ଗଜପତି ଜିଲ୍ଲାର ୧୯ ଟି ସ୍ଥାନରେ  ନାକାବନ୍ଦୀ କଡାକଡି : କରୋନା ଲଢେଇରେ ଦିନରାତି ଏକ କରିଦେଇଛି ଗଜପତି ପୋଲିସ 

 http://www.youtube.com/watch?v=Y_i3txlfvTw  ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ :  ଦେଶରେ  ମାରାତ୍ମକ କରୋନା ଭୁତାଣୁ ସଂକ୍ରମଣ କମିବାର ନା ନେଉନି । ଦିନକୁ ଦିନ ଏହା ବଢ଼ିବାରେ ଲାଗିଛି ।    ଏଥିନେଇ ସରକାରଙ୍କ ପକ୍ଷରୁ ୩ୟ ପର୍ଯ୍ୟାୟ ଲକ୍ ଡାଉନ୍ ଚାଲିଥିବା ବେଳେ  ଅନେକ…

ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ଫଣ୍ଡକୁ ୧୪.୯୬ ଲକ୍ଷ ଟଙ୍କା ପ୍ରଦାନ  କଲା ଓଡିଶା ମୋଟର ପାର୍ଟସ୍ ଡିଲରର୍ସ ଆସୋସିଏସନ

ଭୁବନେଶ୍ୱର(ଶାସକ ପ୍ରଶାସକ): ଓଡିଶା ମୋଟର ପାର୍ଟସ୍ ଡିଲରର୍ସ ଆସୋସିଏସନ, କଟକ ରାଜ୍ୟ ସରକାରଙ୍କ କରୋନା ବିରୁଦ୍ଧରେ ସଂଗ୍ରାମରେ ସହଯୋଗର ହାତ ବଢାଇଛନ୍ତି । ଆଜି ଆସୋସିଏସନର ସଭାପତି ନାଥମଲ୍ ଚାନ୍ନାଇ ଏବଂ କୋଷାଧ୍ୟକ୍ଷ ବଜରଙ୍ଗଲାଲ୍ କାଣ୍ଡୋଇ ରାଜ୍ୟ ପଂଚାୟତିରାଜ ଓ ପାନୀୟଜଳ , ଆଇନ , ଗୃହ ଓ…

ଦେଶର ୧ ହଜାରରୁ ଉର୍ଧ୍ଵ  ପ୍ରଧାନମନ୍ତ୍ରୀ ଉଜ୍ଜଳା ଲାଭାର୍ଥୀଙ୍କ ସହ ଭିଡିଓ କନଫରେନସିଂରେ କଥା ହେଲେ କେନ୍ଦ୍ରମନ୍ତ୍ରୀ

କରୋନା ସମୟରେ ଦେଶର ମା’ ମାନଙ୍କୁ ନୂଆ ଉର୍ଜା ଦେଇଛି ଉଜ୍ଜଳା - ଧର୍ମେନ୍ଦ୍ର • ଓଡିଶାର ଅନୁଗୁଳର ସନ୍ତୋଷୀ ମହାରଣା ଏବଂ କେନ୍ଦ୍ରାପଡାର ସୁହାନା ବିବି ସାମିଲ • ଲକ୍ ଡାଉନ ସମୟରେ ଘରେ ଗ୍ୟାସ ପହଁଚାଇଥିବାରୁ ପ୍ରଧାନମନ୍ତ୍ରୀ ମୋଦି ଓ କେନ୍ଦ୍ରମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ଉଜ୍ଜଳା…

ସାବାସ :  ସଚୋଟତା ଦେଖାଇଲେ ରେଳବାଇ କର୍ମଚାରୀ, ଫେରାଇଲେ ଟଙ୍କା ଓ  ଅଳଙ୍କାର ଥିବା ବ୍ୟାଗ 

 ଭୁବନେଶ୍ୱର(ଶାସକ ପ୍ରଶାସକ) ପୁଣିଥରେ ପୂର୍ବତଟ ରେଳପଥ, ଖୋର୍ଦ୍ଧା ରୋଡ଼ ଡିଭିଜନର କର୍ମଚାରୀମାନେ ସେମାନଙ୍କ ସଚୋଟପଣିଆ ପ୍ରମାଣିତ କରିଛନ୍ତି | ନୂଆଦିଲ୍ଲୀ-ଭୁବନେଶ୍ୱର ଏସି ସ୍ପେସିଆଲ ଟ୍ରେନରେ ଯାତ୍ରା କରୁଥିବା ଜଣେ ମହିଳା ଛାଡି ଯାଇଥିବା ବ୍ୟାଗ(ଟଙ୍କା ଆଉ ଅଳଙ୍କାର ଥିବା) ଏହି ଟ୍ରେନର…

ଡ. ଶିତିକଣ୍ଠ ମିଶ୍ର ଆଇଆଇଟିଟିଏମ୍ ପରିଚାଳନା କମିଟି ସଦସ୍ୟ ମନୋନୀତ

ଭୁବନେଶ୍ୱର(ଶାସକ ପ୍ରଶାସକ) : ଶିକ୍ଷା ଓ ଅନୁସନ୍ଧାନ ଡିମ୍ଡ ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ଇନଷ୍ଟିଟ୍ୟୁଟ  ଅଫ୍ ହୋଟେଲ୍ ମ୍ୟାନେଜମେଂଟର ଡିନ୍ ତଥା ଉପଦେଷ୍ଟା ଡଃ ଶିତିକଣ୍ଠ ମିଶ୍ର ଗୋୱାଲିୟର ସ୍ଥିତ ଇଣ୍ଡିଆନ୍ ଇନଷ୍ଟିଟ୍ୟୁଟ ଅଫ୍ ଟୁରିଜିମ୍ ଆଣ୍ଡ ଟ୍ରାଭେଲ୍ ମ୍ୟାନେଜମେଂଟ ପରିଚାଳନା କମିଟିର…

କଳାକାର ସଂଘ ପକ୍ଷରୁ ୪୭ ହଜାର ଟଙ୍କାର ସହାୟତା

ନୂଆପଡ଼ା(ଅମିତ ପୁରୋହିତ): ମହାମାରି କରୋନା ମୁକାବିଲା ପାଇଁ ନୂଆପଡ଼ା ଜିଲ୍ଲା କଳା ସଂସ୍କୃତି ସଂଘ ତରଫରୁ ସହାୟତାର ହାତ ବଢାଇଛନ୍ତି । ମଧ୍ୟାହ୍ନରେ ସଂଘର କର୍ମକର୍ତ୍ତା ମାନେ ଜିଲ୍ଲାପାଳ ମଧୁସ୍ମିତା ସାହୁଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ବ୍ୟାଙ୍କ ଡ୍ରାଫ ମାଧ୍ୟମରେ ୪୭,୨୦୦…

ଆରମ୍ଭ ହେଲା ରବି ଧାନ ସଂଗ୍ରହ ମଣ୍ଡି :୨ ଲକ୍ଷ ୨୦ ହଜାର କ୍ୱିଣ୍ଟାଲ ଧାନ ସଂଗ୍ରହ ଲକ୍ଷ

ନୂଆପଡ଼ା(ଅମିତ ପୁରୋହିତ): ସଦର ଜିଲ୍ଲାରେ ରବି ଧାନ ସଂଗ୍ରହ ଆରମ୍ଭ ହୋଇଛି । ଖରିଆରରୋଡ ସ୍ଥିତ ନିୟନ୍ତ୍ରୀତ ବଜାର କମିଟି ପ୍ରାଙ୍ଗଣରେ ଜିଲ୍ଲାପାଳ ମଧୁସ୍ମିତା ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମଣ୍ଡିକୁ ଉଦ୍ଘାଟନ କରିଥିଲେ । ଜିଲ୍ଲାରେ ୨ ଲକ୍ଷ ୨୦ ହଜାର କ୍ୱିଣ୍ଟା ଧାନ ସଂଗ୍ରହ କରିବାର…

 ଚାଷୀଙ୍କୁ ଠିକଣା ସମୟରେ ଉନ୍ନତ ମାନର ଖରିଫ ବିହନ ଯୋଗାଇ ଦେବାପାଇଁ ପ୍ରସ୍ତୁତି ସାରିବାକୁ କୃଷିମନ୍ତ୍ରୀ  ଦେଲେ…

ଓଡ଼ିଶା ରାଜ୍ୟ ବିହନ ନିଗମର ବିହନ ପ୍ରକ୍ରିୟାକରଣ କେନ୍ଦ୍ର ପରିଦର୍ଶନ କଲେ ମନ୍ତ୍ରୀ  ଖରିଫ୍ ଚାଷ ନିମନ୍ତେ ବିହନ ଯୋଗାଣକୁ ତ୍ୱରାନ୍ୱିତ କରାଯାଉଛି: ମନ୍ତ୍ରୀ ଡ. ସାହୁ ଭୁବନେଶ୍ୱର :(ଶାସକ ପ୍ରଶାସକ) : କରୋନା ଭୂତାଣୁ ସଂକ୍ରମଣ (କୋଭିଡ୍-୧୯)ର ମୁକାବିଲା ଲାଗି ଦେଶ ତଥା ସାରା ରାଜ୍ୟରେ…

ଦାବି ସତ୍ତ୍ୱେ ବିଭାଗୀୟ କର୍ତ୍ତୃପକ୍ଷଙ୍କ ନିଷ୍କ୍ରିୟତା ଯୋଗୁଁ ଜଳକଷ୍ଟ ଜାରି : ଜଳ ଯୋଗାଣ ପାଇଁ ରାସ୍ତା ଅବରୋଧ   

ସମ୍ବଲପୁର(ରମାକାନ୍ତ ବିଶ୍ବାଳ ) - ପ୍ରତ୍ୟେକ ବର୍ଷ ପରି ଏଇ ବର୍ଷ ମଧ୍ୟ ଗ୍ରୀଷ୍ମ ଋତୁରେ ଜଳକଷ୍ଟ ଭୋଗୁଛନ୍ତି ସମ୍ବଲପୁର ସହରର ବିଭିନ୍ନ ଅଞ୍ଚଳବାସୀ । ଏହି ମର୍ମରେ ଅଞ୍ଚଳର ଜଳକଷ୍ଟ ସମସ୍ୟା କୁ ନେଇ ଗତ ୧୧ ତାରିଖ ଦିନ ସମ୍ବଲପୁର ମହାନଦୀ ମଣ୍ଡଳ ପକ୍ଷରୁ ସମ୍ବଲପୁର ଜନ ସ୍ଵାସ୍ଥ୍ୟ  ବିଭାଗ ର…

ସରକାରଙ୍କ ନିଷ୍ପତ୍ତିକୁ ସ୍ୱାଗତ କରି ମୁଖ୍ୟମନ୍ତ୍ରୀଙ୍କୁ ବିରୋଧୀ ଦଳ ନେତା କଲେ ଅନୁରୋଧ 

 କରୋନା ଯୁଦ୍ଧରେ ସାମିଲ ସମସ୍ତ ପଂଚାୟତ କର୍ମଚାରୀମାନଙ୍କୁ ବୀମାଭୁକ୍ତ କରାଯାଉ : ପ୍ରଦୀପ୍ତ  ଭୂବନେଶ୍ୱର(ଶାସକ ପ୍ରଶାସକ): ବୈଶ୍ୱିକ ମହାମାରୀ କରୋନା ବିରୁଦ୍ଧ ଯୁଦ୍ଧରେ ସାମିଲ ଥିବା କାର୍ଯ୍ୟରତ ସମସ୍ତ ପଂଚାୟତ କର୍ମଚାରୀମାନଙ୍କୁ ବୀମାଭୁକ୍ତ କରିବା ପାଇଁ ବିରୋଧୀ ଦଳ ନେତା ଶ୍ରୀ…