ମୋଟରଯାନ ଦସ୍ତାବିଜର ବୈଧତା ୩୦ ସେପ୍ଟେମ୍ବର ପର୍ଯ୍ୟନ୍ତ ବଢ଼ିଲା 

ନୂଆଦିଲ୍ଲୀ/ଏସପିବି: ମୋଟର ଯାନ ଦସ୍ତାବିଜ (ଡକ୍ୟୁମେଂଟ)ର ବୈଧତାକୁ 30 ସେପ୍ଟେମ୍ବର 2020 ପର୍ଯ୍ୟନ୍ତ ପୁଣିଥରେ ବୃଦ୍ଧି କରାଯାଇଥିବା ସୂଚନା ଦେଇଛନ୍ତି କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ଓ ଏମଏସଏମଇ ମନ୍ତ୍ରୀ ଶ୍ରୀ ନିତିନ ଗଡ଼କରୀ । ଏ ସଂକ୍ରାନ୍ତରେ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ…

ଜୋରସୋରରେ ଚାଲିଛି ରଥକାମ : ଲାଗିଲା ବଡଧରା ପୋଟଳ, ଜାରି ରହିଛି  କଇଁଚି ବାଡିଆ

ସେବାୟତଙ୍କ ଲାଗି ହୋମିଓପାଥି ସ୍ୱାସ୍ଥ୍ୟ ଶିବିର, ୧୬୫ଜଣଙ୍କୁ ଦିଆଗଲା ପ୍ରତିଷେଧକ ଶକ୍ତି ବର୍ଦ୍ଧକ ଔଷଧ  ପୁରୀ( ସ୍ୱତନ୍ତ୍ର ପ୍ରତିନିଧି ) ଆସନ୍ତା ରଥଯାତ୍ରାକୁ ଦୃଷ୍ଟିରେ ରଖି ସେବାୟତମାନଙ୍କୁ କରୋନା ଠାରୁ ଦୂରେଇ ରଖିବାପାଇଁ ପୁରୀରେ ଆରମ୍ଭ ହୋଇଛି ହୋମିଓପାଥିକ ସ୍ୱାସ୍ଥ୍ୟ ଶିବିର ।…

କଂଗ୍ରେସ ଓ ବିଜେପି ପରିପକ୍ୱ ଏବଂ ସକରାତ୍ମକ ପ୍ରତିକ୍ରିୟା ରଖିବା ଆବଶ୍ୟକ: ବିଜେଡି

ଭୁବନେଶ୍ୱର: କରୋନା ମହାମାରୀ ସମୟରେ ସବୁସ୍ତରରୁ ପରିପକ୍ୱ ଏବଂ ସକରାତ୍ମକ ପ୍ରତିକ୍ରିୟା  ଆସିବା ଦରକାର । କଂଗ୍ରେସ ଓ ବିଜେପି ଠାରୁ ମଧ୍ୟ ଏହି ସମୟରେ ଏଭଳି ପ୍ରତିକ୍ରିୟା ଆଶା କରାଯାଏ ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଡକ୍ଟର ସସ୍ମିତ ପାତ୍ର । ଉଭୟ କଂଗ୍ରେସ ଓ ବିଜେପି ଅଭିଯୋଗର ଜବାବ…

କେଜ୍ରିୱାଲ ନେଗେଟିଭ 

ନୂଆଦିଲ୍ଲୀ :ଅସୁସ୍ଥତା ଅନୁଭବ କରିବା କାରଣରୁ ଗତକାଲିଠାରୁ ନିଜ ବାସଭବନରେ ସଙ୍ଗରୋଧରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଦେହରେ କୌଣସି କରୋନା ଲକ୍ଷଣ ନାହିଁ | ଆଜି ହୋଇଥିବା  କୋବିଦ ପରୀକ୍ଷାରେ ତାଙ୍କର ରିପୋର୍ଟ କରୋନା ନେଗେଟିଭ ଥିବା ଜଣାପଡିଛି  |  ଦିଲ୍ଲୀରେ…

ମୟୂରଭଞ୍ଜ : ଆଜି ପୁଣି ଚିହ୍ନଟ ହେଲେ ୩ କରୋନା ଆକ୍ରାନ୍ତ

ବାରିପଦା(ଦିଲ୍ଲୀପ ମହାନ୍ତି )- ମୟୂରଭଞ୍ଜ ଜିଲ୍ଲାରେ ଆଜି ପୁଣି ଚିହ୍ନଟ ହୋଇଛନ୍ତି ୩ କରୋନା ପଜିଟିଭ । ବାରିପଦା ପିଆରଏମ ସରକାରୀ ମେଡ଼ିକାଲ କଲେଜ ଓ ହସପିଟାଲରେ ନୂତନ ଭାବେ କାର୍ଯ୍ୟକ୍ଷମ ହୋଇଥିବା କୋଭିଡ଼-୧୯ ପ୍ରୟୋଗଶାଳାରୁ ଏହି ରିପୋର୍ଟ ପହଁଞ୍ଚିଛି । ଏମାନଙ୍କ ମଧ୍ୟରେ ଯଶୀପୁର ବ୍ଲକ…

ଟ୍ରକ ଆମ୍ବୁଲାନ୍ସ ମୁହାଁମୁହିଁ, ଆମ୍ବୁଲାନ୍ସ ଡ୍ରାଇଭର ଆହତ

 ବୁଗୁଡା( ଡ଼ଃ କୁମୁଦ ଚନ୍ଦ୍ର ବେହେରା) :ଗଞ୍ଜାମ ଜିଲ୍ଲା,ବୁଗୁଡା ଥାନା ଅନ୍ତର୍ଗତ ଶାଳବଣି ନିକଟରେ ଏକ ଟ୍ରକ ସହ ଏକ ଆମ୍ବୁଲାନ୍ସର ମୁହାଁମୁହିଁ ଧକ୍କା ହେବା ଦ୍ୱାରା ଆମ୍ବୁଲାନ୍ସ ଡ୍ରାଇଭର ଆହତ ହୋଇଥିବା ଜଣାପଡିଛି। ଘଟଣାରୁ ଜଣାପଡିଛିଯେ ବୁଗୁଡା ଦିଗରୁ ନୟାଗଡ଼ ଦିଗରେ  ଓଡ଼ି୨୫-୦୮୯୫…

ଗୁରୁବାର ଓଡ଼ିଶାରେ ପ୍ରବେଶ କରିବ ଦକ୍ଷିଣ-ପଶ୍ଚିମ ମୌସୁମୀ : ସି.ଇ.ସି

ଭୁବନେଶ୍ୱର : ମଙ୍ଗଳବାର ପୂର୍ବ-କେନ୍ଦ୍ରୀୟ ବଙ୍ଗୋପ ସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇଥିବା ବେଳେ ଏହା ପଶ୍ଚିମ ଉତର ପଶ୍ଚିମ ଦିଗରେ ଗତି କରିବାର ସମ୍ଭାବନା ଅଛି । ଏହାର ପ୍ରଭାବରେ ଦକ୍ଷିଣ ପୂର୍ବ ମୌସୁମୀ ଓଡ଼ିଶାରେ ପ୍ରବେଶ କରିବ ବୋଲି ଶିକ୍ଷା ଓ ଅନୁସନ୍ଧାନ ଡିମଡ୍ ଟୁ ବି ୟୁନିଭର୍ସିଟିର…

କରୋନା ପାଇଁ ଅଟକିଥିବା ପାନୀୟଜଳ ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ମନ୍ତ୍ରୀଙ୍କ ନିର୍ଦ୍ଦେଶ 

ଭୁବନଶ୍ୱର(ଶାସକ ପ୍ରଶାସକ)- କରୋନା ପାଇଁ ଅଟକିଥିବା ପାନୀୟଜଳ ପ୍ରକଳ୍ପ ଗୁଡିକର କାର୍ଯ୍ୟ ଆରମ୍ଭ କରିବାପାଇଁ ପଞ୍ଜାୟତିରାଜ ଓ ପାନୀୟଜଳ ମନ୍ତ୍ରୀ ପ୍ରତାପ ଜେନା ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ପାନୀୟଜଳ ପ୍ରକଳ୍ପ ସଂକ୍ରାନ୍ତରେ ସମୀକ୍ଷା କରିବା ଅବସରରେ ମନ୍ତ୍ରୀ…

ବୁଗୁଡ଼ାରେ ଘରକୁ ଘର ଯାଇ ସ୍ୱାସ୍ଥ୍ୟ ପରୀକ୍ଷା

ବୁଗୁଡା( ଡ଼ଃ କୁମୁଦ ଚନ୍ଦ୍ର ବେହେରା): ବୁଗୁଡ଼ାରେ ସୋମବାର ଦିନ ଠାରୁ କର୍ମଚାରୀବୃନ୍ଦ ଘରକୁ ଘର ଯାଇ ସ୍ୱାସ୍ଥ୍ୟ ପରୀକ୍ଷା କରିବା ଆରମ୍ଭ କରିଥିବା ଦେଖଗିବାକୁ ମିଳିଛି। ଆଜି ବୁଗୁଡା ଏନଏସି ର ୧୧ ନମ୍ବର ୱାର୍ଡରେ ଘରକୁ ଘର ବୁଲି ପ୍ରତ୍ୟେକ ପରିବାରର ପିଲା ଠାରୁ ବୁଢା ପର୍ଯ୍ୟନ୍ତ…