ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ ରଥଯାତ୍ରା ଉପରେ ପୁନଃବିଚାର କରନ୍ତୁ

ପୁରୀ( ଅନିମେଶ ପଟ୍ଟନାୟକ) : ଅନେକ କିଛି ତ୍ୟାଗ କରିଥିଲେ ପୁରୀ ବାସୀ । ସମସ୍ତେ ଚାହୁଁଥିଲେ ରଥଯାତ୍ରା ହେଉ । ନୀତି କାନ୍ତି ବଜାୟ ରହୁ ସେଥିପାଇଁ ବିନା ଜଗନ୍ନାଥ ଦର୍ଶନରେ ରଥଯାତ୍ରା କୁ ଏକ ପ୍ରକାର ଜନ ସମର୍ଥନ ମଧ୍ୟ ଥିଲା। ସବୁ କିଛି ଚୂଡାନ୍ତ ପ୍ରସ୍ତୁତିରେ ଥିଲା । କିନ୍ତୁ ମାନ୍ୟବର…

ରଥ ପ୍ରସଙ୍ଗରେ ନିରଞ୍ଜନ କହିଲେ : ଅଦାଲତଙ୍କ ରାୟ ଉପରେ କିଛି କହିବାର ନାହିଁ

http://www.youtube.com/watch?v=lRyr7lExLG4 ଭୁବନେଶ୍ୱର : ରଥ ଯାତ୍ରା ପ୍ରସଙ୍ଗରେ ସୁପ୍ରିମ କୋର୍ଟଙ୍କ ରାୟ ପରିପ୍ରେକ୍ଷୀରେ ମୁହଁଖୋଲିଲେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ସେ କହିଛନ୍ତି ଯେ ରଥ ବନ୍ଦ ନିଷ୍ପତ୍ତି ନିଶ୍ଚିତ ଭାବେ ଜଗନ୍ନାଥ ପ୍ରେମୀଙ୍କୁ ବାଧି ଥିବ । ହେଲେ…

ଏକ ସ୍ୱରରେ ଅଭିଯୋଗ କଲେ ୧୨ ଦଳ :  କରୋନା ମୁକାବିଲାରେ କେନ୍ଦ୍ର ଓ ରାଜ୍ୟ ବିଫଳ

ଭୁବନେଶ୍ୱର (ଶାସକ ପ୍ରଶାସକ) : ଦେଶ ଏବଂ ରାଜ୍ୟରେ କରୋନା ମହାମାରୀକୁ ମୁକାବିଲା କରିବା କ୍ଷେତ୍ରରେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କର ଚରମ ବିଫଳତାକୁ ଟାର୍ଗେଟ କରି ଆଜି ଓଡ଼ିଶାର ୧୨ ଟି ବିରୋଧୀ ରାଜନୈତିକ ଦଳ ଏକାଠି ହୋଇ ମିଳିତ କାର୍ଯ୍ୟକ୍ରମ କରିବାର ନିଷ୍ପତ୍ତି ନେଇଛନ୍ତି l କଂଗ୍ରେସ,…

ସୁସ୍ଥ ହେଲେ ୯୭ ଜଣ 

ଭୁବନେଶ୍ୱର : ଆଜି ରାଜ୍ୟରେ କରନା କବଳରୁ ମୁକ୍ତି ପାଇଛନ୍ତି  ୯୭ ଜଣ | ଫଳରେ ରାଜ୍ୟରେ ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା ୩୧୪୪କୁ ବୃଦ୍ଧି ପାଇଛି | ସେମାନଙ୍କ ମଧ୍ୟରେ କଟକରୁ ୧୭ଜଣ,ଗଂଜାମରୁ ୧୬ଜଣ, ଗଂଜାମରୁ  ୧୬ ଜଣ, କନ୍ଧମାଳରୁ ୧୪ ଜଣ, ମୟୁରଭଞ୍ଜରୁ ୯ ଜଣ, ଯାଜପୁରରୁ ୭ ଜଣ, ପୁରୀରୁ ୫ ଜଣ,…

ଟଙ୍କାଏରେ ସାନିଟାରୀ ନାପକିନ ପ୍ୟାଡ :  ମିଳୁଛି ପ୍ରଧାନମନ୍ତ୍ରୀ ଜନ ଔଷଧୀ କେନ୍ଦ୍ରରେ  

ଚଳିତ ବର୍ଷ ଜୁନ 10 ତାରିଖ ସୁଦ୍ଧା 3.43 କୋଟି ପ୍ୟାଡ ଜନଔଷଧୀ କେନ୍ଦ୍ରରେ ବିକ୍ରି ହୋଇଛି ନୂଆଦିଲ୍ଲୀ (ଏସପିବି) :  ବର୍ତ୍ତମାନର ସ୍ଥିତିକୁ ଏକ ସାମାଜିକ ପ୍ରୟାସଭାବେ ବିଚାରକୁ ନେଇ ସରକାର ଦେଶର 6300ରୁ ଅଧିକ ପ୍ରଧାନମନ୍ତ୍ରୀ ଭାରତୀୟ ଜନଔଷଧୀ ପରିଯୋଜନା କେନ୍ଦ୍ରରେ ଜନଔଷଧୀ ସୁବିଧା…

ଶହୀଦଙ୍କ ସ୍ମୃତିରେ କ୍ୟାଣ୍ଡେଲ ଶୋଭାଯାତ୍ରା

ଓଡ଼ଗାଁ(ଶ୍ରୀକାନ୍ତ ମିଶ୍ର)  : ସୋମବାର ରାତିରେ ପୂର୍ବ ଲଦାଖରେ ଚିନ ସେନାଙ୍କ ସହ ଘଟିଥିବା ସଂଘର୍ଷରେ  ଶହୀଦ୍ ହୋଇଥିବା ୨୦ଜଣ ଭାରତୀୟ ଜବାନଙ୍କ ସ୍ମୃତି ଉଦେଶ୍ୟରେ ହିନ୍ଦୁସେନା ଓଡ଼ଗାଁ ଶାଖା ତରଫରୁ ସୁଶାନ୍ତ ସାହୁଙ୍କ ନେତୃତ୍ୱରେ ଆଜି ସନ୍ଧ୍ୟାରେ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା ଅନୁଷ୍ଠିତ …

ରଥ ଚିନ୍ତା : ସନ୍ଧ୍ୟାରେ କ୍ୟାବିନେଟ ବୈଠକ ବସି ବଛାଯିବ ପରବର୍ତ୍ତୀ ପନ୍ଥା 

ଭୁବନେଶ୍ୱର (ଶାସକ ପ୍ରଶାସକ) ଆଜି ସନ୍ଧ୍ୟା ୭. ୪୫ରେ ଗୁରୁତ୍ୱପୂର୍ଣ ତଥା ବରାଦି କ୍ୟାବିନେଟ କମିଟି ବୈଠକ ଅନୁଷ୍ଠିତ ହେବାକୁ ଯାଉଛି | ଏହି ବୈଠକରେ ଆଡ଼ଭୋକେଟ ଜେନେରାଲ,  ପୁରୀ ଶ୍ରୀମନ୍ଦିର ପ୍ରଶାସନର କାର୍ଯ୍ୟକାରୀ ଅଧ୍ୟକ୍ଷ ତଥା ଉନ୍ନୟନ କମିଶନର, ବିଧି ବିଭାଗର ପ୍ରମୁଖ ଶାସନ ସଚିବ,…

ତାଲା ବନ୍ଦ ସମୟରେ ବଢିଚାଲିଛି ଅର୍ଥଲଗାଣକାରୀ ସଂସ୍ଥାର ଏଜେଣ୍ଟ ମାନଙ୍କ ଦୌରାତ୍ମ। 

ପଦ୍ମପୁର-କରୋନା ତାଲାବନ୍ଦ ଯୋଗୁଁ ବର୍ତ୍ତମାନ ଲୋକଙ୍କ ଆର୍ଥିକ ମେରୁଦଣ୍ଡ ଦୁର୍ବଳ ହୋଇପଡିଛି । ସରକାର ସମସ୍ତ ଅର୍ଥଲଗାଣକାରୀ ସଂସ୍ଥା ଗୁଡିକୁ ୠଣ ଅସୁଲ କରିବା ପାଇଁ କଟକଣା ଜାରିକରିଛନ୍ତି । ହେଲେ ସରକାରଙ୍କ ନିୟମକୁ ଅବମାନନା କରି କିଛି ଅର୍ଥଲଗାଣକାରୀ ସଂସ୍ଥାର ଏଜେଣ୍ଟ ମାନେ ମହିଳା…

୭୨ଘଂଟିଆ ସଟଡାଉନ ଶୁଖୁଆ ପୋଡ଼ାରେ ଗଲା 

ମାଛ ନିଶାରେ ଭୁଲିଗଲେ ସାମାଜିକ ଦୁରତା ଓ ମାସ୍କ  ଓଡ଼ଗାଁ,(ଶ୍ରୀକାନ୍ତ ମିଶ୍ର) : ସଙ୍ଗରୋଧ ଗୃହରୁ ମୁକ୍ତ ହେବାର ୪ ଦିନ ପରେ କରୋନା ପଜେଟିବ ବାହାରିଥିବା କୋମଣ୍ଡର ଦାଦା ପୁତୁରାଙ୍କୁ ନୟାଗଡ଼ ଜିଲା୍ଲ ପ୍ରଶାସନ କୋଭିଡ ହସ୍ପିଟାଲ ପଠାଇବା ପରେ ସ୍ଥାନୀୟ ଅଂଚଳରେ ଭୟର ବାତାବରଣ ସୃଷ୍ଟି…