Sign in
Sign in
Recover your password.
A password will be e-mailed to you.
ପୁରୁଣା ଯୋଦ୍ଧା ଗଲେ, ନୂଆ ଯୋଦ୍ଧା କେବେ : ଆସିବେ ନା ଆଉ କିଛି !
ସୁନ୍ଦରଗଡ଼(ହୋରାଚାନ୍ଦ ଦେଉରିଆ} : ଓଡ଼ିଶାରେ କରୋନା ସଂକ୍ରମିତ ଚିହ୍ନଟ ହେବା ପୂର୍ବରୁ ଯୁଦ୍ଧକାଳୀନ ଭିତ୍ତିରେ ଅନେକ ଆଖିଦୃଶିଆ ପଦକ୍ଷେପ ନେଇ ବାହାବା ସାଉଁଟିଥିବା ଓଡିଶା ସରକାର ଦେହରେ ଏବେ ଦୁର୍ନୀତିର ଛିଟା। କରୋନା ମୁକାବିଲା ପାଇଁ ସାମଗ୍ରୀ କିଣାରେ ବ୍ୟାପକ ଅନିୟମିତତାର ଦସ୍ତାବିଜ…
ଗୋ-ସେବାର ଜଣେ ସମର୍ପିତ ସାଧକ ରମେଶ
ସୁନ୍ଦରଗଡ଼(ହୋରାଚାନ୍ଦ ଦେଉରିଆ} - ପାଖରେ ସିନା ଧନ ନାହିଁ,ପାଖରେ ସିନା କୋଠା ବାଡ଼ି ନାହିଁ ! ହେଲେ ଦାରିଦ୍ର୍ୟର ସେଇ ଜର୍ଜରିତ ଶରୀର ଭିତରେ କିନ୍ତୁ ଖୁନ୍ଦି ହୋଇଛି ବଡ଼ ହୃଦୟ ଟିଏ | ସେଥିପାଇଁ ତ ମାତ୍ରାଧିକ ଗ୍ରୀଷ୍ମ ପ୍ରବାହରେ ଯେତେବେଳେ ଗାଁରେ ଜଳ ସଙ୍କଟ ଦେଖାଦେଇଛି ସେହି ସମୟରେ…
ସ୍ୱଚ୍ଛତାର ସହ ସ୍ଵଚ୍ଛ ଭାରତ ମିଶନ ଅର୍ଥ ସଫା
ମିଳିମିଶି ପାଇଖାନା ପଇସା ବି ହରିଲୁଟ : ଲେଫ୍ରିପଡା ବ୍ଲକରେ ଶୌଚାଳୟ ଘୋଟଲା
ସୁନ୍ଦରଗଡ଼/ ହୋରାଚାନ୍ଦ ଦେଉରିଆ) :- ସଦର୍ ବ୍ଲକ୍ ଅନ୍ତର୍ଗତ କୁଣ୍ଡୁକେଲା ପଞ୍ଚାୟତର୍ ପୋଡ ବାହାଲ ଗ୍ରାମରେ ସ୍ଵଚ୍ଛ ଭାରତ୍ ମିସନ୍ ଯୋଜନାରେ ତିଆରି ହୋଇଥିବା ସୌଚାଳୟ ନିର୍ମାଣ କାର୍ଯ୍ୟରେ ଦେଖାଦେଇଛି…
କରୋନା ଯୋଗୁ ସମସ୍ୟା ଓ ଆହ୍ୱାନର ରୂପରେଖ ସଂପୂର୍ଣ୍ଣ ରୂପେ ବଦଳିଯାଇଛି : ସଞ୍ଜୟ
ରାଜ୍ୟ ଯୋଜନା ବୋର୍ଡର ଗୁରୁତ୍ୱପୂର୍ଣ୍ଣ ବୈଠକ
ପ୍ରବାସୀଙ୍କୁ ରୋଜଗାର ଯୋଗାଇବା ସହ ଅର୍ଥନୀତିକୁ ଅଧିକ କ୍ରିୟାଶୀଳ କରିବାକୁ ସମନ୍ୱିତ ଉଦ୍ୟମ ଉପରେ ଗୁରୁତ୍ୱ
ଭୁବନେଶ୍ୱର,(ଶାସକ ପ୍ରଶାସକ) : ଆମ ରାଜ୍ୟ ଯେତେବେଳେ କରୋନା ମହାମାରୀକୁ ମୁକାବିଲା କରୁଛି ସେତେବେଳେ ଆମର ସମସ୍ୟା ଓ…
ଶ୍ୟାମ ଡିଆରଆଇ କାରଖାନାରେ ଦୁର୍ଘଟଣା ଠିକା ଶ୍ରମିକଙ୍କ ମୃତ୍ୟୁ
ମୃତ ଶ୍ରମିକଙ୍କ ପରିବାରକୁ କମ୍ପାନୀ ପକ୍ଷରୁ ୧୨ ଲକ୍ଷ ଟଙ୍କା ଅନୁକମ୍ପା ରାଶି ପ୍ରଦାନ
ସମ୍ବଲପୁର, ରେଙ୍ଗାଲି (ରମାକାନ୍ତ ବିଶ୍ବାଳ ): ସମ୍ବଲପୁର ଜିଲ୍ଲା ରେଙ୍ଗାଲି ପଣ୍ତଲୋଇ ଠାରେ ଥିବା ଶ୍ୟାମ ଡିଆରଆଇ କାରଖାନାରେ ଦୁର୍ଘଟଣା ଠିକା ଶ୍ରମିକଙ୍କ ମୃତ୍ୟୁ ହୋଇଛି । ମୃତ ଶ୍ରମିକ ଦଶରଥ…
ଗୃହମନ୍ତ୍ରୀ ଅମିତ ଶାହାଙ୍କ ଭର୍ଚୁଆଲ ରାଲି ଦେଖିଲେ ୨୯, ୫୮, ୬୩୫ ଜଣ
ଜନସମର୍ଥନ ଦେଇଥିବାରୁ ରାଜ୍ୟବାସୀଙ୍କୁ ଧନ୍ୟବାଦ:ସମୀର ମହାନ୍ତି
ଭୁବନେଶ୍ୱର(ଶାସକ ପ୍ରଶାସକ ) : କରୋନା ମହାମାରୀ ସମୟରେ ସାଧାରଣ ଜନତା ଏକାଠୀ ହେବା ଉପରେ ପ୍ରତିବନ୍ଧକ ଲାଗିଛି | ଏହାକୁ ଦୃଷ୍ଟିରେ ରଖି ମୋଦି ସରକାରଙ୍କର ଦ୍ୱିତୀୟ ପାଳିର ପ୍ରଥମ ବର୍ଷ ପୂରଣ ଉପଲକ୍ଷେ ଟେକ୍ନୋଲୋଜି…
ଦାବି ଅନୁସାରେ ରାଜ୍ୟଗୁଡ଼ିକୁ ଶ୍ରମିକ ସ୍ପେଶାଲ ଟ୍ରେନ ଯୋଗାଣ ସୁବିଧା ଜାରି ରଖିବ ଭାରତୀୟ ରେଳବାଇ
• ଅନୁରୋଧର ୨୪ ଘଂଟା ମଧ୍ୟରେ ଆବଶ୍ୟକ ସଂଖ୍ୟକ ଟ୍ରେନ ଚଳାଚଳ ପାଇଁ ରେଳ ବୋର୍ଡ ଅଧ୍ୟକ୍ଷଙ୍କ ଦୃଢ଼ ପ୍ରତିଶ୍ରୁତି
• ବର୍ତମାନସୁଦ୍ଧା ୪୩୪୭ ଶ୍ରମିକ ସ୍ପେଶାଲ ଟ୍ରେନରେ ଗନ୍ତବ୍ୟରେ ପହଁଚିଛନ୍ତି ପ୍ରାୟ ୬୦ ଲକ୍ଷ ଯାତ୍ରୀ
ରାଜ୍ୟଗୁଡ଼ିକର ଅନୁରୋଧକ୍ରମେ ଶ୍ରମିକ ସ୍ପେଶାଲ ଟ୍ରେନ ମାଧ୍ୟମରେ…
ପୂର୍ବ ତଟ ରେଳପଥ ପକ୍ଷରୁ ପରିବେଶ ସନ୍ତୁଳନ ଆଲୋଚନା ଚକ୍ର
• ପ୍ରଦୂଷଣ ନିୟନ୍ତ୍ରଣର ବିଭିନ୍ନ ପଦକ୍ଷେପ ଦ୍ୱାରା ରେଲୱେ ପରିବେଶ ସୁରକ୍ଷା ପ୍ରତି ଧ୍ୟାନ କେନ୍ଦ୍ରିତ କରୁଛି ।
• ବହୁଳ ସଂଖ୍ୟାରେ ବୃକ୍ଷରୋପଣ ନିମନ୍ତେ ପଦକ୍ଷେପ ନେଉଛି ।
ଭୁବନେଶ୍ୱର : ପୂର୍ବ ତଟ ରେଳପଥ ପକ୍ଷରୁ ଟ୍ରେନରେ ଏବଂ ରେଳ ପରିସରରେ ପରିବେଶ ସୁରକ୍ଷାର ବିଭିନ୍ନ ଦିଗ ଉପରେ…
ମହାମାରୀରେ ମହାଦୁର୍ନୀତି କଂଗ୍ରେସର ଅଭିଯୋଗ ଫର୍ଦ୍ଦ : ସରକାରଙ୍କ ଦୁର୍ନୀତି ଜଳଜଳ
ଜିଲ୍ଲା ସ୍ତରରେ ଆସନ୍ତା ତା ୧୧ ତାରିଖ ଦିନ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଜିଲାପାଳଙ୍କ ଜରିଆରେ ଦାବୀପତ୍ର ଦେବ କଂଗ୍ରେସ
ଭୁବନେଶ୍ୱର (ଶାସକ ପ୍ରଶାସକ) – ମାସ୍କ କିଣାରେ ବ୍ୟାପକ ଅନିୟମିତତା ଏବଂ ଦୁର୍ନୀତିର ପ୍ରମାଣ ଗୋଟିଏ ପରେ ଗୋଟିଏ ପଦାକୁ ଆସୁଛି । କଂଗ୍ରେସ ପାଖରେ ଖୋଦ୍ ପ୍ରମାଣ ସବୁ…
ମୁଖ୍ୟମନ୍ତ୍ରୀ କହୁଛନ୍ତି ଜୁନ ମାସ ଗୁରୁତ୍ୱପୂର୍ଣ, ବିପିୟୁଟି କେମିତି କରିବ ପରୀକ୍ଷା !
ବିପିୟୁଟି କର୍ତ୍ତୃପକ୍ଷଙ୍କ ମନମୁଖୀ କାର୍ଯ୍ୟ ପାଇଁ ଚିନ୍ତାରେ ଛାତ୍ରଛାତ୍ରୀ ଓ ଅଭିଭାବକ !!
ଅପରିଣାମଦର୍ଶୀ ନିଷ୍ପତ୍ତି ପ୍ରତ୍ୟାହାର କରିବାକୁ ଦାବି କଲା ଓଡିଶା ବିପିୟୁଟି ଛାତ୍ରସଙ୍ଘ
ପରୀକ୍ଷା ମାସେ ଘୁଞ୍ଚାଇବା ସହ ନିଜ କଲେଜରେ ପରୀକ୍ଷା ଦାବି
ନଚେତ ଛାତ୍ରଛାତ୍ରୀ…