Sign in
Sign in
Recover your password.
A password will be e-mailed to you.
ସ୍ୱାମୀ ବିବେକାନନ୍ଦଙ୍କ ପୁଣ୍ୟ ଜୟନ୍ତୀ ସହ ରାଷ୍ଟ୍ରୀୟ ଯୁବ ଦିବସ ପାଳିତ।
କେନ୍ଦୁଝର,ତା୧୩/୧- ସ୍ଥାନୀୟ ରୋଟାରି ଭବନ ଠାରେ ବିବେକାନନ୍ଦ କେନ୍ଦ୍ର କନ୍ୟାକୁମାରୀ,କେନ୍ଦୁଝର ଶାଖା ପକ୍ଷରୁ ସ୍ୱାମୀ ବିବେକାନନ୍ଦ ଜୟନ୍ତୀ ସହ ରାଷ୍ଟ୍ରୀୟ ଯୁବ ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କେନ୍ଦୁଝର ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ…
ବିଶିଷ୍ଟ ଶିକ୍ଷାବିତ୍ ତଥା ସୋଆର ପ୍ରଫେସର ଏମିରିଟସ ଆର୍.ଏନ୍.ପି ଚୌଧରୀଙ୍କ ପରଲୋକ
ଭୁବନେଶ୍ୱର, ଜାନୁଆରୀ ୧୨: ବିଶିଷ୍ଟ ଶିକ୍ଷାବିତ୍, ଗବେଷକ ଏବଂ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର)ର ପଦାର୍ଥ ବିଜ୍ଞାନ ବିଭାଗର ପ୍ରଫେସର ଏମିରିଟସ୍ ଆର୍. ଏନ୍. ପି. ଚୌଧରୀଙ୍କ ରବିବାର ପରଲୋକ ହୋଇଯାଇଛି ।…
ଆଲ୍ଫବେଟ୍ଜେଡ ଇଣ୍ଟରନେସନାଲ ପ୍ରି ସ୍କୁଲର ଦ୍ୱିତୀୟ ବାର୍ଷିକୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଆଲ୍ଫବେଟ୍ଜେଡ ଇଣ୍ଟରନେସନାଲ ପ୍ରି ସ୍କୁଲର ଦ୍ଵିତୀୟ ବାର୍ଷିକୋତ୍ସବ କାର୍ଯ୍ୟକ୍ରମ ସ୍ଥାନୀୟ ମହାରାଙ୍କ ପ୍ୟାଲେସ ସମ୍ମୁଖରେ ଥିବା ଅର୍ବାନ ବ୍ୟାଙ୍କ୍ ପଡିଆ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି…
ଜିଲ୍ଲାସ୍ତରୀୟ ସାଇନିଙ୍ଗ ଷ୍ଟାର – ୨୦୨୬ କାର୍ଯ୍ୟକ୍ରମ ସହ ଡ୍ରଫ୍ଟ ଆଉଟ ମେଗା କ୍ୟାମ୍ପ।
ପଦ୍ମପୁର- ପାଇକମାଳ ସ୍ଥିତ ଉଚ୍ଚ ବିଦ୍ୟାଳୟରେ ଜିଲ୍ଲା ସ୍ତରୀୟ ସାଇନିଙ୍ଗ ଷ୍ଟାର କାର୍ଯ୍ୟକ୍ରମ ସହ ଡ୍ରପଟ ଆଉଟ ମେଗା କ୍ୟାମ୍ପ ଅନୁଷ୍ଠିତ ହୋଇଯାଇଛି।ହାଇସ୍କୁଲର ପ୍ରଧାନ ଶିକ୍ଷକ ଦ୍ଵାଦଶ ପ୍ରଧାନ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବରଗଡ଼ ଡି.ଇ.ଓ…
ବର୍ଷା ଏବଂ ମିନତୀଙ୍କ ପଦକ ହାସଲ: ସ୍କୋଏ ମାର୍ସଲାଟ ଚମ୍ପିୟାନ ସିପ ୨୦୨୫/୨୬
ଓଡ଼ଗାଁ,୧୨।୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁର ବର୍ଷା ଏବଂ ନନ୍ଦିଘୋରର ମିନତୀ ହାଇଦ୍ରାବାଦର ତେଲେଙ୍ଗାନାରେ ଚଳିତ ଜାନୁଆରୀ ମାସରେ ଆୟୋଜିତ ସ୍କୋଏ ମାର୍ସଲାଟ (ଯୁଦ୍ଧ କଳା) ଚମ୍ପିୟାନସିପ ୨୦୨୫/୨୬ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ସିଲଭର ଏବଂ ବ୍ରୋଞ୍ଚ୍ ପଦକ ହାସଲକରି…
ସ୍ବାମୀ ବିବେକାନନ୍ଦ ଜୟନ୍ତୀ ଜାତୀୟ ଯୁବ ଦିବସ ପାଳନ
୭ଶହ ଶିକ୍ଷାର୍ଥିଙ୍କ ଦ୍ବାରା ସାମୁହିକ ରାଷ୍ଟ୍ରଗୀତ ଗାନ
ବିଦ୍ୟାଳୟ ଓ ମହାବିଦ୍ୟାଳୟର ସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ,
ଓଡ଼ଗାଁ,୧୨।୧(ଶ୍ରୀକାନ୍ତ କୁମାର ମିଶ୍ର):ନୟାଗଡ଼ ଜିଲ୍ଲା ଓଡ଼ଗାଁ ଏନ୍ଏସି ଆନୁକୁଲ୍ୟରେ ବ୍ଳକ ରୋଡ କଲ୍ୟାଣୀ ମଣ୍ଡପ ଠାରେ ସ୍ବାମୀ ବିବେକାନନ୍ଦ…
ହାତିଆଶୀଳା ସରକାରୀ ପ୍ରାଥମିକ ବିଦ୍ୟାଳୟ ସର୍ବ ଭାରତୀୟ ସ୍ତରରେ ଜିଲ୍ଲାର ଏକମାତ୍ର ସ୍ବଚ୍ଛ ଓ ସବୁଜ ବିଦ୍ୟାଳୟ
ଓଡ଼ଗାଁ,୧୨।୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲାର ଏକମାତ୍ର ସ୍ବଚ୍ଛ ଓ ସବୁଜ ବିଦ୍ୟାଳୟ ଭାବେ ୨୦୨୫-୨୬ ପାଇଁ ପୁରସ୍କୃତ ତାଲିକାରେ ନୂଆଗାଁ ବ୍ଳକ୍ ଅନ୍ତର୍ଗତ ହରିପୁରୁ ପଞ୍ଚାୟତ ହାତିଆଶୀଳା ସରକାରୀ ପ୍ରାଥମିକ ବିଦ୍ୟାଳୟ ସର୍ବ ଭାରତୀୟ ସ୍ତରରେ ସ୍ଥାନ ପାଇଛି। ଏନେଇ ରାଜ୍ୟ ସରକାର…
ଯୁବମୋର୍ଚ୍ଚା ପକ୍ଷରୁ ରାଷ୍ଟ୍ରୀୟ ଯୁବ ଦିବସ ପାଳନ ଓ ସ୍ୱଦେଶୀ ସଂକଳ୍ପ
ଖୋର୍ଦ୍ଧାରୁ (ସେକ ଜାଫର ): ବିଜେପି ଯୁବମୋର୍ଚ୍ଚା ଖୋର୍ଦ୍ଧା ପକ୍ଷରୁ ସ୍ଵାମୀ ବିବେକାନନ୍ଦଙ୍କ ଜୟନ୍ତୀ ତଥା ରାଷ୍ଟ୍ରୀୟ ଯୁବ ଦିବସ ପାଳନ ହୋଇଯାଇଛି। ଏହି ଅବସରରେ ଯୁବ ବନ୍ଧୁ ମାନେ ଆତ୍ମନିର୍ଭର ଭାରତ ନିମନ୍ତେ ସ୍ୱଦେଶୀ ଆପଣେବା ପାଇଁ ସଙ୍କଳ୍ପ ନେଇଥିଲେ। ଯୁବ ସମ୍ପାଦକ ଗୋପବନ୍ଧୁ ଜେନାଙ୍କ…
ବିଜେପି ଯୁବମୋର୍ଚ୍ଚା ପକ୍ଷରୁ କେନ୍ଦ୍ରାପଡ଼ା ଓ ମହାକାଳପଡାର ବିଭିନ୍ନ ସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ୱାସ୍ଥ୍ୟ ଶିବିର ।
କେନ୍ଦ୍ରାପଡ଼ା:(ପ୍ରଫୁଲ୍ଲ କୁମାର ମଲ୍ଲ) ଭାରତୀୟ ଜନତା ପାର୍ଟିର ଯୁବମୋର୍ଚ୍ଚା ପକ୍ଷରୁ କେନ୍ଦ୍ରାପଡ଼ା ଓ ମହାକାଳପଡା ଅଞ୍ଚଳର ବିଭିନ୍ନ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ସ୍ୱାସ୍ଥ୍ୟ ଶିବିର ଆୟୋଜିତ ହୋଇଯାଇଛି। ଗ୍ରାମାଞ୍ଚଳ ଓ ସହରାଞ୍ଚଳର ସାଧାରଣ ଲୋକମାନଙ୍କୁ ଉତ୍ତମ ଚିକିତ୍ସା ସୁବିଧା ଦେବା…
ବେଲଗୁଣ୍ଠା ବ୍ଳକ୍ ଗାଙ୍ଗପୁର ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ଶିକ୍ଷା ସଭା; ଆସ ସ୍କୁଲ୍ ଯିବା କାର୍ଯ୍ୟକ୍ରମ ଉପରେ…
ବେଲଗୁଣ୍ଠା, (ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ବ୍ଳକ୍ ଗାଙ୍ଗପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ଶିକ୍ଷା ସଭା ଅନୁଷ୍ଠିତ ହୋଇଯାଇଛି I ଗାଙ୍ଗପୁର ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ମୃତ୍ୟୁଞ୍ଜୟ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ…