Sign in
Sign in
Recover your password.
A password will be e-mailed to you.
ଟ୍ରାକ୍ଟର ଧକାରେ ବାଇକ ଚାଳକ ଗୁରୁତର
ଓଡ଼ଗାଁ,କୁରାଳ,(ଶ୍ରୀକାନ୍ତ ମିଶ୍ର): ଓଡ଼ଗାଁ ଥାନା ଅନ୍ତର୍ଗତ କୁରାଳ ଗୋଡିପଲ୍ଲୀ ରାସ୍ତା ଠାରେ ଗୋଟିଏ ଟ୍ରାକ୍ଟର ଧକାରେ ବାଇକ ଚାଳକ ଗୁରୁତର ହୋଇଥିବା ଜଣାଯାଇଛି । ସୂଚନା ଅନୁସାରେ ଖଙ୍ଗାର ପଲ୍ଲୀର ଜଗନ୍ନାଥ ନାୟକ(୬୮) କୈାଣସି କାର୍ଯ୍ୟରେ ଓ ଆର ୨୫ ଏ ୮୩୨୬ ବାଇକ ଯୋଗେ ଓଡ଼ଗାଁ ଅଭିମୁଖେ…
ରାଜ୍ୟରେ ମତ୍ସ୍ୟ ଉତ୍ପାଦନ ପାଇଁ ଯଥେଷ୍ଟ ସମ୍ଭାବନା ରହିଛି, ରାଜ୍ୟସରକାର କୌଣସି ପଦକ୍ଷେପ ଗ୍ରହଣ…
କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରତାପ ଷଡଙ୍ଗୀଙ୍କ ସହ ଭିଡିଓ କନଫରେନ୍ସି ମାଧ୍ୟମରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କଲେ ମତ୍ସ୍ୟଜୀବୀ
ମତ୍ସ୍ୟଜୀବୀମାନଙ୍କର ବିକାଶ ପାଇଁ ମୋଦି ସରକାର ଉତ୍ସର୍ଗୀକୃତ
ମତ୍ସ୍ୟ ଚାଷର ବିକାଶ ପାଇଁ ଉତ୍ପାଦନ, ପ୍ରକ୍ରିୟାକରଣ, ଶୀତଳ ଭଣ୍ଡାର ଏବଂ ମାକେଟିଂର ଅଭାବ…
ରଥ ଯାତ୍ରା ହେବ ନା ବର୍ଷ ସାରା ଠାକୁର ଅଣସରରେ ରହିବେ !!!!!
୪.୫ କୋଟି ଓଡିଶାବାସୀ ଏବଂ ଅଗଣିତ ଜଗନ୍ନାଥ ପ୍ରେମୀଙ୍କ ଭକ୍ତି ଓ ଭାବର ଉତ୍ସବ ରଥଯାତ୍ରାର ଦ୍ୱନ୍ଦ୍ୱ ଦୂର କରନ୍ତୁ ରାଜ୍ୟସରକାର :ବିଜେପି
ଋଥଯାତ୍ରାକୁ ଆଉ ଅଳ୍ପ ଦିନ ବାକିଥିବାବେଳେ ସରକାର କୌଣସି ପ୍ରସ୍ତୁତି ବୈଠକ ଆରମ୍ଭ କରିନାହାଁନ୍ତି
ବନ୍ଦେ ଉତ୍କଳ ଜନନୀ କାର୍ଯ୍ୟକ୍ରମ ଯଦି…
ବଜ୍ରଘାତରେ ଜଣେ ଦିନ ମଜୁରିଆ ମୃତ
ପାଟଣାଗଡ (ବିମଳ ଯାଦବ) : ବଲାଙ୍ଗୀର ଜିଲ୍ଲା ପାଟଣାଗଡ ବ୍ଳକ ଅନ୍ତର୍ଗତ ଧୁବଳପଡା ପଞ୍ଚାୟତର ରେଙ୍କାଟାସିଲ ଗାଁରେ ଆଜି ସନ୍ଧ୍ୟା ସମୟରେ କାଳ ବୈଶାଖୀ ପ୍ରଭାବରୁ ଜଣେ ବ୍ୟକ୍ତି ବଜ୍ରଘାତରେ ମୃତ୍ୟୁବରଣ କରିଛନ୍ତି। ମୃତ ବ୍ୟକ୍ତିଙ୍କ ନାମ ଗଦନ ନାଗ (୫୦)। ସେ ଆଜି ସନ୍ଧ୍ୟା ସମୟରେ ଗାଁ…
ଠିକାଦାର-ଯନ୍ତ୍ରୀଙ୍କ ମଧୁଚନ୍ଦ୍ରିକା ଯୋଗୁ ତ୍ରିଶଙ୍କୁ ଅବସ୍ଥାରେ ଏଏନଏମ ସେଣ୍ଟର
ବିଭାଗୀୟ ଅଧିକାରୀଙ୍କ ଚରମ ଅବହେଳା , ଖତ ଖାଉଛି ଏ ଏନ ଏମ ସେଣ୍ଟର
ବରଗଡ :- ରାଜ୍ୟ ସରକାର ସ୍ୱାସ୍ଥ୍ୟ ସେବାକୁ ପ୍ରତ୍ୟେକ ଗ୍ରାମକୁ ପହଞ୍ଚାଇବା ପାଇଁ ଆପ୍ରାଣ ପ୍ରୟାସ ଜାରି ରଖିଛନ୍ତି । ସରକାର ସାଧାରଣ ଲୋକଙ୍କ ସମସ୍ୟା ର ସମାଧାନ ପାଇଁ ବିଭିନ୍ନ ଯୋଜନା କରି ପର୍ଯ୍ୟାପ୍ତ ଅର୍ଥ ବ୍ୟୟ…
ବଜ୍ରପାତରେ ଜଣେ ମୃତ୍ୟୁ, ୧୧ ଆହତ।
ବାରିପଦା(ଦିଲ୍ଲୀପ ମହାନ୍ତି )-: ସାନ୍ତାଳି ସମ୍ପ୍ରଦାୟର ପୂଜା ଚାଲିଥିଲା ବେଳେ ହଠାତ ବର୍ଷା ଓ ପରେ ବଜ୍ରପାତ । ଏହି ବଜ୍ରପାତରେ ଚାଲିଗଲା ଏକ ଅମୂଲ୍ୟ ଜୀବନ । ଆହତ କରି ଦେଇ ଗଲା ୧୧ ଜଣଙ୍କୁ । ସୁଚନା ଅନୁସାରେ ମୟୁରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ଅନ୍ତର୍ଗତ ନୂଆଗାଁଠାରେ ସାନ୍ତାଲ…
ଗଜପତି ଜିଲ୍ଲାରେ ପୁଣି ନୂଆ ୧୧କରୋନା ପଜିଟିଭ : ସୂଚନା ଦେଲେ ଜିଲ୍ଲାପାଳ ଅନୁପମ ସାହା
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାରେ ଆଜି (ବୁଧବାର ଦିନ) ପୁଣି ନୂଆ ୧୧ ଟି କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ଭିଡିଓ ମାଧ୍ୟମରେ ସୂଚନା ଦେଲେ ଗଜପତି ଜିଲ୍ଲାପାଳ ଅନୁପମ ସାହା ।
http://www.youtube.com/watch?v=TCVX08gx9Ak
ସେମାନଙ୍କ ମଧ୍ୟରୁ ୧୦ ଜଣ…
ଶ୍ରୀମନ୍ଦିର ସେବାୟତଙ୍କୁ ମିଳିବ ଦ୍ୱିତୀୟ କିସ୍ତି ସହାୟତା ୫୦୦୦ ଟଙ୍କା
ସୁରୁଖୁରୁରେ ସ୍ନାନପୂର୍ଣ୍ଣିମା ବିଧି ସମ୍ପନ୍ନ ହୋଇଥିବା ଯୋଗୁ ଧନ୍ୟବାଦ ଜଣାଇଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ
ଆଗାମୀ ଦିନରେ ପୁରୀବାସୀ ଓ ସେବାୟତମାନଙ୍କ ସହଯୋଗ ଲୋଡିଲେ
http://www.youtube.com/watch?v=Qjz1fyTiQEc
ପୁରୀ (ଶାସକ ପ୍ରଶାସକ) : ଶ୍ରୀମନ୍ଦିର…
“ଆପଣମାନେ କେବଳ ଆପଣଙ୍କ ପରିବାରର ନୁହେଁ, ଆମ ସମସ୍ତଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ”
http://www.youtube.com/watch?v=Urkyzu7rceM
ରାଜ୍ୟରେ କୋଭିଡ ମୃତ୍ୟୁ କମ୍ କରିବା ଓ ସୁସ୍ଥତା ହାର ବୃଦ୍ଧି କରିବାରେ ଓଡିଶାର ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଡାକ୍ତର ଓ ସ୍ବାସ୍ଥ୍ୟ କର୍ମୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା
ମୌସୁମୀ ଋତୁକାଳୀନ ରୋଗ ସହିତ କୋଭିଡ ସ୍ଥିତି…
କିସରେ ଆରମ୍ଭ ହେଲା ଇ-ଲର୍ଣ୍ଣିଂ କ୍ଳାସ : ୩୦ ହଜାର ଛାତ୍ରଛାତ୍ରୀଙ୍କ ଘରେ ପହଞ୍ଚିଲା ଶିକ୍ଷାଦାନ
ଭୁବନେଶ୍ୱର(ଶାସକ ପ୍ରଶାସକ) : କଳିଙ୍ଗ ଇନଷ୍ଟିଚ୍ୟୁଟ ଅଫ ସୋସିଆଲ ସାଇନସେସ (କିସ) ଉଦ୍ୟମରେ ଓ କଳିଙ୍ଗ ଟିଭି ପ୍ରୟାସରେ କିସ ଇ ଲର୍ଣ୍ଣିଂ କ୍ଳାସ କାର୍ଯ୍ୟକ୍ରମ ବୁଧବାର କିସରେ ଉଦଘାଟିତ ହୋଇଯାଇଛି । କିଟ ଓ କିସ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରି ଶ୍ରେଣୀଗୃହ…