Sign in
Sign in
Recover your password.
A password will be e-mailed to you.
କରୋନା ଯୋଦ୍ଧାଙ୍କୁ ସମ୍ମାନ : ଆକାଶମାର୍ଗରୁ କିମ୍ସରେ ପୁଷ୍ପବୃଷ୍ଟି କଲା ବାୟୁସେନା
ଭୁବନେଶ୍ୱର(ଶାସକ ପ୍ରଶାସକ) : କରୋନା ସଂକ୍ରମିତଙ୍କୁ ଚିକିତ୍ସା ଜାରି ରଖିଥିବା କରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇବାକୁ ଭାରତର ବିଭିନ୍ନ କୋଭିଡ୍ ହସ୍ପିଟାଲ୍ଗୁଡ଼ିକରେ ରବିବାର ବାୟୁସେନା ପକ୍ଷରୁ ଆକାଶମାର୍ଗରୁ ପୁଷ୍ପବୃଷ୍ଟି କରାଯାଇଛି । କରୋନା ଭୂତାଣୁ ସଂକ୍ରମିତଙ୍କୁ ଚିକିତ୍ସା କରି…
ପ୍ରେସ ୟୁନିୟନ ରାୟଗଡ ତରଫରୁ କରୋନା ସଚେତନତା କାର୍ଯ୍ୟକ୍ରମ
ରାୟଗଡ(ସରୋଜ ସାହୁ): ବିଶ୍ଵ ପ୍ରେସ ଦିବସ ଅବସରରେ ରାୟଗଡ ବ୍ଲକର ବଡ଼ ଈରୁକୁବାଡି ପଞ୍ଚାୟତ ଅନ୍ତର୍ଗତ ନାକିଟି ଗ୍ରାମରେ ପ୍ରେସ ୟୁନିୟନ ରାୟଗଡ ତରଫରୁ ବର୍ତ୍ତମାନ ସମଗ୍ର ବିଶ୍ଵକୁ କବଳିତ କରିଥିବା ମହାମାରୀ କରୋନା ଭୂତାଣୁ ଯେଉଁ ଭଳି ଭାବେ କାୟା ବିସ୍ତାର କରି ଚାଲିଛି ଏଥିରୁ ଆମ ଦେଶ ଭାରତ ଓ…
ଅଗ୍ନି ବିପନ୍ନଙ୍କୁ ସହାୟତାର ହାତ ବଢ଼ାଇଲେ ସାମାଜିକ ସଂଗଠନ
ହାଟଡିହି/ ମକରଧ୍ବଜ ଜେନା : କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ହାବଳେଶ୍ୱର ପଞ୍ଚାୟତ ଡିମିରିଆ ଗ୍ରାମ ରେ ଗ୍ୟାସ ଟାଙ୍କି ଫାଟି ଅଗ୍ନିକାଣ୍ଡ ଘଟି ସମସ୍ତ ଜିନିଷ ଜଳି ପୋଡି ଯାଇଥିଲା । ଏମିତି କି କେବଳ ପିନ୍ଧା ଲୁଗା ଛାଡି ଆଉ ସମସ୍ତ ଦ୍ରବ୍ୟ ଅଗ୍ନି ରେ ଭସ୍ମୀଭୂତ ହୋଇଯାଇଛି.ଖବର ପାଇ…
ବାହାର ରାଜ୍ୟ ଫେରନ୍ତା ଙ୍କ ପାଇଁ ପଞ୍ଚାୟତ ରେ ନାମ ପଞ୍ଜିକରଣ
ହାଟଡିହି/ ମକରଧ୍ବଜ ଜେନା -କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଅଧୀନରେ 31 ଟି ପଞ୍ଚାୟତ ରହିଛି | ଏ ଅଞ୍ଚଳ ରୁ ହଜାର ହଜାର ଲୋକ ବାହାର ରାଜ୍ୟ ରେ ରୁହନ୍ତି | ନିଜ ଘର କୁ ଫେରିବା ପାଇଁ ସରକାର ଙ୍କ କୋଭିଡ ନିୟମ ଅନୁସାରେ ପଞ୍ଚାୟତ ମାନଙ୍କ ରେ ବାହାର ରାଜ୍ୟ ଫେରନ୍ତା ଙ୍କ ପାଇଁ ନାମ…
ହାଟଡିହି ଆଦର୍ଶ ବିଦ୍ୟାଳୟରେ ଅସ୍ଥାୟୀ କୋଭିଡ ମେଡିକାଲ କ୍ୟାମ୍ପ
ହାଟଡିହି(ମକରଧ୍ବଜ ଜେନା) -ବାହାର ରାଜ୍ୟ ଫେରନ୍ତା ଙ୍କୁ ନେଇ ଜିଲ୍ଲା ପ୍ରଶାସନ ର ତତପରତା ପ୍ରକାଶ ପାଇଛି | ତେଣୁ ସେମାନଙ୍କୁ ଥଇଥାନ ପାଇଁ ପ୍ରୟାସ ଆରମ୍ଭ ହୋଇଛି. କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ରେ ଥିବା ଆଦର୍ଶ ବିଦ୍ୟାଳୟରେ ଅସ୍ଥାୟୀ କୋଭିଡ ମେଡିକାଲ କ୍ୟାମ୍ପ ଖୋଲିବ | ଚଳିତ ମାସ…
ହାଟଡିହିରେ କରୋନା ଆକ୍ରାନ୍ତ ଚି଼ହ୍ନଟ ପରେ ଗାଁକୁ ସୀଲ କଲା ପ୍ରଶାସନ
ହାଟଡିହି/ ମକରଧ୍ବଜ ଜେନା -କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ପଞ୍ଚୁଗୋଛିଆ ପଂଚାୟତ ହୀରାପୁର ଗ୍ରାମ ରେ ଜଣେ କରୋନା ଆକ୍ରାନ୍ତ ଚି଼ହ୍ନଟ ପରେ ଲୋକ ମାନେ ଭୟ ଭୀତ ହୋଇ ପଡିଛନ୍ତି. ପ୍ରଶାସନ ତରଫରୁ ଗ୍ରାମକୁ ସିଲ କରାଯାଇଛି. ସ୍ଥାନିୟ ଲୋକ ଙ୍କ କହିବା ଅନୁସାରେ ବ୍ୟକ୍ତି ଜଣକ ଦେଢ଼ ମାସ ତଳେ…
ଟିଟିଲାଗଡ ପୋଲିସ ଦ୍ଵାରା ମଦ ଓ ମହୁଲ ଫୁଲ ଜବତ : ଜଣେ ଗିରଫ।
ଟିଟିଲାଗଡ (ଗୌରବ ଦର୍ଜୀ): ଦେଶ କୋରୋନା ସଙ୍ଗେ ଲଢ଼ୁଛି। ଡକ୍ଟର, ନର୍ସ, ପୋଲିସ୍ , ସଫେଇ କର୍ମଚାରୀ ସମସ୍ତେ କୋରୋନା ଯୋଦ୍ଧା ସାଜିଛନ୍ତି। ପୁରା ଦେଶ କୁ ତାଲାବନ୍ଦ ଘୋଷଣା କରାଯାଇଛି। କିଛି କିଛି ସ୍ଥାନ କୁ ସମ୍ପୁର୍ଣ୍ଣ ଭାବରେ ବନ୍ଦ୍ କରାଯାଇଛି। ଲୋକଙ୍କୁ ବାରମ୍ବାର ସଚେତନ କରାଯାଉଛି…
ଘାଟି ତଳେ ସବୁଦିନ ପାଇଁ କ୍ଵାରେଣ୍ଟାଇନକୁ ଚାଲିଗଲା ଜୀବନ
ବୁଗୁଡ଼ା/ଡ଼ଃ କୁମୁଦ ଚନ୍ଦ୍ର ଵେହେରା : କରୋନା ଭୟରେ ଘରକୁ ଫେରୁଥିଲେ | ଆଉ ମାତ୍ର ଘଣ୍ଟେ ଦି ଘଣ୍ଟା ପରେ ପହଂଚିଥାନ୍ତେ ଗାଁରେ | ମିଶିଥାନ୍ତେ ଆତ୍ମୀୟଙ୍କ ସହ | କେତେଦିନ କ୍ଵାରେଣ୍ଟାଇନରେ ରହିବ ପରେ ଘରକୁ ଫେରିଥାନ୍ତେ | ହେଲେ ଦଇବ ସାଜିଲା ଅହନ୍ତା | ଘାଟି ତଳେ ସବୁଦିନ ପାଇଁ…
ପ୍ରବାସୀ ଶ୍ରମିକ ବାହାରେ ବୁଲୁଛନ୍ତି ଅବାଧ : ଲୋକଙ୍କ ପାଇଁ ସାଜି ପାରନ୍ତି ବିପଦ
ବୌଦ୍ଧ (ଦୋଳଗୋବିନ୍ଦ ନାଏକ୍) : ଲକଡାଉନ ଯୋଗୁଁ ବିଭିନ୍ନ ରାଜ୍ୟରେ ଅଟକି ରହିଥିବା ପ୍ରବାସୀ ଶ୍ରମିକଙ୍କ ଘର ବାହୁଡା ଆରମ୍ଭ ହେଲାଣି । ବୌଦ୍ଧ ଜିଲା ମଧ୍ୟ ଦେଇ ଯାଇଥିବା ୫୭ ନଂ ଜାତୀୟ ରାଜପଥ ରାଜ୍ୟର ଏକ ପ୍ରମୁଖ ପରିବହନର ମାଧ୍ୟମ ରହିଅଛି । ଏବେ ବିଭିନ୍ନ ଜିଲାର ପ୍ରବାସୀ ଶ୍ରମିକମାନଙ୍କୁ…
ସୁରଟରୁ ଫେରିଲେ ୨୩ ଓଡ଼ିଆ ଶ୍ରମିକ l
କୁଚିଣ୍ଡା ଉପଖଣ୍ଡ ପ୍ରତିନିଧି (ଅଜୟ କୁମାର ବାଘ ) ରାଜ୍ୟ ବାହାରେ ଫସିରହିଥିବା ଓଡ଼ିଆ ପ୍ରବାସୀଙ୍କୁ ଫେରାଇ ଆଣୁଛନ୍ତି ରାଜ୍ୟସରକାର l ସେହିଭଳି ଗୁଜୁରାଟର ସୁରଟ ସହରରେ ଫସି ରହିଥିବା ଓଡ଼ିଆ ଶ୍ରମିକ ମାନେ ଆଜି ସକାଳେ ଏକ ବସ ଯୋଗେ ଆସି କୁଚିଣ୍ଡାରେ ପହଞ୍ଚିଛନ୍ତି l କୁଚିଣ୍ଡା ଉପଖଣ୍ଡ,…