ଭୁବନେଶ୍ୱର (ଶାସକ ପ୍ରଶାସକ) : ଆଜି ସୁସ୍ଥ ହୋଇଛନ୍ତି ଘରକୁ ଫେରିଛନ୍ତି ୬୮୭ ଜଣ | ଫଳରେ ମୋଟ ସୁସ୍ଥଙ୍କ ସଂଖ୍ୟା ୧୮୦୬୦ରେ ପହଂଚିଛି | ଆଜି ସର୍ବାଧିକ ୩୦୭ଜଣ ଗଂଜାମରୁ ସୁସ୍ଥ ହୋଇଥିବା ବେଳେ ୫୯ଜଣ ଜଗତସିଂହପୁର, ୫୨ଜଣ ଭଦ୍ରକ, ୩୫ଜଣ ନୟାଗଡ, ୩୦ଜଣ ଝାରସୁଗୁଡା, ୨୫ଜଣ ଯାଜପୁରରୁ, ୨୪ଜଣ କଟକରୁ, ୨୩ଜଣ ଗଜପତିରୁ, ୧୮ଜଣ ମାଲକାନଗିରିରୁ, ୧୭ଜଣ କୋରାପୁଟରୁ, ୧୬ଜଣ କନ୍ଧମାଳରୁ, ୧୪ଜଣ କେନ୍ଦୁଝରରୁ, ୧୨ଜଣ ବରଗଡରୁ, ୧୧ଜଣ ଲେଖାଏ ବାଲେଶ୍ୱର, କେନ୍ଦ୍ରାପଡ଼ା ଓ ସମ୍ବଲପୁରରୁ, ୧୦ଜଣ ରାୟଗଡ଼ାରୁ, ୫ଜଣ ଅନୁଗୁଳରୁ, ୩ଜଣ ନବରଂଗପୁରରୁ, ୨ଜଣ କଳାହାଣ୍ଡିରୁ, ଜଣେ ଲେଖାଏ ବଲାଙ୍ଗୀର ଓ ସୁନ୍ଦରଗଡରୁ ସୁସ୍ଥ ହୋଇଥିବା ଜଣାପଡିଛି |
Sign in
Sign in
Recover your password.
A password will be e-mailed to you.