Sign in
Sign in
Recover your password.
A password will be e-mailed to you.
ଶାନ୍ତିଲତାଙ୍କ ପଦକ୍ଷେପକୁ ପ୍ରଶଂସା କଲେ ନବୀନ
ବୁଗୁଡ଼ା ( ଡ଼ଃ କୁମୁଦ ଚନ୍ଦ୍ର ବେହେରା ) : କରୋନା ମୁକାବିଲା ପାଇଁ ଗଞ୍ଜାମ ଜିଲ୍ଲା ମାଣିତରା ପଞ୍ଚାୟତର ସରପଞ୍ଚ ଶାନ୍ତିଲତା ନାୟକଙ୍କ ସମୟୋଚିତ ପଦକ୍ଷେପ ଅତ୍ୟନ୍ତ ପ୍ରଶଂସନୀୟ। ସରପଞ୍ଚମାନଙ୍କୁ ଜିଲ୍ଲାପାଳଙ୍କ କ୍ଷମତା ପ୍ରଦାନ ନେଇ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନେଇଥିବା…
ଗଂଜାମରେ ଆଉ ୪ଟି କୋବିଦ କେୟାର ସେଣ୍ଟର |
ବ୍ରହ୍ମପୁର(ଶାସକ ପ୍ରଶାସକ) : ଗଂଜାମରେ ଜିଲ୍ଲାରେ କରୋନା ପଜିଟିଭ ସଂଖ୍ୟାକୁ ପରିପ୍ରେକ୍ଷୀରେ ଜରୁରୀକାଳୀନ ଆବଶ୍ୟକତାକୁ ଦୃଷ୍ଟିରେ ରଖି ତଥା ଭବିଷ୍ୟତ ପରିସ୍ଥିତିର ସମାନ କରିବା ପାଇଁ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଆଉ ୪ଟି କୋବିଦ କେୟାର କେୟାର ସେଣ୍ଟର(ସିସିସି) ପ୍ରସ୍ତୁତ…
ନୂଆ 14 ପଜିଟିଭ ସହ 391ରେ କରୋନା
Bhubabeswar(shasak prashasak) : ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ତଥ୍ୟ ଅନୁଯାୟୀ ରାଜ୍ୟରେ ଆଉ ନୂଆ ୧୪ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ଗଞ୍ଜାମରେ ୧୨, ସୁନ୍ଦରଗଡ ଓ କେନ୍ଦ୍ରାପଡାରେ ଜଣେ ଲେଖାଏଁ ସାମିଲ | ଏହି ୧୪ ଜଣକୁ ମିଶାଇ ରାଜ୍ୟରେ ମୋଟ ୩୯୧ ରେ…
ଗଂଜାମ ଗଲେ ସ୍ୱାସ୍ଥ୍ୟ ବିଶେଷଜ୍ଞ ଦଳ
ଭୁବନେଶ୍ୱର : କରୋନାର ପ୍ରତିରୋଧ, ରୋଗ ନିରୀକ୍ଷଣ ଓ ସ୍ୱାସ୍ଥ୍ୟସେବା ପାଇଁ ୭ ଜଣିଆ ଡାକ୍ତରୀ ଦଳ ଗଞ୍ଜାମ ଜିଲ୍ଲାକୁ ପଠାଯାଇଛି। ସ୍ୱାସ୍ଥ୍ୟସେବା ନିର୍ଦ୍ଦେଶକ ଏହି ଦଳର ନେତୃତ୍ୱ ନେଇଥିବା ବେଳେ WHO ଓ ଭାରତୀୟ ଭେଷଜ ଗବେଷଣା କେନ୍ଦ୍ରର ପ୍ରତିନିଧିବୃନ୍ଦ ଏହି ଦଳରେ ସାମିଲ ଅଛନ୍ତି।
ନବରଙ୍ଗପୁର ସରକାରୀ ଆଇଟିଆଇ ପକ୍ଷରୁ ସମ୍ପୂର୍ଣ୍ଣ ମୁହଁ ଘୋଡ଼ାଇବା ଲାଗି ମାସ୍କ ପ୍ରସ୍ତୁତ କରାଗଲା
ନବରଙ୍ଗପୁର (ଶାସକ ପ୍ରଶାସକ): କରୋନା ଭୂତାଣୁ ସଂକ୍ରମଣରୁ ବର୍ତ୍ତିବା ପାଇଁ ନାକ, ପାଟି ଓ ମୁହଁ ଘୋଡ଼ାଇବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହି କାରଣରୁ ମାସ୍କ ପିନ୍ଧିବା ଲାଗି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ମୁହଁକୁ ଭଲ ଭାବେ ଘୋଡ଼ାଇବା ଦ୍ୱାରା…
ମାଲକାନଗିରି ଆଇଟିଆଇ ପକ୍ଷରୁ ଅଭିନବ ହ୍ୟାଣ୍ଡ ସାନିଟାଇଜର ମେସିନ ଉଦ୍ଭାବନ
ମାଲକାନଗିରି/ଶାସକ ପ୍ରଶାସକ : କରୋନା ଭୂତାଣୁ (କୋଭିଡ-19)ର କୌଣସି ନିର୍ଦ୍ଦିଷ୍ଟ ଔଷଧ ନଥିବା କାରଣରୁ ସତର୍କତା ହିଁ ଏହି ରୋଗରୁ ବର୍ତ୍ତିବାର ଏକମାତ୍ର ଉପାୟ । ଏହି ଭୂତାଣୁ ମୂଖ୍ୟତଃ ସଂକ୍ରମିତ ବ୍ୟକ୍ତିଙ୍କୁ ସ୍ପର୍ଶ କଲେ ବ୍ୟାପିଥାଏ । ତେଣୁ ସାମାଜିକ ଦୂରତା ବଜାୟ ରଖିବା ସହିତ ହାତ ଓ…
ଦକ୍ଷିଣାଞ୍ଚଳ ରାଜସ୍ବ କମିଶନଙ୍କ ଦିନିକିଆ ଗଜପତି ଗସ୍ତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନର ଶ୍ରୀଯୁକ୍ତ ଟି.ଇ. ଆପାଙ୍ଗ ଆଓ ଦିନିକିଆ ଗଜପତି ଜିଲ୍ଲା ଗସ୍ତରେ ଆସି ପାରଳାଖେମୁଣ୍ଡି ଠାରେ ପହଞ୍ଚି ପ୍ରଥମେ କୋଭିଡ୍-୧୯ ଦାୟିତ୍ୱରେ ଥିବା ଜିଲ୍ଲାସ୍ତରୀୟ ଅଧିକାରୀଙ୍କର ସମୀକ୍ଷା କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।…
ଦୁତୀକେଶ୍ୱର ମହାଦେବଙ୍କ ପୀଠରୁ ଚୋରୀ
ଓଡ଼ଗାଁ,(ଶ୍ରୀକାନ୍ତ ମିଶ୍ର): ଓଡ଼ଗାଁ ଥାନା ଅନ୍ତର୍ଗତ ଜାମୁପାଟଣା ଗ୍ରାମରେ ବିରାଜିତ ଶ୍ରୀଶ୍ରୀ ଦୁତୀକେଶ୍ୱହର ମହାଦେବଙ୍କ ପୀଠରେ ବିରାଜିତ ଶ୍ରୀଜଗନ୍ନଥ ମହାପ୍ରଭୁଙ୍କ ମନ୍ଦିର ପରିଶରରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଖବର ଅନୁସାରେ ଶ୍ରୀଶ୍ରୀ ଦୁତୀକେଶ୍ୱର ମହାଦେବଙ୍କ ପୀଠରେ ନିକଟରେ…
ସୁବାଷ ଚୌହାନଙ୍କ ବିୟୋଗରେ ଶିକ୍ଷକ ସଂଘର ଶୋକ
ପଦ୍ମପୁର(ଶାସକ ପ୍ରଶାସକ): ପଶ୍ଚିମ ଓଡିଶା ବିକାଶ ପରିଷଦର ସଭାପତି ତଥା ଏ ଅଞ୍ଚଳର ଆଦର୍ଶ ଜନନେତା ସୁବାଷ ଚୌହାନଙ୍କ ଅକାଳ ବିୟୋଗ ରେ ସାରା ଓଡ଼ିଶା ସ୍ତବ୍ଧ ହୋଇଯାଇଛି। ତାଙ୍କ ମହାପ୍ରୟାଣ ରେ ତାଙ୍କ ଅମର ଆତ୍ମା ର ସତଗତି ନିମନ୍ତେ ରାଜବୋଡାସମ୍ବର ମିଳିତ ପ୍ରାଥମିକ ସଂଘର ଏକ ଜରୁରୀ…
ମାଣିତରା ଗ୍ରାମ ପଞ୍ଚାୟତରେ ରାଜ୍ୟ ଏସଆରସି ଟିମ
ବୁଗୁଡା( ଡ଼ଃ କୁମୁଦ ଚନ୍ଦ୍ର ବେହେରା) ବୁଗୁଡା ବ୍ଲକ ଅନ୍ତର୍ଗତ ମାଣିତରା ପଞ୍ଚାୟତରେ ଗତ ମଇ ୮ ତାରିଖ ଠାରୁ ୧୫ ତାରିଖ ପର୍ଯ୍ୟନ୍ତ ୭ ଦିନ ପାଇଁ ସଟ ଡାଉନ ଘୋଷଣା କରିଥିବା ପ୍ରରିପେକ୍ଷିରେ ଓଡିଶା ରାଜ୍ୟ ସରକାରଙ୍କ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଦୁଇ ଜଣିଆ ଏସ.ଆର.ସି. ଟିମରେ ସୌମ୍ୟ…