Sign in
Sign in
Recover your password.
A password will be e-mailed to you.
ସରକାର ଆକାଉଣ୍ଟକୁ ଦେଲେ ୧୫୦୦, ସିଡିପିଓ ଲୋକ ଲଗେଇ ଆଦାୟ କରିନେଲେ
ଗୁଣୁପୁର (ଓଡିଶା ରାଜ୍ୟ ସରକାରଙ୍କ ପକ୍ଷରୁ କରୋନା ମୁକାବିଲା ନିମନ୍ତେ ପ୍ରତି ଅଙ୍ଗନବାଡି କର୍ମୀଙ୍କ ଜମା ଖାତାକୁ ଔଷଧ ସରଞ୍ଜାମ କିଣିବାନିମନ୍ତେ 1500 ଟଙ୍କା ଲେଖାଏଁ ଆର୍ଥିକ ଅନୁଦାନ ଆସିଛି । ଏହି ଅନୁଦାନ ଆଇ.ସି.ଡି. ଏସ ଆମ୍ବ୍ରେଲା ସ୍କିମ ରେ ଖର୍ଚ୍ଚ କରିବାନିମନ୍ତେ ଯୋଗାଇ…
ସମ୍ ହସ୍ପିଟାଲର ୫ଟି ବିଭାଗ ଏକ ନମ୍ବର : ଟାଇମ୍ସ ସର୍ଭେ
ଭୁବନେଶ୍ୱର(ଶାସକ ପ୍ରଶାସକ) : ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି) ପରିଚାଳିତ ଇନଷ୍ଟିଟ୍ୟୁଟ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲର ୫ଟି ବିଭାଗ ଟାଇମ୍ସ ହେଲଥ ସର୍ଭେରେ ସ୍ଥାନୀୟ ଭାବେ ଏକ ନମ୍ବର ସ୍ଥାନ ହାସଲ କରିଛି । ଏହି ସର୍ଭେ ଅନୁଯାୟୀ…
ପଦ୍ମ ଶ୍ରୀ ହଲଧର ନାଗଙ୍କୁ ମଲିମୁଣ୍ଡିଆ କହି ତାତ୍ସଲ୍ୟ କରିବା ଦୁଃଖ ଦାୟକ :ଇଂ.ସିଦ୍ଧାର୍ଥ ଦାସ
ସମ୍ବଲପୁରରୁ ରମାକାନ୍ତ ବିଶ୍ବାଳ: ଆମ ଅଂଚଳ ର ତଥା ଓଡିଶା ର ଲୋକ କବି, ପଶ୍ଚିମ ଓଡିଶା ର ଘରେ ଘରେ ପରିଚିତ ପଦ୍ମଶ୍ରୀ ହଳଧର ନାଗ ଙ୍କୁ ମଳିମୁଣ୍ଡିଆ କହି ତାଚ୍ଛଲ୍ୟ କରିବା ଓ ଯେଭଳି ସତେ ଯେପରି ତାଙ୍କୁ ପଦ୍ମଶ୍ରୀ ଦେଇ ଅନୁଗ୍ରହିତ କରିଛନ୍ତି ତାହା ଅତ୍ୟନ୍ତ ବେଦନା ଦାୟକ ବୋଲି…
ଆଜି ଆକ୍ରାନ୍ତଙ୍କୁ ଟପିଲା ସୁସ୍ଥଙ୍କ ସଂଖ୍ୟା : ସୁସ୍ଥ ହେଲେ ୧୪୯
ଭୁବନେଶ୍ୱର : ଆଜି ରାଜ୍ୟରେ ୧୧୦ ଜଣ କରୋନା ଆକ୍ରାନ୍ତ ହୋଇଥିବା ବେଳେ କରୋନାରୁ ସୁସ୍ଥ ହୋଇଛନ୍ତି ୧୪୯ ଜଣ | ଫଳରେ ସୁସ୍ଥ ହୋଇଥିବା ଲୋକଙ୍କ ସଂଖ୍ୟା ପହଁଚିଲା ୨୨୮୨ରେ | ମିଳିଥିବା ସୂଚନା ଅନୁଯାୟୀ ସର୍ବାଧିକ ୫୭ ଜଣ ଗଂଜାମ ଜିଲ୍ଲାରୁ ସୁସ୍ଥ ହୋଇଥିବା ବେଳେ ୨୬ ଜଣ ଖୋର୍ଦ୍ଧାରୁ , ୧୧ ଜଣ…
ତ୍ୱରାନ୍ୱିତ ହେବ ଇନଫୋ ଭ୍ୟାଲି ଭିତ୍ତିଭୂମି ବିକାଶ କାର୍ଯ୍ୟ
ଭୁବନେଶ୍ୱର : ଭୁବନେଶ୍ୱର ମହାନଗର ଉପକଣ୍ଠରେ ୭୩୦ ଏକର ଜମି ଉପରେ ନୂତନ ଭାବେ ବିକଶିତ ହେଉଥିବା ଇନଫୋ ଭ୍ୟାଲି ପ୍ରକଳ୍ପର ଅଗ୍ରଗତି ଉପରେ ଲୋକ ସେବା ଭବନରେ ଶିଳ୍ପ ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରସ୍ତାବିତ…
ଶୋଚନୀୟ ଅବସ୍ଥାରେ ପାଓମେକସ ଷ୍ଟିଲ ପ୍ଲାଣ୍ଟ
ଟିଟିଲାଗଡ (ଗୌରବ ଦର୍ଜି)- ଟିଟିଲାଗଡ଼ ତହସିଲ ଅନ୍ତର୍ଗତ ତୁର୍ଲା ମୌଜାରେ ଜୁଲାଇ ୧୯୯୦ ମସିହାରେ ଆରମ୍ଭ ହୋଇଥିଲା । ପାଓମେକ୍ସ ଷ୍ଟିଲ କାରଖାନା । ସେହି ସମୟରେ ପ୍ରାୟ ୭୦ କୋଟି ଟଙ୍କା ବ୍ୟୟରେ ପ୍ରତିଷ୍ଠା ହୋଇଥିବ ଏହି କାରଖାନାକୁ ଶିଳାନ୍ୟାସ କରିବାକୁ ଆସିଥିଲେ ତତ୍କାଳୀନ ପ୍ରଧାନମନ୍ତ୍ରୀ…
ରାଜ୍ୟରେ ଆଉ ନୂଆ ୧୧୦ ଆକ୍ରାନ୍ତ
Bhubaneswar : ଗତ ୨୪ ଘଣ୍ଟା ଭିତରେ ସାରା ଦେଶରେ କରୋନାରେ ୨୭୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ୯୯୮୫ ଜଣ | ସେହିପରି ଓଡ଼ିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଛନ୍ତି ୧୧୦ ଜଣ କରୋନା ପଜିଟିଭ | ଆଜି ଚିହ୍ନଟ ହୋଇଥିବା ୧୧୦ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ…
ଗୋଟେ ଦିନରେ ୨୭୫ ମୃତ୍ୟୁ, ୯୯୮୫ ଆକ୍ରାନ୍ତ
ନୂଆଦିଲ୍ଲୀ : ଗତ ୨୪ ଘଣ୍ଟା ଭିତରେ ଦେଶରେ କରୋନାରେ ୨୭୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ୯୯୮୫ ଜଣ | ଫଳରେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨.୭୬ ଲକ୍ଷ ଅତିକ୍ରମ କରିଛି | ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧,୩୩,୬୩୨ ରହିଥିବା ବେଳେ ସୁସ୍ଥ ହେଲେଣି…
ନଦୀରେ ବୁଡ଼ି ୭ ବର୍ଷର ବାଳକ ମୃତ
ବାରିପଦା(ଦିଲ୍ଲୀପ ମହାନ୍ତି )- ବୁଢ଼ାବଳଙ୍ଗ ନଦୀରେ ବୁଡ଼ି ୭ ବର୍ଷ ବୟସର ଜଣେ ବାଳକର ମୃତ ହୋଇଛି । ଦମକଳବାହିନୀ ପହଁଞ୍ଚି ନଦୀ ପାଣିରୁ ବାଳକକୁ ଉଦ୍ଧାର କରି ବାରିପଦା ପିଆରଏମ ମେଡ଼ିକାଲକୁ ଚିକିତ୍ସା ନିମନ୍ତେ ନେଇ ଯାଇଥିବା ବେଳେ ଡ଼ାକ୍ତର ରିସିଭ ଡେଥ ବୋଲି ଘୋଷଣା କରିଛନ୍ତି । ପ୍ରାପ୍ତ…
କରୋନାରେ ବିଧାୟକଙ୍କ ଦେହାନ୍ତ
କରୋନାରେ ଯାଇଛି ଜଣେ ବିଧାୟକଙ୍କ ଜୀବନ | ତାଙ୍କ ନାଁ ଜେ ଆମ୍ବାଝାଗନ | ସେ ଡ଼ିଏମକେର ବିଧାୟକ ଥିଲେ ଓ ପଶ୍ଚିମ ଜିଲ୍ଲା ସମ୍ପାଦକ ଥିଲେ | ଚେନ୍ନାଇର ଏକ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଛି | କରୋନା ଭୁତାଣୁରେ ଗୁରୁତର ଭାବେ ପ୍ରଭାବିତ ତାମିଲନାଡୁରେ ଜଣେ ବିଧାୟକଙ୍କ ମୃତ୍ୟୁ ପ୍ରଥମ ଘଟଣା…