Sign in
Sign in
Recover your password.
A password will be e-mailed to you.
ମାଣିତରା ସଙ୍ଗରୋଧ କେନ୍ଦ୍ରରେ ଖାଦ୍ୟ ପରିବେଷଣ ଅନୁଧ୍ୟାନ କଲେ ବିଧାୟକ
ବୁଗୁଡା/ ଡ଼ଃ କୁମୁଦ ଚନ୍ଦ୍ର ବେହେରା: ପୋଲସରା ନିର୍ବାଚନ ମଣ୍ଡଳୀ ବିଧାୟକ ତଥା ଗଞ୍ଜାମ ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ଶନିବାର ଦିନ ମାଣିତରା ପଞ୍ଚାୟତର ବିଭିନ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରର ସଙ୍ଗରୋଧରେ ଥିବା ପ୍ରବାସୀ ଓଡ଼ିଆଙ୍କୁ ଦିଆଯାଉଥିବା ଖାଦ୍ୟ ପରିବେଷଣ…
ନିଜ ହାତରେ ବ୍ଲକ ଅଫିସକୁ ସାନିଟାଇଜ କଲେ ବିଡ଼ିଓ
ବୁଗୁଡା (ଡ଼ଃ କୁମୁଦ ଚନ୍ଦ୍ର ବେହେରା) କାର୍ଯ୍ୟରେ ଅବହେଳା ! ସର୍ବଦା ଠିକ ସମୟରେ ଆସି ସାନିଟାଇଜର କରୁଥିଲେ , ହେଲେ ଆଜି ଡେରି କାହିଁକି ? ନିଶ୍ଚୟ କିଛି ଅସୁବିଧା ହୋଇଥିବ । ହେଲେ ଅଫିସ କରୋନା ସଂକ୍ରମଣ ରୋଧ ପାଇଁ ସାନିଟାଇଜର କରିବାକୁ ବାଧ୍ୟ। ମୁଁ ଜଣେ ଓଏଏସ ଅଫିସର, ସେହିପରି ମନୋଭାବ…
ହରିଣ ଶିକାର : ବନ୍ଧୁକ, ଗୁଳି, ହରିଣ ମାସଂ ସହିତ ବାପ ପୁଅ ଗିରଫ
ଓଡ଼ଗାଁ(ଶ୍ରୀକାନ୍ତ ମିଶ୍ର) -ନୟାଗଡ ଜିଲା ଓଡ଼ଗାଁ ବନାଞ୍ଚଳ ଓ ବାହାଡ଼ାଝୋଲା ସେକ୍ସନ ଅନ୍ତର୍ଗତ ବାଲିସିଂସା-ବଧୂଲୀପୁର ସରଂକ୍ଷିତ ଜଙ୍ଗଲରୁ ହରିଣ ଶିକାର କରିବା ଅଭିଯୋଗରେ ବନ ବିଭାଗ ବାପ ପୁଅଙ୍କୁ ଗିରଫ କରିବା ସହିତ ସେମାନଙ୍କ ଠାରୁ ବନ୍ଧୁକ, ଗୁଳି ଓ ମାଂସ ଜବତ କରିଛି । ଗିରଫ ବାପ ପୁଅ…
ତୀବ୍ର ଗତିରେ ଘୁର୍ଣ୍ଣିଝଡର ରୂପ ନେଉଛି ଅବପାତ : ସିଇସି
ଭୁବନେଶ୍ୱର, (ଶାସକ ପ୍ରଶାସକ): ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଶନିବାର ସକଳେ ସାଢେ ଆଠଟା ସୁଦ୍ଧା ଅବପାତରେ ପରିଣତ ହୋଇ ପାରାଦ୍ୱୀପର ଦକ୍ଷିଣ କୁ 1060 କିଲୋମିଟର ଦୂରରେ କେନ୍ଦ୍ରୀଭୂତ ହୋଇଥିବା ଶିକ୍ଷା ଓ ଅନୁସନ୍ଧାନ ଡିମଡ଼ ବିଶ୍ୱବିଦ୍ୟାଳୟ ପରିଚାଳିତ ପରିବେଶ…
କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ କୋଇଲାକୁ ଗ୍ୟାସରେ ପରିଣତ କରିବାକୁ ପ୍ରୋତ୍ସାହନ ଦିଆଯିବା ଘୋଷଣାକୁ କେନ୍ଦ୍ରମନ୍ତ୍ରୀଙ୍କ…
ଭାରତକୁ ଗ୍ୟାସ ଆଧାରିତ ଅର୍ଥନୀତି କରିବାରେ ସହାୟକ ହେବ - ଧର୍ମେନ୍ଦ୍ର ପ୍ରଧାନ
• କୋଇଲା କ୍ଷେତ୍ରରେ ୫୦ ହଜାର କୋଟିର ନିବେଶ ପ୍ରସ୍ତାବ କୋଇଲା ଭିତିଭୂମିକୁ ସଦୃଢ କରିବ
• କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ଘୋଷଣା ଦେଶର ପୁଞ୍ଜିନିବେଶ, ଅଭିବୃଦ୍ଧି ଓ ନିଯୁକ୍ତିକୁ ପ୍ରୋତ୍ସାହନ ଦେବ
• ବିଭିନ୍ନ…
କରୋନା ଆଳରେ କଳାବଜାରୀ : ଲୁଣ ଦର ହୁ ହୁ ହୋଇ ବଢୁଛି
ବଲାଙ୍ଗିର/ ନିରୋଜ ମିଶ୍ର - କରୋନା ମହାମାରୀ ଭୟରେ ସାଧାରଣ ମାଲ ପରିବହନ ବ୍ୟାଧିତ ହୋଇଛି । ଏହାର ଫଇଦା ଉଠାଇ କିଛି ମୁନାଫାଖୋର ବ୍ୟବସାୟୀ ବିଭିନ୍ନ ଅତ୍ୟାବଶ୍ୟକୀୟ ବସ୍ତୁର ଜମାଖୋରୀ କରିବା ସାଙ୍ଗରେ ବଜାରରେ ଏହି ବସ୍ତୁ ଗୁଡିକର କଳାବଜାରୀ କରୁଛନ୍ତି । ଏଥିରେ ଦୈନନ୍ଦିନ ଆବଶ୍ୟକୀୟ ଲୁଣ…
ତାମିଲନାଡୁ ଓ ଆନ୍ଧ୍ର ପ୍ରଦେଶରୁ ଆସି ବଲାଙ୍ଗୀରରେ ଓହ୍ଲାଇଲେ ପ୍ରବାସୀ ଶ୍ରମିକ
ବଲାଙ୍ଗୀର/ ନିରୋଜ ମିଶ୍ର :- ତାମିଲନାଡୁ ଓ ଆନ୍ଧ୍ର ପ୍ରଦେଶରେ ଫସି ରହିଥିବା ଓଡିଶାର ବିଭିନ୍ନ ଜିଲ୍ଲାର ୧୦୦୦ ଜଣ ପ୍ରବାସୀ ଶ୍ରମିକ ଦୁଇଟି ସ୍ୱତନ୍ତ୍ର ଟ୍ରେନରେ ଆସି ବଲାଙ୍ଗୀର ରେଳ ଷ୍ଟେସନରେ ପହଂଚିବା ବ୍ୟବସ୍ଥା କରାଯାଇଛି । ପ୍ରଥମ ଟ୍ରେନ ତାମିଲନାଡୁର ର କୋଏମ୍ବାଟୁର ରେଳ ଷ୍ଟେସନରରୁ…
ପୁଣି ମୁଣ୍ଡ ଟେକୁଛି ନୂଆ ନିଯୁକ୍ତି ଜାଲିଆତି
ବଲାଙ୍ଗୀର/ ନିରୋଜ ମିଶ୍ର : ବଲାଙ୍ଗୀର ଜିଲ୍ଲାରେ ଆରଆଇ ଅମିନ ନିଯୁକ୍ତି କେଳେଙ୍କାରୀ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଥିଲା । ଏବେ କରୋନା ପାଇଁ ସ୍ୱତନ୍ତ୍ର ପଦବୀ ସବୁ ବାହାରୁଛି । ହେଲେ ଏଥିରେ ବି ସରକାରୀ ଅଧିକାରୀମାନେ କେଳେଙ୍କାରୀ ଚଲାଇଛନ୍ତି । ରେସିଡେନସିଆଲ ପ୍ରୁଫ୍ ଆକାରରେ…
ଲୋକଙ୍କୁ ବୁଝାଇବା ପାଇଁ ରାସ୍ତାକୁ ଓହ୍ଲାଇଲେ କଂସ : ଘୋଡାଗାଡିରେ ବସି କଲେ ସହର ପରିକ୍ରମା
ବରଗଡ :- ବର୍ତମାନ ସାରା ବିଶ୍ୱ କୋରୋନା ଭୂତାଣୁର କବଜାରେ । ଏହି ଭୁତାଣୁ ସଂକ୍ରମଣ ଯୋଗୁ ବର୍ତମାନ ପ୍ରତେକ ଦିନ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ନଜରକୁ ଆସୁଛି । ଏହି ସଂକ୍ରମଣକୁ ପ୍ରତିହତ କରିବା ପାଇଁ ବର୍ତମାନ ପର୍ଯ୍ୟନ୍ତ କୋଣସି ଔଷଧ କିମ୍ୱା ପ୍ରତିଷେଧକ ବାହାରି…
ପୁଣି ସୁସ୍ଥ ହେଲେ ୩୦ ଜଣ
ଭୁବନେଶ୍ୱର (ଶାସକ ପ୍ରଶାସକ) ପୁଣି କରୋନା ଜାଲରୁ ମୁକ୍ତି ପାଇଲେ ୩୦ ଜଣ | ପୂର୍ବରୁ କରନା ପଜିଟିଭ ଭାବେ ଚିହ୍ନଟ ହୋଇ ଚିକିତ୍ସିତ ହେଉଥିବା ଏହି ୩୦ ଜଣଙ୍କ କ୍ଷେତ୍ରରେ ଏବେ ପରୀକ୍ଷା ପରେ ନେଗେଟିଭ ବାହାରିଛି | ଫଳରେ କୋବିଦ ଜାଲରୁ ମୁକ୍ତି ପାଇଥିବା ଲୋକଙ୍କ ସଂଖ୍ୟା ପହଂଚିଛି ୧୯୬ରେ | ମେ…