ଆଜି ବିଏମସି ଅଂଚଳରୁ ୨୧୫ ଜଣ କରୋନା ପଜିଟିଭ

0

ସାଧାରଣ ଅଂଚଳରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତ କେଉଁ କେଉଁ ଅଂଚଳରୁ ଦେଖନ୍ତୁ 

ଭୁବନେଶ୍ୱର( ଶାସକ ପ୍ରଶାସକ)  ଆଜି ଭୁବନେଶ୍ୱରରୁ ୨୧୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି | ସେମାନଙ୍କ ମଧ୍ୟରୁ ୬୫ ଜଣ ସାଧାରଣ ଅଂଚଳରୁ ଚିହ୍ନଟ ହୋଇଥିବା ବେଲେ ୧୫୫ ଜଣ କ୍ଵାରେଣ୍ଟାଇନ ସେଂଟରରୁ ଚିହ୍ନଟ ହୋଇଛନ୍ତି | ବିଏମସି ଅଂଚଳରେ ମୋଟ ପଜିଟିଭ ସଂଖ୍ୟା ୨୩୬୫ରେ ପହଁଚିଥିବା ବେଳେ  ୧୧୪୧ଜଣ ସୁସ୍ଥ ହୋଇଛନ୍ତି |  ୧୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ସକ୍ରିୟ  ଆକ୍ରାନ୍ତଙ୍କ ସଂଖ୍ୟା ୧୨୦୯  ରହିଛି | ଦେଖନ୍ତୁ  ଆଜି ସାଧାରଣ ଅଂଚଳରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତ କେଉଁ କେଉଁ ଅଂଚଳରୁ |

 

Leave A Reply

Your email address will not be published.