ସତରେ ଏତେ ଅମଣିଷ ହୋଇପାରେ ମଣିଷ !!!!

ବାରିପଦା(ଦିଲ୍ଲୀପ ମହାନ୍ତି)- ସତରେ ମଣିଷ ଏତେ ଅମଣିଷ ହୋଇପାରେ ! ଭାବିଲେ ଲାଗୁଛି ମଣିଷ ମନରେ ମରି ଗଲାଣି ମାନବିକତା । ଜଣେ ମାନସିକ ବିକାର ଗ୍ରସ୍ତ ଯୁବକ ଉପରକୁ କୌଣସି ହୀନ ମାନସିକ ବ୍ୟକ୍ତି ଏସିଡ଼ ମାଡ଼ କରିଛି । ଏଥିରେ ଯୁବକର ଶରୀରର ଛାତି, ପିଠି ଆଦିକୁ ମିଶାଇ ୫୦ ପ୍ରତିଶତ ଅଂଶ…

କରୋନା ଯୋଦ୍ଧା ମହିଳା ଏସଏଚଜି ଉପରେ ଜୁଲମ ଚଳାଇଛନ୍ତି ଋଣ ଲଗାଣକାରୀ 

ମାଇକ୍ରୋ ଫାଇନାନ୍ସ କମ୍ପାନୀର ଋଣ ଆଦାୟକାରୀ ଏଜେଣ୍ଟ ଡକାଉଛନ୍ତି ଆଶାଳୀନ ଆଚରଣ  ଋଣ ଛାଡ଼ ଦାବିରେ ଏସଏସଜି ଗ୍ରୁପ ମହିଳାମାନେ ରାଜ ରାସ୍ତାକୁ ଉହ୍ଲାଇ ଆସିଲେ ବାରିପଦା(ଦିଲ୍ଲୀପ ମହାନ୍ତି )-  କରୋନା ମହାମାରୀର ମୁକାବିଲା କ୍ଷେତ୍ରରେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ କରୋନା ଯୁଦ୍ଧା ଭାବେ…

ଲକ ଡାଉନ ବେଳର ବିରଳ ଚିତ୍ର : ଭାରତ ବାଲାଙ୍କ “ଉଠିବା ଆମେ” (ଦେଖନ୍ତୁ ଫିଲ୍ମଟି)

 ନଅ ସପ୍ତାହ ! ୧୩୦ କୋଟିରୁ ଉର୍ଧ୍ଵ ଜନତା ଲକ୍ ଡାଉନରେ ! ସତେ ଯେପରି ଏକ ନୀରବ ରାଷ୍ଟ୍ର | ଏପରି ସମୟ ମଧ୍ୟରେ ରହିଛି ଯାହା ଆମେ ପୂର୍ବରୁ ଅନୁଭବ କରିନାହୁଁ | ବିଶ୍ଵର ସବୁଠାରୁ ଜନବହୁଳ ଗଣତନ୍ତ୍ର ଏକ ଅଦୃଶ୍ୟ ବିପଦ ନୋଭେଲ କରୋନା ଭୂତାଣୁ ଦ୍ୱାରା ବନ୍ଦୀ | ସ୍ୱାଧୀନ ଭାରତର ଇତିହାସରେ…

ଭର୍ଚୁଆଲ ର‌୍ୟାଲି ନାଁରେ ଭୁଆଁ ବୁଲାଇଗଲେ ଶାହା : ନିରଞ୍ଜନ

"ଭର୍ଚୁଆଲ ର‌୍ୟାଲି କୋଟି କୋଟି ଗରୀବ ଜନତାଙ୍କ ପ୍ରତି ଉପହାସ ଛଡ଼ା ଆଉ କିଛି ନୁହେଁ " ଭୁବନେଶ୍ୱର(ଶାସକ ପ୍ରଶାସକ) - ଗତ ମାର୍ଚ୍ଚ ମାସ ୨୪ ତାରିଖରେ ଭାରତର ପ୍ରଧାନ୍ତ ମନ୍ତ୍ରୀ ମୋଦୀ ମହାଶୟ ବନାରସରେ କହିଥିଲେ ମହାଭାରତ ୧୮ ଦିନରେ ସରିଥିଲା ସେହିପରି ମୁଁ ମହାମାରୀ କରୋନାକୁ ୨୧ ଦିନରେ…

ଓଡିଶାକୁ ବିଜେପିର ଅଭେଦ୍ୟ ଗଡ କରିବାକୁ ଆହ୍ବାନ ଦେଲେ ଶାହା 

 ଓଡିଶା ଜନସମ୍ବାଦ ଭର୍ଚୁଆଲ ରାଲିକୁ ସମ୍ଭୋଧିତ କଲେ ଗୃହମନ୍ତ୍ରୀ ଅମିତ ଶାହା  ମୋଦିଜୀଙ୍କ ପ୍ରୟାସ ଦ୍ୱାରା ହୋଇଥିବା ଜନତା କର୍ଫ୍ୟୁ ସ୍ୱର୍ଣ୍ଣିମ ଅକ୍ଷରରେ ଲେଖା ହେବ  ମୋଦି ଓଡିଶାବାସୀଙ୍କ ସହିତ ଚଟାଣ ଭଳି ଠିଆ ହୋଇଛନ୍ତି  ବିଜେପି କ୍ଷମତାକୁ ଆସିଲେ ହିଁ ଓଡିଶାର ବିକାଶ ହେବ …

ଆଖି ବୁଜିଦେଲେ ଅର୍ଜୁନ 

ଭଦ୍ରକ (ଶାସକ ପ୍ରଶାସକ) ଆଖି ବୁଜିଦେଲେ ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅର୍ଜ୍ଜୁନ ସେଠୀଙ୍କ ପରଲୋକ ଘଟିଛି । ଗତ କିଛିଦିନ ଧରି ଅସୁସ୍ଥ ଥିବା ଏହି ବରିଷ୍ଠ ନେତା  ଭୁବନେଶ୍ୱରର ଏକ ଘରୋଇ  ହସପିଟାଲରେ ୭୯ ବର୍ଷ ବୟସରେ ମୃତ୍ୟୁବରଣ କରିଛନ୍ତି । ଭଦ୍ରକ ତଥା ଅବିଭକ୍ତ…

କଥା ରଖିଲେ ସାଂସଦ ଅପରାଜିତା : ବହୁ ପ୍ରତିକ୍ଷିତ ହଂସପାଳ ଓଭରବ୍ରିଜର କଲେ ଭୂମି ପୂଜନ 

ଭୁବନେଶ୍ୱର(ମାନସୀ ମିଶ୍ର) :  କଥା ରଖିଲେ ଭୁବନେଶ୍ୱର ସଂସଦ ଅପରାଜିତା ଷଡ଼ଙ୍ଗୀ | ନିର୍ବାଚନ ବେଳେ ଲୋକଙ୍କୁ ଦେଇଥିବା ପ୍ରତିଶ୍ରୁତି ଭୁଲି ନାହାନ୍ତି । ପ୍ରତିଶ୍ରୁତି ଦେଇଥିଲେ ଆଉ ସାଂସଦ ହେବା ପରେ ପ୍ରଥମ ଲକ୍ଷ୍ୟ ଥିଲା ହଂସପାଳରେ କିପରି ଫ୍ଲାଇଓଭର ତିଆରି ହେବ | ଦୁର୍ଘଟଣା କମିବ ।…

ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧକୁ ମାନୁନାହାନ୍ତି ଅପରାଜିତା : ବିଜେଡି

ଭୁବନେଶ୍ୱର(ଶାସକ ପ୍ରଶାସକ): ବିଜେପିର ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ଓ ବିଜେପି ନେତାମାନେ ନିୟମିତ ଭାବେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା ଜାରି କୋଭିଡ ମାର୍ଗଦର୍ଶିକାକୁ ଉଲ୍ଲଙ୍ଘନ କରୁଛନ୍ତି । ଆଜି ଫ୍ଲାଇଓଭର ଭୂମିପୂଜନ ସମୟରେ ସାଂସଦ ଶ୍ରୀମତୀ ଷଡଙ୍ଗୀ ଓ ତାଙ୍କ ସମର୍ଥକମାନେ…

ଋତୁକାଳୀନ ଛାତ୍ରାବାସର ଅନ୍ତେବାସୀମାନଙ୍କୁ ଶୁଖିଲା ଖାଦ୍ୟ ସାମଗ୍ରୀ ଓ ମାକ୍ସ ବଣ୍ଟନ 

ବରଗଡ :- କୋରୋନା ମହାମାରୀର ଆକ୍ରମଣ ହେବା ପରଠାରୁ ଦେଶରେ ଲାଗିରହିଛି ଲକଡାଉନ । ବର୍ତ୍ତମାନ ଯଦିଓ ପର୍ଯୟକ୍ରମେ ଲକଡାଉନକୁ କୋହଳ କରାଯାଉଛି ତଥାପି ବର୍ତ୍ତମାନ ସୁଦ୍ଧା ଗରିବ ଓ ଶ୍ରମିକ ଶ୍ରେଣୀର ଲୋକଙ୍କ ସମ୍ମୁଖରେ ଜୀବନ ଜୀବିକାର ସମସ୍ୟା ରହିଛି । ସରକାର ଙ୍କର ସହିତ ବହୁ ବଦାନ୍ୟ ବ୍ୟକ୍ତି…

ଲକ ଡାଉନ ମ୍ୟାରେଜ : ନିରାଡ଼ମ୍ବର ବାହାଘର, ସ୍ମରଣୀୟ କରିବାକୁ ରକ୍ତଦାନ ଶିବିର 

ବରଗଡ :- ସାଧାରଣତଃ ପ୍ରଥା ଅଛି ଯେ ବିବାହର ପରଦିନ ବର ଘରେ ଭୋଜିର ଆୟୋଜନ ହୋଇଥାଏ । କିଛି ଲୋକଥାନ୍ତି ଯିଏ ଅନେକ ଆଡମ୍ବରରେ ବାହା ହେଇ ବିବାହ ଉତ୍ସବକୁ ସ୍ମରଣୀୟ କରିଥାନ୍ତି । ଆଉ କିଛି ଲୋକ ଅଛନ୍ତି ଯେଉଁମାନେ କି ନିରାଡ଼ମ୍ବର ଭାବରେ ବାହା ହେଇ ଆଦର୍ଶ ପ୍ରତିପାଦିତ କରିଛନ୍ତି  ।  ଗତ…