ପଶ୍ଚିମରୁ ବହିଲା ପ୍ରତିବାଦର ହାୱା : “ବନ୍ଦେ ଉତ୍କଳ ଜନନୀ”  ରାଜ୍ୟ ସଙ୍ଗୀତ ମାନ୍ୟତାକୁ ବିରୋଧ

ରାଜ୍ୟ ସଙ୍ଗୀତ ଉତ୍କଳ କୈନ୍ଦ୍ରିକ ନହୋଇ ଓଡିଶା କୈନ୍ଦ୍ରିକ ହେବା ଆବଶ୍ୟକ । ପଶ୍ଚିମାଞ୍ଚଳ ଏକତା ମଞ୍ଚ ପକ୍ଷରୁ ମୁଖ୍ୟମନ୍ତ୍ରୀ ଙ୍କୁ ୪ ଦଫା ସମ୍ବଳିତ ଦାବୀ ପତ୍ର ପ୍ରଦାନ ଗୀତ ରଚନା ଓ ସଙ୍ଗୀତ ସଂଯୋଜନାକୁ ପ୍ରଶଂସା କିନ୍ତୁ ରାଜ୍ୟ ସଙ୍ଗୀତ ମାନ୍ୟତା କୁ ବିରୋଧ ।…

ବଜ୍ରପାତରେ ୯ଗୋରୁ ଗାଈ ମୃତ୍ୟୁ 

ସଇଁନ୍ତଳା/ଟିଟିଲାଗଡ଼ (ଗୌରବ ଦର୍ଜୀ) : ଅଦିନିଆ ବର୍ଷା ସାଜିଲା କାଳ ଯମ।ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା ସଇଁନ୍ତଳା ଗଣ୍ଡପତ୍ରାପାଳି ପଞ୍ଚାୟତ ବଡ଼ମାଲ ଶିଵ ମନ୍ଦିର ଖେଳପଡ଼ିଆ ଠାରେ ଗାଈ ଗୋରୁ ନିଜ ଭୋକ ମେଣ୍ଟାଇବା ପାଇଁ ପଡିଆକୁ ଚଳିବା ପାଇଁ ଆସିଥିଲେ ହେଲେ କଳା ସାଜିଲା…

 ଅଞ୍ଚଳରେ ଚାଲିଛି ରନ୍ଧା ମଦର କାରବାର : ଦେଶୀ ମଦ ଯୋଗୁ ପ୍ରାଣହାନୀ ଅଭିଯୋଗ 

ଟିଟିଲାଗଡ ରୁ ଗୌରବ ଦର୍ଜି : କରୋନା ମୁକାବିଲା ପାଇଁ ସରକାର ମଦ ବିକ୍ରି ବନ୍ଦ କରିବା ସହ ଅନେକ କାର୍ଯ୍ୟନୁଷ୍ଠାନ ନେବା ପାଇଁ ନିୟମ ରହିଛି କିନ୍ତୁ ସଇଁନ୍ତଳା ଅଞ୍ଚଳ ରେ ବେଧଡକ ଚାଲିଛି ରନ୍ଧା ମଦ କାରବାର। ରନ୍ଧା ମଦ ପିଇ ଜଣକର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଘଟଣା ଘଟିଛି  ବଲାଙ୍ଗିର…

ଅଧିକରୁ ଅଧିକ ଲୋକଙ୍କୁ କାର୍ଯ୍ୟ ଯୋଗାଣ ଲାଗି ପଞ୍ଚାୟତିରାଜ ମନ୍ତ୍ରୀଙ୍କ ନିର୍ଦ୍ଦେଶ 

ଏମ୍‍ଜିଏନ୍‍ଆରଜିଏସରେ ଦୈନିକ ୨୦ଲକ୍ଷ ଶ୍ରମିକ ନିୟୋଜିତ ପାଇଁ ଲକ୍ଷ୍ୟ ଭୁବନେଶ୍ୱର(ଶାସକ ପ୍ରଶାସକ)- ଚଳିତ ଆର୍ଥିକ ବର୍ଷରେ ଏହି ଯୋଜନାରେ ୨୦କୋଟି କାର୍ଯ୍ୟଦିବସ ଯୋଗାଇ ଦେବାପାଇଁ ସରକାର ଲକ୍ଷ୍ୟ ରଖିଥିବାବେଳେ ବର୍ତ୍ତମାନ ସୁଦ୍ଧା ୨କୋଟି ୩୯ଲକ୍ଷ କାର୍ଯ୍ୟଦିବସ ସୃଷ୍ଟି ହୋଇଥିବା ଜଣାଯାଇଛି…

“ମୋ ସରକାର”ଙ୍କ ଦାରିଦ୍ର୍ୟ ସୀମାରେଖା ମାନଦଣ୍ଡ ସ୍ଵାଧୀନଙ୍କ ପରିବାର ପାଇଁ ଅବୁଝା

ଯୋଗ୍ୟତା ଥାଇ ବି ହିତାଧିକାରୀ ପାଉଛନ୍ତି କେଉଁ ଭୁଲର ସଜା ! ସରପଞ୍ଚ ଓ ବିଡିଓଙ୍କୁ ଜଣାଇଲା ପରେ ବି ସ୍ଵାଧୀନକୁ ମିଳିଲାନି ଘର  ରେଢାଖୋଲ ଉପଖଣ୍ଡ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ :  ସରକାର ଗରୀବ ଶ୍ରେଣୀର ଲୋକମାନଙ୍କର ଉନ୍ନତି ପାଇଁ ନାନା ପ୍ରକାର ଯୋଜନା କାର୍ଯ୍ୟକାରୀ କରିଛନ୍ତି ।…

ମୋଟାବାଡ଼ି ସେବା ସମବାୟ ସମିତି ସହକାରୀ ସମ୍ପାଦନା ନିଲମ୍ବିତ

ବୁଗୁଡା (ଡ଼ଃ କୁମୁଦ ଚନ୍ଦ୍ର ବେହେରା):  ବୁଗୁଡା ବ୍ଲକ ଅନ୍ତର୍ଗତ ମୋଟାବାଡ଼ି ସେବା ସମବାୟ ସମିତି ସହକାରୀ ସମ୍ପାଦକ କାର୍ଯ୍ୟରେ ଅବହେଳା ଯୋଗୁଁ ନିଲମ୍ବିତ ହୋଇଥିବା ଜଣାପଡିଛି। ମୋଟାବାଡ଼ି ସମବାୟ ସମିତିର ଦାୟିତ୍ୱରେ ଥିବା ସହକାରୀ ସମ୍ପାଦକ ବିନୋଦ କୁମାର ରାଉତ ଅଫିସ କାର୍ଯ୍ୟରେ ଅବହେଳା,…

ଆଶ୍ବସ୍ତିକର ଅନୁପାତ : ଆକ୍ରାନ୍ତ ୨୯୯୪କୁ ସୁସ୍ଥ ହେଲେଣି ୧୯୯୩

 ଆଜି ସୁସ୍ଥ ହେଲେ ୯୯ କରୋନା ଆକ୍ରାନ୍ତ  ଭୁବନେଶ୍ୱର :  ଆଜି ସକାଳେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୦୦୦ ପାଖାପାଖି ପହଂଚିଥିବା ବେଳେ ଏହି ରୋଗରୁ ସୁସ୍ଥ ହେଉଥିବା ରୋଗୀଙ୍କ ସଂଖ୍ୟା  ପାଖପାଖୀ ୨୦୦୦ ଛୁଇଁବ ଛୁଇଁବ ହେଉଛି  ଆଜି ସୁସ୍ଥ ହୋଇଥିବା ୯୯ ଜଣଙ୍କୁ ମିଶାଇ | ଗୋଟେ ସମୟରେ ଆକ୍ରାନ୍ତ…

ସମ୍ବଲପୁର ରେ ପୁଣି ଜଣେ କରୋନା ପଜିଟିଭ୍‌ ଚିହ୍ନଟ, ୧୭ ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା

ସମ୍ବଲପୁର  (ରମାକାନ୍ତ ବିଶ୍ବାଳ ) : ଆଜି ସମ୍ବଲପୁର ରେ ପୁଣି ଜଣେ  କରୋନା ପଜିଟିଭ ଚି଼ହ୍ନଟ ହୋଇଛନ୍ତି l ଆଜି କରୋନା ପଜିଟିଭ ଚି଼ହ୍ନଟ ହୋଇଥିବା ଜଣକ ମାନେଶ୍ଵର ବ୍ଲକ  ଅଂଚଳର ୨୪ ବର୍ଷ ବୟସ ଜଣେ ଯୁବତୀ  ଏବଂ ସେ ବ୍ଲକ ର ତବଲା ସ୍ଥିତ ସରକାରୀ ସଙ୍ଗରୋଧ କେନ୍ଦ୍ରରେ ଥିଲେ ବୋଲି ଜଣାପଡିଛି…

ନାକ୍ଟିଦେଉଲ ବ୍ଲକ କିସିଣ୍ଡାରେ କେନ୍ଦୁପତ୍ର ତୋଲାଲିଙ୍କ ବୈଠକ

 ସମ୍ବଲପୁର (ରମାକାନ୍ତ ବିଶ୍ବାଳ ) a: ସମ୍ବଲପୁର ଜିଲ୍ଲା ନାକ୍ଟିଦେଉଳ  ବ୍ଲକ୍ କିସିଣ୍ଡା ରେଞ୍ଜ ରେ କେନ୍ଦୁପତ୍ର ତୋଳାଳୀ ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଛି । ଶତାଧିକ କର୍ମଚାରୀ ଙ୍କ ଉପସ୍ଥିତି ରେ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରାଯିବା ସହ ସଙ୍ଗଠନ କୁ ଆହୁରି ସୁଦୃଢ…

କଳାପାଣିରୁ ପ୍ରବାସୀ ଓଡ଼ିଆଙ୍କ ଲେଉଟାଣି : ଏୟାର ଏସିଆ ବିମାନରେ ୧୮୦ ପ୍ରବାସୀ ଓଡ଼ିଆଙ୍କ ପ୍ରତ୍ୟାବର୍ତ୍ତନ 

ଭୁବନେଶ୍ୱର(ଶାସକ ପ୍ରଶାସକ) : କୋଭିଡ-୧୯ ମହାମାରୀ ପରିପେକ୍ଷୀରେ ସମଗ୍ର ଦେଶରେ ଲକ୍ ଡାଉନ ଯୋଗୁଁ, ରାଜ୍ୟ ସରକାର ଦେଶର ବିଭିନ୍ନ ପ୍ରାନ୍ତରେ ଫସି ରହିଥିବା ପ୍ରବାସୀ ଓଡିଆ ଶ୍ରମିକ ମାନଙ୍କୁ ନିରାପଦ ଭାବରେ ରାଜ୍ୟକୁ ଫେରାଇ ଆଣିବାକୁ ଅଭିଯାନ ହାତକୁ ନେଇଛନ୍ତି |  ରାଜ୍ୟ ସରକାର ନିଷ୍ପତ୍ତି…