Sign in
Sign in
Recover your password.
A password will be e-mailed to you.
ସରିଲାଣି ତିନି ରଥର ୩୨ ଚକ ତିଆରି , ଶେଷପାଦିଆ ହେଲାଣି ରଥ ନିର୍ମାଣ
ପୁରୀ (ଶାସକ ପ୍ରଶାସକ ) : ପଵିତ୍ର ଘୋଷଯାତ୍ରା ଉପଲକ୍ଷେ ଶ୍ରୀଜୀଉଙ୍କ ରଥ ନିର୍ମାଣ ଚାଲିଛି କ୍ଷୀପ୍ରଗତିରେ | ଶେଷପାଦିଆ ହେଲାଣି ରଥ ନିର୍ମାଣ କାର୍ଯ୍ୟ | ମିଳିଥିବା ସୂଚନା ଅନୁଯାୟୀ ତାଳଧ୍ୱଜ ରଥର ୧୧ଟି ଚକ ଶେଷ ହୋଇ ଅନ୍ୟ ଦୁଇଟି ଚକ ମଧ୍ୟରୁ ଗୋଟିକରେ ପଇ ପିନ୍ଧାକାର୍ଯ୍ୟ ଚାଲିଥିବା ବେଳେ…
ମୋଦି ଓ ଶାହାଙ୍କୁ ଧନ୍ୟବାଦ ଜଣାଇଲେ ଧର୍ମେନ୍ଦ୍ର
ନୂଆଦିଲ୍ଲୀ/ ଭୁବନେଶ୍ୱର : ଓଡ଼ିଶାରେ ହୋଇଥିବା ବାତ୍ୟା ଅମ୍ପାନ ଜନିତ କ୍ଷୟକ୍ଷତି ଆକଳନ କରି ପ୍ରଧାନମନ୍ତ୍ରୀ ଦେଇଥିବା ସହାୟତା ପ୍ରତିଶ୍ରୁତି ମୁତାବକ ଆଜି ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ୫୦୦ କୋଟି ଟଙ୍କା ଓଡିଶା ପାଇଁ ରିଲିଜ ହୋଇଛି | ଏଥିରେ ସନ୍ତୋଷ ବ୍ୟକ୍ତ କରିବା ସହ…
ଲୋକଙ୍କ ରୋଜଗାର ନିଶ୍ଚିତ କରିବାକୁ ଅଂଟା ଭିଡ଼ିଲେଣି ରାଜେନ୍ଦ୍ର
ନୂଆପଡ଼ା / ଭୁବନେଶ୍ୱର :- କୋବିଡ଼ 19ର ସଂକ୍ରମଣ କୁ ରୋକିବା ପାଇଁ ସରକାରଙ୍କର ଦ୍ୱାରା ବର୍ତ୍ତମାନ ଚତୁର୍ଥ ପର୍ଯ୍ୟାୟର ଲକଡାଉନ ଘୋଷଣ କରାଯାଇଛି । ଆରମ୍ଭରୁ ଘୋଷଣା ହେଇଥିବ ଏହି ଲକଡାଉନ ଫଳରେ ମୁଖ୍ୟତଃ ଗରିବ ଖଟିଖିଆ ଶ୍ରମିକ ମାନଙ୍କର ଜୀବନ ଜୀବିକା ଅନେକ ମାତ୍ରାରେ ପ୍ରଭାବିତ ହେଇଥିଲା…
କାଲି ସଂଧ୍ୟାରେ ଗଲେ, ଆଜି ଦିନରେ ପଠେଇ ଦେଲେ ପ୍ରଧାନମନ୍ତ୍ରୀ
୨୪ ଘଣ୍ଟା ନପୂରୁଣୁ ଓଡିଶା ପାଇଲା ବାତ୍ୟା ବାବଦ ଆଗୁଆ ସହାୟତା ୫୦୦ କୋଟି
ଭୁବନେଶ୍ୱର (ଶାସକ ପ୍ରଶାସକ) : କାଲି ଆସି ବୁଲିକି ଗଲେ | ୨୪ ଘଣ୍ଟା ଯାଇନି | ଓଡିଶା ସରକାରଙ୍କ ପାଇଁ ଘୋଷଣା କରିଥିବା ୫୦୦ କୋଟି ତାଙ୍କର ଆଗୁଆ ସହାୟତା ଅର୍ଥ ଓଡିଶା ପାଇଁ ରିଲିଜ କରିଦେଇଛନ୍ତି…
ପଦ୍ମପୁରରେ ମୋଦି ଅନ୍ନ ଆରମ୍ଭ: ଗରିବ ଖଟିଖିଆ ତଥା ଦିନମଜୁରିଆଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ
ପଦ୍ମପୁର: ବର୍ତ୍ତମାନ ସାରା ଭାରତରେ କରୋନା ସଂକ୍ରମଣ ଚେନ କୁ ଭାଙ୍ଗିବା ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଙ୍କ ଆହ୍ୱାନ କ୍ରମେ ଦେଶ ବସି ଗତ ପ୍ରାୟ ଦୁଇ ମାସ ହେଲା ଲକ ଡାଉନ ମାନୁଥିବା ବେଳେ ଦେଶ ର ବହୁ ସ୍ଥାନ ରେ ଘରକୁ ଫେରୁଥିବା ଶ୍ରମିକ ତଥା ଛାତ୍ର ଛାତ୍ରୀ ମାନେ ହଇରାଣ…
ପଦ୍ମପୁର ଉପଖଣ୍ଡରେ ସ୍ୱାଭାବିକ ହେଉଛି ସାପ୍ତାହିକ ହାଟ : ସମାଜିକ ଦୂରତ୍ୱ ଓ ମାସ୍କ ଉପରେ ଗୁରୁତ୍ୱ
ବରଗଡ :- ମହାମାରୀ କୋରୋନା ର ସଂକ୍ରମଣକୁ ରୋକିବା ପାଇଁ ସରକାର ଅନେକ ଦୃଢ଼ ପଦକ୍ଷେପ ଗ୍ରହଣ କରିଥିଲେ । ପ୍ରଥମ ପର୍ଯ୍ୟାୟର ଲକଡାଉନ ଆରମ୍ଭ ହେବା ପରଠାରୁ ସମସ୍ତ ପ୍ରକାର ଆୟୋଜନ ଉପରେ କଟକଣା ଲଗେଇ ଦିଆଯାଇଥିଲା । ଏହିକ୍ରମରେ ହାଟ ଓ ବଜାର ଗୁଡିକ ଅତ୍ୟାବଶ୍ୟକୀୟ ସାମଗ୍ରୀର ଦୋକାନ କୁ ଛାଡି…
ଗଜପତି ଜିଲ୍ଲାରେ ପ୍ରଥମ ଥର ପାଇଁ ୪ ଟି କରୋନା ପଜିଟିଭ ଚିହ୍ନଟର ସୂଚନା ଦେଲେ ଜିଲ୍ଲାପାଳ
http://www.youtube.com/watch?v=gnwMTE1GodU
ଚିହ୍ନଟ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କଲେ ଜିଲ୍ଲାପାଳ
ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ଗ୍ରୀନ୍ ଜୋନରେ ରହିଥିବାଗଜପତି ଜିଲ୍ଲାରେ ପ୍ରଥମ ଥର ପାଇଁ ୪ ଗୋଟି କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ନେଇ ଭିଡିଓ ମାଧ୍ୟମରେ…
କାର୍ଯ୍ୟବନ୍ଦ ଆନ୍ଦୋଳନ ଡାକରା ପରେ କେନ୍ଦୁପତ୍ର ସଂସ୍ଥାରୁ ଛଟେଇ ୧୩୬ ଜଣ ଚପରାସୀଙ୍କୁ ନିଯୁକ୍ତି ମିଳିଲା
ବରଗଡ଼: ଦୀର୍ଘ ବର୍ଷ ଧରି କେନ୍ଦୁପତ୍ର ସଂସ୍ଥାରେ କାର୍ଯ୍ୟରତ ମୁନସୀ, ଚପରାସୀ ମାନଙ୍କୁ କରୋନା ମହାମାରୀ ସମୟରେ କାର୍ଯ୍ୟରୁ ଛଟେଇ କରି ଦିଆଯାଇଥିବା ନେଇ ରାଜ୍ୟ ରେ ଏକ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା । ରାଜ୍ୟ ସରକାର ସିଜିନାଲ କର୍ମଚାରୀ ଙ୍କ ଦରମା ବୃଦ୍ଧି ସହ ଛଟେଇ ହୋଇଥିବା…
ଲକ ଡାଉନ ବେଳେ ମାହାର ପରିବାରର ଜୀବିକା କ୍ଷତିଗ୍ରସ୍ତ : ସହାୟତା ପାଇଁ ରାଜ୍ୟ ସରକାରଙ୍କ ଠାରେ ଗୁହାରି
ବରଗଡ଼(ଶାସକ ପ୍ରଶାସକ): ପଦ୍ମପୁର ଅଞ୍ଚଳରେ ବାଉଁଶ ଦ୍ବାରା ଭୂଗା,ଟୁପା,କୁଲା,ଭୁଗୁଳି,ଡଲା,ତାଟିଆ,ଧୁକୁନା,ଚାଳ ବାଡା ନିର୍ମାଣ କରି ଚଳୁଥିବା ପାଖାପାଖି ୧ ହଜାର ପରିବାର ଲକ୍ ଡାଉନ ଚାଲିଥିବାରୁ ୨ ମାସ ହେବ ନିଜର ଜୀବିକା ହରାଇ ବସିଛନ୍ତି । ବାହାଘର,ବ୍ରତ,ମନ୍ଦିର ପୂଜା ବିଧି କାର୍ଯ୍ୟ…
ଧନୁପାଲୀ ଉପ ଡାକଘର ସମ୍ଭୁଖରେ ସମ୍ବଲପୁର ଡାକ କର୍ମଚାରୀଙ୍କ ବିକ୍ଷୋଭ ପ୍ରଦର୍ଶନ
ସମ୍ବଲପୁର(ରମାକାନ୍ତ ବିଶ୍ବାଳ ): ଦେଶବ୍ୟାପୀ ୧0 ଟି କେନ୍ଦ୍ରୀୟ ଟ୍ରେଡ଼ ୟୁନିଅନ, ରାଜ୍ୟ ଶ୍ରମିକ ସଂଗଠନ ତଥା କେନ୍ଦ୍ରୀୟ କର୍ମଚାରୀ ଓ ଶ୍ରମିକ କ୍ରିୟାନୁଷ୍ଠାନ କମିଟି ଆହ୍ଵାନ କ୍ରମେ ନେସନାଲ ଫେଡେରେସନ ଅଫ ପୋଷ୍ଟାଲ ଏମ୍ପ୍ଲୋଏଜ (ନଏଫପିଇ) ସମ୍ବଲପୁର ମଣ୍ଡଳ ପକ୍ଷରୁ ଆଜି ସହରରେ…