Sign in
Sign in
Recover your password.
A password will be e-mailed to you.
୨୧୦୦ ଟପିଲା କରୋନା ସୁସ୍ଥଙ୍କ ତାଲିକା : ଆଜି ସୁସ୍ଥ ହେଲେ ୧୪୦
ଭୁନନେଶ୍ୱର (ଶାସକ ପ୍ରଶାସକ) : ଆଜି ରାଜ୍ୟରେ ସୁସ୍ଥ ହୋଇଛନ୍ତି ୧୪୦ ଜଣ କରୋନା ଆକ୍ରାନ୍ତ | ଫଳରେ ୨୧୦୦ ଅଙ୍କ ଟପି ସୁସ୍ଥଙ୍କ ସଂଖ୍ୟା ପହଁଚିଲା ୨୧୩୩ର | ଆଜି ସୁସ୍ଥ ହୋଇଥିବା ଲୋକଙ୍କ ମଧ୍ୟରେ ଅଛନ୍ତି କଟକର ୨୪ ଜଣ, ଗଞ୍ଜାମର ୨୨ଜଣ, ନୂଆପଡାର ୨୧ଜଣ, ଯାଜପୁର, ଖୋର୍ଦ୍ଧା ଓ…
ସମ୍ବଲପୁର ବେସରକାରୀ ବସ କର୍ମଚାରୀ ସଂଘ ପକ୍ଷରୁ ବିଭିନ୍ନ ଦାବୀ ନେଇ ଜିଲ୍ଲାପାଳଙ୍କୁ ଦାବିପତ୍ର
ସମ୍ବଲପୁର(ରମାକାନ୍ତ ବିଶ୍ବାଳ ): କୋଭିଡ-୧୯ ଯୋଗୁଁ ଗତ ମାର୍ଚ୍ଚ ୨୫ ତାରିଖରୁ ସମଗ୍ର ଦେଶ ଲକଡ଼ାଉନ ରେ । ଲକଡାଉନ ଦ୍ୱାରା ଉପୁଜିଥିବା ସାମ୍ପ୍ରତିକ ପରିସ୍ଥିତି ରେ ସମାଜ ର ସମସ୍ତ ବର୍ଗ ର ଲୋକେ ପ୍ରଭାବିତ । ବିମାନ ସେବା, ରେଳ ସେବା ଭଳି ସମସ୍ତ ସରକାରୀ ଓ ବେସରକାରୀ ବସ ସେବା ମଧ୍ୟ…
ବରିଷ୍ଠ ମହିଳା ଅଧିବକ୍ତା ସାବିତ୍ରୀ ରଥ ହେବେ ଓଡିଶା ହାଇକୋର୍ଟର ନୂତନ ବିଚାରପତି
ଭୁବନେଶ୍ୱର : ବରିଷ୍ଠ ମହିଳା ଅଧିବକ୍ତା ସାବିତ୍ରୀ ରଥ ହେବେ ଓଡିଶା ହାଇକୋର୍ଟର ନୂତନ ବିଚାରପତି | ତାଙ୍କ ନିଯୁକ୍ତିକୁ ସୁପ୍ରିମ କୋର୍ଟର କଲେଜିଅମ ଅନୁମୋଦନ କରିଥିବା ବେଳେ ଆଇନ ମନ୍ତ୍ରଣାଳୟ ପକ୍ଷରୁ ତାଙ୍କ ନିଯୁକ୍ତି ସମ୍ପର୍କିତ ଆଦେଶନାମା ପ୍ରକାଶ ପାଇଛି | ଜଷ୍ଟିସ ଅମୀୟ କୁମାରୀ ପାଢ଼ୀ…
କରୋନା ପରୀକ୍ଷା ନିମନ୍ତେ ବାହାରକୁ ଯିବ ନାହିଁ ନମୁନା
ବାରିପଦା(ଦିଲ୍ଲୀପ ମହାନ୍ତି )- କରୋନା ପରୀକ୍ଷା ନିମନ୍ତେ ମୟୂରଭଞ୍ଜରୁ ସଂଗୃହୀତ ନମୁନା ଆଉ ବାହାରକୁ ଯିବ ନାହିଁ । ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ସରକାରୀ ମେଡ଼ିକାଲ କଲେଜ ଓ ହସପିଟାଲରେ ପୂର୍ଣ୍ଣ କ୍ଷମତାରେ ଆରମ୍ଭ ହେଲା କରୋନା ନମୁନାର ପରୀକ୍ଷଣ ବ୍ୟବସ୍ଥା । କାର୍ଯ୍ୟକ୍ଷମ ହେଲା…
ରାଜ୍ୟ ଯୋଜନା ବୋର୍ଡ଼ର ଗୁରୁତ୍ବପୁର୍ଣ୍ଣ ବୈଠକ ଆଜି
ଭୁବନେଶ୍ୱର : ବହୁଦିନ ବ୍ୟବଧାନରେ ରାଜ୍ୟ ଯୋଜନା ବୋର୍ଡ଼ର ଗୁରୁତ୍ବପୁର୍ଣ୍ଣ ବୈଠକ ଆଜି ଲୋକସେବା ଭାବନ ଠାରେ ଅପରାହ୍ନ 4ଟା 30 ମିନିଟ ସମୟରେ ଅନୁଷ୍ଠିତ ହେବ। ରାଜ୍ୟ ଯୋଜନା ବୋର୍ଡ଼ ଉପଧକ୍ଷ ସଞ୍ଜୟ ଦାସବର୍ମା ଏବଂ ରାଜ୍ୟ ଉନ୍ନୟନ କମିଶନର ସୁରେଶ ମହାପାତ୍ରଙ୍କ ଅଧକ୍ଷତାରେ ହେବାକୁ ଥିବା…
୬୧ ଜଣ ଏନଡିଆରଏଫ /ଓଡିଆରଏଫ ଯବାନଙ୍କ ସହ ୧୪୬ ନୂଆ ପଜିଟିଭ
ଭୁବନେଶ୍ୱର : ସାରା ଦେଶରେ ଗତ ୨୪ ଘଣ୍ଟା ଭିତରେ ୯୯୮୭ ଚିହ୍ନଟ ହୋଇ ୨,୬୬,୫୯୮ ରେ ପହଁଚିଥିବା ବେଳେ ସାରା ଦେଶରେ ଏଯାବତ ୭,୪୬୬ ମୃତ୍ୟୁବରଣ କରିଛନ୍ତି | ଓଡ଼ିଶାରେ ବି ଆଜି ୧୪୬ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି | ଏମାନଙ୍କୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩୧୪୦ରେ…
ଡାକ୍ତର ଓ ନର୍ସ କରୋନା ପଜିଟିଭ
ନୟାଗଡ଼ (ବିଶ୍ୱଜିତ ନାୟକ ) :କରୋନା ଲଢେଇରେ ସାମିଲ କରୋନା ଯୋଦ୍ଧା ଆକ୍ରାନ୍ତ କରୋନାରେ | ଏଭଳି ଖବର ବିଭିନ୍ନ ଆଡୁ ଆସୁଥିବା ବେଳେ ଅନୁରୂପ ଏକ ଖବର ଆସିଛି ନୟାଗଡ ଜିଲ୍ଲାରୁ | ମିଳିଥିବା ସୂଚନା ଅନୁଯାୟୀ ନୟାଗଡ ସଦର ହସ୍ପିଟାଲର ସର୍ଜରୀ ବିଭାଗର ଜଣେ ଡାକ୍ତର ଓ ଜଣେ ନର୍ସ କରୋନା ପଜିଟିଭ…
ଟ୍ରେନ ଯୋଗେ ଭଦ୍ରକରେ ଓହ୍ଲାଇଲେ ବିଭିନ୍ନ ଜିଲ୍ଲାର ୨୪୯୬ ପ୍ରବାସୀ
ଭଦ୍ରକକୁ ଫେରିଲେ ଅନ୍ୟ ଜିଲ୍ଲାରୁ ୩୬୮୩ ଭଦ୍ରକ ଜିଲ୍ଲା ପ୍ରବାସୀ
ଭଦ୍ରକ(ସତ୍ୟ ଭୂଷଣ ସ୍ୱାମୀ): ଭଦ୍ରକଜିଲ୍ଲାରେ ଚିହ୍ନଟ ହୋଇଛନ୍ତି ନୂଆ ୧୧ କରୋନା ଆକ୍ରାନ୍ତ । ଯେଉଁମାନେ ସମସ୍ତେ ପ୍ରବାସୀ ଓଡ଼ିଆ ଏବଂ ସମସ୍ତେ କ୍ୱାରେଣ୍ଟାଇନ ସେଣ୍ଟରରେ ରହୁଥିଲେ । ଏହି ନୂଆ ଆକ୍ରାନ୍ତଙ୍କୁ ମିଶାଇ…
ସ୍ଵାଧୀନୋତ୍ତର ଭାରତରେ ଓଡିଶା ପାଇଁ କୌଣସି ପ୍ରଧାନମନ୍ତ୍ରୀ ମୋଦିଙ୍କ ପରି କରିନଥିଲେ – ଧର୍ମେନ୍ଦ୍ର ପ୍ରଧାନ
ଓଡିଶା ଜନ ସମ୍ବାଦ ରାଲିରେ କେନ୍ଦ୍ରମନ୍ତ୍ରୀଙ୍କ ଉଦବୋଧନ
• ବିଗତ ୬ ବର୍ଷରେ ଓଡିଶାକୁ ଅଧିକ ଧ୍ୟାନ ଦେଇଥିବାରୁ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ଗୃହମନ୍ତ୍ରୀଙ୍କୁ କୃତଜ୍ଞତା
• ବାତ୍ୟା ମୁକାବଲା ପାଇଁ ଓଡିଶାକୁ ଛୁଟିଦିନରେ ୫୦୦ କୋଟିର ସହାୟତା ଦେଇଛନ୍ତି ମୋଦି ସରକାର
• ପୂର୍ବ ଭାରତକୁ…
ବାହୁଡ଼ିଲାନି ପ୍ରବାସରୁ ପୁତ୍ର, ହେଲେ ହ୍ଵାଟ୍ସଆପରେ ଆସିଲା ମୃତ୍ୟୁର ପ୍ରମାଣପତ୍ର
କରିଥିଲେ କେଉଁ ପାପ, ପୁଅର ମଲା ମୁହଁକୁ ଦେଖି ପାରିଲେନି ବାପ !!
ବାରିପଦା(ଦିଲ୍ଲୀପ ମହାନ୍ତି )- ସମସ୍ତେ ବହୁଡୁଛନ୍ତି | ତାଲା ଖୋଲିଲେ ପୁଅ ବି ଫେରିବ | ଆଶାରେ ଆଉ ଅପେକ୍ଷାରେ ଥିଲେ ପରିବାର | ବାହୁଡ଼ିଲାନି ପ୍ରବାସରୁ ଏକମାତ୍ର ରୋଜଗାରିଆ ପୁତ୍ର, ହେଲେ ହ୍ଵାଟ୍ସଆପରେ ଆସିଲା ମୃତ୍ୟୁର…