ତାମିଲନାଡୁ ସରକାରଙ୍କ ଗୁରୁ ଚାଣ୍ଡାଳ ତ୍ରୁଟି :  ଓଡ଼ିଆ ଶ୍ରମିକଙ୍କୁ ବସେଇ ଦେଲେ ବିହାର ଟ୍ରେନରେ 

http://www.youtube.com/watch?v=Bo5AJSeAUUc  ଦିବସଙ୍କ ପ୍ରୟାସ ପରେ ମୁଜାଫରପୁରରୁ ଓଡିଶା ଫେରିଲେ 1000 ପ୍ରବାସୀ ଓଡ଼ିଆ  ଭୁବନେଶ୍ୱର (ଶାସକ ପ୍ରଶାସକ): ରାଜ୍ୟ ସରକାର  ଓ କେନ୍ଦ୍ର ସରକାରଙ୍କ ରେଳ ମନ୍ତ୍ରଣାଳୟର ମିଳିତ ପ୍ରୟାସ ରେ ବର୍ତ୍ତମାନ ବିଭିନ୍ନ ରାଜ୍ୟରେ ଫସିଥିବା …

ଶ୍ରମିକ ସ୍ପେଶାଲ ଟ୍ରେନ ରେ ଜନ୍ମିତ ନବଜାତ ଶିଶୁମାନଙ୍କୁ ପୂର୍ବତଟ ରେଳପଥ ଦେବ ଉପହାର 

ଭୁବନେଶ୍ୱର : ଭାରତୀୟ ରେଳବାଇ ଦ୍ୱାରା ଚଳାଚଳ କରୁଥିବା ଶ୍ରମିକ ସ୍ପେଶାଲ ଟ୍ରେନ ରେ ଶିଶୁ ଜନ୍ମ ହେବା ଖୁସି ଖବର ମିଳୁଛି I ଏହା ଭାରତୀୟ ରେଳବାଇ ପାଇଁ ଅତ୍ୟନ୍ତ ଶୁଭ  ଖବର  I ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ଶ୍ରମିକ ସ୍ପେଶାଲ ଟ୍ରେନ ରେ ତିନିଟି ନବଜାତ ଶିଶୁ ଜନ୍ମ ହୋଇଛନ୍ତି ଏବଂ ଉଭୟ…

ଦେଢ ଲକ୍ଷ ଟଙ୍କାର ବିଦେଶୀ ମଦ ଜବତ; ଦୁଇ ଗିରଫ,ଏକ କାର ସିଜ୍

ପାଟଣାଗଡ / ବିମଳ କୁମାର ବାଗ : ଆଜି ଭୋରରୁ ପାଟଣାଗଡ ପଟୁ ଯାଉଥିବା ଏକ ୱାଗନର ଗାଡିକୁ ପାଟଣାଗଡ ପୁଲିସ ସନେ୍ଦହରେ ଅଟକାଇ ଥିଲା । ଅଟକ ଗାଡିକୁ ଯାଚଂ କରିବାରୁ ଗଡି ଭିତରୁ ବିପୁଲ ପରିମାଣର ବିଦେଶୀ ମଦ ମିଲିଥିବା ବେଳେ ଦୁଇ ଜଣକୁ ଗିରଫକରି କୋଟ ଚାଲଣ କରିଥିବା ଏକ ସାମ୍ବାଦିକ ସମ୍ମୀଳନିରେ…

ସଂଘବଦ୍ଧ ଆକ୍ରମଣ ଘଟଣା: ଫେରାର୍ ମୁଖ୍ୟ ଅଭିଯୁକ୍ତ ସଂଜୟ ଗିରଫ

ପାଟଣାଗଡ /ବିମଳ କୁମାର ବାଗ : ବଲାଙ୍ଗୀର ଜିଲ୍ଲା ପାଟଣାଗଡ ବ୍ଲକ ବର୍ଥଲା ପଚାଂୟତ ବିଲେଇସାଥୀ ଗାଁରେ ସଂଘ ବଦ୍ଧ ଆକ୍ରମଣ ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ  ଘଟଣାରେ ଦୀର୍ଘ ପ୍ରାୟ କୋଡିଏ ଦିନ ପରେ ପୁଲିସ ଉକ୍ତ ଘଟଣାର ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫକରି ଆଜି ପାଟଣାଗଡ ପୁଲିସ କୋଟ ଚାଲଣ କରିଛି ।…

ପ୍ରଥମେ ହେମନ୍ତ, ତାପରେ ୧0 

ଭୁବନେଶ୍ୱର (ଶାସକ ପ୍ରଶାସକ) : ଏକ ଗୁରୁତ୍ୱପୁର୍ଣ ଘଟଣାକ୍ରମରେ ଆଜି ସକାଳେ ବରିଷ୍ଠ ଆଇଏଏସ ଅଫିସର ତଥା ଶିଳ୍ପ ସଚିବ ହେମନ୍ତ କୁମାର ଶର୍ମାଙ୍କୁ ରାଜ୍ୟ ସରକାର କୋବିଦ ୧୯ ପରଚେଜ କମିଟୀରୁ ହଟାଇବା ପରେ ଆଉ ଏକ ଆଦେଶ ବଳରେ ଆଉ ୧୦ ଜଣଙ୍କୁ କୋଭିଡି ପରିଚାଳନା ଡିଉଟିରୁ ଅବ୍ୟାହତି ଦେଇଛନ୍ତି |…

ରେଳବାଇ କର୍ମଚାରୀଙ୍କ ତ୍ୱରିତ ପଦକ୍ଷେପ : ଓଡିଆ ପ୍ରବାସୀ ଶ୍ରମିକ ଟ୍ରେନରେ ଏକ ନବଜାତ ଶିଶୁର ଜନ୍ମ |

 ଟିଟିଲାଗଡ (ଗୌରବ ଦର୍ଜୀ):  ଆଜି ସକାଳେ ଲିଙ୍ଗାମପାଲି (ତେଲେଙ୍ଗାନା) ରୁ ବଲାଙ୍ଗୀରରେ ପହଞ୍ଚିବାକୁ  ଥିବା ଶ୍ରମିକ ସ୍ୱତନ୍ତ୍ର ଟ୍ରେନ୍ ଟିଟିଲାଗଡ ରେଲୱେ ଷ୍ଟେସନରେ ପହଞ୍ଚିଥିବା ବେଳେ ଡ୍ୟୁଟିରେ ଉପସ୍ଥିତ ଥିବା ରେଲୱେ ପ୍ରୋଟେକ୍ସନ ଫୋର୍ସର କନଷ୍ଟେବଳ ଙ୍କୁ ଏକ ମହିଳାର ପରିବାର ସଦସ୍ୟ…

କଲେଜ୍ ଫି ଛାଡ କରିବାକୁ ଛାତ୍ର  କଂଗ୍ରେସ ର ଦାବି।

ଟିଟିଲାଗଡ ( ଗୌରବ ଦର୍ଜୀ) : ଟିଟିଲାଗଡ଼ ବିଧାନସଭା ଛାତ୍ର କଂଗ୍ରେସ ପକ୍ଷରୁ ଛାତ୍ରଛାତ୍ରୀଙ୍କ କଲେଜ ଫି ଛାଡ଼ ସହ ତିନିଦଫା ସମ୍ବଳିତ ଏକ ଦାବିପତ୍ର କଲେଜ କପକ୍ଷଙ୍କୁ ପ୍ରଦାନ କରାଯାଇଛି । ଛାତ୍ର କଂଗ୍ରେସ ସଭାପତି ଜ୍ଞାନରଞ୍ଜନ ସରାଫଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ଗୁରୁବାର କଲେଜ…

ଭିମସାରରେ ନୂତନ ନିର୍ଦ୍ଦେଶକ ଭାବେ ଯୋଗଦେଲେ ପ୍ର.ଲଲିତ କୁମାର ମେହେର।  

ସମ୍ବଲପୁର (ରମାକାନ୍ତ ବିଶ୍ବାଳ ): ରାଜ୍ୟ ସରକାର ଭିମସାରର ନୂତନ ନିର୍ଦ୍ଦେଶକ ଭାବରେ ପ୍ର.ଲଲିତ କୁମାର ମେହେରଙ୍କୁ ନିଯୁକ୍ତ କରିଛନ୍ତି । ଏହା ପୂର୍ବରୁ ସେ ବଲାଙ୍ଗୀର ମେଡିକାଲ କଲେଜର ପ୍ରଥମ ଅଧ୍ୟକ୍ଷ ଥିଲେ । ନୂଆକରି ଗଢି ଉଠି ଥିବା ଏହି ମେଡିକାଲ କଲେଜକୁ ଗତ ତିନିବର୍ଷ ମଧ୍ୟରେ…

ମ୍ୟାଜିକ୍ ପେନ୍ ବ୍ୟବହାର କରି ବାଲି ଚୋରା ଚାଲାଣ

୭ଟି ବାଲି ବୋଝେଇ ହାଇଭା ଟ୍ରକ୍ ଜବତ, କ୍ୱାରୀ ମାଲିକଙ୍କ ସମେତ ୯ ଗିରଫ ବଡ଼ବିଲ (ଶାସକ ପ୍ରଶାସକ): ସୁନ୍ଦରଗଡ଼ ଜିଲ୍ଲା ବଣେଇ, ଗୁରୁଣ୍ଡିଆ ବ୍ରାହ୍ମଣୀ ନଦୀର ନରେନ୍ଦ୍ର ବାଲିଘାଟରୁ  ଚଂଚକତା କରି ଟ୍ରିପ୍ ଟ୍ରିପ୍ ବାଲି ଚୋରାଚାଲାଣ କରୁଥିବା ଏକ  ରାକେଟ ବଡ଼ବିଲ ପୋଲିସ ହାତରେ ଧରାପଡିଛି।…

ବେଂଟକାର ଗୋଷ୍ଠୀ  ସ୍ୱାସ୍ଥ୍ୟକେନ୍ଦ୍ରକୁ ପିପି କିଟ୍ ପ୍ରଦାନ କଲେ ବିଜେପି ନେତା ଦିଲୀପ ମଲ୍ଲିକ

କଟକ / ସ୍ୱତନ୍ତ୍ର ପ୍ରତିନିଧି :  କରୋନା ଯୋଦ୍ଧା  ଡାକ୍ତର, ନର୍ସଙ୍କ ବ୍ୟବହାର ନିମନ୍ତେ କଟକ ସଦର ବ୍ଲକ ଅନ୍ତର୍ଗତ ବୟାଳିଶ ମୌଜାସ୍ଥିତ ବେଂଟକାର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଜି କିଛି ପିପି କିଟ୍, କଟନ ମାସ୍କ ଓ ସାନିଟାଇଜର ପ୍ରଦାନ କରିଛନ୍ତି । କଟକ ସଦର ବିଜେପି ନେତା ତଥା ରାଜ୍ୟ…