ତିର୍ତ୍ତୋଲର ପୂର୍ବତନ ବିଧାୟକ ତଥା ବିଜେଡିର ବରିଷ୍ଠ ନେତା ରବୀନ୍ଦ୍ର ଭୋଇଙ୍କ ଦେହାନ୍ତ On Sep 5, 2020 7 Share ଭୁବନେଶ୍ୱର : ତିର୍ତ୍ତୋଲର ପୂର୍ବତନ ବିଧାୟକ ତଥା ବିଜେଡିର ବରିଷ୍ଠ ନେତା ରବୀନ୍ଦ୍ର ଭୋଇଙ୍କ ଦେହାନ୍ତ ହୋଇଥିବା ଜଣାପଡିଛି । ରାଜ୍ୟ ପଞ୍ଚାୟତି ରାଜ, ପାନୀୟ ଜଳ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ଓ ଆଇନ ମନ୍ତ୍ରୀ ପ୍ରତାପ ଜେନା ବିଧାୟକ ଶ୍ରୀ ଭୋଇଙ୍କ ବିୟୋଗରେ ଗଭୀର ଶୋକ ବ୍ୟକ୍ତ କରିଛନ୍ତି । 7 Share FacebookTwitterGoogle+ReddItWhatsAppPinterestEmail