Sign in
Sign in
Recover your password.
A password will be e-mailed to you.
କୋବିଦ ପରିପ୍ରେକ୍ଷୀରେ ଡ଼ ଶ୍ରୀନାଥ ରେଡ୍ଡୀ ଭିଡିଓ କନଫରେନସିଂରେ ଦେବେ ପରାମର୍ଶ
ଗୋଟାଏ ଫୋରମରେ ସାମିଲ ହେବେ ରାଜ୍ୟ ଠାରୁ ଜିଲ୍ଲା ସ୍ତର ପର୍ଯ୍ୟନ୍ତ ଅଧିକାରୀ
ଭୁବନେଶ୍ୱର(ଶାସକ ପ୍ରଶାସକ) : ରାଜ୍ୟରେ କରୋନାର ବ୍ୟାପକତା ପରିପ୍ରେକ୍ଷୀରେ ଏହି ଲଢ଼େଇକୁ ଅଧିକ ପାରଦର୍ଶୀ ଢଙ୍ଗରେ କେମିତି ଲଢ଼ି ହେବ ତାହାରି ଉପରେ ଆଜି ଆଲୋଚନା କରିବେ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ…
କାଳ ବୈଶାଖୀ ରଚିଲା ତାଣ୍ଡବ ଲୀଳା :ଭାଙ୍ଗିଲା ଘରଦ୍ୱାର, ଅନେକ ବାସହରା
ଉପୁଡିଲା ବିଦ୍ୟୁତ ଖୁଣ୍ଟ ବିଦ୍ୟୁତ ସରବରାହ ପ୍ରଭାବିତ
ବୋୖଦ୍ଧ(ଦୋଳଗୋବିନ୍ଦ ନାଏକ) ବୌଦ୍ଧ ଜିଲ୍ଲାରେ ତାଣ୍ଡବ ରଚିଲା କାଳ ବୈଶାଖୀ। ଗତ ରାତିରୁ କାଳ ବୈଶାଖୀ ଯୋଗୁଁ ଜିଲ୍ଲାରେ 60 ରୁ 70 କିମି ବେଗରେ ପବନ ପ୍ରବାହିତ ହୋଇଥିବା ରେକର୍ଡ କରାଯାଇଛି। ତୁହାକୁ ତୁହା ବର୍ଷାରେ ବୌଦ୍ଧ ଜିଲ୍ଲା…
ପ୍ରଥମ ଅପଡେଟରେ ଚମକେଇଦେଲା ଭଳି ଖବର
ମୟୁରଭଞ୍ଜରେ ପଶିଲା କରୋନା, ଗଞ୍ଜାମରେ ଏକାଥରେ ସତର
ଭୁବନେଶ୍ୱର (ଶାସକ ପ୍ରଶାସକ) : ପ୍ରବାସୀଙ୍କ ଲେଉଟାଣି ପରର ପ୍ରଭାବ | ବହୁଦିନ ଧରି ଚୁପଚାପ ଥିବା ଗଂଜାମ ଜିଲ୍ଲାକୁ ଏବେ ଜବରଦସ୍ତ ଭାବେ ଦୋହଲାଇ ଦେଇଛି କରୋନା | ଆଜି ମେ ୭ ତାରିଖର ପ୍ରଥମ ଅପଡେଟରେ ଏକାଥରେ ୧୭ ଜଣ ସୁରାଟ ଫେରନ୍ତା…
କୁଲତା ସମାଜ, ସମ୍ବଲପୁର ପକ୍ଷରୁ ପି.ଏମ କେଆର ଓ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି ଙ୍କୁ ଆର୍ଥିକ ସାହାଯ୍ୟ ପ୍ରଦାନ
ସମ୍ବଲପୁର (ରମାକାନ୍ତ ବିଶ୍ବାଳ ): ଆଜି କୁଲତା ସମାଜ ସମ୍ବଲପୁର ପକ୍ଷରୁ ପି.ଏମ.କେଆର ଏବଂ ସି.ଏମ.ଅlର.ଏଫ ପାଇଁ ଯଥା କ୍ରମେ ଟ.16551/- ଙ୍କା, ଟ.16555/- ଙ୍କା ର ଦୁଇଟି ପୃଥକ ପୃଥକ ଚେକ ସହିତ ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟେଶରେ ଲିଖିତ ପ୍ରଶଂସା ପତ୍ର ଧନକଉଡା ବ୍ଲକ…
ନିଜ ଭିଟାମାଟିକୁ ଫେରିଲେ ୨୮ ପ୍ରବାସୀ ଝାଡ଼ଖଣ୍ଡ ଶ୍ରମିକ
ବଡ଼ବିଲ (ଶାସକ ପ୍ରଶାସକ) ଝାଡଖଣ୍ଡରୁ ଆସିଥିବା ଏକ ସ୍ବତନ୍ତ୍ର ବସ ଯୋଗେ ଆଜି ବଡ଼ବିଲରୁ ନିଜ ଭିଟାମାଟିକୁ ଫେରିଛନ୍ତି ୨୮ ଜଣ ଶ୍ରମିକ। ବୋକାରୋ ଜିଲ୍ଲା ପ୍ରଶାସନ ତରଫରୁ ଏହି ସ୍ୱତନ୍ତ୍ର ବସ୍ ଖଣି ଅଞ୍ଚଳରେ ଫସି ରହିଥିବା ପ୍ରବାସୀ ଶ୍ରମିକଙ୍କୁ ନେବାପାଇଁ ବଡ଼ବିଲ ତହସିଲ କାର୍ଯ୍ୟାଳୟରେ…
ସମ୍ପୂର୍ଣ୍ଣ ରୀତିନୀତିରେ ସମ୍ପନ୍ନ ହେଲା ମହାପ୍ରଭୁ ନୃସିଂହନାଥଙ୍କର ଜନ୍ମୋତ୍ସଵ
ବରଗଡ /ଶାସକ ପ୍ରଶାସକ :- କୋବିଡ଼ 19 ର ସଂକ୍ରମଣ ରୋକିବା ପାଇଁ ବର୍ତ୍ତମାନ ବିଶ୍ୱର ପ୍ରାୟ ସବୁ ଦେଶ ଲକଡାଉନ ଅବସ୍ଥାରେ । ବିଶେଷ କରି ଆମ ଦେଶ ଓ ରାଜ୍ୟ ଏହି ଲକଡାଉନ ନିୟମ କୁ କଡାକଡି ଭାବରେ ପାଳନ କରି ଦେଶ ତଥା ରାଜ୍ୟ ବାସୀଙ୍କୁ ସଂକ୍ରମଣ ରୁ ରକ୍ଷା କରିବା ପାଇଁ ଦୀର୍ଘ ଦେଢ଼ ମାସରୁ…
ଓଡ଼ଗାଁ : ସଂଗରୋଧ ଗୃହ ବିଶୋଧନକାରୀଙ୍କ ଉପରେ ମିଳିତ ଆକ୍ରମଣ
ଓଡ଼ଗାଁ (ଶ୍ରୀକାନ୍ତ ମିଶ୍ର) : ଓଡ଼ଗାଁ ଏନଏସି ସଂଗରୋଧ ଗୃହ ଅସ୍ଥାୟୀ କର୍ମଚାରୀ ଗଙ୍ଗାଧର ପ୍ରଧାନ(୩୦) ସ୍ଥାନୀୟ ଏନଏସିର ସଫେଇ କର୍ମଚାରୀଙ୍କ ମିଳିତ ଆକ୍ରମଣ ଶୀକାର ହୋଇଥିବା ନେଇ ଓଡ଼ଗାଁ ଥାନାରେ ଅଭିଯୋଗ ହୋଇଛି ।
ଓଡ଼ଗାଁ ଏନଏସି ଦାୟୀତ୍ୱରେ ଥିବା କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ…
ଋଷ ଉର୍ଜା ମନ୍ତ୍ରୀଙ୍କ ସହ କେନ୍ଦ୍ରମନ୍ତ୍ରୀ ଧର୍ମେଦ୍ରଙ୍କ ଭିଡିଓ କନଫରେନ୍ସିଂ
• ହାଇଡ୍ରୋକାର୍ବନ କ୍ଷେତ୍ରକୁ ମଜବୁତ୍ କରିବା ଉପରେ ଗୁରୁତ୍ୱାରୋପ
• ଋଷରୁ ଭାରତକୁ କୋକିଂ କୋଲ ଆମଦାନୀକୁ ବଢାଇବା ଦିଗରେ ଆଲୋଚନା
ନୂଆଦିଲ୍ଲୀ/ଭୁବନେଶ୍ୱର(ଶାସକ ପ୍ରଶାସକ) – କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୁଧବାର ଋଷର ଉର୍ଜା ମନ୍ତ୍ରୀ ଆଲେକଜାଣ୍ଡର ନୋଭାକଙ୍କ ସହ ଭିଡିଓ…
କଣ୍ଟେନମେଣ୍ଟ ଅବଧି ବଢ଼ିଲା ଅନିର୍ଦ୍ଦିଷ୍ଟ କାଳ : ଜିଲ୍ଲାପାଳ
http://www.youtube.com/watch?v=XOw1OOPm08o
ବଲାଙ୍ଗୀର (ନିରୋଜ ମିଶ୍ର) ବଲାଙ୍ଗିର ଜିଲ୍ଳାର ଲିଖିରିଆ ଗାଁରେ ଦୁଇ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ୬ ଦିନ ହେଲା ଗୁଡଭେଲା ବ୍ଲକର ରୁଷୁଡା ପଂଚାୟତ, ତୁଷୁରା ଏନଏସି ଏବଂ ଦେଓଗାଁ ପଂଚାୟତ ଏବଂ ଅନ୍ୟାନ୍ୟ କିଛି ଗାଁକୁ…
ମୁନ୍ଦଲସର ସୁକତେଲ ନଦୀ ବ୍ରିଜ ଭୁଷୁଡ଼ା ଘଟଣା : ଠିକା ସଂସ୍ଥାର ମାଲିକ ଏବଂ ବିଭାଗୀୟ ଅଧିକାରୀମାନଙ୍କୁ ତୁରନ୍ତ ଗିରଫ…
ବଲାଙ୍ଗିର (ନିରୋଜ ମିଶ୍ର) ବଲାଙ୍ଗିର ଜିଲା ପାଟଣାଗଡ ବ୍ଲକ ଅନ୍ତର୍ଗତ ତମିଆଁ ମୁନ୍ଦଲସର ସୁକତେଲ ନଦୀ ବ୍ରିଜ ଗତ ୨୯ ତାରିଖ ଦିନ ମରାମତି ବେଳେ ଭୁଶୁଡି ପଡିଥିଲା। ବ୍ରିଜ ସ୍ଲାବ ତଳେ ଦୁଇ ଜଣ ଶ୍ରମିକ ଚାପି ହୋଇ ମୃତ୍ୟୁବରଣ କରିଥିଲେ। ଏନେଇ ଲରମ୍ଭା ଥାନାରେ ମାମଲା(ନଂ.୪୮)ରେ ଏକ ମାମଲା ରୁଜୁ…