Sign in
Sign in
Recover your password.
A password will be e-mailed to you.
ସାଙ୍ଘାତିକ କେଳେଙ୍କାରୀରେ ବୁଡ଼ି ରହିଛି ଓଡ଼ିଶା ଔଷଧ ନିଗମ : ସୁଦର୍ଶନ
ଭୁବନେଶ୍ୱର (ଶାସକ ପ୍ରଶାସକ): ସରକାର କରୋନା ମୁକାବିଲା ପାଇଁ ଓଡିଶା ଔଷଧ ନିଗମ ମାଧ୍ୟମରେ ଯେଉଁ ଜିନିଷ ଯଥା ଟେଷ୍ଟିଙ୍ଗ କିଟ, ମାସ୍କ, ସାନିଟାଇଜର, ଭେଣ୍ଟିଲେଟର, ପିସିଆର ମେସିନ, ଔଷଧ ତଥା ଅନ୍ୟାନ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟ ସବୁ କିଣିଛନ୍ତି ସେଥିରେ ସାଙ୍ଘାତିକ କେଳେଙ୍କାରୀ ଭରି ରହିଛି l…
ଓଡ଼ିଶାରେ ଆଉ ୭୫ ନୂଆ କରୋନା, ଜଣକର ପ୍ରାଣ ହାନି
ଭୁବନେଶ୍ୱର : ଓଡ଼ିଶାରେ ଆଉ ୭୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି| ଫଳରେ ଆକ୍ରାନ୍ତଙ୍କ ସଂଖ୍ୟା ପହଁଚିଲା ୨୮୫୬ରେ | ଜଣକର ପ୍ରାଣ ହାନି ଘଟିଛି ଏଇ ରୋଗରେ | ଆଉ ସେ ହେଉଛନ୍ତି ଗଂଜାମ ଜିଲ୍ଲାର | ମୃତ୍ୟୁ ସଂଖ୍ୟା ପହଂଚିଛି ୮ରେ | ଗଂଜାମ ଜିଲ୍ଲାରେ ମୃତକଙ୍କ ସଂଖ୍ୟା ୪ରେ ପହଂଚିଛି…
କୋଭିଡ୍ – ୧୯ ମୁକାବିଲା ମୋଟ ଖର୍ଚ୍ଚର ଶ୍ୱେତ ପ୍ରକାଶ କରାଯାଉ
ସାମଗ୍ରୀ କିଣାରେ ଦୂର୍ନୀତିର ତଦନ୍ତ ହେଉ :-ସି.ପି.ଆଇ.(ଏମ୍)
ଭୁବନେଶ୍ୱର(ଶାସକ ପ୍ରଶାସକ): ରାଜ୍ୟରେ କରୋନା ମୁକାବିଲା ପାଇଁ ହେଉଥିବା କୋଟି କୋଟି ଟଙ୍କା ଖର୍ଚ୍ଚକୁ ସାର୍ବଜନୀନ କରିବା ସକାଶେ ସି.ପି.ଆଇ.(ଏମ୍) ପକ୍ଷରୁ ପୂର୍ବରୁ ଏକ ପତ୍ରରେ ମୂଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ…
ଉତମ ଭିତିଭୂମି ଓ ଯୋଗାଯୋଗ ଆଧାରରେ ରାଜ୍ୟର ଅର୍ଥନୀତିକୁ ଆଗେଇ ନେବା ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ…
କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀଙ୍କ ସହ କେନ୍ଦ୍ରମନ୍ତ୍ରୀଙ୍କ ଭିଡିଓ ମିଟିଂ
• ପ୍ରଧାନମନ୍ତ୍ରୀଙ୍କ ଆତ୍ମନିର୍ଭର ଭାରତ ଅଭିଯାନର ବଡ ଲାଭ ନେଇପାରିବ ଓଡିଶା
• ଭିତିଭୂମି ଆଧାରିତ ଅର୍ଥନୈତିକ ପ୍ରଗତି ରାଜ୍ୟରେ ବ୍ୟାପକ ନିଯୁକ୍ତି ସୁଯୋଗର ସମ୍ଭାବନା
ନୂଆଦିଲ୍ଲୀ/ଭୁବନେଶ୍ୱର,…
୧୦ଟି ୟୁରୋପୀୟ ଦେଶରେ ରହୁଥିବା ଓଡିଆଙ୍କ ସହ କେନ୍ଦ୍ରମନ୍ତ୍ରୀଙ୍କ ଭିଡିଓ କନଫରେନ୍ସିଂ
ବୌଦ୍ଧିକ କ୍ଷମତା ମାଧ୍ୟମରେ ଓଡିଶାର କୃଷି ଉତ୍ପାଦିତ ଦ୍ରବ୍ୟକୁ ବିଶ୍ୱ ଦରବାରରେ ପରିଚୟ କରୁ ଓଡିଆ ସମାଜ - ଧର୍ମେନ୍ଦ୍ର ପ୍ରଧାନ
• ଏକବିଂଶ ଶତାବ୍ଦୀରେ ଓଡିଶାକୁ ବିଶ୍ୱର ବୌଦ୍ଧିକ ସୁଯୋଗର କେନ୍ଦ୍ରସ୍ଥଳି କରିବା ପାଇଁ ଆହ୍ୱାନ
• ଫ୍ରାନ୍ସ, ୟୁନାଇଡେଟ୍ କିଙ୍ଗଡମ, ପର୍ତୁଗାଲ, ସ୍ୱିଡେନ,…
ମୟୂରଭଞ୍ଜ :ମାସ୍କ ପିନ୍ଧି ନ ଥିବାରୁ ୧.୪୫ ଲକ୍ଷ ଟଙ୍କା ଜୋରିମାନା ଆଦାୟ
ଚଳିତ ମାସରେ ୯.୭୮ ଲକ୍ଷ ଜୋରିମାନା ଆଦାୟ
ବାରିପଦା(ଦିଲ୍ଲୀପ ମହାନ୍ତି )- ନୋଭେଲ କୋଭିଡ଼-୧୯ ମହାମାରୀ ମୁକାବିଲା ନିମନ୍ତେ ଜାରି ରହିଛି ମହାସଂଗ୍ରାମ । ଏହିସମୟରେ ଜୁନ ପହିଲାଠାରୁ ପଞ୍ଚମ ପାଳିର ଲକ୍ ଡ଼ାଉନ ବା ଅନ୍ଲକ୍-୧ ମାଗଦର୍ଶୀକା ଜାରି ହୋଇଛି । ଏହି ସମୟରେ ପୁଲିସ ଡ଼ିଜି ମାସ୍କ…
ଆଉ 10 କରୋନା ପଜିଟିଭ
ଗଜପତି ଜିଲ୍ଲାରେ ଆଜି (ଶନିବାର ଦିନ) ପୁଣି ନୂଆ ୧୦ ଟି କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ଭିଡିଓ ମାଧ୍ୟମରେ ସୂଚନା ଦେଲେ ଜିଲ୍ଲାପାଳ ଅନୁପମ ସାହା ।
http://www.youtube.com/watch?v=JHP0AHAulew
ମାଇକ୍ରୋଫାଇନେନ୍ସ କମ୍ପାନୀ ପକ୍ଷରୁ ଟଙ୍କା ଆଦାୟକୁ ବିରୋଧ
ସମ୍ବଲପୁର/ଝାରସୁଗୁଡା(ରମାକାନ୍ତ ବିଶ୍ବାଳ): ଲକ ଡାଉନ ସମୟରେ ସମସ୍ତ ରୁଣ ଆଦାୟ ଉପରେ ସରକାର ରୋକ ଲଗାଇଥିଲେ ହେଁ ଝାରସୁଗୁଡା ଜିଲ୍ଲାରେ କିଛି ମାଇକ୍ରୋ ଫାଇନାନ୍ସ କମ୍ପାନୀ ଜୋରଜବରଦସ୍ତ ରୁଣ ଆଦାୟ କରୁଥିବା ଅଭିଯୋଗ ହୋଇଛି । ମାଇକ୍ରୋ ଫାଇନାନ୍ସ ଏଜେଣ୍ଟମାନେ ଘରକୁ ଆସି ଗରିବ…
ରାଜ୍ୟରେ କୌଣସି ସ୍କୁଲ ବନ୍ଦ ହେବନି : ଜୁନ ୮ ରୁ ଆରମ୍ଭ ହେବ ନାମ ଲେଖା
ଭୁବନେଶ୍ୱର : ୨୦ରୁ କାମ ଛାତ୍ର ଛାତ୍ରୀ ଥିଲେ ସ୍କୁଲ ବନ୍ଦ ହେବ ବୋଲି ରାଜ୍ୟ ସରକାର ପୂର୍ବରୁ ନେଇଥିବା ନିଷ୍ପତ୍ତିକୁ ସ୍ଥଗିତ ରଖିଛନ୍ତି | ରାଜ୍ୟରେ କୌଣସି ସ୍କୁଲ ବନ୍ଦ ହେବନି | ଆସନ୍ତା ଶିକ୍ଷା ବର୍ଷ ପାଇଁ ଜୁନ ୮ ରୁ ଆରମ୍ଭ ହେବ ନାମ ଲେଖା | ରାଜ୍ୟର ସମସ୍ତ ପ୍ରାଥମିକ ଓ ମାଧ୍ୟମିକ…
Odisha youths want revamped MGNREGS to recover from COVID19 impacts
- A rapid telephonic survey, made on World Environment Day, among rural youths has shown that young people see MGNREGS as an opportunity for both employment as well as water and forest conservation.
- Prioritising demands from youth and…