କିଓସ୍କ ବ୍ୟାଙ୍କିଂରେ ହେରଫେର୍

ବଲାଙ୍ଗିର: ( ସ୍ୱତନ୍ତ୍ର ପ୍ରତିନିଧି ସନ୍ତୋଷ କୁମାର ଠାକୁର) କରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ସାରା ଦେଶରେ ଲକ୍ ଡାଉନ ଘୋଷଣା ହୋଇଛି |  ଏଭଲି ଘଡିସନ୍ଧି ମୁହୁର୍ତ୍ତରେ ଲକ୍ ଡାଉନ ପାଇଁ ସରକାର  ଗରିବ ଲୋକଙ୍କ ପାଇଁ ଗରିବ କଲ୍ୟାଣ ଯୋଜନାରେ ଜନଧନ ଖାତା ଥିବା ମହିଳା ମାନଙ୍କ…

ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୨୩ତମ ଶ୍ରାଦ୍ଧ ଦିବସ : ଜୀବନ ବିନ୍ଦୁ ରକ୍ତଦାନ ଶିବିର, ୩୦ ୟୁନିଟ ରକ୍ତ ସଂଗୃହୀତ 

ବଡ଼ବିଲ (ଶାସକ ପ୍ରଶାସକ) ପ୍ରବାଦ ପୁରୁଷ ସ୍ବର୍ଗତ ବିଜୁ ପଟନାୟକଙ୍କ ୨୩ତମ ଶ୍ରାଦ୍ଧ ଦିବସ ଅବସରରେ ବଡ଼ବିଲ ଟାଉନ ବିଜେଡି ପକ୍ଷରୁ ସ୍ଥାନୀୟ ବିକାଶ ମହଲରେ ଜୀବନ ବିନ୍ଦୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି। ପୂର୍ବାହ୍ନ ୧୦ଟାରେ ଚମ୍ପୁଆ ବିଧାୟିକା ଶ୍ରୀମତୀ ମିନାକ୍ଷୀ ମହାନ୍ତ ଏହି ରକ୍ତଦାନ…

ପୁଣ୍ୟତିଥିରେ ପ୍ରବାଦ ପୁରୁଷଙ୍କୁ ଦଳୀୟ ମୁଖ୍ୟାଳୟରେ ଭାବପୂର୍ଣ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର(ଶାସକ ପ୍ରଶାସକ)ପ୍ରବାଦ ପୁରୁଷ, ଭାରତ ବର୍ଷର ମୁକ୍ତି ଆନ୍ଦୋଳନର ଅନନ୍ୟ ଜନ ନାୟକ, ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ୨୩ ତମ ଶ୍ରାଦ୍ଧ ଦିବସ ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ଆଜି ନିରଡାମ୍ବର   ଭାବେ ପାଳିତ ହୋଇ ଯାଇଛି। ବିଜୁ ବାବୁଙ୍କ ତୈଳ ଚିତ୍ରରେ ରାଜ୍ୟ…

ଲୋକପ୍ରିୟ ଜଙ୍ଗଲ ପ୍ରଶାସକ କେ ଏସ ରାଜହଂସଙ୍କ ଦେହାନ୍ତ

ଭୁବନେଶ୍ୱର(ଶାସକ ପ୍ରଶାସକ) : ଅବସରପ୍ରାପ୍ତ ଲୋକପ୍ରିୟ ଜଙ୍ଗଲ ପ୍ରଶାସକ ତଥା ବରିଷ୍ଠ ଆଇପିଏସ ଅଫିସର ଅମିତାଭ ଠାକୁରଙ୍କ ଶଶୁର କେ.ଏସ. ରାଜହଂସଙ୍କର ପରଲୋକ ହୋଇଯାଇଛି । ଶ୍ରୀ ରାଜହଂସ ୧୯୬୩ ବ୍ୟାଚର ଆଇଏଫଏସ ଅଫିସର ଥିଲେ । ସେ କିଛି ବର୍ଷ ତଳେ ଅବସର ନେଇଥିଲେ । ସେ କର୍କଟ ରୋଗରେ ପିଡିତ…

କରୋନାଯୁଦ୍ଧର ଯୋଦ୍ଧା ସଫେଇ କର୍ମଚାରୀଙ୍କୁ ଗିପ୍ଟ ଦେଲେ ବିଧାୟକ ।

ପଦ୍ମପୁର-କରୋନା ଭୂତାଣୁ ଓ ମଣିଷ ଲଢେଇରେ ଯୋଦ୍ଧା ସାଜିଛନ୍ତି ସଫେଇ କର୍ମଚାରୀ ।କରୋନା କୁ ଦମନ କରିବା ପାଇଁ ତାଳବନ୍ଦ ଯୋଗୁଁ ଜନସାଧାରଣ ଘରୁ ପଦାକୁ ବାହାରୁ ନାହାନ୍ତି । ହେଲେ ସଫେଇ କର୍ମଚାରୀ ମାନେ ନିଜ ଜୀବନକୁ ବାଜି ଲଗେଇ ସହରକୁ ସଫାକରିବା ଦାଇତ୍ବ ନେଇଛନ୍ତି । ସେମାନେ ତାଙ୍କ…

ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ୧୪୦ ଦୋକାନୀଙ୍କୁ ସହାୟତା ରାଶି ପ୍ରଦାନ ।

ପଦ୍ମପୁର-କରୋନାକୁ ଦଯନ ପାଇଁ ତାଳାବନ୍ଦ ଏକମାତ୍ର ଉପାୟ । ତାଳାବନ୍ଦ ଯୋଗୁଁ ସମସ୍ତ ଦୋକାନ ବଜାର ବନ୍ଦ ରହିଛି । ରାସ୍ତା କଡରେ ଯେଉଁମାନେ ଦୋକାନ କରି ନିତିଦିନ ରୋଜଗାର କରି ଚଳୁଥିଲେ ତାଙ୍କ ବ୍ୟବସାୟ ବନ୍ଦ ରହିଛି । ଓଡ଼ିଶା ସରକାର ସେହି ଦୋକାନୀ ମାନଙ୍କୁ ସହାୟତା ରାଶି ଦେବାପାଇଁ ଘୋଷଣା…

ଗୁଜୁରାଟ ରେ ଫସିଥିବା ଦାଦନ ଶ୍ରମିକଙ୍କ ଦୁଃଖ ବୁଝିବା ପାଇଁ ସମାଜିକ କର୍ମୀ ଦୀପାଙ୍କ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ

ବରଗଡ଼ (ଶାସକ ପ୍ରଶାସକ) ତାଲା ଯୋଗୁଁ ଗୁଜୁରାଟରେ 2.5 ଲକ୍ଷରୁ ଅଧିକ ଓଡିଆ ପ୍ରବାସୀ ଶ୍ରମିକ ଦୁଃଖଦ ଅବସ୍ଥାରେ ଅଛନ୍ତି, କାରଣ ସେମାନେ ସଂକ୍ରମିତ କୋଠରୀରେ ରହୁଛନ୍ତି ଏବଂ ସଂକ୍ରମଣର ଆଶଙ୍କା ଏବଂ ଖାଦ୍ୟ ଅଭାବ ଏବଂ ଆୟ ନାହିଁ।ଏହି ଶ୍ରମିକମାନଙ୍କ ମଧ୍ୟରୁ ଅଧିକାଂଶ ସୁରଟର ବୟନ ଶିଳ୍ପରେ…

ପ୍ରଧାନମନ୍ତ୍ରୀ ମୋଦି ଏବଂ ଅମିତାଭ୍ ବଚ୍ଚନଙ୍କୁ ଧନ୍ୟବାଦ ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଆରୋଗ୍ୟ ସେତୁ ଆପକୁ  ଲୋକପ୍ରିୟ କରିବା ପାଇଁ ସେଲର ଉଦ୍ୟମ ଓ କରୋନା ମୁକାବିଲାରେ ତୈଳ କମ୍ପାନୀର କାର୍ଯ୍ୟକୁ ପ୍ରଶଂସା ପ୍ରସଙ୍ଗ • କରୋନା ଯୁଦ୍ଧରେ ଆମର ତୈଳ ରାଷ୍ଟ୍ରାୟତ ଉଦ୍ୟୋଗ ନିଷ୍ଠାପର ଉଦ୍ୟମ କରୁଛନ୍ତି • ଅମିତାଭ ବଚ୍ଚନଙ୍କ ଶବ୍ଦ ଆମର କରୋନା ଯୋଦ୍ଧାଙ୍କୁ ଅଧିକ ଉତ୍ସାହ ପ୍ରଦାନ…

“କୌଣସି ଶିକ୍ଷାନୁଷ୍ଠାନ ପିଲାମାନଙ୍କ ଠାରୁ ଫି ଆଦାୟ କରିପାରିବେ ନାହିଁ …. ଲକଡାଉନ ଉଠିବା ସହ…

କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟର ପରାମର୍ଶ କ୍ରମେ ଏଆଇସିଟିଇ ବିଭିନ୍ନ ଶିକ୍ଷାନୁଷ୍ଠାନ ଜାରି କଲା ନିର୍ଦ୍ଦେଶ  ନୂଆଦିଲ୍ଲୀ (ଶାସକ ପ୍ରଶାସକ) : କୋଭିଡ-19 ମହାମାରୀ ଯୋଗୁଁ ଦେଶ ବର୍ତ୍ତମାନ ଲକଡାଉନ ଅବଧି ମଧ୍ୟରେ ଗତି କରୁଛି । ଏହାକୁ ଲକ୍ଷ୍ୟରେ ରଖି ଛାତ୍ରଛାତ୍ରୀଙ୍କ ସ୍ଵାର୍ଥ…

 “ଦାଦନ ଶ୍ରମିକଙ୍କ ରହିବା, ଖାଇବା ଓ ନିରପତ୍ତା ସୁନିଶ୍ଚିତ କର” 

 ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ପତ୍ର ଲେଖିଲେ କ୍ୟାବିନେଟ ସଚିବ ନୂଆଦିଲ୍ଲୀ/ଶାସକ ପ୍ରଶାସକ : କୋଭିଡ-19 ସଂକ୍ରମଣକୁ ଆଖିଆଗରେ ରଖି ଘୋଷିତ ଲକଡାଉନ କାଳରେ ବିଭିନ୍ନ ରାଜ୍ୟରେ ଅଟକି ରହିଥିବା ଦାଦନ ଶ୍ରମିକମାନଙ୍କ କଲ୍ୟାଣ ପ୍ରତି ଭାରତ ସରକାର ଯଥେଷ୍ଟ ଗୁରୁତ୍ଵ ଦେଉଛନ୍ତି । ଏହାକୁ…