Sign in
Sign in
Recover your password.
A password will be e-mailed to you.
ପୁଣି ଚିହ୍ନଟ ହେଲେ କୋରୋନା ସଂକ୍ରମିତ। ଏହାକୁ ମିଶାଇ ୧୨୯।।
ଝାରସୁଗୁଡ଼ା -(ସୁଭାଷ ସହାରେ) :ଝାରସୁଗୁଡ଼ା ଜିଲ୍ଲାରେ ପୁଣି ଏକ ନୂଆ କୋଭିଡ-19 ପଜିଟିଭ କେସ ସାମନାକୁ ଆସିଛି। ଏହା ସହ ଝାରସୁଗୁଡ଼ା ଜିଲ୍ଲାରେ ସର୍ବମୋଟ ୧୨୯ଟି କୋଭିଡ -19 ସଂକ୍ରମିତ ସଂଖ୍ୟା ହୋଇଛି ବୋଲି ଝାରସୁଗୁଡ଼ା ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ ଯେ…
ଝାରସୁଗୁଡା ରେ ଚଢ଼ାଉ :ଭିଜିଲାନ୍ସ ଜାଲରେ ପୋୖର ଅଧିକାରୀ
ଝାରସୁଗୁଡାର/ ଦେବଗଡ଼ - ବ୍ରଜରାଜନଗର ଅଞ୍ଚଳ ଥାନା ରାଜପୁର କଣ୍ଟାପାଲି ସ୍ଥିତପୈତୃକ ଘରେ ଦୁର୍ନୀତି ନିବାରଣ ବିଭାଗ ତରଫରୁ ଦେବଗଡ଼ ରେ କାର୍ଯ୍ୟରତ ଥିବା ପୋୖର ନିର୍ବାହି ଅଧିକାରୀ କୁଞ୍ଜବନ ପ୍ରଧାନ ଙ୍କ ଘରେ ରେଡ଼ କରାଯାଇଥିଲା । ମୋଟ ସ୍ଥାବର ଓ ଅସ୍ଥାବର ସମ୍ପତି ଆକଳନ କରି ୭୦ ଲକ୍ଷ ୬୪…
ବିଜୟର ଧାରା ବଜାୟ ରଖୁଛନ୍ତି ଇଶା।
ଝାରସୁଗୁଡ଼ା :(ସୁଭାଷ ସହାରେ) -ଲକ୍ ଡାଉନ ସମୟରେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଅନେକ ଅନଲାଇନ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହେଉଅଛି। ଏହି ଅବସରରେ ଝାରସୁଗୁଡ଼ା ଡିଏଭି ସ୍କୁଲର ଏକାଦଶ ଶ୍ରେଣୀର ଛାତ୍ରୀ ଇଶା ଚିତ୍ରାଙ୍କନ ପ୍ରତିଯୋଗିତାରେ ଗୋଟିଏ ପରେ ଗୋଟିଏ ପ୍ରତିଯୋଗିତା ଜିଣି…
ସଟଡାଉନର ଆବଶ୍ୟକତାକୁ ନେଇ ସମୀକ୍ଷା କରୁ ଜିଲ୍ଲା ପ୍ରଶାସନ – ଶାନ୍ତନୁ
ସୁନ୍ଦରଗଡ଼ - ଗତ କିଛିଦିନ ପୂର୍ବରୁ ରାଉରକେଲାରେ ଜଣେ କରୋନା ଆକ୍ରାନ୍ତ ମୃତ୍ୟବରଣ କରିଥିବା ବେଳେ ବର୍ତ୍ତମାନ ଜିଲ୍ଲାର ଅଧିକାଂଶ ବ୍ଲକରେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ସାରିଛନ୍ତି | ତେଣୁ ସୁନ୍ଦରଗଡ଼ ଜିଲାକୁ ସଟଡାଉନ କରିବାର ବହୁ ଆବଶ୍ୟକତା ରହିଛି ଏବଂ ଏଥିପ୍ରତି ଜିଲ୍ଲା ପ୍ରଶାସନ…
ସୁପର ସ୍ପ୍ରେଡର @୯୫ !
ଜଣେ କରୋନା ରୋଗୀଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହେଲେ ୯୫
ସୁନ୍ଦରଗଡ଼(ହୋରାଚାନ୍ଦ ଦେଉରିଆ) : - ରାଉରକେଲାରେ ସୁପର ସ୍ପ୍ରେଡର ! ଜଣେ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ୯୫ ଜଣ କରୋନା ସଂକ୍ରମିତ ହୋଇଛନ୍ତି। ରାଉରକେଲା ସେକ୍ଟର-୧୬ ଅଞ୍ଚଳର ଜଣେ କରୋନା ପଜିଟିଭଙ୍କ ସଂସ୍ପର୍ଶରେ ଆସି…
ଆଜି ଚିହ୍ନଟ ହେଲେ ୫୨୭ ଜଣ
ଭୁବନେଶ୍ୱର (ଶାସକ ପ୍ରଶାସକ) ଆଜି ରାଜ୍ୟରେ ୫୨୭ ଜଣ ଚିହ୍ନଟ ହୋଇଛନ୍ତି | ସେଠି ମଧ୍ୟରୁ ୩୩୮ ଜଣ ଚିହ୍ନଟ ହୋଇଥିବା ବେଳେ ୧୮୯ଜଣ ସର୍ବସାଧାରଣ ଅଂଚଳରୁ ଚିହ୍ନଟ ହୋଇଛନ୍ତି | ସ୍ଥାନୀୟ ସଂଖ୍ୟା ବୃଦ୍ଧି ଏବେ ପାଲଟିଛି ମୁଣ୍ଡବିନ୍ଧା | ଏହା ଗଣ ସଂକ୍ରମଣ ଆଡକୁ ମୁହାଉଁ ନାହିଁ ତ ! ହେଲେ ଆଜିର…
ବାଲି ଖାଦାନ ଟେଣ୍ଡର ପକାକୁ ନେଇ ଉତ୍ତେଜନା
ପଦ୍ମପୁର(ଶାସକପ୍ରଶାସକ)-ବାଲି ଖାଦାନ ଟେଣ୍ଡର ପକାକୁ ନେଇ ଆଜି ପଦ୍ମପୁର ତହସିଲ କାର୍ଯ୍ୟାଳୟରେ କିଛି ସମୟ ପାଇଁ ଉତ୍ତେଜନା ଦେଖା ଦେଇଥିଲା । ପରେ ପଦ୍ମପୁର ପୋଲିସ ପହଞ୍ଚି ପରିସ୍ଥିତି ଶାନ୍ତ କରିଥିଲା । ବିସ୍ତୃତ ବିବରଣୀ ଅନୁସାରେ ପଦ୍ମପୁର ତହସିଲ ଅନ୍ତର୍ଗତ ଦଶ ଗୋଟି ବାଲି, ପଥର ଓ ମୁରୁମ…
ସହରାଂଚଳ ବାସୀଙ୍କ ପାଇଁ ହୋଲଡିଂ ଟିକସ/ସମ୍ପତ୍ତି କର ଜମାରେ ସାମୟିକ ଆଶ୍ବସ୍ତି
ଭୁବନେଶ୍ୱର : କରୋନା ଯନ୍ତ୍ରଣା ଭିତରେ ସହରରେ ରହୁଥିବା ବାସିନ୍ଦାଙ୍କ ପାଇଁ ସାମୟିକ ଆଶ୍ବସ୍ତି | ଅଗଷ୍ଟ ୩୧ ପର୍ଯ୍ୟନ୍ତ ରିହାତି ମିଳିବ ହୋଲଡିଂ ଟିକସ/ ସମ୍ପତି କର ଜମା କରିବାରେ | ରାଜ୍ୟର ମହାନଗରନିଗମ .ମୁନିସୀପାଲିଟି ଆଉ ଏନଏସି ଅଂଚଳରେ ବସବାସ କରୁଥିବା ଲୋକଙ୍କ ପାଇଁ କରୋନାକୁ ଆଖିରେ…
ମୋଦୀ ସରକାରରେ ଆଠମଲ୍ଲିକର ଚାଷୀ ଲାଭାନ୍ୱିତ ହେବେ: ଧର୍ମେନ୍ଦ୍ର
ଆଠମଲ୍ଲିକ /ସନ୍ତୋଷ ମେହେର : କେନ୍ଦ୍ରରେ ମୋଦୀ ସରକାରଙ୍କ ଦ୍ଵିତୀୟ ପାଳିର ପ୍ରଥମ ବର୍ଷର ହିସାବକୁ ସମଗ୍ର ଦେଶରେ ସମସ୍ତ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଜନ ସମ୍ବାଦ ଭର୍ଚୁଆଲ ରାଲି ଅନୁଷ୍ଠିତ ହେଉଥିବା ବେଳେ ଆଜି ଅନଗୁଳ ଜିଲ୍ଲା ଆଠମଲ୍ଲିକ ବିଧାନସଭା ରେ ଅୟୋଜିତ ହୋଇଛି। ମୁଖ୍ୟ ଅତିଥି…
ପୋଲସରା ସହରକୁ ୬ ଦିନ ପାଇଁ ସଂପୂର୍ଣ୍ଣ ସଟ୍ ଡାଉନ୍ ଘୋଷଣା କଲେ ଗଞ୍ଜାମ ଜିଲ୍ଲାପାଳ
ପୋଲସରା /ଡ଼ଃ କୁମୁଦ ଚନ୍ଦ୍ର ବେହେରା : ପୋଲସରା ସହରରେ ଚିନ୍ତା ବଢ଼ାଉଛି କରୋନା ପଜିଟିଭ ସଂଖ୍ୟା। ପୋଲସରା ଏନଏସି ରେ ପଜିଟିଭ ସଂଖ୍ୟା ବୃଦ୍ଧି ପାଇ ୪୦ରୁ ଉର୍ଦ୍ଧ୍ବ ହୋଇଥିବା ବେଳେ ଆଜି ପୁଣି ୧୨ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏଥିପାଇଁ ଗଞ୍ଜାମ ଜିଲ୍ଲାପାଳଙ୍କ ଜରୁରୀ ନିର୍ଦ୍ଦେଶ…