ନୟାଗଡ ମାଟିରେ ସହିଦ ଚନ୍ଦ୍ରକାନ୍ତଙ୍କ ପାର୍ଥିବ ଶରୀରରେ ଅଶ୍ରୁଳ ଶ୍ରଦ୍ଧାସୁମନ 

http://www.youtube.com/watch?v=rR87c6Jy5b8 ନୟାଗଡ(ବିଶ୍ୱଜିତ ନାୟକ) : ବୀର ଯବାନ ଚନ୍ଦ୍ରକାନ୍ତଙ୍କୁ ହରାଇ ଏ ମାଟି ଝୁରୁଛି, ଗାଁ କାନ୍ଦୁଛି | ଦେଶମାତୃକା ପାଇଁ ସୀମାରେ ସହିଦ ହୋଇଥିବା ଓଡିଶା ମାଟିର ସୁଯୋଗ୍ୟ ସନ୍ତାନ କନ୍ଧମାଳର ଚନ୍ଦ୍ରକାନ୍ତଙ୍କ ପାର୍ଥିବ ଶରୀର ଆଜି ଯାଉଥିବା…

କୋଭିଡ୍-୧୯ ପରିସ୍ଥିତିରେ ଜୀବନ ଜୀବିକା ସୁରକ୍ଷା ଦିଗରେ କୃଷିର ଗୁରୁତ୍ୱପୁର୍ଣ୍ଣ ଭୂମିକା ରହିଛି –  ମନ୍ତ୍ରୀ…

  http://www.youtube.com/watch?v=d2UMTlV1fNU ଖରିଫ ଚାଷ ପରିପ୍ରେକ୍ଷୀରେ ବରିଷ୍ଠ କୃଷି ବରିଷ୍ଠ ଅଧିକାରୀମାନଙ୍କ ସହ ଭିଡ଼ିଓ କନଫରେନସିଙ୍ଗରେ ମନ୍ତ୍ରୀ ନେଲେ ବୈଠକ ଚାଷୀମାନେ ସମ୍ମୁଖୀନ ହେଉଥିବା ସମସ୍ୟା ଗୁଡିକର ତୁରନ୍ତ ସମାଧାନ କରିବା ଉପରେ ଗୁରୁତ୍ୱ ପ୍ରତି ୧୫…

ନିଖୋଜ ହେବାର ୮ଦିନ ପରେ,ମହାନଦୀ ଟାପୁରୁ ପଦ୍ମଲୋଚନଙ୍କ ଗଳିତ ଶବ ଉଦ୍ଧାର 

 ସମ୍ବଲପୁର (ରମାକାନ୍ତ ବିଶ୍ବାଳ ): ସମ୍ବଲପୁର ଜିଲା ଧନକଉଡା ବ୍ଲକ ବୁର୍ଲାଥାନା ଚିପିଲିମା ଫାଣ୍ଡି ଅନ୍ତର୍ଗତ କର୍ଡୋଲା ଗ୍ରାମର ଜଣେ ବିବାହିତ ଯୁବକ ଗତ ଗୁରୁବାର ଦିନରୁ ନିଖୋଜ ଥିବାବେଳେ,୮ଦିନ ପରେ ଧନକଉଡା ବ୍ଲକ କୁଦ ଗୁଣ୍ଡେରପୁର ପଞ୍ଚାୟତ କୁଦ ତବଡା ମହାନଦୀ ମଝିସ୍ଥିତ ଏକ ବୁଦାରୁ…

ଶୁକ୍ରବାର ମଧ୍ୟପ୍ରଦେଶ ରାଜ୍ୟସଭା ନିର୍ବାଚନ : ଭୋପାଲରେ ରାଷ୍ଟ୍ରୀୟ ଉପାଧ୍ୟକ୍ଷ  ବୈଜୟନ୍ତ 

ଭୋପାଲ /ଭୁବନେଶ୍ୱର(ଏସପିବି) : ଶୁକ୍ରବାର ବହୁ ପ୍ରତିକ୍ଷିତ ମଧ୍ୟପ୍ରଦେଶ ରାଜ୍ୟସଭା ନିର୍ବାଚନ ଅନୁଷ୍ଠିତ  ହେବାକୁ ଥିବା ବେଳେ ବିଜେପିର ବରିଷ୍ଠ  ନେତା ତଥା କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକରଙ୍କ ସହ ବୁଧବାର ଭୋପାଳରେ ପହଞ୍ଚିଛନ୍ତି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା । ରାଜ୍ୟସଭା…

ଗଲୱାନ ଶହୀଦଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି 

ପଦ୍ମପୁର-ଗତ ୧୬ ତାରିଖରେ ଗଲୱାନ ଘାଟିରେ ଚୀନ ସୈନ୍ୟ  ମାନଙ୍କ ସହିତ ବୀରତ୍ବ ସହକାରେ ଲଢି ଦେଶ ମାତୃକା ପାଇଁ ଜୀବନ ଉତ୍ସର୍ଗ କରିଥିବା କୋଡିଏ ଜଣ ଶହୀଦ ଯବାନଙ୍କ ଉଦ୍ଦେଶ୍ୟରେ, ଆଜି ସନ୍ଧ୍ୟାରେ ପଦ୍ମପୁର ରି - କ୍ରିଏସନ ସେଣ୍ଟର ଠାରେ ଏକ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇଥିଲା  । ଅଶୋକ…

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ରାଜ୍ୟବ୍ୟାପୀ କାର୍ଯ୍ୟକାରୀ କରିବାକୁ କ୍ୟାବିନେଟ ନିଷ୍ପତ୍ତି 

"ସବୁ ସେଇ ଲୀଳାମୟଙ୍କ ଇଛା, ତାଙ୍କ ଇଛାକୁ ସମ୍ମାନ ଦେବା ହିଁ ପ୍ରକୃତ ଭକ୍ତି "  ଭୁବନେଶ୍ୱର : ସବୁ କାଳିଆ ଠାକୁରଙ୍କ ଇଛା | ସେ ବିଶ୍ୱ ନିୟନ୍ତା | ତାଙ୍କରି ଇଛାରେ ସବୁ ଚାଲିଛି | ଆମେ ନିମିତ୍ତ ମାତ୍ର ବୋଲି ଉଲ୍ଲେଖ କରି ଆଣି କ୍ୟାବିନେଟ ସଂକଳ୍ପ ଗୃହୀତ ହେବା ସହ ମାନ୍ୟବର ସୁପ୍ରିମ…

 ଟ୍ରକ ଚାଳକଙ୍କୁ ମାଡ ମାରି ଟଙ୍କା ଲୁଟ, ୩ ଗିରଫ  

ସମ୍ବଲପୁର (ରମାକାନ୍ତ ବିଶ୍ବାଳ ): ଟ୍ରକ ଚାଳକ ଙ୍କୁ ମାଡ ମାରି ଟଙ୍କା ଲୁଟ l ଏଭଳି ଘଟଣା ଘଟିଛି ସମ୍ବଲପୁର - କଟକ ରାଜରାସ୍ତା ର ଅନଗୁଳ ଜ଼ିଲ୍ଲା ହଣ୍ଡପା ଥାନା ଅଂଚଳରେ l କଟକ ରୁ ସମ୍ବଲପୁର ଆସୁଥିବା ଟ୍ରକ ଚାଳକ ଙ୍କୁ ନିସ୍ତୁକ ମାଡ ମାରି ଟଙ୍କା ଲୁଟ କରାଯାଇଛି l  ଟ୍ରକ  ଚାଳକ ସିଜ଼ାଦ…

ଗୋଶାଳା ଗ୍ରୀଡରୁ ଗାଁ ଚିପିଲିମାକୁ ବିଦ୍ୟୁତ ସଂଯୋଗ ପ୍ରକ୍ରିୟାକୁ ଦୃଢ ବିରୋଧ: କାମ ସ୍ଥଗିତ 

ସମ୍ବଲପୁର(ରମାକାନ୍ତ ବିଶ୍ବାଳ ):  ସମ୍ବଲପୁର ହୀରାକୁଦ ଓ୍ବେସ୍କୋ ଡିଭିଜନ ଅନ୍ତର୍ଗତ ଗୋଶାଳା ଗ୍ରୀଡ ତୁଲଣ୍ଡି ଫିଡରରୁ ଚିପିଲିମା ଗ୍ରାମକୁ ବିଦ୍ୟୁତ ସଂଯୋଗ ପାଇଁ ଓ୍ବେସ୍କୋ ପକ୍ଷରୁ ଯୋଜନା ଅନୁଯାୟୀ ଯୁଦ୍ଧକାଳୀନ ଭିତ୍ତିରେ ପ୍ରକ୍ରିୟା ଜାରିଥିବାବେଳେ, ଖୁଣ୍ଟପୋତା କାମ ଚାଲିଥିଲା l ହେଲେ…

ଭାରତ-ଚାଇନାର ଗଲ୍‌ଓ୍ଵାନ ଠାରେ ଶହୀଦ ଯବାନଙ୍କ ଉଦ୍ଦେଶ୍ୟରେ ଏଓବିଏସ୍ଓ ଛାତ୍ର ସଂଘ ତରଫରୁ ଶ୍ରଦ୍ଧାଞ୍ଜଳି ।

 ଭୁବନେଶ୍ୱର : ଭାରତ ଚାଇନାର ଗଲ୍‌ଓ୍ଵାନ ସୀମାରେ  ଦୁଇ ଓଡ଼ିଆ ଯବାନ ଚନ୍ଦ୍ରକାନ୍ତ ପ୍ରଧାନ ଓ ନନ୍ଦୁରାମ ସୋରେନଙ୍କ ସହ ଭାରତର ୨୦ଜଣ ଯବାନ ସହିଦ ହେବା ଖବର ପ୍ରତ୍ୟେକ ଭାରତୀୟ ତଥା ଓଡ଼ିଆ ମାନଙ୍କ ମନକୁ ବ୍ୟଥିତ କରିଛି। ଦେଶମାତୃକାର ସୁରକ୍ଷା ପାଇଁ ନିୟୋଜିତ ଏହି ମନହନ ସପୁତମାନେ ସେମାନଙ୍କ…

ମୃତ ଦାଦନ ଶ୍ରମିକଙ୍କ ପରିବାରକୁ ସହାୟତା ଯୋଗାଇଲା ଯୁବ ଯାଦବ ମହାସଭା

ଟିଚିଲାଗଡ ( ଗୌରବ ଦର୍ଜି) : ତେଲେଙ୍ଗାନାକୁ ଯାଇ ମୃତ୍ୟୁ ମୁଖରେ ପଡିଥିବା ପଞ୍ଚାନନ ବଗର୍ତ୍ତିଙ୍କ ପରିବାରକୁ ସହଯୋଗର ହାତ ବଢାଇଛି କଳାହାଣ୍ଡି ଜିଲ୍ଲା ଯୁବ ଯାଦବ ମହାସଭା । ବଲାଙ୍ଗିର ଜିଲ୍ଲା ଟିଟିଲାଗଡ ବ୍ଲକ ସୁର୍ଡା ଗାଁର ପଞ୍ଚାନନ ବଗର୍ତ୍ତି ତେଲେଙ୍ଗାନାକୁ ଦାଦନ ଖଟିବାକୁ ଯାଇଥିଲେ ।…