ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଅବସରରେ ବିଜେପି ଟାଉନ ମଣ୍ଡଳ ତରଫରୁ ଫଳ ବଣ୍ଟନ। 

0

 

ଝାରସୁଗୁଡ଼ା :(ସୁଭାଷ ସହାରେ)-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଅବସରରେ ଝାରସୁଗୁଡ଼ା ବିଜେପିଓ ମହିଳା ମୋର୍ଚ୍ଚା ସେବାସପ୍ତାହ ପାଳନ କରୁଛନ୍ତି। ଏହି ଅବସରରେ ବିଜେପି ଟାଉନ ମଣ୍ଡଳ ସଭାପତି ଶ୍ରୀ ନେତାଜୀ ପଟ୍ଟନାୟକଙ୍କ ନେତୃତ୍ବରେ  ରଶିପଟ୍ଟି ଅଞ୍ଚଳରେ ଫଳବଣ୍ଟନ କରାଯାଇଥିଲା। ଏହି ଅବସରରେ ବିଜେପି ପ୍ରଦେଶ କମିଟିର ସାଧାରଣ ସଂପାଦକ ଶ୍ରୀ ଟଙ୍କଧର ତ୍ରିପାଠୀ, ଜିଲ୍ଲା କୃଷକ ମୋର୍ଚ୍ଚା ସାଧାରଣ ସଂପାଦକ ମୁରାରୀ ପ୍ରସାଦ ପାଣିଗ୍ରାହୀ, ବରିଷ୍ଠ ନେତା ପ୍ରେମସେନ ରାୟ, ନୀଳାମ୍ବର ସୁନା, ଜ୍ୟୋତି ପାଣ୍ଡେ ପ୍ରମୁଖ ସହଯୋଗ କରିଥିଲେ।

Leave A Reply

Your email address will not be published.