ବିଏମସି ଏରିଆରୁ ୬୪, ହେଲେ ବାହାରୁ ୨୮ ଚିନ୍ତାର କାରଣ  

0

ଭୁବନେଶ୍ୱର : ଆଜି ଭୁବନେଶ୍ୱର ମହାନଗର ନିଗମ ଅଂଚଳରେ ରେ ଚିହ୍ନଟ ହୋଇଛନ୍ତି ୬୪ ଜଣ କରୋନା ପଜିଟିଭ| ସେମାନଙ୍କ ମଧ୍ୟରୁ ୩୬ ଜଣ କ୍ଵାରେଣ୍ଟାଇନ ସେଂଟରରୁ ଚିହ୍ନଟ ହୋଇଥିବା ବେଳେ ସର୍ବସାଧାରଣ ଅଂଚଳରୁ ୨୮ ଜଣ | ଫଳରେ ଭୁବନେଶ୍ୱରରେ ମୋଟ ପଜିଟିଭଙ୍କ ସଂଖ୍ୟା  ୭୦୪ରେ  ପହଂଚିଛି |  ହେଲେ ବାହାରୁ ୨୮ ଜଣ ଚିହ୍ନଟ ହେବା ନିହାତି ଭାବେ ଚିନ୍ତାର କାରଣ ପାଲଟିଛି | 

Leave A Reply

Your email address will not be published.