Sign in
Sign in
Recover your password.
A password will be e-mailed to you.
ଅସମୟରେ ଅସହାୟଙ୍କ ପାଖରେ ଠିଆ ହେଲା ସୋଆ : ବିଭିନ୍ନ ବସ୍ତିରେ ଶୁଖିଲା ଖାଦ୍ୟ ଓ ମାସ୍କ ବଣ୍ଟନ
ଭୁବନେଶ୍ୱର(ଶାସକ ପ୍ରଶାସକ): କରୋନା ମହାମାରୀରେ କବଳିତ ବିଭିନ୍ନ ବସ୍ତିର ଗରିବ ବେସାହାରା ଲୋକଙ୍କୁ ସହଯୋଗ ଓ ସହାୟତା ଯୋଗାଇଛି ଶିକ୍ଷା ଓ ଅନୁସନ୍ଧାନ ଡିମଡ଼ ବିଶ୍ୱବିଦ୍ୟାଳୟ । ଲକଡାଉନ ଯୋଗୁଁ ବସ୍ତିରେ ରହୁଥିବା ଗରିବ, ଦିନ ମଜୁରିଆ ଓ ଶ୍ରମିକ ଶ୍ରେଣୀର ଲୋକଙ୍କ ରୋଜଗାର ବନ୍ଦ ହୋଇଯାଇଛି ।…
କୋବିଦ ଅପଡେଟ :ଆଗାମୀ ସପ୍ତାହ ମଧ୍ୟରେ ୫୦୦୦ ନମୁନା ପରୀକ୍ଷା ପାଇଁ ଲକ୍ଷ୍ୟ ଧାର୍ଯ୍ୟ
ପଜିଟିଭ୍ ୬୦ : ୧୯ ସଂପୂର୍ଣ୍ଣ ସୁସ୍ଥ , ୧୦୪ ହସ୍ପିଟାଲ୍ ଆଇସୋଲେସନରେ
ଭୁବନେଶ୍ୱର(ଶାସକ ପ୍ରଶାସକ) ଗତକାଲି ମଧ୍ୟରାତ୍ରି ସୁଦ୍ଧା ଓଡ଼ିଶାରେ ୭୫୭୭ଟି ନମୁନା କୋଭିଡ୍-୧୯ ପରୀକ୍ଷା କରାଯାଇଛିା ବର୍ତ୍ତମାନ ସୁଦ୍ଧା ସମୁଦାୟ ୬୦ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତିା ୧୯ ଜଣ ରୋଗୀ ସଂପୂର୍ଣ୍ଣ…
ଅଚାନକ ଘୁ ଉଦୟଗିରିରେ ପହଁଚିଲେ ଏସପି
http://www.youtube.com/watch?v=2NUCcYR0cTA
ଘୁ ଉଦୟଗିରି/ଗଗନ କୁମାର ପ୍ରଧାନ : ଆଜି ସକାଳେ କନ୍ଧମାଳ ଆରକ୍ଷୀ ଅଧିକ୍ଷକ ପ୍ରତୀକ ସିଂ ଆତର୍କିତ ଭାବେ ଘୁ.ଉଦୟଗିରି ଡ୍ରାଇଭରେ ଆସିଥିଲେ I ଏହି ସମୟରେ ଜନଗହଳି ପୂର୍ଣ ସ୍ଥାନ ପରିଦର୍ଶନ କରି ଗହଳି ନ କରି ସାମାଜିକ ଦୂରତ୍ୱ ବଜାୟ ରଖିବା…
ମତ୍ସ୍ୟ ଓ ପ୍ରାଣୀସଂପଦ କ୍ଷେତ୍ରକୁ ସ୍ୱାଭାବିକ ସ୍ଥିତିକୁ ଫେରାଇ ଆଣି ପାଇଁ ନିଆଯାଉଛି ପଦକ୍ଷେପ : ଡ଼ ଅରୁଣ
http://www.youtube.com/watch?v=vf0qtL8p2KQ
ମତ୍ସ୍ୟ ଓ ପ୍ରାଣୀସଂପଦ ବିଭାଗ ଅଧିକାରୀ ଓ କର୍ମଚାରୀମାନଙ୍କୁ ସଦର ମହକୁମା ନଛାଡ଼ିବା ପାଇଁ ମନ୍ତ୍ରୀଙ୍କ ନିର୍ଦ୍ଦେଶ
ଏଭଳି ବିଶେଷ ପରିସ୍ଥିତିର ମୁକାବିଲା ପାଇଁ ଭବିଷ୍ୟତ ଯୋଜନା ପ୍ରସ୍ତୁତ କରିବା ପାଇଁ ପରାମର୍ଶ
ଭୁବନେଶ୍ୱର(ଶାସକ…
ପୋଲସରା ବ୍ଲକ, ଜିଲ୍ଲା ବାହାରେ ୧୬,୧୨୮ ଜଣ
ପୋଲସରା/ଡ଼ଃ କୁମୁଦ ଚନ୍ଦ୍ର ବେହେରା: ଗଞ୍ଜାମ ଜିଲ୍ଲା ପୋଲସରା ବ୍ଳକର ଜିଲ୍ଲା ବାହାରେ ୧୬,୧୨୮ ଜଣ ଥିବା ବେଳେ ଓଡ଼ିଶା ମଧ୍ୟରେ ଅନ୍ୟ ଜିଲ୍ଲାରେ ୬୦୩୯ ଜଣ, ଓଡ଼ିଶା ବାହାରେ ଅନ୍ୟ ରାଜ୍ୟରେ ୧୦୦୪୩ ଜଣ ଓ ଅନ୍ୟ ଦେଶରେ ୪୬ ଜଣ ଥିବା ପୋଲସରା ବିଡ଼ିଓ ଶମ୍ଭୁନାଥ ନନ୍ଦୀ ପ୍ରକାଶ କରିଛନ୍ତି।…
ବ୍ୟାଙ୍କ ମ୍ୟାନେଜରଙ୍କୁ ଅନୁକମ୍ପା ଦେଖେଇ କନ୍ଧମାଳ ସୀମା ପାର କରାଇବା ପଡିଲା ମହାଙ୍ଗା
ଘୁ. ଉଦୟଗିରି/ଗଗନ କୁମାର ପ୍ରଧାନ : ଭୁବନେଶ୍ୱର ଫେରନ୍ତା ଜଣେ ବ୍ୟାଙ୍କ ମ୍ୟାନେଜରଙ୍କୁ ଅନୁକମ୍ପା ଦେଖେଇ କନ୍ଧମାଳ ସୀମା ପାର କରେଇ ଘୁ.ଉଦୟଗିରି ସହରକୁ ପ୍ରବେଶ ନିମନ୍ତେ ଅନୁମତି ଦେବା କର୍ତ୍ତବ୍ୟରତ ଜଣେ ଏଏସଆଇଙ୍କୁ ମହାଙ୍ଗା ପଡ଼ିଛି । କର୍ତ୍ତବ୍ୟରେ ଅବହେଳା ପାଇଁ ଉକ୍ତ ଏଏସଆଇଙ୍କୁ…
ତୃତୀୟ ଦିନରେ ତିନି ଜିଲା ଗସ୍ତ, ଅଚାନକ ପାରାଦୀପ ପ୍ରବାସୀ ଶ୍ରମିକ ଶିବିରରେ ପାଣ୍ଡିଆନ
ଭୁବନେଶ୍ୱର (ଶାସକ ପ୍ରଶାସକ) ଗସ୍ତକ୍ରମର ତୃତୀୟ ଦିନରେ ୫ଟି ସଚିବ ଭି କେ ପାଣ୍ଡିଆନ ତୃତୀୟ ଦିବସରେ ତିନୋଟି ଜିଲ୍ଲା ଅନୁଗୋଳ, ଢେଙ୍କାନାଳ ଓ ଜଗତସିଂପୁର ଜିଲ୍ଲା ଗସ୍ତ କରିଛନ୍ତି | ଶ୍ରୀ ପାଣ୍ଡିଆନ ଉନ୍ନୟନ କମିଶନର ସୁରେଶ ମହାପାତ୍ରଙ୍କ ସହିତ କରିଥିବା ଏହି ତିନି ଜିଲ୍ଲା ଗସ୍ତ ଅବସରରେ…
ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ସହରାଇ ଓରାମଙ୍କ ପରଲୋକ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶୋକ
ବଡ଼ବିଲ (ଶାସକ ପ୍ରଶାସକ) ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ସହରାଇ ଓରାମଙ୍କର ଆଜି ଅପରାହ୍ନରେ ତାଙ୍କର ଭଦ୍ରାସାହି ସ୍ଥିତ ବାସଭବନରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କର ବୟସ ୯୦ ବର୍ଷ ହୋଇଥିଲା। ସେ ଦୀର୍ଘ ଦିନ ହେବ ଅସୁସ୍ଥ ଥିଲେ। ପ୍ରକାଶ ଥାଉ କି ଏକଦା ବିଜୁ ବାବୁଙ୍କ ଘନିଷ୍ଠ ଥିବା…
ଭିନ୍ନକ୍ଷମ, ଗରିବଙ୍କୁ ରନ୍ଧାଖାଦ୍ୟ ବାଣ୍ଟିଲା ବୁଗୁଡା ପୋଲିସ
ବୁଗୁଡା/ଡ଼ଃ କୁମୁଦ ଚନ୍ଦ୍ର ବେହେରା: ବୁଗୁଡା ପୋଲିସ ପକ୍ଷରୁ ଶୁକ୍ରବାର ଦିନ ଭିନ୍ନକ୍ଷମ ଓ ଗରିବ ଲୋକଙ୍କୁ ରାନ୍ଧଖାଦ୍ୟ ପ୍ରଦାନ କରିଥିବା ଦେଖିବାକୁ ମିଳିଛି। ବୁଗୁଡା ପୋଲିସ ଥାନା ଅଧିକାରୀ ଚିତ୍ତରଞ୍ଜନ ବେହେରାଙ୍କ ବ୍ୟକ୍ତିଗତ ତତ୍ତ୍ୱାବଧାନରେ ବୁଗୁଡା ପୋଲିସ ବାହିନୀ ରାସ୍ତା…
କାର୍ଯ୍ୟରତ ଥିବା ଠିକା କର୍ମଚାରୀଙ୍କୁ ଛଟେଇ, ଜିଲ୍ଲାପାଳଙ୍କଠାରେ ଅଭିଯୋଗ
ସୋନପୁର(ପ୍ରକାଶ ହାତୀ): ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଡାକ୍ତରଖାନାରେ କାର୍ଯ୍ୟରତ ଥିବା ଜଣେ ଚତୁର୍ଥ ଶ୍ରେଣି କର୍ମଚାରୀଙ୍କୁ ଛଟେଇ କରି ତାଙ୍କ ସ୍ଥାନରେ ଆଉ ଜଣେ ନୂତନ କର୍ମଚାରୀକୁ ନିଯୁକ୍ତି ଦିଆ ଯାଇଥିବା ଜିଲ୍ଲାପାଳଙ୍କ ଠାରେ ଅଭିଯୋଗ ହୋଇଛି । ବର୍ତ୍ତମାନ କରୋନା ପାଇଁ ଦେଶରେ…