ଗଂଜାମ ଜିଲ୍ଲାର ପ୍ରତ୍ୟେକ ଷ୍ଟପେଜରେ ଟ୍ରେନ ରହଣୀକୁ ବାତିଲ କଲା ପୂର୍ବତଟ ରେଳବାଇ

ରାଜ୍ୟ ସରକାରଙ୍କ ଅନୁରୋଧ କ୍ରମେ ଗଂଜାମ ଜିଲ୍ଲାର ପ୍ରତ୍ୟେକ ଷ୍ଟପେଜରେ ଟ୍ରେନ ରହଣୀକୁ ବାତିଲ କରିଛି ପୂର୍ବତଟ ରେଳବାଇ |କୋଭିଡ-୧୯ ସଂକ୍ରମଣକୁ ରୋକିବା ପାଇଁ ଗଞ୍ଜାମ ଜିଲ୍ଲାରେ ସମସ୍ତ ଷ୍ଟେସନ ସହ ବାଲୁଗାଁ ଷ୍ଟେସନ ଠାରେ ଯାତ୍ରୀବାହୀ ଟ୍ରେନ ଗୁଡିକର ରହଣି ବନ୍ଦ ଓ ଟ୍ରେନ ସେବା ବାତିଲ I…

ରେକର୍ଡ ସଂଖ୍ୟକ ୩୦୩ଜଣ ସୁସ୍ଥ ହୋଇ ଘରକୁ ଫେରିଲେ 

ଆଜି ରାଜ୍ୟରେ ରେକର୍ଡ ସଂଖ୍ୟକ ୩୦୩ଜଣ   କରନା  ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି | ଫଳରେ ମୋଟ ସୁସ୍ଥଙ୍କ ସଂଖ୍ୟା ୭୦୦୬ ରେ ପହଁଚିଛି |  ଆଜି ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ ଅଛନ୍ତି ୧୨୦ଜଣ  ଗଂଜାମରୁ, ୪୬ଜଣ  ଯାଜପୁରରୁ, ୨୮ଜଣ  ଖୋର୍ଦ୍ଧାରୁ,  ୨୧ଜଣ କଟକରୁ, ୧୬ଜଣ କେନ୍ଦୁଝର,…

“ପିଅନ ହେବାର ଯୋଗ୍ୟତା ନାହିଁ, ତହସିଲଦାର ହେଇ ବସିଛୁ !!”

ବିଜେପି ବିଧାୟକ ପ୍ରାର୍ଥୀ ବାବୁ ମହାପାତ୍ରଙ୍କ ନାଁରେ ତହସିଲଦାରଙ୍କ ଏତଲା ଜବତ ହୋଇଥିବା ଗାଡି ଛାଡିବା ପ୍ରସଙ୍ଗରେ ରାସଗୋବିନ୍ଦପୁର ତହସିଲଦାରଙ୍କ ଅଫିସରେ ପଶି ଧମକ ଅଭିଯୋଗ  ବାରିପଦା (ଦିଲ୍ଲୀପ ମହାନ୍ତି) : ବିଜେପି ନେତା କୃଷ୍ଣଚନ୍ଦ୍ର ମହାପାତ୍ର (ବାବୁ ମହାପାତ୍ର)ଙ୍କ ବିରୋଧରେ…

 ଉପଜିଲ୍ଲାପାଳ ଙ୍କ ତତକ୍ଷଣାତ ପଦକ୍ଷେପ, ଗ୍ରାମବାସୀଙ୍କୁ ମିଳିଲା ସହାୟତାର ନିର୍ଭର ପ୍ରତିଶ୍ରୁତି 

ପଦ୍ମପୁର/ଶାସକ ପ୍ରଶାସକ - ପଦ୍ମପୁର ଉପଖଣ୍ତ ସ୍ଥିତ ଖଲିଆପାଲି ପଂଚାୟତ ଅର୍ନ୍ତଗତ ଝାଙ୍କରପାଲି ଗ୍ରାମ ଜାହା ପଦ୍ମପୁର ସହରରୁ ମାତ୍ର ୩ କି.ମି. ଦୂରରେ ଥାଇ ମଧ୍ୟ ଗ୍ରାମବାସୀ ସମସ୍ତ ସରକାରୀ ସୁବିଧା ସୁଯୋଗରୁ ବଂଚିତ ରହିବା ଦେଖିବାକୁ ମିଳୁଛି। ସହରର ବଡବଡିଆ ବାବୁ ତଥା ବଉଚ୍ଚ ପଦାଧିକାରୀ…

୨ ଦିନ ଲାଗି ବୁର୍ଲା ସଟଡାଉନ୍ 

ସମ୍ବଲପୁର,(ରମାକାନ୍ତ ବିଶ୍ବାଳ ):  ବୁର୍ଲାକୁ ଆସନ୍ତା ୯ ଓ ୧୦ ତାରିଖ ୨ ଦିନ ଲାଗି ପ୍ରଶାସନ ପକ୍ଷରୁ ସଟଡାଉନ ଘୋଷଣା କରାଯାଇଛି । ଏହି ସମୟରେ ବୁର୍ଲାର ୩ ନଂ , ୪ନଂ, ୫ ନଂ, ୬ ନଂ ୱାଡ ଓ ୭ ନଂ ୱାର୍ଡ ଅଞ୍ଚଳ ସଟଡାଉନ୍ ହେବ ବୋଲି କୁହାଯାଇଛି । କେବଳ ଜରୁରୀକାଳିନ ସେବାକୁ ଏଥିରୁ ବାଦ୍…

ମିଶନ ଶକ୍ତିକୁ  ଆଉ ଏକ ସଫଳତା 

ବଲାଙ୍ଗୀର : ମହିଳା ସଶକ୍ତିକରଣ ଦିଗରେ ମିଶନ ଶକ୍ତି ଆଉ ଏକ ସଫଳତା ହାସଲ କରିଛି। ବଲାଙ୍ଗୀର ଜିଲ୍ଲାର ପଥରଲାସ୍ଥିତ ମା' ଖୁଦୁରୁକୁଣୀ ସ୍ୱୟଂ ସହାୟକ ଗୋଷ୍ଠୀ ଓଡ଼ିଶା ରାଜ୍ୟ ବିହନ ନିଗମଠାରୁ ବିହନ ବିକ୍ରୟ ପାଇଁ ଲାଇସେନ୍ସ ପାଇଛି। କୋଭିଡ ମହାମାରୀ ଲକଡାଉନ ସମୟରେ ମଧ୍ୟ ସିଡ ଡିଲର ଭାବେ…

ଆଜି ଜଣେ କରୋନା ପଜିଟିଭ୍ ଚିହ୍ନଟ, ଜ଼ିଲ୍ଲା ରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦୫ l 

ସମ୍ବଲପୁର (ରମାକାନ୍ତ ବିଶ୍ବାଳ ): ଜ଼ିଲ୍ଲା ରେ ଆଜି ଜଣେ  କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାଫଳରେ ଏବେ ଜ଼ିଲ୍ଲା ରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦୫ କୁ ବୃଦ୍ଧି ପାଇଛି। ଏ ନେଇ ଜ଼ିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଆଜି କରୋନା ପଜିଟିଭ ଚି଼ହ୍ନଟ ହୋଇଥିବା ବ୍ୟକ୍ତି ଜଣକ…

ଦୁଇବର୍ଷ ପାଇଁ ରାଜ୍ୟ ସରକାରଙ୍କ ନିଯୁକ୍ତି ବନ୍ଦ ନିଷ୍ପତି ଦୁଃଭାର୍ଗ୍ୟଜନକ 

ଭୁବନେଶ୍ୱର -  ରାଜ୍ୟ ସରକାର କରୋନା ମହାମାରୀ ଆଳରେ ଦୁଇବର୍ଷ ପାଇଁ ଆର୍ଥିକ କଟକଣା ଲଗାଇ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟବନ୍ଦ କରିବା ସହ ନିଯୁକ୍ତି ବନ୍ଦ କରିବାପାଇଁ ଯେଉଁ ନିର୍ଦ୍ଦେଶନାମା  ଜାରି କରିଛନ୍ତି ତାହା ରାଜ୍ୟର ଛାତ୍ର, ଯୁବ ସମାଜ ଓ ବିଶେଷକରି ବେକାର ଯୁବକଯୁବତୀଙ୍କୁ ହତାସ…

ଭେଉଁରିଆ ଓ ଜମଲାଠାରେ କରୋନା ଯୋଦ୍ଧାମାନଙ୍କୁ ସମ୍ବର୍ଦ୍ଧନା 

ପଦ୍ମପୁର,(ଶାସକ ପ୍ରଶାସକ): ଜମଲା ହସପିଟାଲ ପରିସରରେ ଓ ପଦ୍ମପୁର ନିକଟସ୍ଥ ଭେଉଁରିଆ ଗ୍ରାମ ଠାରେ ଡାକ୍ତର,ନର୍ସ, ଏଏନଏମ, ଅଙ୍ଗନୱାର୍ଡ କର୍ମୀ, ଆଶା ଦିଦି ଆମ୍ବୁଲେସ ଡ୍ରାଇଭର ଆଦିଙ୍କୁ କରୋନା ଯୋଦ୍ଧା ଭାବେ ସମ୍ବର୍ଦ୍ଧିତ କରାଯାଇଛି  । ଜମଲା ହସପିଟାଲ ପରିସରରେ ଡା ତ୍ୟାଗରାଜ  ରାଜ ସିଂ,ଡା…

ଏସବିଆଇ ଶାଖା ପକ୍ଷରୁ ବନମହୋତ୍ସବ

ଝାରସୁଗୁଡା/ ସୁବାଷ ସାହାରେ : ଧରୁଆଡ଼ିହି ଏସବିଆଇ ଶାଖା ପକ୍ଷରୁ ଗତକାଲି ବନ ମହୋତ୍ସବ କାର୍ଯ୍ୟକ୍ରମ ଦ୍ୱାରା ପ୍ରାୟ ଏକ ଶହ ଗଛ ଲଗାଯାଇଥିଲା । ପ୍ରତ୍ୟେକ ବ୍ୟକ୍ତି ଯଦି ଗଛ ଟିଏ ଲଗାଇ ଗଛକୁ ବଞ୍ଚାଇ ରଖି ପାରିଲେ ବିଶ୍ୱକୁ ଧ୍ଵଂସ ହେବାରୁ ବଞ୍ଚାଇ ପାରିବା ବୋଲି ମତ ପ୍ରକାଶ ପାଇଥିଲା । ଏହି…