Sign in
Sign in
Recover your password.
A password will be e-mailed to you.
ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ହିତାଧିକାରୀ ଙ୍କୁ କାର୍ଯ୍ୟାଦେଶ ବଣ୍ଟନ କଲେ ରେଙ୍ଗାଲି ବିଧାୟକ
ସମ୍ବଲପୁର (ରମାକାନ୍ତ ବିଶ୍ବାଳ ): ଆଜି ସମ୍ବଲପୁର ମହାନଗର ନିଗମ ଅଧିନ ୱାର୍ଡ ନଂ - ୪୧ ଅଞ୍ଚଳରେ ରହୁଥୁବା ହିତାଧିକାରି ଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ ବାସଗୃହ ନିର୍ମାଣ ପାଇଁ କାର୍ଯ୍ୟାଦେଶ ବଣ୍ଟନ କରାଯାଇଥିଲା । ୱାର୍ଡ ନଂ - ୪୧ ରେ ଏହି ଯୋଜନା ରେ ସମୁଦାୟ ୧୩୫ ଜଣ…
ପ୍ରଫେସର ନାରାୟଣ ପୃଷେଠଙ୍କ ୭୮ ତମ ଜୟନ୍ତୀ
ବରଗଡ଼(ଶାସକ ପ୍ରଶାସକ) -ବିଶିଷ୍ଟ ସାହିତ୍ୟକ ସ୍ୱର୍ଗତ ନାରାୟଣ ପୃଷେଠଙ୍କ ୭୮ ତମ ଜନ୍ମ ଜୟନ୍ତୀ ସ୍ଥାନୀୟ ଅଗ୍ରଗାମୀ ଯୁବକ ସଂଘ ପରିସରରେ ପାଳିତ ହୋଇ ଯାଇଛି । ପ୍ରଫେସର ନାରାୟଣ ପୃଷେଠ ସ୍ମୃତି ସମିତି ବରଗଡ଼ ପକ୍ଷରୁ ସ୍ଥାନୀୟ ଅଗ୍ରଗାମୀ ଯୁବକ ସଂଘର ରାଧାବଲ୍ଲଭ ମିଶ୍ର ସ୍ମାରକୀ ହଲ ଠାରେ…
ରାକ୍ଷସ ସାଜିଲେ କୁଳନନ୍ଦନ : ଅମାନୁଷିକ ଭାବେ ନେଲେ ବାପାର ଜୀବନ
http://www.youtube.com/watch?v=EEm0mTN6k6Y
ବୁଗୁଡ଼ା / ଡ଼ କୁମୁଦ ରଞ୍ଜନ ବେହେରା : ପୁଅ ସାଜିଲେ ରାକ୍ଷସ ଆଉ ଘଟାଇଲେ ବର୍ବର କାଣ୍ଡ | ଜନ୍ମଦାତା ପିତାଙ୍କୁ ଅତ୍ୟନ୍ତ ଅମାନୁଷିକ ଭାବେ ହତ୍ୟା କଲେ | ଆଉ ଆକ୍ରମଣରେ ମା ବି ବାଡ଼ ପଡିଲେନି | କାରଣ ଅସ୍ପଷ୍ଟ ହେଲେ ବି ପୁଅ କେମିତି…
ଡେଙ୍ଗୁ, ମ୍ୟାଲେରିଆ ଓ କୋଭିଡ୍-୧୯ ନିରାକରଣ ସମ୍ପର୍କିତ ବୈଠକ
ଚମ୍ପୁଆ,(ଶାସକ ପ୍ରଶାସକ) : ବଡ଼ବିଲ ପୌରପାଳିକା ଅଂଚଳରେ ଡେଙ୍ଗୁ, ମ୍ୟାଲେରିଆ ଏବଂ ମହାମାରୀ କରୋନା (କୋଭିଡ୍-୧୯) ନିରାକରଣ ସମ୍ପର୍କିତ ଏକ ବୈଠକ ପୌରପାଳିକା ସଭାଗୃହଠାରେ ଅନୁଷ୍ଠିତ ହୋଇଯାଇଛି । କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକରେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ବୈଠକରେ ଚମ୍ପୁଆ…
ଶେଷରେ ବଦଳିଲେ ବିବାଦୀୟ ବିଡ଼ିଓ
ବାରିପଦା(ଦିଲ୍ଲୀପ ମହାନ୍ତି )- ବିଳମ୍ବରେ ହେଲେ ମଧ୍ୟ ଶେଷରେ ବାରିପଦା ବ୍ଲକର ବିବାଦୀୟ ବିଡ଼ିଓ ସରୋଜ କୁମାର ଦାଶ ବଦଳିଲେ । ଜୁନ ୧୯ରେ ବିଡ଼ିଓ ଶ୍ରୀଦାଶ ଆକୁଳ ଚନ୍ଦ୍ର ନାଏକଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଥିବାର ଜଣାପଡ଼ିଛି । ସେହିପରି ବାରିପଦା ପୌର ପରିଷଦର ଅତିରିକ୍ତ ଦାୟିତ୍ୱ…
ଆଜି ରାଜ୍ୟରେ ରେକର୍ଡ : କରୋନା ଯୋଦ୍ଧାଙ୍କ ପାଇଁ ବଡ ସଫଳତା
ଗୋଟିଏ ଦିନରେ ସୁସ୍ଥ ହୋଇ ଘରକୁ ଫେରିଲେ ୨୩୭ ଜଣ
ଭୁବନେଶ୍ୱର : କରୋନାରେ ରାଜ୍ୟରେ ଆଉ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି ସର୍ବକାଳୀନ ରେକର୍ଡ ହୋଇଛି ରୋଗୀ ସୁସ୍ଥ ହେବାରେ | ଆଜି ସୁସ୍ଥ ହୋଇ ଘରକୁ ଫେରିଛନ୍ତି ୨୩୭ ଜଣ | ଫଳରେ ରାଜ୍ୟରେ କରୋନାରେ ସୁସ୍ଥ ହୋଇଥିବା ଲୋକଙ୍କ ସଂଖ୍ୟା …
ଯୋଗାଣ ସହାୟକଙ୍କ ନାଁ ରେ ଦୁଷ୍କର୍ମ ଅଭିଯୋଗ : ଏସ.ପି ଙ୍କ ଦ୍ୱାରସ୍ଥ ହେଲେ ଆଠମାସର ଗର୍ଭବତୀ ଯୁବତୀ
ବିବାହର ପ୍ରତିଶୃତି ଦେଇ ଯୁବତୀକୁ ଦୁଷ୍କର୍ମ ଅଭିଯୋଗ । ନ୍ୟାୟ ପାଇଁ ବାରଦୁଆର ଗର୍ଭବତୀ ଯୁବତୀ ।
ମୁରିବାହଲ୍ /ଟିଟିଲାଗଡ-ଗୌରବ ଦର୍ଜି : ଏମିତି ଏକ ସମ୍ୱେଦନଶୀଳ ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା ମୁରିବାହାଲ ଥାନା ଚଲକି ଗାଁ ରେ । ଗତ ସେପ୍ଟେମ୍ୱର ମାସରେ ଜଣେ ନାବାଲିକାକୁ ବିବାହ ହେବାର…
ରଥଯାତ୍ରା ନେଇ ଅଦାଲତକୁ ଭୂଲ ତଥ୍ୟ ଦେଇଥିବାରୁ ମୁଖ୍ୟମନ୍ତ୍ରୀ, ସାଲଭେ, ଆଇନମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବଙ୍କ ନାଁରେ…
ପୁରୀ(ଅନିମେଶ ପଟ୍ଟନାୟକ) : ରାଜ୍ୟ ସରକାର ମାନ୍ୟବର ଅଦାଲତଙ୍କୁ ଭୁଲ ତଥ୍ୟ ଦେଇଛନ୍ତି। ସରକାରଙ୍କ ତରଫରୁ ହରିଶ ସାଲଭେ ରଥଯାତ୍ରା ହେଲେ ୧୦ରୁ୧୨ ଲକ୍ଷ ଲୋକ ହେବେ ବୋଲି ଏକ ଭିତ୍ତିହୀନ ତଥ୍ୟ ଉପସ୍ଥାପନ କରିଥିଲେ ବୋଲି ଅଭିଯୋଗ ଆଣିଛି ଯୁବ କଂଗ୍ରେସ । ଏ ନେଇ ଯୁବ କଂଗ୍ରେସ ତରଫରୁ…
ଓଡିଶା ସମେତ ୬ ରାଜ୍ୟରେ ଲୋକର୍ପିତ ହେଲା “ଗରିବ କଲ୍ୟାଣ ରୋଜଗାର ଅଭିଯାନ”
http://www.youtube.com/watch?v=h55wTgBFTAs
ବିହାର ଖଗରିଆ ଜିଲ୍ଲା ବେଲଦାଉର ବ୍ଲକର ତେଲିହାର ଗ୍ରାମରୁ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ହେଲା ଶୁଭାରମ୍ଭ
• ଓଡିଶା ପକ୍ଷରୁ ପ୍ରତିନିଧିତ୍ବ କଲେ ପଞ୍ଚାୟତିରାଜ,ପାନୀୟ ଜଳ, ନଗରଉନ୍ନୟନଓ ଗୃହନିର୍ମାଣ ତଥା ଆଇନ ମନ୍ତ୍ରୀ ପ୍ରତାପ ଜେନା
•…
ଆଜି ରାଜ୍ୟରେ ୧୭୯ ଜଣ କରୋନା ପଜିଟିଭ ଚିହ୍ନଟ
ଭୁବନେଶ୍ୱର : ସର୍ବାଧିକ ଗଂଜାମ ଜିଲ୍ଲାରୁ ୫୭ ଜଣଙ୍କୁ ମିଶାଇ ଆଜି ରାଜ୍ୟରେ ୧୭୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି | ସେମାନଙ୍କ ମଧ୍ୟରୁ କ୍ଵାରେଣ୍ଟାଇନରୁ ୧୫୦ ଚିହ୍ନଟ ହୋଇଥିବା ବେଳେ ଅନ୍ୟ ୨୯ ଜଣ ସାଧାରଣ ଅଂଚଳରୁ | ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ପଜିଟିଭଙ୍କ…