ସାମାଜିକ ଦୂରତା ରକ୍ଷା କରି ଗଣେଶ ପୂଜା ପାଳିତ

0

ରେଢାଖୋଲ ଉପଖଣ୍ଡ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ – କରୋନା ପାଇଁ ସମ୍ବଲପୁର ଜିଲ୍ଲା ରେଢାଖୋଲ ଉପଖଣ୍ଡରେ ଗଣେଶ ପୂଜାର ମହକ ଫିକା ପଡି ଯାଇଥିବା ବେଳେ କେତେକ ସ୍ଥାନରେ ସାମାଜିକ ଦୂରତା ରକ୍ଷା କରି ଗଣେଶ ପୂଜା ପାଳିତ ହୋଇଛି । ରଢାଖୋଲ ଉପଖଣ୍ଡ ର ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳରେ  ଆଜି ସାମାଜିକ ଦୂରତା ରକ୍ଷା କରି ଗଣେଶ ପୂଜା ପାରମ୍ପରିକ ରୀତିନୀତି ମଧ୍ୟରେ ଅନୁଷ୍ଠିତ ହୋଇଛି ।

Leave A Reply

Your email address will not be published.