ବୁଡେନ ଅଞ୍ଚଳର ଅସହାୟଙ୍କୁ ସହଯୋଗର ହାତ ବଢାଇଲେ ଜଟାଧାରୀ ଓ ଜୟଜବାନ କ୍ଳବର ଯୁବଗୋଷ୍ଠୀ ।

ପଦ୍ମପୁର-କରୋନା ଭୂତାଣୁ ଦିନକୁ ଦିନ ତାର କାୟା ବିସ୍ତାର କରିବାରେ ଲାଗିଛି।କରୋନାକୁ ଦମନ ପାଇଁ ସାରା ଦେଶରେ ତାଲା ବନ୍ଦ । ଏହି ତାଲା ବନ୍ଦ ଗରିବ ଖଟିଖିଆ ତଥା ଦୈନିକ କାମକରି ଚଳୁଥିବା ଲୋକଙ୍କ ପାଇଁ ଏକ କାଳ ସଦୄଶ୍ୟ ହୋଇଯାଇଛି । ଗରିବ ଅସହାୟ ଲୋକ ବହୁ କଷ୍ଟରେ ଦିନ ଅତିବାହିତ କରୁଥିବା …

ସଙ୍ଗରୋଧ କେନ୍ଦ୍ର ଅନୁଧ୍ୟାନ କଲେ ଉପଜିଲ୍ଲାପାଳ ଓ ଅନ୍ୟ ଅଧିକାରୀ

ପାଇକମାଲ(ଶାସକ ପ୍ରଶାସକ) :- ଆସନ୍ତା କିଛି ଦିନ ମଧ୍ୟରେ ଅନ୍ୟ ରାଜ୍ୟରେ ରହୁଥିବା ଶ୍ରମିକ ଶ୍ରେଣୀର ଲୋକମାନେ ନିଜ ନିଜ ଘରକୁ ବା ଗ୍ରାମକୁ ଫେରିବେ । ସେମାନେ ନିଜ ଅଞ୍ଚଳକୁ ଫେରିବା ପରେ ପ୍ରଥମେ 14 ଦିନ ସରକାରୀ ସଙ୍ଗରୋଧ କେନ୍ଦ୍ରରେ ରହିବେ । ଏଥିପାଇଁ ରାଜ୍ୟ ସରକାର ପ୍ରତ୍ୟେକ ପଂଚାୟତ ରେ…

କେରଳରୁ ଫେରୁଛନ୍ତି ଗଜପତି ଜିଲ୍ଲା ମୋହନା ବ୍ଳକର ୪୪ଜଣ ଶ୍ରମିକ ଭାଇଭଉଣୀ

http://www.youtube.com/watch?v=afUc1OkZlI4 ପାରଳାଖେମୁଣ୍ଡି/ବାଳକୃଷ୍ଣ ପାଣିଗ୍ରାହୀ : କେରଳର ଏର୍ଣ୍ଣାକୁଳମରୁ ଗୋଟିଏ ଟ୍ରେନ ବାହାରିଛି। ସେଥିରେ ଗଜପତି ଜିଲ୍ଲା ମୋହନା ବ୍ଳକର ୪୪ଜଣ  ଶ୍ରମିକ ଭାଇଭଉଣୀ ଆସୁଛନ୍ତି। ସେମାନେ ଆସନ୍ତା କାଲି ସକାଳ ୬ ଘଣ୍ଟା ସମୟରେ ଗଞ୍ଜାମ ଜିଲ୍ଲାର…

କୋବିଦ ପାଇଁ ଜିଲ୍ଲା ପର୍ଯ୍ୟବେକ୍ଷକ ଯୋଗାଣ ସଚିବ ବୀର ବିକ୍ରମ ଯ।ଦବଙ୍କ ରାୟଗଡା ଜିଲ୍ଲା ଗସ୍ତ

ରାୟଗଡ଼ା/ସରୋଜ ସାହୁ .- ରାୟଗଡା ଜିଲ୍ଲା ପାଇଁ ନିଯୁକ୍ତ କୋବିଦ-୧୯  ପର୍ଯ୍ୟବେକ୍ଷକ ଶ୍ରୀ ବୀର ବିକ୍ରମ ଯାଦବ ଯାଦବ  ଜିଲ୍ଲା ଗସ୍ତରେ ଆସି କରୋନା ମୁକାବିଲା ନିମନ୍ତେ ପ୍ରସ୍ତୁତିକୁ ସମୀକ୍ଷା କରିଛନ୍ତି । ରାୟଗଡ଼ା ବ୍ଲକର ମାଲିଗାଁ  ,ବଡ଼ ଆଲୁବାଡି ଅସ୍ଥାୟୀ ସ୍ବାସ୍ଥ୍ୟ ଶିବିର ଓ…

କ୍ୱାରାଣ୍ଟାଇନ୍ ନିୟମ ପାଳନ ନକରିବା ବା କ୍ୱାରାଣ୍ଟାଇନ୍ କେନ୍ଦ୍ରରୁ ଲୁଚି ପଳାଇବା ଏକ ଆଇନଗତ ଅପରାଧା-ମୁଖ୍ୟ ଶାସନ…

ପ୍ରବାସୀ ଓ ସ୍ଥାନୀୟ ଗ୍ରାମବାସୀ ସରକାରଙ୍କ କାର୍ଯ୍ୟରେ ସହଯୋଗ କରିବା ଉଚିତ  ଅବହେଳା ଓ ବିଶୃଙ୍ଖଳାକାରୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଚେତାବନୀ ଭୁବନେଶ୍ୱର (ଶାସକ ପ୍ରଶାସକ) : ରାଜ୍ୟ ବାହାରୁ ଓଡ଼ିଶାକୁ ଆସିଥିବା ଓଡ଼ିଆ ଲୋକମାନଙ୍କ ପାଇଁ କ୍ୱାରାଣ୍ଟାଇନ୍ ବାଧ୍ୟତାମୂଳକ ବୋଲି…

ପ୍ରବାସୀଙ୍କୁ ନିଜ ପଂଚାୟତ ସଂଗରୋଧ ଗୃହରେ ରଖିବା ନିରାପଦ ନୁହେଁ

ଓଡ଼ଗାଁ / ଶ୍ରୀକାନ୍ତ ମିଶ୍ର: ଲକଡାଉନ ଫସିରହିଥିବା ପ୍ରବାସୀ ଓଡ଼ିଆ ମାନଙ୍କୁ ନିଜଗାଁ ନିକଟ ସଂଗରୋଧ ଗୃହରେ ରଖିବା, ପଂଚାୟତ ଓ ଅଂଚଳବାସୀଙ୍କ ପାଇଁ ସଂକ୍ରମଣର ଆସଙ୍କା ସୃଷ୍ଟି କଲାଣି । ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ପନ୍ତିଖାରୀ ପଂଚାୟତ ମଶାବାରୀ ଗ୍ରାମର ୩ ଯୁବକ ପଞ୍ଜିକୃତ ପରେ ଗାଡିକରି…

କରୋନା ମୁକାବିଲା : ଜିଲ୍ଲା ପ୍ରଶାସନ ପକ୍ଷରୁ ଏସଏଚଜି ପ୍ରସ୍ତୁତ କରୁଛନ୍ତି ୪ ଲକ୍ଷ ମାସ୍କ 

http://www.youtube.com/watch?v=-OB-Qxm-a3A ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : କରୋନାର ଉଚିତ ମୁକାବିଲା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତେ ମାସ୍କ ପିନ୍ଧିବା ବାଧ୍ୟତା ହୋଇଛି।  ଏହି ପରିପ୍ରେକ୍ଷୀରେ ମାସ୍କର ଅଭାବନୀୟ ପରିସ୍ଥିତିକୁ ପୁରଣ କରିବା ପାଇଁ…

ଜିଲାକୁ ଫେରିବେ ୬୦ହଜାରରୁ ଉର୍ଦ୍ଧ ପ୍ରବାସୀ ଶ୍ରମିକ

ନୂଆପଡା(ଅମିତ ପୁରୋହିତ) : କରୋନା ମୁକାବିଲା ପାଇଁ ସରକାର ଙ୍କ ପକ୍ଷରୁ ଘୋଷିତ ୪୦ଦିନିଆ ତାଲା ବନ୍ଦ କାରଣରୁ ନୂଆପଡା ଜିଲାର ପାଖାପାଖି ୬୦୦୦୦ ଶ୍ରମିକ ଅନ୍ୟରାଜ୍ୟ ଅବା ଅନ୍ୟ ଜିଲାରେ ଫସିରହିଛନ୍ତି । ରାଜ୍ୟସରାକର ଙ୍କ ନିଦେ୍ର୍ଧଶ ମୁତାବକ ବର୍ତ୍ତମାନ ସେମାନଙ୍କୁ ନିଜ ଜିଲାକୁ ଫେରାଇଆଣିବାର…

ନୂଆପଡା ଜିଲାରେ ୧୧ରୁ  ରବି ମଣ୍ଡି ଆରମ୍ଭ, ୨୨୦୦୦ କୁଇଣ୍ଟାଲ ଧାନ କ୍ରୟ ଲକ୍ଷ୍ୟ

ନୂଆପଡା(ଅମିତ ପୁରୋହିତ ): ନୂଆପଡା ଜିଲାପାଳ ଙ୍କ ସମ୍ମିଳନୀ କକ୍ଷରେ ଚଳିତ ରବି ଋତୁପାଇଁ ଧାନକ୍ରୟ ସମ୍ବନ୍ଧୀୟ ଜିଲାସ୍ତରିୟ ଆଲୋଚନା ସଭା ସମାପ୍ତ ହୋଇଯାଇଛି ।  ନୂଆପଡା ଜିଲାପାଳ  ମଧୁସ୍ମିତା ସାହୁ ଙ୍କ ଅଧ୍ଧକ୍ଷତାରେ ଆୟୋଜିତ ଏହି ସଭାରେ କଳାହାଣ୍ଡି ସାଂସଦ ବସନ୍ତ କୁମାର ପଣ୍ଡା, ନୂଆପଡା…

ଗାଁ ଲୋକ ଚାନ୍ଦା କରି ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡ କୁ ଦେଲେ 30000 ଟଙ୍କା

ବରଗଡ :- କୋବିଡ଼ 19 ମୁକାବିଲା ପାଇଁ ସରକାରଙ୍କର ସହିତ ବର୍ତ୍ତମାନ ରାଜ୍ୟ ବାସୀ ଅଣ୍ଟା ଭିଡି ପ୍ରସ୍ତୁତ ହେଇଗଲେଣି । ସମେସ୍ତ ଏହି ମହାମାରୀ ସହିତ ମୁକାବିଲା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କର ଅନୁରୋଧ କ୍ରମେ ସାଧ୍ୟ ମତେ ନିଜର ଯୋଗଦାନ ଦେବା ପାଇଁ ସ୍ୱତଃପ୍ରବୃତ ଭାବରେ ଆଗେଇ ଆସୁଛନ୍ତି…