Sign in
Sign in
Recover your password.
A password will be e-mailed to you.
ମୌସୁମୀ ସମୟରେ ପ୍ରାକ୍ ସାବଧାନତା ଅବଲମ୍ବନ ପାଇଁ ନିରାପତ୍ତାକୁ କଡ଼ାକଡ଼ି କଲା ପୂର୍ବ ତଟ ରେଳପଥ
• ରେଳ ପୋଲ, ଟ୍ରାକ୍, ୟାର୍ଡ଼ ଏବଂ ସାଙ୍କେତିକ ପ୍ରଣାଳୀ ପ୍ରତି ସତର୍କ ଦୃଷ୍ଟି ।
• ଟ୍ରେନ୍ ଏବଂ ପୋଲମାନଙ୍କରୁ ପଟୁମାଟି, ଝାଡ଼ି ଏବଂ ଅନ୍ୟ ବାଧକକୁ ସଫା କରାଯାଉଛି ।
• ସବୁ ସ୍ତରରେ ରାଜ୍ୟ ସରକାରଙ୍କ ସହ ସମନ୍ୱୟ ରଖାଯାଉଛି ।
• ସମ୍ବେଦନଶୀଳ ସ୍ଥାନମାନଙ୍କରେ ଜଗୁଆଳୀ ପ୍ରହରା ।
•…
ଉଦୟନାଥ ଫର୍ଣ୍ଣିଚରର ମାସିକ ଯୋଜନାର ସପ୍ତମ ଲକି ଡ୍ର ଉଠାଣ ।
ପଦ୍ମପୁର: ପଦ୍ମପୁର ସହରର କପସିଲା ରୋଡ଼ସ୍ଥିତ ଉଦୟନାଥ ଫର୍ଣ୍ଣିଚର ତରଫରୁ ଆରମ୍ଭ ହୋଇଥିବା ମାସିକ କିସ୍ତି ଯୋଜନାର ସପ୍ତମ ଲକି ଡ୍ର ଉଠାଣ ହୋଇଯାଇଛି । ସପ୍ତମ ଲକି ଡ୍ର'ର ବିଜେତା ହେଉଛନ୍ତି ପଦ୍ମପୁର ସହରର ଏମ୍. ଡି. ରିହାନ୍ । ବିଜେତାଙ୍କୁ ଶିବାଶିଷ ପଟ୍ଟନାୟକ ୫0 ହଜାର ଟଙ୍କାର ଉପହାର…
ଆଜି ସୁସ୍ଥ ହେଲେ ୭୨ ଜଣ
ଭୁବନେଶ୍ୱର : ଆଜି କରୋନାରୁ ସୁସ୍ଥ ହୋଇଛନ୍ତି ୭୨ ଜଣ | ଫଳରେ ସୁସ୍ଥ ସଂଖ୍ୟା ବୃଦ୍ଧି ପାଇ ୨୩୫୪ରେ ପହଂଚିଛି | ଆଜି ସୁସ୍ଥଙ୍କ ମଧ୍ୟରେ ୧୭ ଜଣ ଗଂଜାମରୁ, ୯ଜଣ ସୋନପୁରରୁ, 7 ଜଣ ବଲାଙ୍ଗୀରରୁ, 6 ଜଣ ଜଗତସିଂହପୁରରୁ, କଟକ, କଳାହାଣ୍ଡି ଓ ସୁନ୍ଦରଗଡରୁ ୫ ଜଣ ଲେଖାଏ, ବାଲେଶ୍ୱର ଓ ମୟୁରଭଞ୍ଜରୁ…
ରଜ ପାଇଁ ୧୨ ତାରିଖରେ ରାତି କର୍ଫ୍ୟୁ କୋହଳ
ଭୁବନେଶ୍ୱର : ମୁଣ୍ଡ ଉପରେ ରଜ | ପାର୍ବଣ ପାଇଁ କିଣାକିଣି କରିବା ସକାଶେ ଦିନକ ପାଇଁ ରାତି କର୍ଫ୍ୟୁ କୋହଳ କରିଛନ୍ତି ରାଜ୍ୟ ସରକାର | ରାଜ୍ୟ ରିଲିଫ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ଏକ ସଂଶୋଧିତ ଚିଠିରେ ଉଲ୍ଲେଖ କରିଛନ୍ତି ଯେ ରଜ ଉତ୍ସବ ଜୁନ ୧୪ ତାରିଖରୁ ଆରମ୍ଭ…
ଗଜପତି ଜିଲ୍ଲାରେ ଆଜି ପୁଣି ନୂଆ ୭ଟି କରୋନା ପଜିଟିଭ୍ : ସୂଚନା ଦେଲେ ଜିଲ୍ଲାପାଳ ଅନୁପମ ସାହା
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାରେ ଆଜି ପୁଣି ନୂଆ ୭ ଟି କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ଭିଡିଓ ମାଧ୍ୟମରେ ସୂଚନା ଦେଲେ ଗଜପତି ଜିଲ୍ଲାପାଳ ଅନୁପମ ସାହା । ସେମାନଙ୍କ ମଧ୍ୟରୁ ଗୁଜୁରାଟରୁ ଜଣେ , ଆନ୍ଧ୍ରପ୍ରଦେଶରୁ ଜଣେ , ୫ ଜଣ ତାମିଲନାଡୁରୁ ଫେରନ୍ତା ।…
ଥାଲାସେମିଆ ରୋଗୀଙ୍କ ପାଇଁ ରକ୍ତ ଅଭାବ ଦୂର କରିବାକୁ ରକ୍ତଦାନ ଶିବିର
ଉଦ୍ୟମ ଚାରିଟେବୁଲ୍ ଟ୍ରଷ୍ଟ ଓ କମିଶନରେଟ୍ ପୋଲିସର ମିଳିତ ପ୍ରୟାସ
ଭୁବନେଶ୍ୱର(ଶାସକ ପ୍ରଶାସକ) : ବିଶ୍ୱରେ କରୋନା ମହାମାରି ଦେଖା ଦେଇଥିବାରୁ ବର୍ତ୍ତମାନ ରକ୍ତର ଘୋର ଅଭାବ ଦେଖାଦେଇଛି । ଏହି ଘୋର ଅଭାବକୁ ଦୂର କରିବା ପାଇଁ ଉଦ୍ୟମ ଚାରିଟେବୁଲ୍ ଟ୍ରଷ୍ଟ ଓ କମିଶନରେଟ୍ ପୋଲିସ୍ର ମିଳିତ…
ରାଜ୍ୟରେ ଆଜି ୧୩୬ ନୂଆ କରୋନା ପଜିଟିଭ
ଭୁବନେଶ୍ୱର : ରାଜ୍ୟରେ ଆଜି୧୩୬ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଫଳରେ ରାଜ୍ୟରେ କରୋନା ପଜିଟିଭ ସଂଖ୍ୟା ମୋଟ ୩୩୮୬ରେ ପହଞ୍ଚିଛି । ଏ ଯାବତ କାଲି ସୁସ୍ଥ ହୋଇଥିବା ୧୪୯ ଜଣଙ୍କୁ ମିଶାଇ ୨୨୮୨ ରହିଥିବା ବେଳେ ନୂଆ ଜଣ ଆକ୍ରାନ୍ତଙ୍କ ସହ ସକ୍ରିୟ ସଂଖ୍ୟା ୧୦୯୨ରେ ପହଞ୍ଚିଛି ।…
କୋଭିଡର ଆଉ ଏକ ଲମ୍ବା ଡିଆଁ : ଗୋଟେ ଦିନରେ ୧୦,୦୦୦ ଆକ୍ରାନ୍ତ , ୩୫୭ଙ୍କ ମୃତ୍ୟୁ
ନୂଆଦିଲ୍ଲୀ (ଏସପିବି ) : କୋଭିଡର ଆଉ ଏକ ଲମ୍ବା ଡିଆଁ ମାରିଛି ଦେଶରେ | ଆଜି ତାରିଖରେ ଉଦବେଗଜନକ ସ୍ଥିତିରେ ରହିଛି ୪ ପର୍ଯ୍ୟାୟ ଲକ ଡାଉନ ଓ ବର୍ତ୍ତମାନର ଅନ ଲକ ଘୋଷଣା ସତ୍ତ୍ୱେ | ମହାରାଷ୍ଟ୍ର ଭଳି ଗୁଜୁରାଟ ଓ ଦିଲ୍ଲୀରେ ଅବସ୍ଥା ବି ସଂଗୀନ ହେବାକୁ ବସିଛି | ଲଗାତାର ଭାବେ ଦଶମ ଦିନରେ…
ଲକଡାଉନ ଉଠିବା ସହ ବଢିଛି ରେଳ ମାଲ ପରିବହନ
ମେ’ ମାସରେ ଭାରତୀୟ ରେଳ ପରିବହନ କରିଛି ୮୨.୨୭ ନିୟୁତ ଟନ ଅତ୍ୟାବଶ୍ୟକ ସାମଗ୍ରୀ ଯାହା ଏପ୍ରିଲ ମାସ ତୁଳନାରେ ଶତକତା ୨୫ ଅଧିକ
• ଏପ୍ରିଲ ପହିଲାରୁ ୯ ଜୁନ ମଧ୍ୟରେ ଭାରତୀୟ ରେଳ ଦେଶବ୍ୟାପୀ ୧୭୫.୪୬ ନିୟୁତ ଟନ ଅତ୍ୟାବଶ୍ୟକ ମାଲ ପରିବହନ କରିଛି
• ଯୋଗାଣ…
ରାହାଜାନିରେ ସମ୍ପୃକ୍ତ ୩ ଯୁବକ ଗିରଫ , ମୋବାଇଲ ସହିତ ବାଇକ ଜବତ
ଓଡ଼ଗାଁ,(ଶ୍ରୀକାନ୍ତ ମିଶ୍ର): ଓଡ଼ଗାଁ ଥାନା ବାଣ୍ଠପୁର ବାଲିତୋଟା ଠାରୁ ରାହାଜାନି କରି ଛଡାଇ ନେଇଥିବା ୩ଟି କି ପ୍ୟାଡ ମୋବାଇଲ ସହିତ ଅଣପଞ୍ଜିକୃତ କଳା ରଙ୍ଗର ଟିଭିଏସ ଆପାଚି ବାଇକ ଏବଂ ମାରଣାସ୍ତ୍ର ଜବତ କରିବା ସହିତ ପୋଲିସ ସମ୍ପୃକ୍ତ ୩ ଯୁବକକୁ ଗିରଫ କରିଛନ୍ତି । ଗିରଫମାନେ ହେଲେ…