Sign in
Sign in
Recover your password.
A password will be e-mailed to you.
ନବନିଯୁକ୍ତ ସରକାରୀ ଓକିଲ ଓ ଅବକାରୀ ବିଭାଗ ମଧ୍ୟରେ ସମନ୍ୱୟ ବୈଠକ ଓ ଦିନିକିଆ କର୍ମଶାଳା
ମାମଲାର ସଠିକ ପରିଚାଳନା ଓ ଦଣ୍ଡାଦେଶବୃଦ୍ଧିକୁ ଗୁରୁତ୍ୱ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଦ୍ଵିତୀୟ ମହଲାରେ ଥିବା ଜିଲ୍ଲା ଅଭିଯୋଜନ ଅଧିକାରୀଙ୍କ କାର୍ଯ୍ୟାଳୟରେ ଜିଲ୍ଲା ଅବକାରୀ ବିଭାଗ , ଗୃହ…
କଫ ସିରପ୍ ବିକ୍ରି ଅଭିଯୋଗରେ ୨ ଗିରଫ
ପଦ୍ମପୁର/ ଶିବାଶିଷ ପଟ୍ଟନାୟକ (୧୪|୩) : - ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଲକ ଜଗଦଳପୁର ଥାନା ଅଞ୍ଚଳର ସୁକିଲିପାହାଡ଼ ନିକଟରେ ଅବୈଧ ଭାବେ ମିଶ୍ରିତ କଫ ସିରପ ବିକ୍ରି କରୁଥିବା ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଜଗଦଳପୁର ଥାନା ଅଧିକାରୀ ଦୀପ୍ତି ରଞ୍ଜନ ଦିଘାଲଙ୍କ ତତ୍ତ୍ୱାବଧାନରେ ପୋଲିସ ଟିମ ଚଢ଼ଉ…
ତୈଳ ଓ ରନ୍ଧନ ଗ୍ୟାସ ଆବଶ୍ୟକୀୟ ଗଚ୍ଛିତ ର ନିଶ୍ଚିତତା ଉପରେ ଜରୁରୀକାଳୀନ ବୈଠକ
ଜଗତସିଂହପୁର,ତା-୧୩.୦୩.୨୦୨୬/ସୁମନ୍ତ କୁମାର ଦାସ: ଗତକାଲି ଅପରାହ୍ନରେ ଜିଲ୍ଲାପାଳ ଶ୍ରୀ ଜେ ସୋନାଲଙ୍କ ଅଧ୍ୟକ୍ଷତାରେ ତୈଳ ଓ ରନ୍ଧନ ଗ୍ୟାସର ଆବଶ୍ୟକୀୟ ଗଚ୍ଛିତର ନିଶ୍ଚିତତା କୁ ନେଇ ଏକ ଜରୁରକାଳୀନ ବୈଠକ ଅନୁଷ୍ଠିତ ହୋଇଥିଲା। ଜିଲ୍ଲାପାଳ ବୈଠକ ରେ କହିଥିଲେ ଯେ ବର୍ତ୍ତମାନ ସମୟ ଏକ…
ପିଏମ କିସାନ ସମ୍ମାନନିଧିର ୨୨ ତମ କିସ୍ତି ପ୍ରଦାନ ଅବସରରେ କିସାନ ସମ୍ମାନ ସମାରୋହ ଅନୁଷ୍ଠିତ
ଜିଲ୍ଲାର ମୋଟ ୧,୧୯,୫୪୨ ଚାଷୀ ହେଲେ ଲାଭାନ୍ବିତ
ଜଗତସିଂହପୁର,ତା-୧୩.୦୩.୨୦୨୬/ସୁମନ୍ତ କୁମାର ଦାସ: ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସାମ ରାଜ୍ୟର ଗୌହାଟୀ ଠାରେ ଆୟୋଜିତ ପିଏମ କିସାନ ସମ୍ମାନନିଧିର ୨୨ ତମ କିସ୍ତି ପ୍ରଦାନ ସମାରୋହରେ ଦେଶର ଚାଷୀଙ୍କୁ ୬୮୪ କୋଟି ଟଙ୍କା…
କୃତିମ ବୁଦ୍ଧିମତ୍ତା (AI)ସମ୍ପର୍କିତ କ୍ଷମତା ବିକାଶ ନିମନ୍ତେ ଦିନିକିଆ କର୍ମଶାଳା ଅନୁଷ୍ଠିତ ।
କେନ୍ଦ୍ରାପଡ଼ା:୧୩.୦୩.(ପ୍ରଫୁଲ୍ଲ କୁମାର ମଲ୍ଲ)ଜିଲ୍ଲା ପ୍ରଶାସନର ଅଧିକାରୀମାନଙ୍କ ପାଇଁ “AI Tools for Operational Excellence” ବିଷୟରେ ଏକଦିନିଆ କ୍ଷମତା ବିକାଶ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ କର୍ମଶାଳାରେ ଓଡ଼ିଶା ସରକାରଙ୍କ…
ମାଲକାନଗିରି ଜିଲ୍ଲା ରେ ମୋବାଇଲ ଟାୱାର କେତେଟା ?
ମାଲକାନଗିରି ରୁ ସୁରେନ୍ଦ୍ର ବେମାଳ: ମାଲକାନଗିରି ବିଧାୟକ ନରସିଂହ ମାଡକାମୀ ଗତକାଲି ବିଧାନସଭାରେ ମାଲକାନଗିରି ଜିଲ୍ଲାର ମୋବାଇଲ ଟାୱାର ର ସ୍ଥିତି ନେଇ ତଥ୍ୟ ମାଗିଛନ୍ତି। ସୂଚନା ଓ ପ୍ରଯୁକ୍ତି ବିଦ୍ୟା ବିଭାଗିୟ ମନ୍ତ୍ରୀଙ୍କୁ ଏହାର ତଥ୍ୟ ଦେବାକୁ ସେ ଅନୁରୋଧ କରିଛନ୍ତି। ବୁଧବାର ବିଧାୟକ…
ଦେଶରେ ରୋସେଇ ଗେସ ଅଭାବୀ ବିକ୍ରି ଏବଂ ଦରଦାମ ବୃଦ୍ଧି ପ୍ରତିବାଦ ରେ ଜିଲ୍ଲା କଂଗ୍ରେସ
ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ, ତାରିଖ-13//3/26: ସଭାପତିଙ୍କ ନେତୃତ୍ଵରେ ସହ ସହ କଂଗ୍ରେସ ନେତା ଏବଂ କର୍ମି ଜିଲ୍ଲା କଂଗ୍ରେସ ଭବନ ଠାରୁ ସଭାଯାତ୍ରା ବାହାରି ଜିଲ୍ଲା ପାଳଙ୍କ କାର୍ଯ୍ୟାଳୟ ଠାରେ ବିକ୍ଷପ ପ୍ରଦର୍ଶନ କରିବା ସହିତ ଜିଲ୍ଲାପାଳଙ୍କୁ ରୋସେଇ ଗେସ ଦରଦାମ ବୃଦ୍ଧି…
ବାଲିମେଳା କଳିଙ୍ଗ ବୈଶ୍ୟ ସଙ୍ଘ ତତଫରୁ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ।
ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ, ତାରିଖ-13/3/26- : ବାଲିମେଳାର ନିଲାଦ୍ରୀନଗର ବ୍ୟରେଜ ଠାରେ ବାଲିମେଳା କଳିଙ୍ଗ ବୈଶ୍ୟ ସଙ୍ଘ ତରଫରୁ ଗତକାଲି ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ଏଥିରେ କଳିଙ୍ଗ ବୈଶ୍ୟର ମିଗ୍ ଅଞ୍ଚଳ କୁହାଯାଉଥିବା ୮ଟି ସଂଘର ସମସ୍ତ ସଦସ୍ୟ ସଦସ୍ୟା…
ଦଣ୍ଡଯାତ୍ରା ଚାନ୍ଦା ଆଦାୟକୁ ନେଇ ବିଶୃଙ୍ଖଳା, ଅଭିଯୋଗ ବିଚାରରେ ବିଳମ୍ବ
ଥାନାରେ ପହଞ୍ଚିଲେ ପାଣ୍ଡେରିପଡା ଗ୍ରାମର ଶତାଧିକ ଗ୍ରାମବାସୀ, ଓଡ଼ଗାଁ ଥାନାରେ ୨ ମାମଲା ରୁଜୁ
ଓଡ଼ଗାଁ,୧୩।୩(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ପାଣ୍ଡେରିପଡା ପଞ୍ଚାୟତ ପାଣ୍ଡେରିପଡା ଗାଁରେ ଗତ ୧୦ ତାରିଖ ରାତି ୯ ବେଳେ ଗାଁ ଭାଗବତ ମଣ୍ଡପ ଠାରେ ଦଣ୍ଡ ଯାତ୍ରା…
ଏଟିଏମ୍ ଅଛି ହେଲେ କାମରେ ଆସୁନି, ୧୫ ଦିନ ଧରି ଗ୍ରାହକ ଏବଂ ପର୍ଯ୍ୟଟକ ହନ୍ତସନ୍ତ
ଓଡ଼ଗାଁ,୧୩।୩(ଶ୍ରୁମି): ନୟାଗଡ଼ ଜିଲ୍ଲା ଓଡ଼ଗାଁ ସହର ଏବଂ ଗ୍ରାମାଞ୍ଚଳରେ ଥିବା ବିଭିନ୍ନ ବ୍ୟାଙ୍କ ଏଟିଏମ୍ ଗୁଡ଼ିକ ଏକ ପ୍ରକାର ଅଚଳ ହୋଇପଡ଼ିଥିବା ନେଇ ଅଭିଯୋଗ ହେଉଛି। ଓଡ଼ଗାଁ ସହରର ଶ୍ରୀ ରଘୁନାଥଜୀଉଙ୍କ ମନ୍ଦିର ନିକଟରେ କଲେଜ୍ ରୋଡ୍ ଷ୍ଟୁଡିଓ ଛକ ନିକଟରେ ଥିବା ଷ୍ଟେଟବ୍ୟାଙ୍କ…