Sign in
Sign in
Recover your password.
A password will be e-mailed to you.
କେନ୍ଦୁଝର ଜିଲ୍ଲାବାସୀଙ୍କ ପାଇଁ ଖୁସି ଖବର! ଏଣିକି ସହଜ ହେବ ଯାତାୟାତ
୧୧ଟି ନୂତନ ରୁଟ୍ରେ ଗଡ଼ିବ ‘ମୁଖ୍ୟମନ୍ତ୍ରୀ ବସ୍ ସେବା’
କେନ୍ଦୁଝର, ତା୧୩/୧- କେନ୍ଦୁଝର ଜିଲ୍ଲାର ପରିବହନ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ ଓ ସହଜ କରିବା ପାଇଁ ଏକ ବଡ଼ ପଦକ୍ଷେପ ନିଆଯାଇଛି । ଗତକାଲି (ତା ୧୨.୦୧.୨୦୨୬ରିଖ) ଜିଲ୍ଲାପାଳ ବିଶାଲ ସିଂହଙ୍କ ଦ୍ୱାରା ‘ମୁଖ୍ୟମନ୍ତ୍ରୀ ବସ୍ ସେବା’ର…
୩୦ ତମ ସର୍ବଭାରତୀୟ ବୋଡାସମ୍ବର କପ୍ : ପାଟନା କୁ ହରାଇ ରାୟପୁର ସେମିରେ ।
ପଦ୍ମପୁର:- ସ୍ଥାନୀୟ ଆର୍.ବି ହାଇସ୍କୁଲ ପଡିଆ ରେ ଆରମ୍ଭ ହୋଇଥିବା ୩୦ତମ ସର୍ବଭାରତୀୟ ବୋଡାସମ୍ବର କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟର ତୃତୀୟ ଦିବସରେ କ୍ୟୁ.ସି.ଆଇ ରାୟପୁର ଓ ଷ୍ଟାର ଏକ୍ସ.ଆଇ. ପାଟନା (ବିହାର)ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ରାୟପୁର ଦଳ ଟସ୍ ଜିଣି ପ୍ରଥମେ ବ୍ୟାଟିଂ କରି ୨୭…
ଆଖିଲ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ରାଷ୍ଟ୍ରୀୟ ଯୁବ ଦିବସ ପାଳିତ
(ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି): ଆଖିଲ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଗୁଣପୁର ଶାଖା ତରଫରୁ ଗୁଣପୁର wisdom କୋଚିଂ ସେଣ୍ଟର, ଗୁଣପୁର ମହାବିଦ୍ୟାଳୟ, ଡମ୍ବସରl ଆମ୍ବେଦକର ବିଦ୍ୟାଳୟ, ଆର .ଜି ମହାବିଦ୍ୟାଳୟ ପଦ୍ମପୁର ଠାରେ ରାଷ୍ଟ୍ରିୟ ଯୁବ ଦିବସ ପାଳିତ l ଏହି କାର୍ଯ୍ୟକ୍ରମ ରେ…
ଟିକିରି ପ୍ରିମିୟର ଲିଗ (ଟିପିଏଲ୍) ସିଜନ–୩ ଉଦଘାଟିତ
କାଶୀପୁର ରୁ ବୈକୁଣ୍ଠ ଦୁରିଆ -ରାୟଗଡା ଜିଲ୍ଲା ଅନ୍ତର୍ଗତ କାଶିପୁର ବ୍ଲକର ଟିକିରି ୟୁଥ୍ କ୍ରିକେଟ କ୍ଲବ ପକ୍ଷରୁ ଟିକିରି ପ୍ରିମିୟର ଲିଗ (ଟିପିଏଲ୍) ସିଜନ–୩ ର ସଫଳ ଉଦଘାଟନ ହୋଇଯାଇଛି। ଏହି ଅବସରରେ ମାଁ ଗଙ୍ଗାଦେବୀ ଠାକୁରାଣୀ ଓ ଅଗ୍ନି ଭୈରବ ମନ୍ଦିରରୁ ଏକ ଆଡମ୍ବରପୂର୍ଣ୍ଣ ମଶାଳ ଯାତ୍ରା…
ଜିଲ୍ଲାମହୋତ୍ସବ, ପଲ୍ଲିଶ୍ରୀ ମେଳା ଏବଂ ଆତ୍ମନିର୍ଭର ଭାରତ ସ୍ବଦେଶୀ ମେଳା ଉଦଘାଟିତ ।
କେନ୍ଦ୍ରାପଡ଼ା:(ପ୍ରଫୁଲ୍ଲ କୁମାର ମଲ୍ଲ) କେନ୍ଦ୍ରାପଡ଼ା ସ୍ୱଂଶାସିତ ମହାବିଦ୍ୟାଳୟ ଠାରେ ଜିଲ୍ଲା ମହୋତ୍ସବ ପଲ୍ଲିଶ୍ରୀ ମେଳା ଏବଂ ଆତ୍ମନିର୍ଭର ଭାରତ ସ୍ବଦେଶୀ ମେଳା ଉଦଘାଟିତ ହୋଇଯାଇଛି | ଓଡିଶା ସରକାରଙ୍କ ମାନ୍ୟବର ମନ୍ତ୍ରୀ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଏବଂ ବିଜ୍ଞାନ ଓ…
ବଡମାଲ ଥାନା ରେ ନୂତନ ଥାନାଧିକାରୀଙ୍କ ଯୋଗଦାନ
ଝାରସୁଗଡ଼ା:ଝାରସୁଗୁଡ଼ା ଜିଲ୍ଲା ବଡମାଲ ଥାନାରେ ଦିଲୀପ ବେହେରା ନୂତନ ଥାନାଧିକାରୀ ଭାବେ ଯୋଗ ଦେଇଛନ୍ତି।ସେ ପୂର୍ବରୁ ଲାଇକରା ଥାନାରେ ଆଇ ଆଇ ସି ଭାବେ ଅବସ୍ଥାପିତ ଥିଲେ।ବଡମାଲ ଥାନାଧିକାରୀ ରାଜେନ୍ଦ୍ର ଶିଆଳ ଡିଏସପି ପଦୋନ୍ନତି ପାଇ ସୁନ୍ଦରଗଡ ଜିଲ୍ଲାରେ ଯୋଗଦେଇଛନ୍ତି।ଝାରସୁଗୁଡ଼ା ର…
ଯୁବଗୋଷ୍ଠୀ ହିଁ ଆମର ଜାତି ନିର୍ମାଣର ପ୍ରଜାପତି, ଯୁବଶକ୍ତି ହିଁ ରାଷ୍ଟ୍ର ଶକ୍ତି ଜାତି ସୁରକ୍ଷାର ପ୍ରାଣ !
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ଵାମୀ ବିବେକାନନ୍ଦ ଲୋକ ସଂସଦ ଗଜପତି ଜିଲ୍ଲା ଶାଖା ଆନୁକୂଲ୍ୟରେ ସ୍ଥାନୀୟ ଉତ୍କଳ ହିତୈଷିଣୀ ସଭାଗୃହ ଠାରେ ସ୍ଵାମୀ ବିବେକାନନ୍ଦ ଜୟନ୍ତୀ ପାଳିତ ହୋଇଯାଇଛି। ଅନୁଷ୍ଠାନର ଉପ ସଭାପତି ତଥା ପୂର୍ବତନ ସାହିତ୍ୟ ଏକାଡେମୀ ସଦସ୍ୟ ବିଚିତ୍ରାନନ୍ଦ…
ରାମନାଗୁଡା ବ୍ଲକ ପରିସରରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ।
(ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି):ଗୁଣପୁର/ ରାମନଗୁଡା/ ରାୟଗଡ:- ରାମନଗୁଡା ବ୍ଲକ ସଭାଗୃହଠାରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇ ଯାଇଛି । ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣିଙ୍କ ନିର୍ଦ୍ଦେଶକ୍ରମେ ଅନୁଷ୍ଠିତ ଏହି ଶିବିର ରେ ଅତିରିକ୍ତ ଜିଲ୍ଲାପାଳ ନବୀନ ଚନ୍ଦ୍ର ନାୟକ,…
ଚଳିତବର୍ଷ କୁଲାଡ ଶ୍ରୀଜଗନ୍ନାଥ ମନ୍ଦିର ପହିଲିଭୋଗର ଉଦଯାପନୀ ଦିବସ ରେ ଯୋଗଦେଲେ ବିଧାୟକ
ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ଗଞ୍ଜାମ୍ ଜିଲ୍ଲା ଭଞ୍ଜନଗର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୁଲାଡ ଗ୍ରାମ ପଞ୍ଚାୟତ ଯାହା, ଐତିହାସିକ ଭଞ୍ଜ ରାଜ ବଂଶୀୟ ଶ୍ରୀଜଗନ୍ନାଥ ମନ୍ଦିର ର ଆଜି ପହିଲି ଭୋଗ ର ଉଦଯାପନୀ ଦିବସ। ଏହି କୁଲାଡ ଗ୍ରାମର ଶ୍ରୀଜଗନ୍ନାଥ ମନ୍ଦିର ରେ ଅନ୍ୟାନ୍ୟ ମନ୍ଦିରମାନଙ୍କ…
ଜିଲ୍ଲା ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ ।
କେନ୍ଦ୍ରାପଡା:(ପ୍ରଫୁଲ୍ଲ କୁମାର ମଲ୍ଲ) କେନ୍ଦ୍ରାପଡା ଜିଲ୍ଲା ପକ୍ଷରୁ ଆଜି ଜିଲ୍ଲା ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ କାର୍ଯ୍ୟକ୍ରମ ଜଣ୍ଟିଲୋ ଆଇ.ବି. ପରିସରରେ ସଫଳତାର ସହ ଆୟୋଜିତ ହୋଇଯାଇଛି। ଜଳ ସମ୍ପଦର ସଂରକ୍ଷଣ, ସୁସଂଚାଳନ ଏବଂ କୃଷକଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ଏହି…