3 ଗାଁ କଣ୍ଟେନମେଣ୍ଟ ଓ 11 ଗାଁ ବଫର ଜୋନ ଘୋଷଣା କଲେ ଜିଲାପାଳ 

ହାଟଡିହି(ମକରଧ୍ବଜ ଜେନା) -କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ହାଟଡିହି ବ୍ଲକ ପଞ୍ଚୁଗୋଛିଆ ପଞ୍ଚାୟତ ହୀରାପୁର ଗ୍ରାମରେ ରେ ରବିବାର ଜଣେ କରୋନା ଆକ୍ରାନ୍ତ ଚି଼ହ୍ନଟ ହୋଇଥିଲେ |  ପରେ ଜିଲାପାଳ ଆଶିଷ ଠାକରେ ହୀରାପୁର,ମୁଗୁପୁର,ସର୍ବେଶ୍ୱରପୁର ଗ୍ରାମ କୁ ରବିବାର ସନ୍ଧ୍ୟା 6 ଟା ରୁ…

ଗର୍ଭବତୀ ମହିଳା ଙ୍କ ସହ 4 ଜଣ ପ୍ରବାସୀ ଓଡ଼ିଆ ଫେରିଲେ

ହାଟଡିହି,/ ମକରଧ୍ୱଜ ଜେନା -କେନ୍ଦୁଝର ଜିଲ୍ଲା ହାଟଡ଼ିହି ବ୍ଲକ ଗେଡ଼ମା ପଞ୍ଚାୟତ ର  5 ଜଣ ପ୍ରବାସୀ ଓଡ଼ିଆ ଫେରିଛନ୍ତି.ଏମାନେ ସୁରଟ ରୁ ଭଦ୍ରକ ଆସୁଥିବା ବସ ରେ ଗତ ଶନିବାର ଆସିଥିଲେ. ରବିବାର ବ୍ଲକ ପ୍ରଶାସନ ଏମାନଙ୍କୁ ଭଦ୍ରକ ରୁ ହାଟଡିହି ଆଣିଥିଲେ. ପରେ ସମସ୍ତ ଙ୍କୁ ପଞ୍ଚାୟତ…

ଲକ୍ ଡାଉନ୍ ସମୟରେ ଏମଜିନରେଗା ଅନ୍ତର୍ଗତ  ଅଧିକା ଲୋକଙ୍କୁ ନିଯୁକ୍ତି ପାଇଁ ବ୍ୟାପକ ଯୋଜନା

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ପ୍ରଶାସନ ତରଫରୁ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ସୁନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ୨୦୨୦-୨୦୨୧ ଆର୍ଥିକ ବର୍ଷରେ ଅଧିକା ରୁ ଅଧିକା ଗ୍ରାମୀଣ ଲୋକଙ୍କୁ ନିଯୁକ୍ତି ଦେବା ପାଇଁ ଅନୁମୋଦିତ କାର୍ଯ୍ୟ ଖସଡ଼ା ମୁତାବକ ବହୁତ ଗୁଡିଏ…

ଏମ୍‌ସିଏଲର ନୂତନ ବୈଷୟିକ ନିର୍ଦ୍ଦେଶକ (ଯୋଜନା ଓ ପରିଯୋଜନା) ଭାବେ ବବନ ସିଂଙ୍କ ଯୋଗଦାନ  

ସମ୍ବଲପୁରରୁ ରମାକାନ୍ତ ବିଶ୍ବାଳ :  ସମ୍ବଲପୁର ମହାନଦୀ  କୋଇଲା କମ୍ପାନୀ (ଏମ୍‌ସିଏଲ)ର ନୂତନ ବୈଷୟିକ ନିର୍ଦ୍ଦେଶକ (ଯୋଜନା ଓ ପରିଯୋଜନା) ଭାବେ ଶନିବାର ବବନ ସିଂ କାର୍ଯ୍ୟରେ ଯୋଗ ଦେଇଛନ୍ତି । ତାଙ୍କୁ ଅଧିକାରୀ, କର୍ମଚାରୀମାନେ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରିଛନ୍ତି। ୧୯୮୫ରେ ସେ ଧାନବାଦ…

ପ୍ରଥମ ଥର ସୁରତ ରୁ ବୋୖଦ୍ଧ ଜିଲ୍ଲା କୁ ଫେରିଲେ 68 ଶ୍ରମିକ

ବୋୖଦ୍ଧ(ଦୋଳଗୋବିନ୍ଦ ନାଏକ) : ବାହାର ରାଜ୍ୟରେ ଫସି ରହିଥିବା ଓଡିଆ ବସ ମାଧ୍ୟରେ ଦିନକୁ ଦିନ ଘର ମୁହାଁ ହେଉଛନ୍ତି । ଆଜି ବୌଦ୍ଧ ଜିଲ୍ଲାରେ ପ୍ରଥମ ପ୍ରବାସୀ ଓଡିଆ ସୁରତ ରୁ ଏକ ବସ ଯୋଗେ ପହଁଚିଛନ୍ତି । ଏଥିରେ ବୌଦ୍ଧ ଜିଲାର ୬୮ ଜଣ ରହିଥିବା ବେଳେ କନ୍ଧମାଳ ଜିଲ୍ଲାର ୪ ଜଣ ମିଶାଇ ବସରେ…

ଅସହାୟ ପ୍ରବାସୀ ଶ୍ରମିକଙ୍କ ଘରବାହୁଡା ରେଳ ଭଡା ବହନ କରିବ ଜାତୀୟ କଂଗ୍ରେସ 

ନୂଆଦିଲ୍ଲୀ : ପ୍ରବାସରୁ ଫେରୁଥିବା ପ୍ରତି ଅସହାୟ ଶ୍ରମିକଙ୍କ ରେଳ ଭଡା ବହନ କରିବା ଭାରତୀୟ ଜାତୀୟ କଂଗ୍ରେସ | ଲକ ଡାଉନ ସମୟରେ ଶ୍ରମିକ ଖଟିଖିଆ ତଥା ପ୍ରବାସୀଙ୍କ ଦୁର୍ଦ୍ଦଶା ବିଷୟରେ ବହୁବାର ଉଠାଇ ଆସିଥିବା କଂଗ୍ରେସ ଏବେ ନିଜ ନିଜ ରାଜ୍ୟର  ପ୍ରବାସୀ ଶ୍ରମିକଙ୍କ ଦୁର୍ଦ୍ଦିନରେ ଠିଆ ହେବା…

ମାଓପ୍ରବଣ ସୁନାବେଡା ଅଭୟାରଣ୍ୟ ଭିତରେ କୋରୋନା ସଚେତନତା

ନୂଆପଡା/ ଅମିତ ପୁରୋହିତ : ନୂଆପଡା ଜିଲା ଓ ଛତିଶଗଡ ସୀମାରେ ଲମ୍ବି ରହିଛି ସୂନାବେଡା ପାହାଡମାଳା, ଯାହକି ବର୍ତ୍ତମାନ ସମୟରେ ଅଭୟାରଣ୍ୟ ଭାବରେ ଘୋଷିତ ହୋଇସାରିଛି । ଏହି ଅଭୟାରଣ୍ୟ   ମଧ୍ୟରେ ବାସକରନ୍ତି ଦୁଇଟି ପ୍ରମିଟିଭ ଟ୍ରାଇବାଲ କମ୍ୟୁନିଟି ଚକୋଟିଆ ଓ ଭୁଞ୍ଜିଆ  । ସେମାନଙ୍କ ବିକାଶ…

୧୪୬ ପ୍ରାଥମିକ ଶିକ୍ଷକ, ୬୦ଜଣ ମାଧ୍ୟମିକ ଶିକ୍ଷକଙ୍କୁ କାରଣଦର୍ଶାଅ ନୋଟିସ 

ନୂଆପଡା/ ଅମିତ ପୁରୋହିତ :   କୋରୋନା ମୁକାବିଲା ପାଇଁ ସାରା ଦେଶ ତତ୍ପରତାର ସହ  ଲଢେଇ କରୁଥିଲାବେଳେ ଖିଲାପି କର୍ମଚାରୀ ଙ୍କ ବିରୁଦ୍ଧରେ କଡା ଆଭିମୁଖ୍ୟ ପୋଷଣ କରାଯାଇଛି । ଏହି କ୍ରମରେ ରାଜ୍ୟସରକାର ଙ୍କ ନିଦେ୍ର୍ଧଶକ୍ରମେ ନୂଆପଡା ଜିଲାପାଳ ଙ୍କ ପରିପତ୍ର ସଂଖ୍ୟା ୮୪୮ ଦିନାଙ୍କ ୨୬/୪/୨୦୨୦…

ପ୍ରବାସୀ ଶ୍ରମିକଙ୍କ ଘର ବାହୁଡା ,ସ୍ୱତନ୍ତ୍ର ବସ ଯୋଗେ ଘରକୁ ଫେରିଲେ  ୧୦୬ଜଣ ଶ୍ରମିକ

ନୂଆପଡା/ ଅମିତ ପୁରୋହିତ :   କରୋନା ପାଇଁ ତାଲାବନ୍ଦ ହୋଇ ନିଜ ଘରଠାରୁ ଦୁରରେ ଆଘୋଷିତ ବନ୍ଦିପ୍ରାୟ ଜିବନ ବିତାଉଥିବା ନୂଆପଡା ର ୧୦୬ଜଣ ଶ୍ରମିକଙ୍କ ଘରବାହୁଡା ହୋଇଛି ।  ମିଳିଥିବା ସୂଚନା ମୁତାବକ ନୁଆପଡା ଜିଲା ସଦରବ୍ଲକ ର ଭାଲେଶ୍ୱର ବୁଢିପାଲି,ଖଇରାନି,ସାହିପଲା,ଧରମବନ୍ଧା,ନୂଆପଡା…

ଘରକୁ ଫେରାଇନେବାପାଇଁ ପ୍ରବାସୀ ଶ୍ରମିକଙ୍କ ଆକୁଳ ନିବେଦନ

ନୂଆପଡା/ ଅମିତ ପୁରୋହିତ :  କୋରୋନା ମୁକାବିଲା କରିବା ପାଇଁ ତାଲବନ୍ଦ ଯୋଗୁଁ ରାଜ୍ୟ ବାହାରେ ଫସିରହିଥିବା ଶମିକ ମାନଙ୍କ ଧର୍ଯ୍ୟଚ୍ୟୁତି ହେବାକୁ ବସିଲାଣି । ନିଜ ଭିଟାମାଟି ଠାରୁ ବହୁ ଦୁରକୁ କେବଳ ନିଜ ପରିବାର ପ୍ରତିପୋଷଣ ପାଇଁ ସେମାନେ ଚାଲି ଯାଇଥିଲେ । କିନ୍ତୁକରୋନାର ହାହାକାର ଭିତରେ…