ପୋଖରୀରେ ବୁଡି ହାତୀଛୁଆ ମୃତ୍ୟୁ ଘଟଣା :  ବଲଣ୍ଡା ଫରେଷ୍ଟ ଗାର୍ଡ ନିଲମ୍ବିତ

 କୁଆଁରମୁଣ୍ଡା ରେଞ୍ଜର ଏବଂ ଫରେଷ୍ଟର ଙ୍କୁ କାରଣ ଦର୍ଶାଅ ନୋଟିସ ସୁନ୍ଦରଗଡ /ହୋରାଚାନ୍ଦ ଦେଉରିଆ : ସୁନ୍ଦରଗଡ଼ ଜିଲା ରାଉରକେଲା ବନଖଣ୍ଡ ଅନ୍ତର୍ଗତ କୁଆଁରମୁଣ୍ଡା ବନ ରେଞ୍ଜ ଅଞ୍ଚଳ ସାନଡୋଲାକୁଦର ଜଙ୍ଗଲରେ ଥିବା ପୋଖରୀରେ ବୁଡ଼ି ଛୁଆ ହାତୀ ମୃତ୍ୟୁ ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ…

ଟ୍ରକ୍‌ ଭିତରୁ ଡ୍ରାଇଭରଙ୍କ ମୃତଦେହ ଉଦ୍ଧାର

ସୁନ୍ଦରଗଡ (ହୋରାଚାନ୍ଦ ଦେଉରିଆ)  ସୁନ୍ଦରଗଡ଼ ଜିଲ୍ଲା କୁଆଁରମୁଣ୍ଡା ଫାଣ୍ଡି ଅନ୍ତର୍ଗତ କିଷାନ୍ ପେଟ୍ରୋଲ ପମ୍ପ ସମ୍ମୁଖରେ ଛିଡ଼ା ହୋଇଥିବା ଏକ ଟ୍ରକ୍‌ ଭିତରୁ ଡ୍ରାଇଭରଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କ ପରିଚୟ ଜଣାପଡ଼ି ନାହିଁ। ସୂଚନା ଅନୁସାରେ, ଦୁଇ ଦିନ ହେବ ପେଟ୍ରୋଲ ପମ୍ପ ସମ୍ମୁଖରେ…

ସୁସ୍ଥ ହେଲେ ଆଉ ୧୨୦ ଜଣ ,  ସୁସ୍ଥଙ୍କ ସଂଖ୍ୟା ପହଁଚିଲା ୨୫୯୪ରେ 

 ଭୁବନେଶ୍ୱର : ରାଜ୍ୟରେ ଆଉ ୧୨୦ ଜଣ ସୁସ୍ଥ ହୋଇଛନ୍ତି | ଫଳରେ ସୁସ୍ଥଙ୍କ ସଂଖ୍ୟା ପହଁଚିଲା ୨୫୯୪ରେ | ସେମାନଙ୍କ ମଧ୍ୟରେ ଗଂଜାମରେ ୩୩, ଗଜପତି ରେ ୧୮, ସୋନପୁରରେ ୧୩, ବାଲେଶ୍ୱରରେ ୧୨, ବଲାଙ୍ଗୀର ଓ ଖୋର୍ଦ୍ଧାରେ ୮ ଜଣ ଲେଖାଏ, ମୟୁରଭଞ୍ଜରୁ ୭ ଜଣ , ୪ ଜଣ କଟକରୁ ଓ  ଯାଜପୁର, ନୟାଗଡ ଏବଂ…

ଭାରସାମ୍ୟ ହରାଇ ବାଇକଯୋଗେ କଲଭର୍ଟରେ ପିଟିହୋଇ ଦୁର୍ଘଟଣା

ସୁନ୍ଦରଗଡ଼/ ହୋରାଚାନ୍ଦ ଦେଉରିଆ:-  ସଦରଥାନା ଅନ୍ତର୍ଗତ ଅଲେଇକେରା ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଇକ୍‌ ଭାରସାମ୍ୟ ହରାଇ କଲଭର୍ଟ ତଳକୁ ଖସିପଡ଼ିବାରୁ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ଆହତ ଜଣଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ…

କଂଗ୍ରେସ ଭବନରେ ଆକ୍ରମଣ ଘଟଣାକୁ ବିଜେଡି ଭିଆଇଛି : ପ୍ରଦୀପ ମାଝୀ 

ଏ ଆକ୍ରମଣ ବିଜେଡି ଭିଆଣ ନା ଦଳୀୟ ଅସନ୍ତୋଷର ବିସ୍ଫୋରଣ !!!  ଭୁବନେଶ୍ୱର (ଶାସକ ପ୍ରଶାସକ)ଗତକାଲି କଂଗ୍ରେସ ଭବନରେ ଘଟିଯାଇଛି ଏକ ଅପ୍ରୀତିକର ଘଟଣା | କଂଗ୍ରେସ ମୁଖପାତ୍ର ସୁଦର୍ଶନ ଦାସ ଓ ଅନ୍ୟଙ୍କ ଉପରେ ହୋଇଛି ଆକ୍ରମଣ | ଗତକାଲି ଏହାକୁ ନେଇ ଦଳର କିଛି ପ୍ରତିକ୍ରିୟା ନଥିବା ବେଳେ ଦଳ…

ହାଇୱା ଟ୍ରକ ଧକ୍କାରେ ସ୍କୁଟି ଆରୋହୀଙ୍କ ମୃତ୍ୟୁ  

ବଲାଙ୍ଗିର(ନିରୋଜ ମିଶ୍ର):   ବଲାଙ୍ଗିର ସୋନପୁର ରାଜରାସ୍ତା ୫୭ ନମ୍ବର ସୁଦପଡା ରେଲୱେ ଫାଟକ ନିକଟରେ ହାଇୱା ଟ୍ରକ ଧକ୍କାରେ ଜଣେ ସ୍କୁଟି ଆରୋହୀଙ୍କର ମୃତ୍ୟୁ ହୋଇଛି।ମୃତ ବ୍ୟକ୍ତି ଜଣକ ସୋନପୁର ଜିଲ୍ଲା ତରଭା ମଦଭାଟିର ମ୍ୟାନେଜର ଅନିଲ ଠାକୁର ବୋଲି ଜଣା ପଡିଛି। ବିହାର ଔରଙ୍ଗାବାଦର ଅନିଲ…

ସବୁଦିନର ରେକର୍ଡ ଭାଙ୍ଗି ଆଜି ଗୋଟେ ଦିନରେ ୨୨୫  

ଓଡ଼ିଶାରେ ବି ରେକର୍ଡ ଭାଙ୍ଗିବା ମୂଡ଼ରେ କରୋନା Bhubaneswar : ଆଜି ସାରା ଦେଶରେ କରୋନା ରେକର୍ଡ ଭାଙ୍ଗିଥିବା ବେଳେ ଓଡ଼ିଶାରେ ବି କରିଛି ସର୍ବକାଳୀନ ରେକର୍ଡ | ଗୋଟିଏ ଦିନରେ ଆଜି କରୋନା ମାରିଛି ଡବଲ ସେଞ୍ଚୁରୀ | ମାନେ ଗତ ୨୪ ଘଣ୍ଟା ଭିତରେ ଚିହ୍ନଟ ହୋଇଛନ୍ତି ୨୨୫ ଜଣ | ଫଳରେ ରାଜ୍ୟରେ…

ରେକର୍ଡ ପରେ ରେକର୍ଡ ଭାଙ୍ଗିବା ମୁଡ଼ରେ କରୋନା 

ଭୁବନେଶ୍ୱର : ସାରା ପୃଥିବୀରେ କରନା ମୃତ୍ୟ ସଂଖ୍ୟା ଡ଼େଇଁଲାଣି ୪,୨୫,୦୦୦ | ଭାରତରେ ମୃତ୍ୟୁ ସଂଖ୍ୟା ପହଂଚିଲାଣି ୮,୮୮୪ | ଏବେ ରେକର୍ଡ ପରେ ରେକର୍ଡ ଭାଙ୍ଗିବା ମୁଡ଼ରେ କରୋନା  | ଗତ ୨୪ ଘଣ୍ଟା ମଧ୍ୟରେ ସର୍ବକାଳୀନ ରେକର୍ଡ ୧୧,୪୫୫ଜଣ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଦେଶରେ…

ଶତାୟୁ କ୍ରୀକେଟିୟର ବସନ୍ତ ରାଇଜିଙ୍କ ଦେହାନ୍ତ 

ମୁମ୍ବାଇ :  ଶତାୟୁ ତଥା ଭେଟେରାନ ପ୍ରଥମଶ୍ରେଣୀ କ୍ରୀକେଟିୟର ବସନ୍ତ ରାଇଜିଙ୍କ ଦେହାନ୍ତ | ତାଙ୍କୁ ୧୦୦ ବର୍ଷ ହୋଇଥିଲା | ତାଙ୍କର ମୃତ୍ୟୁ ବାର୍ଦ୍ଧକ୍ୟ ଜନିତ ଓ ଦକ୍ଷିଣ ମୁମ୍ବାଇର ବାଳକେଶ୍ୱର ସ୍ଥିତ ତାଙ୍କ ବାସଭବନରେ ଶୋଇଥିବା ବେଳେ ତାଙ୍କର ଦେହାନ୍ତ ହୋଇଥିଲା ବୋଲି ରାଇଜିଙ୍କ ଜ୍ବାଇଁ…

ଏମଜିଏନଆରଇଜିଏସ ଯୋଜନାରେ ଲକ୍ଷାଧିକ ଟଙ୍କା ଲୁଟ ଘଟଣା, ତଦନ୍ତ ନିର୍ଦ୍ଦେଶ ଦେଲେ ସ୍ୱତନ୍ତ୍ର ପ୍ରକଳ୍ପ ନିର୍ଦ୍ଦେଶକ 

ହାଟଡିହୀ(ମକରଧ୍ବଜ ଜେନା )- କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଶାଳଣିଆଁ ପଞ୍ଚାୟତ ରେ ଏମଜିଏନଆରଇଜିଏସ ଯୋଜନା ରେ  ପ୍ରବାସୀ, ବୃଦ୍ଧ,ମୃତ ବ୍ୟକ୍ତି ଓ ଚାକିରୀ କରିଥିବା ବ୍ୟକ୍ତି ଙ୍କୁ  ମନରେଗା ଯୋଜନାରେ କାର୍ଯ୍ୟ ଯୋଗାଇ ଦିଆଯାଇ ଲକ୍ଷାଧିକ ଟଙ୍କା ବିଲ କରାଯିବା ନେଇ ଅଭିଯୋଗ ହୋଇଥିବା ଘଟଣା…