Sign in
Sign in
Recover your password.
A password will be e-mailed to you.
ଓଡିଶାରେ ଜଳ ଜୀବନ ମିଶନର ଶିଥିଳତା : ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀଙ୍କ ପତ୍ର
ମିଶନ ବାବଦ ୨୦୨୦-୨୧ ପାଇଁ ୮୧୨ କୋଟି ଟଙ୍କାର କେନ୍ଦ୍ରୀୟ ଅନୁମୋଦନ
ନୂଆଦିଲ୍ଲୀ (ଏସପିବି) ଓଡିଶାରେ ଜଳ ଜୀବନ ମିଶନ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀ ଶ୍ରୀ ଗଜେନ୍ଦ୍ର ସିଂ ଶେଖାୱତ ମୁଖ୍ୟମନ୍ତ୍ରୀଙ୍କୁ ଏକ ପତ୍ର ଲେଖିଛନ୍ତି । ଏହି ମିଶନକୁ ତ୍ୱରାନ୍ୱିତ…
ସମ୍ବଲପୁର ଜ଼ିଲ୍ଲା ବିଜେଡି ପକ୍ଷରୁ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି
ସମ୍ବଲପୁର (ରମାକାନ୍ତ ବିଶ୍ବାଳ ): ଭାରତ-ଚୀନ ସୀମାନ୍ତରେ ସହିଦ ହୋଇଥିବା ଭାରତର ୨୦ ଜଣ ବୀର ଯବାନଙ୍କୁ ଆଜି ସମ୍ବଲପୁର ଜ଼ିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ଆଜି ସଂଧ୍ୟାରେ ସ୍ଥାନୀୟ ନେଲସନ ମଣ୍ଡେଲା ଶହୀଦ ଛକ ରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ଜିଲା…
ଶୋକାକୁଳ ବଡ଼ଚମ୍ପାଉଦା , ଲୁହରେ ହେଲା ସଭିଙ୍କ ଆଖି ଓଦା
ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ଜନ୍ମମାଟିରେ ସହିଦ ନୁଦୁରାମ ସୋରେନଙ୍କ ଶେଷକୃତ୍ୟ ସମ୍ପନ୍ନ
ନୁଦୁରାମ ଅମର ରହେ ଧ୍ୱନୀରେ ପ୍ରକମ୍ପିତ ହେଲା ରାଇଙ୍ଗପୁର ଉପଖଣ୍ଡର ଗଗନପବନ
ବାରିପଦା(ଦିଲ୍ଲୀପ ମହାନ୍ତି )- ଚୀନ ସେନା ଆକ୍ରମଣରେ ସହିଦ ହୋଇଥିବା ଓଡ଼ିଆ ଯବାନଙ୍କ ପାର୍ଥିବ ଶରୀର ଆଜି ପୂର୍ବାହ୍ନ…
ମୟୁରଭଞ୍ଜ କଲେଜ ଅଫ୍ ଏକାଉଣ୍ଟେନସି ଏଣ୍ଡ ମେନେଜମେଣ୍ଟ ତରଫରୁ ଶହୀଦ ଯବାନମାନଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି
ବାରିପଦା (ଦିଲ୍ଲୀପ ମହାନ୍ତି ) - ଭାରତ-ଚୀନ ସୀମାରେ ଶହୀଦ ହୋଇଥିବା ୨୦ ଜଣ ବୀର ଯବାନମାନଙ୍କ ଉଦେ୍ଧଶ୍ୟରେ ବାରିପଦା ମହାରାଜପୁରସ୍ଥିତ ମୟୁରଭଞ୍ଜ କଲେଜ ଅଫ୍ ଆକାଉନଟେନସି ଏଣ୍ଡ ମ୍ୟାନେଜମେଂଟର ଜାତୀୟ ସେବା ଯୋଜନା ଆନୁକୂଲ୍ୟରେ ଏନ.ଏସ.ଏସ. ସ୍ୱେଚ୍ଛାସେବୀ, ପ୍ରୋଗ୍ରାମ ଅଫିସର ,…
ଡି.ଆର.ଡି.ଏ. ବିଜ୍ଞାପନରେ ଏସ.ଟି. ବର୍ଗପାଇଁ ସଂରକ୍ଷଣ ଆଇନ ଉଲଂଘନ, ସଂଶୋଧିତ ବିଜ୍ଞପ୍ତି ପ୍ରକାଶନ ପାଇଁ ଦାବୀ
ବାରିପଦା (ଦିଲ୍ଲୀପ ମହାନ୍ତି ) - ମୟୂରଭଞ୍ଜ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପକ୍ଷରୁ ଗତ ଜୁନ ୬ରେ ପତ୍ର ସଂଖ୍ୟା ୫୬୧୪ ଦ୍ୱାରା ପ୍ରକାଶ ପାଇଥିବା ବିଜ୍ଞପ୍ତି ଜରିଆରେ ଜିଲ୍ଲାରେ ୪୨ ଗୋଟି ଚୁକ୍ତି ଭିତିକ ଗ୍ରାମ ରୋଜଗାର ସେବକ ନିଯୁକ୍ତି ପାଇଁ ଆବେଦନ ପତ୍ର ଆହ୍ୱାନ କରାଯାଇଛି । ଉକ୍ତ…
ପ୍ରାକୃତିକ ବିପର୍ଯ୍ୟୟରୁ ରକ୍ଷା ପାଇବା ନିମନ୍ତେ ମକଡ୍ରିଲ କାର୍ଯ୍ୟକ୍ରମ
ବାରିପଦା (ଦିଲ୍ଲୀପ ମହାନ୍ତି ) - ବିଭିନ୍ନ ପ୍ରକାର ପ୍ରାକୃତିକ ବିପର୍ଯ୍ୟୟ ତଥା ବନ୍ୟା , ବାତ୍ୟା ଆଦିରୁ ରକ୍ଷା ପାଇବା ସହିତ ସଚେତନତାର ସହିତ କିଭଳି ପ୍ରପିଡିତ ଲୋକମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇ ପାରିବ ସେଥିନିମନ୍ତେ ଆଜି ମୟୂରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦଭାବନା…
ପ୍ରଫେସର ଦୀପକ ବେହେରା ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର କୁଳପତି ନିଯୁକ୍ତ
ବଲାଙ୍ଗୀର (ନିରୋଜ ମିଶ୍ର) : ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ନୂତନ କୁଳପତି ଭାବରେ ପ୍ରଫେସର ଦୀପକ କୁମାର ବେହେରାଙ୍କୁ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ସମ୍ପ୍ରତି ସେ ସମ୍ବଲପୁର ବିଶ୍ୱବିଦ୍ୟାଳୟର କୁଳପତି ଭାବରେ ଦାୟିତ୍ୱ ନିର୍ବାହ କରୁଛନ୍ତି। ତାଙ୍କ କାର୍ଯ୍ୟଦକ୍ଷତା ଓ ପରିଚାଳନା କୌଶଳ କୁ…
ଭାରତ ଓ ଚିନ୍ ସୀମାରେ ସହିଦ ବୀର ସୈନିକଙ୍କ ପ୍ରତି ବେଲଗାଁ ଯୁବ ଗୋଷ୍ଠୀଙ୍କ ପକ୍ଷରୁ ଶ୍ରଦ୍ଧାଞ୍ଜଳି
ବେଲଗାଁ, ଟିଟିଲାଗଡ (ଗୌରବ ଦର୍ଜି)- ଲଦାଖ ସୀମାନ୍ତ ଗଲୱ।ନ ଘାଟି ଠାରେ ଗତ ମଙ୍ଗଳବାର ଦିନ ଭାରତ ଓ ଚୀନ ସୈନିକ ଙ୍କ ମଧ୍ୟ ରେ ହୋଇଥିବା ସଂଗ୍ରାମ ରେ ୨୦ଜଣ ଭାରତୀୟ ସହିଦ ହୋଇଛନ୍ତି । ସେମାନ ଙ୍କୁ ସମଗ୍ର ଦେଶବାସୀ ଅନ୍ତରରୁ ସଲାମ ଜଣାଉଛନ୍ତି । ଏଥିରେ ଓଡିଶା ର ୨ଜଣ ସୈନିକ ସହିଦ ହୋଇ ଓଡିଶା…
ଅବକାରୀ ବିଭାଗ ଦ୍ଵାରା ଦେଶୀ ମଦ ଜବତ
ବଲାଙ୍ଗିର, (ଟିଟିଲାଗଡ /ଗୌରବ ଦର୍ଜି) : ଜିଲ୍ଲା ଅବକାରୀ ଅଧ୍ୟକ୍ଷକ ସିଦ୍ଧସ୍ବର ବେସ୍ରାଙ୍କ ନିର୍ଦ୍ଦେଶକ୍ରମେ ଓ ବଲାଙ୍ଗିର ସଦର ଆଇଆଇସି ପ୍ରମୋଦ କୁମାର ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଦେଓଗାଁ ଥାନା ଅନ୍ତର୍ଗତ ବିଡିଘାଟ ଅଂଚଳରୁ ୨୪ ଲିଟର ଦେଶୀ ମଦ…
ସରିଲା ଛତିସା ନିଯୋଗ ବୈଠକ, ଝୁଲିଲା ନିଷ୍ପତ୍ତି
ଅଦାଲତଙ୍କ ନିଷ୍ପତ୍ତିକୁ ଅପେକ୍ଷା , ରାଜ୍ୟ ସରକାରଙ୍କୁ ବି ଅନୁରୋଧ
ସମସ୍ତଙ୍କ ଗୋଟିଏ କଥା "ଜଗନ୍ନାଥଙ୍କ ରଥ ଗଡୁ"
ପୁରୀ(ଅନିମେଶ ପଟ୍ଟନାୟକ) : ଶେଷ ହେଲା ଛତିସା ନିଯୋଗ ବୈଠକ। ପୁଣି ଝୁଲିଲା ନିଷ୍ପତ୍ତି । ସୁପ୍ରିମକୋର୍ଟଙ୍କ ଗତକାଲିର ରାୟ ଓ ରାଜ୍ୟ ସରକାରଙ୍କ କ୍ୟାବିନେଟ ନିଷ୍ପତ୍ତି…