Sign in
Sign in
Recover your password.
A password will be e-mailed to you.
ଜନସାଧାରଣ ହିତପାଇଁ ମଙ୍ଗଳା କିଷାନ ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କୁ ଲେଖିଲେ ଚିଠି
ସୁନ୍ଦରଗଡ଼(ହୋରାଚାନ୍ଦ ଦେଉରିଆ) :- ରାଜଗାଙ୍ଗପୁର ସହରର ଜନସାଧାରଣ ପାଇଁ ଆଉ ୫୦୦ ଶହ ରାସନ କାର୍ଡ ଯୋଗାଇ ଦେବା ପାଇଁ ଓଡ଼ିଶା ସରକାର ଙ୍କ ଖାଦ୍ୟ ଯୋଗାଣ ବିଭାଗ ର ମନ୍ତ୍ରୀ ଶ୍ରୀଯୁକ୍ତ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ଙ୍କୁ ଅନୁରୋଧ କରିଛନ୍ତି ରାଜଗାଙ୍ଗପୁର ର ପୂର୍ବତନ ବିଧାୟକ ଶ୍ରୀଯୁକ୍ତ…
ଦୁଇ ବାଇକ ଚୋର ସମେତ ଗୋଟିଏ ମୋବାଇଲ ଚୋର ଗିରଫ
ସୁନ୍ଦରଗଡ଼/ ହୋରାଚାନ୍ଦ ଦେଉରିଆ :- ଆଜି ସୁନ୍ଦରଗଡ଼ ଟାଉନ ପୋଲିସ ପକ୍ଷରୁ ଦୁଇଟି ବାଇକ ଚୋର ଏବଂ ଗୋଟିଏ ମୋବାଇଲ ଚୋର କୁ ଗିରଫ କରିଛି | ପ୍ରାପ୍ତ ସୂଚନା ରୁ ଜାହାଜଣାପଡିଛି ଦୁଇ ବାଇକ ଚୋର କିଛିଦିନ ଆଗରୁ ମହେଶଡ଼ିହି ଅଞ୍ଚଳରୁ ଗୋଟିଏ ବାଇକ ଚୋରୀ କରିଥିବା ବେଳେ ଆଜି ସେହି ଚୋରୀ ବାଇକ ଯୋଗେ…
ସିଂହଦ୍ୱାର ବଡଦାଣ୍ଡ ମନା ଥିଲା, ଏବେ ସ୍ୱର୍ଗଦ୍ୱାର ମହୋଦଧି ବି
ପୁରୀ (ଶାସକ ପ୍ରଶାସକ) ଶ୍ରୀମନ୍ଦିର ମନା ଥିଲା, ସିଂହଦ୍ୱାର ମନାଥିଲା | ତାପରେ ବଡ ଦାଣ୍ଡ ବି ହେଲା ବାରଣ | ଏବେ ମନା ବି ହେଲା ସ୍ୱର୍ଗ ଦ୍ୱାର , କରୋନା ସାଜିଛି କାରଣ | କରୋନା ପାଇଁ ଆସନ୍ତାକାଲି ଠାରୁ ପୁରୀ ସ୍ୱର୍ଗଦ୍ୱାରରେ ଜିଲ୍ଲା ବାହାରର କୌଣସି ମୃତକଙ୍କ ଶବ ସତ୍କାର ଉପରେ ଲାଗିଲା…
କୁଟୁରାଚୁଆଁ କଲେଜରେ ବନ ମହୋତ୍ସବ ଓ ପରିବେଶ ଉପରେ କବିତା ପାଠ l
ସମ୍ବଲପୁର-କୁଚିଣ୍ଡା, (ରମାକାନ୍ତ ବିଶ୍ବାଳ ): କୁଚିଣ୍ଡା ଉପଖଣ୍ଡ ଅନ୍ତର୍ଗତ କୁଟୁରାଚୁଆଁ କଲେଜ ରେ ଆଜି କୁଚିଣ୍ଡା ରେଞ୍ଜ ଆନୁକୁଲ୍ୟରେ ସାମାଜିକ ଦୁରତା ପାଳନ କରି ବନମୋହେତ୍ସବ ପାଳିତ ହୋଇଯାଇଅଛି। ଏହି ଅବସରରେ କଲେଜ ର ଅଧକ୍ଷ ସୁବାଷ ନାଏକ , କବି ଓ ସମାଜ ସେବୀ ଅଲେଖ ପତୀ, କୁଚିଣ୍ଡା…
ସମ୍ବଲପୁର ବିଶ୍ୱବିଦ୍ୟାଳୟ ୧୩ ପର୍ଯ୍ୟନ୍ତ ସଟ୍ ଡାଉନ୍ l
ସମ୍ବଲପୁର(ରମାକାନ୍ତ ବିଶ୍ବାଳ ) : ଜିଲ୍ଲାରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଥିବା ବେଲେ ଏହାକୁ ନଜରରେ ରଖି ସମ୍ବଲପର ବିଶ୍ୱବିଦ୍ୟାଳୟ କୁ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଦୀପକ କୁମାର ବେହେରା ୭ ଦିନ ପାଇଁ ସଟ୍ ଡାଉନ୍ ଘୋଷଣା କରିଛନ୍ତି । ମଙ୍ଗଳବାର ଜୁଲାଇ ୭ ତାରିଖରୁ ଜୁଲାଇ…
ସ୍ବାଧୀନ ଏକତା ସଂଗଠନ ପକ୍ଷରୁ ଗ୍ରୀନ୍ ରେଙ୍ଗାଲି ଅଭିଯାନର ଶୁଭାରମ୍ଭ
ସମ୍ବଲପୁର, (ରମାକାନ୍ତ ବିଶ୍ବାଳ ): ସମଗ୍ର ରେଙ୍ଗାଲି ଅଞ୍ଚଳକୁ ଗ୍ରୀନ୍ ଯୋନରେ ପରିଣତ କରିବା ପାଇଁ ସଂକଳ୍ପ ନେଇ ଥିବା ରେଙ୍ଗାଲି ଅଞ୍ଚଳର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ସ୍ବାଧୀନ ଏକତା ସଂଗଠନ ଓ ରେଙ୍ଗାଲି ବନାଞ୍ଚଳ ମିଲିତ ଆନୁକୂଲ୍ୟରେ ମଙ୍ଗଳବାର ସ୍ଥାନୀୟ ଦୁର୍ଗା ମନ୍ଦିର…
ରେଙ୍ଗାଲି ପ୍ରେସ୍ ୟୁନିଅନ ପକ୍ଷରୁ ଦିବ୍ୟାଙ୍ଗଙ୍କୁ ହୁଇଲ ଚେୟାର ପ୍ରଦାନ
ସମ୍ବଲପୁର/ (ରମାକାନ୍ତ ବିଶ୍ବାଳ ): ବିଭିନ୍ନ ସମୟରେ ସମାଜର ଭିନ୍ନ ଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାମ କରି ରେଙ୍ଗାଲି ଅଞ୍ଚଳରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ରେଙ୍ଗାଲି ପ୍ରେସ୍ ୟୁନିଅନ(ଛାପା ଗଣମାଧ୍ୟମ ୟୁନିଅନ ) ପକ୍ଷରୁ ମଙ୍ଗଳବାର ଧନକଉଡା ବ୍ଲକ ଶାସନ ରାନୀଖିଣ୍ଡା…
ପୃଷ୍ଠପୋଷକତାର ଅଭାବ : ତିନୋଟି ସ୍ୱତନ୍ତ୍ର ଟ୍ରେନ ବନ୍ଦ ହେବ
ଭୁବନେଶ୍ୱର (ଶାସକ ପ୍ରଶାସକ) : ରାଜ୍ୟ ଭିତରେ ଜରୁରୀକାଳୀନ ଯାତାୟତ ଏବଂ ଲକ୍ଡାଉନ ସମୟରେ ଅଟକି ରହିଯାଇଥିବା ଅସହାୟ ଯାତ୍ରୀମାନଙ୍କୁ ସେମାନଙ୍କ ଗନ୍ତବ୍ୟସ୍ଥଳରେ ପହଂଚାଇବା ପାଇଁ ଜନସାଧାରଣଙ୍କ ଦାବିକୁ ଦୃଷ୍ଟିରେ ରଖି, ପୂର୍ବତଟ ରେଳବାଇ ପକ୍ଷରୁ ଜୁନ ୮ ତାରିଖରୁ ୩୦ ତାରିଖ ମଧ୍ୟରେ ରାଜ୍ୟ…
ଅସହାୟତା ଓ ଦୈନ୍ୟତା ଭିତରେ ନିଶ୍ୱାସ ଗଣି ଗଣି ଜୀଉଁଛନ୍ତି ଇନ୍ଦ୍ର
ଅନ୍ୟ ସହାୟତା କଥା ଚୁଲୀକୁ ଯାଉ : ବୟସ ୯୦ ଛୁଇଁଲାଣି, ହେଲେ ବାର୍ଦ୍ଧକ୍ୟ ଭତ୍ତାଟିଏ ବି ମିଳିନି
ବରଗଡ(ଶାସକ ପ୍ରଶାସକ) :- ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ରାଜବୋଡ଼ାସମ୍ବର ବ୍ଲକ ବୁଢାମାଲ ଗ୍ରାମ ପଞ୍ଚାୟତ ର ଲୁହାଖାନ ଗ୍ରାମରେ ନିଜର ସ୍ତ୍ରୀ ଓ ଜଣେ ଅବିବାହିତ ଝିଅ ସହିତ ଏକ…
ଚୋରମରା ହତ୍ୟା କାଣ୍ଡର ଖୋଲିଲା ଗୁମର : ଧରା ପଡ଼ିଲେ 4 ହତ୍ୟାକାରୀ, ଜଣେ ଫେରାର।
ଟିଟିଲାଗଡ (ଗୌରବ ଦର୍ଜୀ)-ଆଜି ଟିଟିଲାଗଡ ପୋଲିସ କୁ ଏକ ବଡ଼ ସଫଳତା ମିଳିଛି। ଟିଟିଲାଗଡ ଥାନା ଅଧୀନରେ ଥିବା ଚୋରମରା ଗାଁ ରେ ପାହାଡ ନିକଟରୁ ଗତ ଜୁଲାଇ 2 ତାରିଖ ସଂଧ୍ୟାରେ ଏକ ମୃତ ଦେହ ପଡ଼ିଥିବା ଟିଟିଲାଗଡ ପୋଲିସ ଖବର ପାଇ ଉକ୍ତ ସ୍ଥାନକୁ ପହଞ୍ଚି ଥିଲେ। କିନ୍ତୁ ତାହା ରାତି ହୋଇ ଯିବାରୁ…