Sign in
Sign in
Recover your password.
A password will be e-mailed to you.
ବ୍ଲୁ ଇକୋନୋମି ସମିଟ୍–୨୦୨୬ରେ ଓଡ଼ିଶାର ଦୂରଦୃଷ୍ଟିମୟ ରୋଡମ୍ୟାପ୍
ପୋର୍ଟ–ଲେଡ୍ ଅର୍ବାନାଇଜେସନ୍ ମାଧ୍ୟମରେ ଉପକୂଳ ଆଧାରିତ ଅର୍ଥନୀତିକୁ ନୂତନ ଦିଗ
ଭୁବନେଶ୍ୱର, ୧୫ ମାର୍ଚ୍ଚ ୨୦୨୬: ଓଡ଼ିଶା ସରକାରଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଇଡକୋ ଅଧ୍ୟକ୍ଷା ଶ୍ରୀମତୀ ଉଷା ପାଢୀ ଭୁବନେଶ୍ୱରରେ ଆୟୋଜିତ ଗ୍ଲୋବାଲ୍ ବ୍ଲୁ…
ଗୁଜବ୍ ରେ ବିଶ୍ୱାସ ନ କରିବା ପାଇଁ ଉପଜିଲ୍ଲାପାଳଙ୍କ ପରାମର୍ଶ (ଭଞ୍ଜନଗର)ଏଲ୍. ପି.ଜି ସହ ପେଟ୍ରୋଲ ଓ ଡିଜେଲ ମହଜୁଦ
ଭଞ୍ଜନଗର ( ଉଦୟନାଥ ପଣ୍ଡା ) ଶାସକ ପ୍ରଶାସକ: ଭଞ୍ଜନଗର, ତା.୧୪.୦୩.୨୦୨୬ ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ଯେତିକି ଯେତିକି ବଢୁଛି ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀକୁ ନେଇଁ ଖାଉଟି ସେତିକି ବିଚଳିତ ହେବାରେ ଲାଗିଛନ୍ତି। ଚାରିଆଡ଼େ ଏବେ ଖାଇବା ତେଲ, ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସକୁ ନେଇ…
ବିବେକାନନ୍ଦ ଶିକ୍ଷାକେନ୍ଦ୍ର ଜଗନ୍ନାଥ ନଗରର ବାର୍ଷିକ ଉତ୍ସବ ପାଳିତ
ଭୁବନେଶ୍ୱର : ବିବେକାନନ୍ଦ ଶିକ୍ଷାକେନ୍ଦ୍ର, ଜଗନ୍ନାଥ ନଗର, ଭୁବନେଶ୍ୱରର ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସଭାପତି ଗୌରାଙ୍ଗ ଚରଣ ନନ୍ଦ ସଭାପତିତ୍ୱ କରିଥିଲେ । ଲର୍ଡ ଜଗନ୍ନାଥ ମିଶନ ଟ୍ରଷ୍ଟର ମ୍ୟାନେଜିଙ୍ଗ୍ ଟ୍ରଷ୍ଟି ବୈରାଗୀ ଚରଣ ନାୟକ ମୂଖ୍ୟବକ୍ତା…
ସହାନୁଭୂତି ଓ କରୁଣା ମାନବିକ ଅଧିକାରର ସମ୍ପୂର୍ଣ୍ଣ ଢାଞ୍ଚାର ମୂଳଦୁଆ: ଜାତୀୟ ମାନବାଧିକାର ଆୟୋଗ ମହାସଚିବ
କିଟ୍ ଓ କିସ୍ ପରିଦଶର୍ନରେ ଏନ୍ଏଚ୍ଆର୍ସି ମହାସଚିବ ଭାରତ ଲାଲ
ଭୁବନେଶ୍ୱର, ୧୪ ।୩: ଜୀବନକୁ ପରିବର୍ତ୍ତନ କରିବା ଓ ଏକ ନ୍ୟାୟପୂର୍ଣ୍ଣ ତଥା ଅନ୍ତର୍ଭୂକ୍ତ ସମାଜ ଗଠନ ପାଇଁ ଶିକ୍ଷା ହେଉଛି ସବୁଠାରୁ ଶକ୍ତିଶାଳୀ ମାଧ୍ୟମ ବୋଲି ଜାତୀୟ ମାନବାଧିକାର ଆୟୋଗ ମହାସଚିବ ଭରତ ଲାଲ…
ବିଆଇପିଏଫ୍ ର ସାମାଜିକ ପ୍ରଭାବର ୧୫ ବର୍ଷ ପୂରଣ; ପରିବର୍ତ୍ତନକାରୀମାନଙ୍କୁ ଶାମ୍ଭବୀ ପୁରସ୍କାର ୨୦୨୬ ରେ ସମ୍ମାନିତ
ଭୁବନେଶ୍ୱର, ୧୪ ମାର୍ଚ୍ଚ ୨୦୨୬: ବଂଶୀଧର ଏବଂ ଇଲା ପଣ୍ଡା ଫାଉଣ୍ଡେସନ ( ବିଆଇପିଏଫ୍ ) ସାମାଜିକ ବିକାଶରେ ଏହାର ଯାତ୍ରାର ୧୫ ବର୍ଷର ସ୍ମୃତିଚାରଣ କରି ଶାମ୍ଭବୀ ପୁରସ୍କାରର ୧୩ତମ ସଂସ୍କରଣ ପ୍ରଦାନ କରିଛି, ଯାହା ଓଡ଼ିଶାରେ ତୃଣମୂଳ ସ୍ତରର ସାମାଜିକ କାର୍ଯ୍ୟରେ ଉତ୍କର୍ଷତା ଏବଂ ନବସୃଜନକୁ…
ସରକାରୀ ନିୟମର ଖୋଲା ଉଲଂଘନ, ଗୋଷ୍ଠି ଶିକ୍ଷା ଅକାରୀ ଙ୍କ ନିଜ ନେଟିଭ ବ୍ଳକରେ ପୋଷ୍ଟିଙ୍ଗ
ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ, ତାରିଖ-୧୪/୩/୨୬: ସରକାରଙ୍କର ନିର୍ଦ୍ଦେଶ ଅନୁସାରେ କୌଣସି ଗୋଷ୍ଠୀ ଶିକ୍ଷା ଅଧୂକାରୀଙ୍କୁ ନିଜ ନେଟିଭ ବ୍ଳକରେ ପୋଷ୍ଟିଙ୍ଗ କରିବାକୁ ବାରଣ କରାଯାଇଥିଲେ ମଧ୍ୟ ଏହାର । ବ୍ୟତିକ୍ରମ ଦେଖୁବାକୁ ମିଳିଛି ମାଲକାନଗିରି ଜିଲ୍ଲା କାଲିମେଳା ଗୋଷ୍ଠୀ…
ବେଲଗୁଣ୍ଠା ପୋଲିସର ବଡ଼ ଧରଣର ଚଢ଼ାଉ: ବିପୁଳ ପରିମାଣର ବିସ୍ଫୋରକ ଜବତ ସହ ଦୁଇ ଗିରଫ ।
ବେଲଗୁଣ୍ଠା-(ଶିବରାମ ଚୌଧୁରୀ )-୧୪/୩-ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଥାନା ପୋଲିସକୁ ଏକ ବଡ଼ ଧରଣର ସଫଳତା ମିଳିଛି।ଆଜି ସକାଳୁ ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ବେଲଗୁଣ୍ଠା ଥାନାଊ ରେବତୀ ଶବରଙ୍କ ନେତୃତ୍ୱରେ ପୋଲିସ ଟିମ୍ ବରଗାଁ ଗ୍ରାମର ବଡ଼ସାହିରେ ଆଜି ସକାଳ ୮.୩୦ରେ ଅତର୍କିତ ଚଢ଼ାଉ…
ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ପାଇଁ ପ୍ରସ୍ତୁତି ବୈଠକ
ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-୧୪/୦୩,ବେଲଗୁଣ୍ଠା ସ୍ଥିତ ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟର ପରିସରରେ ଆସନ୍ତା ୧୮ ତାରିଖ ବୁଧବାର ଦିନ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ ହେବ I ଏନେଇ ଆଜି ମହାବିଦ୍ୟାଳୟର ଅଧ୍ୟକ୍ଷ ଅଜିତ୍ କୁମାର ପଟ୍ଟନାୟକଙ୍କ ସଭାପତିତ୍ୱରେ ଏକ ପ୍ରସ୍ତୁତି ବୈଠକ…
ଓଡ଼ଗାଁ ଅଦାଲତରେ ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ,
୪୨୮ ମାମଲାରୁ ୧୨୫ ଫଇସଲା, ୭.୪୪ ଲକ୍ଷ ଟଙ୍କା ଅସୁଲ,
ଓଡ଼ଗାଁ, ୧୫।୩ (ଶ୍ରୀକାନ୍ତ କୁମାର ମିଶ୍ର) : ନୟାଗଡ଼ ଜିଲ୍ଲା ଓଡ଼ଗାଁ ଅଦାଲତରେ ତାଲୁକ ଆଇନ ସେବା କମିଟି ଦ୍ୱାରା ଶନିବାର ଚଳିତ ବର୍ଷର ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ଏହି ଲୋକ ଅଦାଲତରେ ମୋଟ ୪୨୮ଟି…
ପ୍ରଥମ ଡିଜିଟାଲ ଜନଗଣନା ପାଇଁ ପ୍ରାକ୍ ପ୍ରସ୍ତୁତି ବୈଠକ,
ଓଡ଼ଗାଁ, ୧୪।୩ (ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲାର ଓଡ଼ଗାଁ ତହସିଲ କାର୍ଯ୍ୟାଳୟରେ ଭାରତର ପ୍ରଥମ ଡିଜିଟାଲ ଜନଗଣନା ପାଇଁ ପ୍ରାକ୍ ପ୍ରସ୍ତୁତି ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ତହସିଲଦାର ଜି. ଶ୍ରୀନୁଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ରାଜସ୍ୱ ନିରୀକ୍ଷକମାନେ…