ହରିଦାସପୁର-ପାରାଦୀପ ରେଳ ଲାଇନରେ ଯାତ୍ରୀବାହୀ ଟ୍ରେନ୍ ଚଳାଇବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଚିଠି ରାଜ୍ୟ By SPNEWS On Jul 29, 2020 0 Share ଭୁବନେଶ୍ୱର : କେନ୍ଦ୍ରାପଡାବାସୀଙ୍କ ଆକାଂକ୍ଷା ପୂରଣ କରିବା ଏବଂ ହରିଦାସପୁର-ପାରାଦୀପ ରେଳ ଲାଇନରେ ଯାତ୍ରୀବାହୀ ଟ୍ରେନ୍ ଚଳାଇବା ପାଇଁ ନବୀନ ପଟ୍ଟନାୟକ ରେଳମନ୍ତ୍ରୀ ପିୟୁଷ ଗୋଏଲଙ୍କୁ ପତ୍ର ଲେଖିଛନ୍ତି | 0 Share FacebookTwitterGoogle+ReddItWhatsAppPinterestEmail