ଚୀନ, ଜାପାନ ଏବଂ ସାଉଥକୋରିଆରେ ଥିବା ଓଡିଆଙ୍କୁ ରାଜ୍ୟର ଆମ୍ବାସଡର ହେବା ପାଇଁ ଆହ୍ୱାନ ଦେଲେ ଧର୍ମେନ୍ଦ୍ର 

ତିନି ଦେଶର ଓଡିଆଙ୍କ ସହ କେନ୍ଦ୍ରମନ୍ତ୍ରୀଙ୍କ ଭିଡିଓ କନଫରେନ୍ସିଂ • ଓଡିଶାକୁ ପଞ୍ଜିନିବେଶର ପେଣ୍ଠସ୍ଥଳି କରିବା ପାଇଁ ଦାୟିତ୍ୱ ନେଉ ଓଡିଆ ସମାଜ • ଏକବିଂଶ ଶତାବ୍ଦିରେ ରାଜ୍ୟର ପୁଞ୍ଜିନିବେଶ ବଢାଇ ଅର୍ଥନୀତିକୁ ମଜବୁତ୍ କରିବା ଉପରେ ଗୁରୁତ୍ୱ • ଓଡିଶାରେ ଥିବା ପ୍ରାକୃତିକ ସମ୍ଫଦର…

କିରଣ @ କରୋନା ପଜିଟିଭ 

ମୁମ୍ବାଇ :  ପ୍ରଖ୍ୟାତ ବଲିଉଡ ଅଭିନେତା ତଥା ଛୋଟ ପରଦାର ଲୋକପ୍ରିୟ କଳାକାର କିରଣ କୁମାରଙ୍କୁ ଆକ୍ରାନ୍ତ କରିଛି କୋରୋନା ।ସେ ଏକଥା ନିଜ ଆଡୁ ପ୍ରକାଶ କରିଥିଲେ । ୭୪ ବର୍ଷ ବୟସ୍କ ଶ୍ରୀ କୁମାର ଗୃହ ସଂଗରୋଧରେ ଥିବା ସୂଚନା ମିଳିଛି ।" ମୁ ଏବେ ସୁସ୍ଥ ଅଛି | ମୋ ପାଖରେ ସେମିତି କିଛୁଇ ଲକ୍ଷଣ…

ବରଗଡରେ ପଶିଲା କରୋନା, ଖାତା ଖୋଲିଲା ପରେ ଲୋକେ ଆତଙ୍କିତ 

ରାଜ୍ୟରେ ଆଉ ୮ କରୋନା ପଜିଟିଭ, ବଲାଙ୍ଗୀରରେ ୭  ବରଗଡ଼/ବଲାଙ୍ଗୀର (ଶାସକ ପ୍ରଶାସକ): ରାଜ୍ୟରେ ଆଉ ୮ କରୋନା ପଜିଟିଭ  ଚିହ୍ନଟ ହୋଇଛନ୍ତି | ବରଗଡରେ ଜଣେ ବ୍ୟତୀତ ବଲାଙ୍ଗୀରରେ ଆଉ ୭ଜଣ ଚିହ୍ନଟ ହୋଇଥିବା ଜିଲ୍ଲାପାଳ ଅରିନ୍ଦମ ଡାକୁଆ ସୂଚନା ଦେଇଛନ୍ତି |   ବରଗଡ଼ ସହରରେ ପ୍ରଥମ କରୋନା…

ପାଟଣାଗଡ କ୍ଵାରେଣ୍ଟାଇନ୍ ସେଣ୍ଟର : ଜଣେ ମୃତ। 

ବଲାଙ୍ଗିର : ( ସ୍ବତନ୍ତ୍ର ପ୍ରତିନିଧି ସନ୍ତୋଷ କୁମାର ଠାକୁର) ପାଟଣାଗଡ କ୍ଵାରେଣ୍ଟାଇନ୍  ସେଣ୍ଟର ରେ ଜଣେ ମୃତ। ମୃତ ବ୍ୟକ୍ତି  ହେଲେ ଟିକେମଣି ତଅଲ (୭୦)। ଛତିଶଗଡ଼ର ତାଙ୍କ ପୂଅ ପାଖରେ ରହୁଥିଲେ। ଗତ ତା୧୭. ୦୫.୨୦୨୦ ରେ  ନିଜ ଗାଁ କୁ ଫେରିବା ପରେ ତାଙ୍କୁ କୁଆରେଣ୍ଟାଇନ୍ ସେଣ୍ଟର ରେ…

ଝାରସୁଗୁଡା ମଙ୍ଗଲବଜ଼ାରକୁ କଣ୍ଟେନ ମେଣ୍ଟ ଯୋନ ଘୋଷଣା ପରେ କଡ଼ାକଡ଼ି

ଝାରସୁଗୁଡା :/  ( ସୁବାଷ ସାହାରେ ) ଗତକାଲି ଝାରସୁଗୁଡା ଜିଲ୍ଲାରେ ତୃତୀୟ କରୋନା ପଜିଟିଭ ଚିହ୍ନଟ ପରେ ଆଜି ମଙ୍ଗଲବଜ଼ାର  ଅଞ୍ଚଳକୁ ସମ୍ପୁର୍ଣ୍ଣ ଭାବେ ସିଲ କରାଯାଇଛି।ବିଭିନ୍ନ ଛକ ମାନଙ୍କରେ ବେରିକେଟିଂ କରି ବ୍ୟାପକ ପୋଲିସ ଫୋର୍ସ ମୃତୟନ କରାଯାଇଛି।କଣ୍ଟେନ ମେଣ୍ଟ ଯୋନ ଘୋଷଣା…

ଚାରିଆଡ଼େ ଲଣ୍ଡା ପାହାଡ: ଅସହ୍ୟ ତାତିରେ ଜଳୁଛି ତତଲାଗଡ 

ଟିଟିଲାଗଡ (ଗୌରବ ଦର୍ଜୀ)- ତତଲାଗଡ ନାମରେ ଜଣାଶୁଣା ଟିଟିଲାଗଡ । ଏହା କୌଣସି ବ୍ୟଙ୍ଗ ନୁହେଁ। ସତରେ ଟିଟିଲାଗଡ ଗ୍ରୀଷ୍ମ ଋତୁରେ ସୂର୍ଯ୍ୟଙ୍କ ର ତାପ ପାଇଁ ଖାଲି ଓଡ଼ିଶା ରେ ନୁହେଁ ସାରା ଭାରତ ରେ ପ୍ରସିଦ୍ଧ। କିଛି ଦିନ ହେଲା ଟିଟିଲାଗଡ ରେ ଖରା ପ୍ରଚୁର ପରିମାଣ ରେ ବଢ଼ି ଚାଲିଛି ।…

ଦିନିକିଆ ଗଜପତି ଗସ୍ତରେ ଦକ୍ଷିଣାଞ୍ଚଳ ରାଜସ୍ବ କମିଶନର

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନର ଟି.ଇ.ଆପାଙ୍ଗ ଶନିବାର ଦିନ ମଧ୍ୟାହ୍ନ ସମୟରେ ପାରଳାଖେମୁଣ୍ଡି ପହଞ୍ଚି ସର୍କିଟ ହାଉସ ଠାରେ ଜିଲ୍ଲାପାଳ ଅନୁପମ ସାହାଙ୍କ ସହ ଜିଲ୍ଲାରେ ଚାଲିଥିବା କରୋନା ମୁକାବିଲାର ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଆଲୋଚନା…

ଓଡ଼ଗାଁ: ବଜାରରେ ବୁଲୁଛନ୍ତି ସୁରଟ ଫେରନ୍ତା, ବଢାଉଛନ୍ତି ଲୋକଙ୍କ ଚିନ୍ତା  

ଓଡ଼ଗାଁ(ଶ୍ରୀକାନ୍ତ ମିଶ୍ର) :  ଓଡ଼ଗାଁ ଏନଏସି ସାମ୍ନା ବଜାରରେ ବୁଲୁଥିବା ସମୟରେ ଜଣେ ସୁରଟ ଫେରନ୍ତାକୁ ସାମ୍ବାଦିକ ମାନଙ୍କ ସହଯୋଗରେ ଅଟକାଇ ସ୍ଥାନୀୟ ଆଦର୍ଶ ଥାନା ଦ୍ୱାରା ପ୍ରଶାସନକୁ ହସ୍ତାନ୍ତର କରାଯାଇଥିବା ଜଣାଯାଇଛି । ଖବର ଅନୁସାରେ ଗଞ୍ଜାମ ଜିଲ୍ଲା ପୋଲସରା ଥାନା ଅଂଚଳର ବଡ଼ମହୁରୀ…

ଆୟୁଷ ଡାକ୍ତରଙ୍କ ପ୍ରତି ସରକାରଙ୍କ ସାବତ ଆଚରଣ, ସୁବିଧା ସୁଯୋଗ ନହେଲା ନାହିଁ ଶ୍ରେୟ ଟିକେ ତ ମିଳୁ୍

ବୀମା ସହ ୪ମାସର ଅଗ୍ରୀମ ଦରମା ତଥା ଅନ୍ୟାନ୍ୟ ସୁବିଧା ସୁଯୋଗରୁ ବଂଚିତ ଆୟୁଷ ଡାକ୍ତର ଅଭିଜ୍ଞତା ଥିବା ଡାକ୍ତରଙ୍କ ପ୍ରତି ଅବହେଳା, ଅନଭିଜ୍ଞଙ୍କୁ ନିଯୁକ୍ତି ଦେଇ ଦରମା ଦିଆଯାଉଛି ଚଢା   ଦାନା ବାନ୍ଧୁଛି ଅସନ୍ତୋଷ,ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଙ୍କୁ ଘେରିଲେ…

ମାର୍ଗଦର୍ଶିକାର ଉଲଙ୍ଘନ କରୁଛନ୍ତି ଡ଼ିଏମଏଫରେ ନିଯୁକ୍ତ କର୍ମଚାରୀ: ବଢୁଛି  ଡିପିଏମଙ୍କ ମନମାନୀ 

ସୁନ୍ଦରଗଡ଼(ହୋରାଚାନ୍ଦ ଦେଉରିଆ) : - ସୁନ୍ଦରଗଡ଼ ଏକ ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ହୋଇଥିବା ବେଳେ ଅନେକ ସମୟରେ ଜିଲ୍ଲାରେ କାର୍ଯ୍ୟରତ ଅଧିକାରୀ ମାନଙ୍କର ଦୁର୍ନୀତିର ନଜିର ରହିଅଛି |  ସୁନ୍ଦରଗଡ଼ ଜିଲ୍ଲା ଖଣିଜ ସମ୍ପଦ ପାଣ୍ଠିର ଟଙ୍କାକୁ ଜିଲ୍ଲାର ବିକାଶ ନିମନ୍ତେ  ଉପଯୋଗ କରି ବିଶ୍ୱ ମହାମାରୀ…