଇ ଅନ୍ୟକୁ…
ବାରିପଦାରେ ମିଳିତ ଜନ ଅଭିଯୋଗ ଶୁଣାଣୀ ଶିବିର :ମୋଟ ୧୫୬ ଟି ବିଭିନ୍ନ ଆପତ୍ତି ଅଭିଯୋଗର ଶୁଣାଣୀ
ବାରିପଦା(ଦିଲ୍ଲୀପ ମହାନ୍ତି)-ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷରୁ ଚଳିତ ମାର୍ଚ୍ଚ ୩ ପ୍ରଥମ ସୋମବାର ଜିଲ୍ଲା ସଦର ମହକୁମା ବାରିପଦାରେ ମିଳିତ ଜନ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ବିନୀତ ଭରଦ୍ୱାଜ୍ ଓ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ସ୍ମିତ ପି. ପରମାରଙ୍କ ମିଳିତ…
ଆଗରୁ କାଠ ଖୁମ୍ବରେ ଯାଇଥିଲା ବିଦ୍ୟୁତ ତାର, ଏବେ ଲାଗିଲା ସିମେଣ୍ଟ ଖୁଣ୍ଟ ଓ ଟ୍ରାନ୍ସଫର୍ମର
http://www.youtube.com/watch?v=ILq8qRllaXI
ଶାସକ ପ୍ରଶାସକର ଖବର ଉପରେ ଚେତିଲା ବିଦ୍ୟୁତ ବିଭାଗ
ସମ୍ବଲପୁର,(ରମାକାନ୍ତ ବିଶ୍ବାଳ ) : ଧନ୍ୟବାଦ ଦେବା ବିଦ୍ୟୁତ ବିଭାଗକୁ | ବିଳମ୍ବରେ ହେଲେ ବି ଗଣମାଧ୍ୟମରେ ଖବର ପ୍ରକାଶନ ପାଇବା ପରେ ହୋଇଛି ବିଭାଗର ଚୈତନ୍ୟ ଉଦୟ | ଦୀର୍ଘ ଛଅ…
ଯାଜପୁର ଜିଲ୍ଲା ନାବାଳିକା ଦୁଷ୍କର୍ମର ହବ୍ :ଲେଖାଶ୍ରୀ
ଭୁବନେଶ୍ୱର(ଶାସକ ପ୍ରଶାସକ) : ରାଜ୍ୟରେ ମହିଳାମାନେ ସୁରକ୍ଷିତ ନାହାଁନ୍ତି । ପ୍ରତିଦିନ ମହିଳାଙ୍କ ସହ ଦୁଷ୍କର୍ମ, ଅସଦାଚରଣ ବୃଦ୍ଧି ପାଇବାରେ ଲାଗିଛି । ବିଶେଷ କରି ଶାସକ ଦଳର ନେତା ଓ କର୍ମୀମାନେ ବିଭିନ୍ନ ଦୁଷ୍କର୍ମ ଘଟଣାରେ ସାମିଲ ଥିବାର ପ୍ରମାଣ ମିଳୁଛି । ଯାଜପୁର ଜିଲ୍ଲା କୁଆଖିଆ…