Sign in
Sign in
Recover your password.
A password will be e-mailed to you.
” କୋବିଦ -୧୯ ନେଗେଟିଭ ଥିବା ଲୋକଙ୍କୁ ରାଜ୍ୟ ଭିତରକୁ ଆସିବା ପାଇଁ ଅନୁମତି ଦିଆଯାଉ “
ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଦେଲେ ଗୁରୁତ୍ୱପୂର୍ଣ ନିର୍ଦ୍ଦେଶ
କଟକ /ଶାସକ ପ୍ରଶାସକ : କେବଳ କୋବିଦ -୧୯ ନେଗେଟିଭ ଥିବା ପ୍ରବାସୀଙ୍କୁ ରାଜ୍ୟ ଭିତରକୁ ପ୍ରବେଶ ନିଶ୍ଚିତ କରିବା ପାଇଁ ଓଡ଼ିଶାର ଉଚ୍ଚ ନ୍ୟାୟାଳୟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି | ସାମାଜିକ କର୍ମୀ ନାରାୟଣଚନ୍ଦ୍ର…
ଜିଲ୍ଲା ପ୍ରଶାସନ ଏବଂ ଚାଷୀଙ୍କ ମଧ୍ୟରେ ଧାନବିକ୍ରି କୁନେଇ ଆଲୋଚନା
ସୁନ୍ଦରଗଡ/ ହୋରାଚାନ୍ଦ ଦେଉରିଆ :- କରୋନା ସଂକ୍ରମଣ ଭୁତାଣୁକୁ ନେଇ ସାରା ଦେଶବ୍ୟାପି ଲକଡାଉନ ପରିସ୍ଥିତିରେ ଥିବାରୁ ସୁନ୍ଦରଗଡ ଜିଲାରେ ପ୍ରଥମେ ଟୋକନର ଅବ୍ୟବସ୍ଥା ଯୋଗୁ ଚାଷୀମାନେ ଅଭାବୀ ଧାନ ବିକ୍ରିର ଶିକାର ହୋଇଛନ୍ତି | ଚାଷୀମାନେ ଅନେକ କ୍ଷୟକ୍ଷତି ସହିବାକୁ ପଡିଛି ବୋଲି…
ତୃତୀୟ ଅପଡେଟ : ଆଉ ତିନି ପଜିଟିଭ
ଭୁବନେଶ୍ୱର (ଶାସକ ପ୍ରଶାସକ) : ପୁଣି ତିନି କରୋନା ପଜିଟିଭ ରାଜ୍ୟରେ | ଜଣେ ଜଗତସିଂପୁରରୁ ଚିହ୍ନଟ ହୋଇଥିବା ବେଳେ ଦୁଇଜଣ ବାଲେଶ୍ୱରରୁ | ଜଗତସିଂପୁରରୁ ଚିହ୍ନଟ ହୋଇଥିବା ପଶ୍ଚିମବଙ୍ଗ ଫେରନ୍ତା ରୋଗୀଙ୍କ ବୟସ ୭୦ ବର୍ଷ ହୋଇଥିବା ବେଳେ ଓ ସୁରଟ ଫେରନ୍ତା ବାଲେଶ୍ୱରର ଦୁଇ ରୋଗୀଙ୍କ ବୟସ ୨୬…
କରୋନାକୁ ରୋକିବା କଷ୍ଟ, କିନ୍ତୁ ଅସମ୍ଭବ ନୁହେଁ : ଡ଼ ଶ୍ରୀନାଥ ରେଡ୍ଡୀ
ସାମାଜିକ ଦୂରତା, ହାତ ଧୋଇବା ଏବଂ ମାସ୍କ ପିନ୍ଧିବା ଦ୍ବାରା ଏହାକୁ ନିୟନ୍ତ୍ରଣ କରାଯାଇପାରିବ
ସଂକ୍ରମଣ ରୋକିବା ପାଇଁ ଗୋଷ୍ଠୀର ସକ୍ରିୟ ଅଂଶଗ୍ରହଣ ସର୍ବାଦୌ ଗୁରୁତ୍ବପୂର୍ଣ୍ଣ
ସେପ୍ଟେମ୍ବର-ଅକ୍ଟୋବର ସୁଦ୍ଧା ବାହାରିପାରେ କରୋନା ପ୍ରତିଷେଧକ ଟୀକା
କରୋନା ଭାଇରସ…
“ପ୍ରବାସୀଙ୍କୁ ଷ୍ଟେସନରୁ ସଙ୍ଗରୋଧ କେନ୍ଦ୍ରକୁ ନେଇ ଆସୁଥିବା ବସ ବାଟରେ କାହାକୁ ଓହ୍ଳାଇବେ ନାହିଁ “
ଜିଲ୍ଲା ପ୍ରଶାସନଙ୍କୁ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ପତ୍ର
ନିୟମ ଉଲ୍ଲଙ୍ଘନ ହେଲେ କାର୍ଯ୍ୟାନୁଷ୍ଠାନ : ଡ୍ରାଇଭରଙ୍କ ଲାଇସେନ୍ସ ହେବ ଜବତ, ନୋଡାଲ ଅଫିସର ରହିବେ ଉତ୍ତରଦାୟୀ
ଭୁବନେଶ୍ୱର(ଶାସକ ପ୍ରଶାସକ): ରେଳ ଷ୍ଟେସନରୁ ବସରେ ଆସୁଥିବା ଯାତ୍ରୀଙ୍କୁ ବସ ଡ୍ରାଇଭର ବାଟରେ ଗାଡି ରଖି…
ମୟୁରଭଞ୍ଜରେ କରୋନା ପଜିଟିଭ ହେଲେ ୪
ଭୁବନେଶ୍ୱର (ଶାସକ ପ୍ରଶାସକ) ଆଜି କରୋନା କବଳରେ ଫସିଥିବା ମୟୁରଭଞ୍ଜରେ କରନା ରୋଗୀ ସଂଖ୍ୟା ୪ ହୋଇଛି | ପୂର୍ବରୁ ଆଜି ସକାଳେ କପ୍ତିପଦା ବ୍ଲକର ତିନିଜଣ ପଜିଟିଭ ଚିହ୍ନଟ ହୋଇଥିଲେ | ଚିହ୍ନଟ ହୋଇଥିବା ନୂଆ ବ୍ୟକ୍ତିଙ୍କ ବୟସ ୩୫ ବର୍ଷ | ଫଳରେ ଅରେଞ୍ଜ ଜୋନରେ ପଶିଥିବା ବାରିପଦାରେ କରୋନା…
ବଦଳିଲା ରଙ୍ଗ : ନାଲି ହେଲା ଗଂଜାମ, କମଳା ରଙ୍ଗ ହେଲେ ଜଗତସିଂପୁର ଓ ମୟୁରଭଞ୍ଜ
ଭୁବନେଶ୍ୱର (ଶାସକ ପ୍ରଶାସକ) ତିନୋଟି ଜିଲ୍ଲର ବଦଳିଲା ରଙ୍ଗ | ରେଡ ଜୋନକୁ ଯାଇ ନାଲି ରଂଗ ହେଲା ଗଂଜାମ ଲଗାତାର ନୂଆଁରୋଗୀ ଚିହ୍ନଟ ହେବା କାରଣରୁ | ନୂଆ ରୋଗୀ ଚିହ୍ନଟ ହୋଇଥିବା ଜିଲ୍ଲା ଜଗତସିଂପୁର ଓ ମୟୁରଭଞ୍ଜ ଏବେ ପହଂଚିଛନ୍ତି ଅରେଞ୍ଜ ଜୋନ ବା କମଳା ରଙ୍ଗରେ | ଜୋନ ଅନୁଯାୟୀ…
ଅଗ୍ନି ବିପନ୍ନଙ୍କୁ ସହାୟତା କଲେ ଭାଜପା ବିଧାୟକ ପ୍ରାର୍ଥୀ
ହାଟଡିହି(ମକରଧ୍ବଜ ଜେନା)-କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ହାବଳେଶ୍ଵର ପଞ୍ଚାୟତ ଡ଼ିମିରିଆ ଗ୍ରାମରେ ଗ୍ୟାସ ଟାଙ୍କି ଫାଟି ଗତ ଗୁରୁବାର 5 ଟି ପରିବାର ସମ୍ପୂର୍ଣ କ୍ଷତିଗ୍ରସ୍ତ ହୋଇଥିଲେ | ମଙ୍ଗଳବାର ଆନନ୍ଦପୁର ଭାଜପା ବିଧାୟକ ପ୍ରାର୍ଥୀ ଆଲୋକ ସେଠି ଉକ୍ତ ଗ୍ରାମ କୁ ଯାଇ ଅଗ୍ନି…
ଚାଲି ଚାଲି ଯାଉଛନ୍ତି କଲିକତା ଅଞ୍ଚଳର ଶ୍ରମିକ
ହାଟଡ଼ିହି,(ମକରଧ୍ବଜ ଜେନା) -କେନ୍ଦୁଝର ଜିଲ୍ଲା ହାଟଡ଼ିହି ବ୍ଲକ ଛେନାପଦି-ହଦଗଡ଼ ରାସ୍ତାରେ ବାହାର ରାଜ୍ୟର 12 ଜଣ ଶ୍ରମିକ ନିଜ ଘରକୁ ଚାଲି ଚାଲି ଯାଉଛନ୍ତି | ବଣିଆପଙ୍କ ଅଞ୍ଚଳ ରେ କାର୍ଯ୍ୟ କରୁଥିବା କିଛି କଲିକତା ଶ୍ରମିକ ନିଜ ଘର ଅଭିମୁଖେ ବାହାରିଛନ୍ତି | ଏହି ଶ୍ରମିକ ମାନେ…