Sign in
Sign in
Recover your password.
A password will be e-mailed to you.
ଓଡ଼ିଶାକୁ ଆସୁଥିବା ସମସ୍ତଙ୍କ ପାଇଁ ପଞ୍ଜୀକରଣ ବାଧ୍ୟତାମୂଳକ : ୨୪ ଘଣ୍ଟା ମଧ୍ୟରେ ପଞ୍ଜୀକରଣ କଲେଣି ୧୨୩୯ ଜଣ
୩୨ଟି ନମୁନା ମଧ୍ୟରୁ ୩୧ଟି କରୋନା ନେଗେଟିଭ୍
ଭୁବନେଶ୍ୱର (ଶାସକ ପ୍ରଶାସକ): ବର୍ତ୍ତମାନ ସୁଦ୍ଧା ବିଶ୍ୱର ୧୬୨ଟି ଦେଶରେ ୧,୮୩,୧୧୬ ଜଣ ବ୍ୟକ୍ତି କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଛନ୍ତି | ଭାରତରେ ଆଜି ସୁଦ୍ଧା ସଂକ୍ରମିତଙ୍କ ସଂଖ୍ୟା ୧୨୬ ଥିବା ବେଳେ ୩ ଜଣଙ୍କର କରୋନା ଭୂତାଣୁ…
ଔଷଧ ଦୋକାନ ଗୁଡିକ ଉପରେ ନୂଆପଡା ପୋଲିସର ଚଢଉ
ନୂଆପଡା(ଶାସକ ପ୍ରଶାସକ); ଆଜି ନୂଆପଡା ପୋଲିସ ସଦର ଅଞ୍ଚଳରେ ଥିବା ସମସ୍ତ ଔଷଧ ଦୋକାନ ଉପରେ ଚଢଉ କରିଥିଲା । କରୋନା ସତର୍କତା ପାଇଁ ବ୍ୟବହୃତ ହେଉଥିବା ମାସ୍କ ଓ ସେନିଟାଇଜର ଗୁଡିକ କଳା ବଜାରୀ ରୋକିବା ପାଇଁ ଚଢଉ କରାଯାଇଥିଲା । ସୂଚନା ଅନୁସାରେ ନୂଆପଡା ଏସପି ବିନିତ ଅଗ୍ରୱାଲଙ୍କ…
ଅନୁଗୁଳରେ ପ୍ରତିଷ୍ଠା ହେଉ ଭୁବନେଶ୍ୱର ସିଟିଟିସିର ସଂପ୍ରସାରଣ କେନ୍ଦ୍ର – ଧର୍ମେନ୍ଦ୍ର ପ୍ରଧାନ
କେନ୍ଦ୍ର ଅଣୁ,କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ନିତୀନ ଗଡକରୀଙ୍କୁ କେନ୍ଦ୍ରମନ୍ତ୍ରୀଙ୍କ ପତ୍ର
ପ୍ରସ୍ତାବିତ କେନ୍ଦ୍ର ନିଯୁକ୍ତିଭିତିକ ଜ୍ଞାନକୌଶଳ ତାଲିମ୍ ପ୍ରଦାନ କରିବ
ଭୁବନେଶ୍ୱର ସିଟିଟିସିର ସଂପ୍ରସାରଣ କେନ୍ଦ୍ର ଯାଜପୁର ଏବଂ ରାୟଗଡାରେ ରହିଛି
ଓଡିଶାର ପ୍ରମୁଖ ଶିଳ୍ପ…
ଆଇସୋଲେସନରେ ଆଇଏଏସ ଭିନୀଲ
http://www.youtube.com/watch?v=yLTwyH3VTbM
ଆଇଏଏସ ଭିନୀଲ ବି ପାଳିଲେ କରୋନା ଆଡଭାଇଜୋରି
ଭୁବନେଶ୍ୱର (ଶାସକ ପ୍ରଶାସକ) ବିଦେଶରୁ ଗତକାଲି ଫେରିଥିବା ବରିଷ୍ଠ ଆଇଏଏସ ଅଫିସର ଏସ ଭିନୀଲ କୃଷ୍ନା ଅନୁପାଳନ କରିଛନ୍ତି ସରକାରଙ୍କ କରୋନା ଆଡଭାଇଜୋରି | ସେ ଗତକାଲି ବିଦେଶରୁ ଫେରିବା ପରେ…
ଲୋକଙ୍କୁ ସଚେତନ କରାଇଲେ ସବରେଜିଷ୍ଟ୍ରର , ବାଣ୍ଟିଲେ ମାସ୍କ
ପଦ୍ମପୁର- ସାରା ବିଶ୍ବକୁ କରୋନା ଭୟ ଲାଗି ରହିଛି । ଓଡ଼ିଶା ସରକାର କରୋନା ପାଇଁ ବିଭିନ୍ନ ସଚେତନତାମୂଳକ ପଦକ୍ଷେପ ମାଁ ଗ୍ରହଣ କରୁଛନ୍ତି । ପଦ୍ମପୁର ସହରର ସବ-ରେଜିଷ୍ଟାର ଅଫିସରେ ଆଜି ପଦ୍ମପୁର ସବରେଜିଷ୍ଟ୍ରର ଶ୍ରୀମତୀ ସରୋଜିନୀ ପ୍ରସନ୍ନ କୁଲୁ ଅଫିସ କର୍ମଚାରୀ ତଥା ଜମିବାଡ଼ି…
ଆମେରିକାରୁ ଫେରି ଗଜପତି ସପରିବାର କଲେ ପଞ୍ଜିକରଣ
ଗଜପତି ଅନୁପାଳନ କଲେ ସରକାରଙ୍କ ଦ୍ୱାରା ଜାରି ମାର୍ଗଦର୍ଶିକା
ଭୁବନେଶ୍ୱର (ଶାସକ ପ୍ରଶାସକ) ଆମେରିକାରେ ବିଭିନ୍ନ ଜଗନ୍ନାଥ ମନ୍ଦିର କାର୍ଯ୍ୟକ୍ରମରେ ଯୋଗଦେଇ ଭୁବବେଶ୍ୱର ପ୍ରତ୍ୟାବର୍ତ୍ତନ କରିବା ପରେ ସରକାରଙ୍କ କରୋନା ଗାଇଡ଼ଲାଇନ ଅନୁଯାୟୀ ନିଜ ନାମ ଓ ପରିବାର ସଦସ୍ୟଙ୍କ ରାଜ୍ୟ…
ଲଣ୍ଡନରୁ ଆସିଥିବା ପୁଅକୁ ସଞ୍ଜୟ ରଖିଲେ ଆଇସୋଲେସନରେ
http://www.youtube.com/watch?v=wLKHS21qUQw
ଅରୁଣଙ୍କ ପରେ ସଞ୍ଜୟ ବି ବାଣ୍ଟିଲେ ସଚେତନତା ବାର୍ତ୍ତା
ଭୁବନେଶ୍ୱର (ଶାସକ ପ୍ରଶାସକ) କରୋନା ସଂକ୍ରମଣରେ ଯେମିତି ବିଶ୍ୱ କବଳିତ କରିଛି ଓ ଓଡ଼ିଶାରେ ଯେମିତି ଜଣେ ରୋଗୀ ଚିହ୍ନଟ ହୋଇଛନ୍ତି, ରାଜ୍ୟ ସରକାର ଯେଉଁ ଆଡଭାଇଜାରୀ ଜାରି…
“ଆମକୁ ପଟ୍ଟା ମିଳିଥିଲା, ଏବେ ଛଡେଇ ନେଉଛି ପ୍ରଶାସନ”
ସମ୍ବଲପୁରରୁ ରମାକାନ୍ତ ବିଶ୍ବାଳ: ସମ୍ବଲପୁର ଜ଼ିଲ୍ଲା ଯୁଯୋମୁରା ବ୍ଲକ ଡକରା ଗ୍ରାମର 20ଟି ପରିବାର 1983-84 ମସିହାରେ ସରକାରଙ୍କ ଠାରୁ ଜମି, ସିଲିଂ ଆକାରରେ ପାଇଥିଲେ l ମାତ୍ର, ଏବେ ମାନେଶ୍ଵର ତହସିଲଦାର ଉକ୍ତ ଜମିରେ କଲ୍ୟାଣ ମଣ୍ଡପ, ପାର୍କ, ସରକାରୀ କର୍ମଚାରୀଙ୍କ ପାଇଁ କ୍ବାର୍ଟର …
“ମନଇଛା ସ୍କୁଲ ବନ୍ଦ କରିଦେଉଛ, ଆମ ପିଲା ହଇରାଣ ହେବେ “
ଅଧ କିଲୋମିଟର ଦୂରତ୍ୱ କୁଠେଲ ଠାରୁ ମହୁଲପାଲି ରାସ୍ତା ନିର୍ମାଣ କରାଗଲେ ଅଧିକ ପିଲା ଆସିବେ
ସମ୍ବଲପୁର,(ରମାକାନ୍ତ ବିଶ୍ବାଳ ): ସମ୍ବଲପୁର ଜ଼ିଲ୍ଲା ମାନେଶ୍ଵର ବ୍ଲକ ଅନ୍ତର୍ଗତ କୁଠେଲ ପ୍ରାଥମିକ ସ୍କୁଲରେ ଛାତ୍ରୀଛାତ୍ର କମ ଥିବା ଦର୍ଶାଇ ଉକ୍ତ ସ୍କୁଲକୁ ବନ୍ଦ କରିଦେବା ସହ ତବଲା…